Home Left

୧୪ ବର୍ଷ ଯାଏ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୨।୧୦: ମ୍ୟାଚ ଫିକ୍ସିଂ ଉପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଇସିସି ୟୁଏଇର ଜଣେ ଘରୋଇ କ୍ରିକେଟରଙ୍କୁ ମ୍ୟାଚ ଫିକ୍ସିଂ ମାମଲାରେ ୧୪ ବର୍ଷ ପର୍ଯ୍ୟନ୍ତ କ୍ରିକେଟ୍‌ରୁ ବାସନ୍ଦ କରିଛି। ଏହି କ୍ରିକେଟରଙ୍କ ନାମ ମେହେରଦୀପ ଛାୟକର।…

ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ଧାଓ୍ବନ

ଭାରତୀୟ କ୍ରିକେଟ ଦଳର ଓପନର୍‌ ଶିଖର ଧାୱନ ତାଙ୍କ ବଲିଉଡରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କୁ ଅଭିନେତ୍ରୀ ହୁମା କୁରେଶି ଏବଂ ସୋନାକ୍ଷୀ ସିହ୍ନାଙ୍କ ସହ ଫିଲ୍ମ ‘ଡବଲ ଏକ୍ସଏଲ’ରେ ଦେଖିବାକୁ ମିଳିବ। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ହୁମା…

ବାଇକ୍‌କୁ ଧକ୍କା ଦେଲା ବାଇକ୍‌

ଗଞ୍ଜାମ,୧୨।୧୦(ଡି.ଏନ୍‌.ଏ.): ଗଞ୍ଜାମ ଥାନା ନିକଟସ୍ଥ ଜାତୀୟ ରାଜପଥ ବିଞ୍ଚଣାପଲି ଛକଠାରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଗୋଟିଏ ବାଇକକୁ ଆଉ ଗୋଟିଏ ବାଇକ ଧକ୍କା ଦେବା ଫଳରେ ଉଭୟ ବାଇକ ଚାଳକ ଆହତ ହୋଇଥିବା ଜଣାପଡ଼ିଛି। ଜାତୀୟ ରାଜପଥ ପାଟ୍ରୋଲିଂ ଅଧିକାରୀ…

ବିଚ୍‌ ରାସ୍ତାରେ ବିଦ୍ୟାଳୟର ମହିଳା-ପୁରୁଷ କର୍ମଚାରୀଙ୍କ ହାତାହାତି

ପୁରୁଷୋତ୍ତମପୁର,୧୨।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟରୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ବିଚ୍‌ ରାସ୍ତାରେ ବାଇଧର ମନ୍ଦିର ନିକଟରେ ବିଦ୍ୟାଳୟର ଜଣେ ମହିଳା ଓ ଜଣେ ପୁରୁଷ କର୍ମଚାରୀଙ୍କ ମଧ୍ୟରେ…

ଏଲୋନ ମସ୍କ ଆଣିଲେ ବନର୍‌ଟ ହେୟାର ଅତର, ଏକ ମିନିଟ ମଧ୍ୟରେ ବିକ୍ରି ହେଲା ୧୦ ହଜାର ବୋତଲ…

ଓ୍ବାଶିଂଟନ,୧୨।୧୦ : ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟେସଲା କମ୍ପାନୀର ମାଲିକ ଏଲୋନ ମସ୍କ ବର୍ତ୍ତମାନ ଏକ ନୂତନ ବ୍ୟବସାୟରେ ପ୍ରବେଶ କରିଥିବା ଘୋଷଣା କରିଛନ୍ତି। ଏହା ଅନ୍ତର୍ଗତ ସେ ବନର୍‌ଟ ହେୟାର ନାମକ ଏକ ଅତର ଲଞ୍ଚ କରିଛନ୍ତି।…

ବିଶ୍ୱସନୀୟତା ରଖିଛି ଡାକ ବିଭାଗ

କୁନ୍ଦୁରା,୧୨।୧୦(ଡି.ଏନ୍‌.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଡାକ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜଗନ୍ନାଥ କଲ୍ୟାଣ ମଣ୍ଡପଠାରେ ବିଶ୍ୱ ଡାକ ସପ୍ତାହ ଅବସରରେ ଉପଖଣ୍ଡସ୍ତରୀୟ ଡାକମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡାକ ବିଭାଗର ଅତିରିକ୍ତ ଡାକ ଅଧୀକ୍ଷକ ସମରେନ୍ଦ୍ର…

ଉପକୂଳରେ ନକଲି ଡାକ୍ତରଙ୍କ ରାଜ

ମହାକାଳପଡା,୧୨।୧୦(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଖୁଲମଖୁଲା ଏଲୋପାଥିକ, ହୋମିଓପାଥିକ ଓ ଆୟୁର୍ବେଦିକ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଅଞ୍ଚଳଗୁଡ଼ିକରେ ପରିଦର୍ଶନ କରିବା ସହ ଅଙ୍କୁଶ ଲଗାଇବାକୁ ବିଭିନ୍ନ ମହଲରୁ…

ରୂପାନ୍ତରିତ ହେବ ଗଞ୍ଜାମର ୧୦୭ ସ୍କୁଲ

ଛତ୍ରପୁର,୧୨।୧୦(ଡି.ଏନ.ଏ.): ତୃତୀୟ ପର୍ଯ୍ୟାୟରେ ୫-ଟିରେ ଗଞ୍ଜାମ ଜିଲାର ୧୦୭ଟି ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କରାଯିବ। ଏଥିସକାଶେ ୫-ଟି ସଚିବ ଭି. କେ. ପାଣ୍ଡିଆନ ମଙ୍ଗଳବାର ଜିଲାର ରୂପାନ୍ତରୀତ ହେବାକୁ ଥିବା ବିଦ୍ୟାଳୟ ସମ୍ପର୍କରେ ଓସ୍ବାନ ଭିସି ମାଧ୍ୟମରେ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ…

କମନୀୟ କଳାକୁଞ୍ଜ

ଢେଙ୍କାନାଳ ଅଫିସ, ୧୧।୧୦: ଭାଇଚାରା ଏବଂ ପରମ୍ପରାକୁ ନେଇ ସମୃଦ୍ଧ ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜାରେ ଅନ୍ୟତମ ଆକର୍ଷଣ ସାଜିଛି କଳାକୁଞ୍ଜ ଏବଂ ବିଭିନ୍ନ ମୁଦ୍ରାରେ ବିରାଜମାନ କରିଥିବା ଦେବଦେବୀଙ୍କ ମୃଣ୍ମୟୀ ପ୍ରତିମା। କିମିଆ କରୁଛି ପୌରାଣିକ କଥାବସ୍ତୁ ଆଧାରରେ ପେଣ୍ଡାଲରେ ହୋଇଥିବା…

ଦକ୍ଷତାକୁ ମିଳିବ ନୂଆ ଦିଶା

ଅନୁଗୋଳ ଅଫିସ, ୧୨।୧୦: ବଳିଷ୍ଠ ହେବ ବିଦ୍ୟାଳୟ କ୍ରୀଡ଼ା ଭିତ୍ତିଭୂମି। ପିଲାଙ୍କ ଖେଳ ଦକ୍ଷତାକୁ ମିଳିବ ନୂଆ ଦିଶା। ଫିଫା ସହଯୋଗରେ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ ‘ଫୁଟ୍‌ବଲ୍‌ ଫର୍‌ ଅଲ୍‌’ କାର୍ଯ୍ୟକ୍ରମ ପ୍ରତିଭାବାନ ଶିକ୍ଷାର୍ଥୀଙ୍କ କ୍ରୀଡ଼ା କ୍ୟାରିୟରକୁ ଦେବ ମହତ୍ତ୍ୱପୂର୍ଣ୍ଣ…

ପ୍ରତିଶ୍ରୁତି ରଖିବାକୁ ଚେଷ୍ଟା କରୁଛନ୍ତି ସରକାର

ପାରଳାଖେମୁଣ୍ଡି,୧୨।୧୦(ଡି.ଏନ୍‌.ଏ.): ତିତ୍‌ଲି ମହାବାତ୍ୟାର ସେହି କାଳରାତ୍ରିକୁ ବିତିଛି ଚାରି ବର୍ଷ। ଏବେ ବି ଶିହରଣ ହୋଇଉଠେ ପ୍ରକୋପର କରାଳ ରୂପକୁ ସ୍ମରଣ କଲେ। ଜୀବନ ବଞ୍ଚାଇବାକୁ ଆଶ୍ରୟ ନେଇଥିବା ପଥର ଗୁମ୍ଫା ସହ ପାହାଡ଼ ଧସି ଅକାଳରେ ଯାଇଥିଲା ୧୬ ଜୀବନ।…

ଉର୍ମିଳା ଗଞ୍ଜାମ ମହିଳା ବିଜେଡି ସଭାନେତ୍ରୀ

ଗଞ୍ଜାମ,୧୨।୧୦(ଡି.ଏନ.ଏ.): ଛତ୍ରପୁର ନିର୍ବାଚନ ମଣ୍ଡଳୀର ଗଞ୍ଜାମ ଏନ୍‌ଏସି ମହିଳା ସଭାନେତ୍ରୀ ଭାବେ ପୁଣି ଉର୍ମିଳା ପଲାଇ ମନୋନୀତ ହୋଇଛନ୍ତି। ଏଥିପାଇଁ ସେ ଗଞ୍ଜାମ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri