Home Left

ପୁଅ ଚିକିତ୍ସା ଚିନ୍ତାରେ ମା’ବାପା

ବାଲେଶ୍ୱର ଅଫିସ, ୧୨।୧୦: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ତାଳପଦା ଗ୍ରାମର ସୁଶାନ୍ତ ପଟ୍ଟନାୟକ ଓ ସ୍ତ୍ରୀ ସଞ୍ଜୁଲତାଙ୍କ ୨ବର୍ଷର ପୁଅ ପୀୟୁଷ। ଜନ୍ମ ହେବାର ୨୫ଦିନ ପରେ ତାଙ୍କ କିଡ୍‌ନୀ ଖରାପ ଥିବା ଜଣାପଡିବା ପରେ ମା’ ବାପା…

ପୁରସ୍କାରପ୍ରାପ୍ତ ଏନ୍‌ଏସିରେ ପରିମଳ ବିପର୍ଯ୍ୟସ୍ତ

ଭଞ୍ଜନଗର,୧୨।୧୦(ଡି.ଏନ.ଏ): ୯୭୪ ମାର୍ଚ୍ଚ ୧୬ରେ ରାଜ୍ୟ ସରକାରଙ୍କ ଚିଠି ନଂ ୬୩୭୩ ଅନୁସାରେ ବେଲଗୁଣ୍ଠା ଏନ୍‌ଏସି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୬ଟି ରାଜସ୍ବ ଗ୍ରାମ ଯଥା ବେଲଗୁଣ୍ଠା, ବାଲିଡ଼ି, ବି.କେ.ଶରଣପୁର, ଧନିଜାପଲ୍ଲୀ, ରମୁଣିପାଟଣା ଓ ଭଗବତୀପାଟଣାକୁ ନେଇ ଏନଏସି ଗଠନ…

ତତ୍କାଳୀନ ଆକାଉଣ୍ଟାଣ୍ଟଙ୍କୁ ୨ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୧୨।୧୦: ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଡ. ଅରୁଣ କୁମାର ସାହୁ ମଙ୍ଗଳବାର ଏକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ଶୁଣାଣି କରିଥିଲେ। ଉପଯୁକ୍ତ ପ୍ରମାଣ ମିଳିବାରୁ ସେ ଅଭିଯୁକ୍ତ ତଥା ତତ୍କାଳୀନ ବୌଦ୍ଧ ଜିଲାରେ ଥିବା ଓଡ଼ିଶା…

‘ଗଣପର୍ବରେ ପରିଣତ ହୋଇଛି ବାଙ୍କୀ ମହୋତ୍ସବ’

ବାଙ୍କୀ, ୧୨।୧୦ (ସ୍ବ.ପ୍ର): ବାଙ୍କୀ ମହୋତ୍ସବ ଏକ ଗଣପର୍ବରେ ପରିଣତ ହୋଇଛି। ଏହି ଅଞ୍ଚଳର ମହାପୁରୁଷମାନଙ୍କ ସ୍ମୃତିରେ ପୂଜ୍ୟପୂଜାର ଆୟୋଜନ ନିଶ୍ଚିତ ପ୍ରଶଂସନୀୟ। ଏହି ମହୋତ୍ସବ ଆମର ସଂସ୍କୃତି ଓ ଐତିହ୍ୟ ଧାରାକୁ ଅଧିକ ଗତିଶୀଳ କରିବା ସହ ଲୋକଙ୍କ ମଧ୍ୟରେ…

ନିଶା ଦେଇ ନଗ୍ନ ଭିଡିଓ କରିଥିଲେ ଅର୍ଚ୍ଚନା

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ଅଭିନେତା, ବ୍ୟବସାୟୀ, ପ୍ରଶାସନିକ ତଥା ପୋଲିସ ଅଧିକାରୀଙ୍କୁ ବ୍ଲାକ୍‌ମେଲିଂ କରି ଟଙ୍କା ଲୁଟୁଥିବା ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗଙ୍କ ଗିରଫ ଘଟଣାକୁ ୫ ଦିନ ବିତିଛି। ଦିନ ବଢ଼ିବା ସହ ଏହି ବ୍ଲାକ୍‌ମେଲ୍‌ରଙ୍କ ଗୋଟିଏ ପରେ…

ଦୁର୍ନୀତି ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି

ଖୋର୍ଦ୍ଧା ଅଫିସ,୧୨।୧୦: ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟ ଦୁର୍ନୀତିରେ ବୁଡିଛି। କାର୍ଯ୍ୟାଳୟରେ ଦଲାଲ ସକ୍ରିୟ ରହିଛନ୍ତି। କାର୍ଯ୍ୟାଳୟର କେତେଜଣ ଅସାଧୁ କର୍ମଚାରୀ ଏବଂ ଦଲାଲଙ୍କ ମଧୁଚନ୍ଦ୍ରିକାରେ ଚାଲିଛି କାର୍ଯ୍ୟ। ଫଳରେ ଜମିଜମା ପଟ୍ଟା, ଅନ୍ୟାନ୍ୟ କାମରେ ଆସୁଥିବା ଲୋକେ ନାହିଁ ନ ଥିବା…

‘ଖବରକାଗଜ ବ୍ୟକ୍ତିଙ୍କୁ ସୃଜନଶୀଳ କରିଥାଏ’

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ଆଜିର ସମୟରେ ଗଣମାଧ୍ୟମର ଗୁରୁତ୍ୱ ବଢିଛି। ହେଲେ ଖବରକାଗଜ ଚଳାଇବା ଏକ କଠିନ କାମ ପାଲଟିଛି। ଯେଉଁ ଗଣମାଧ୍ୟମ ବିଭିନ୍ନ ପରିସ୍ଥିତି ଦେଇ ନିଜକୁ ପ୍ରତିଷ୍ଠିତ କରିପାରିବ, ତା’ର ବିଶ୍ବସନୀୟତା ବଢିବ। ଯଦି ଗଣମାଧ୍ୟମ କୌଣସି ବ୍ୟବସାୟିକ ମଡେଲ…

ରାସ୍ତାରେ ଶୋଇ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଭୁବନେଶ୍ୱର ଶହୀଦନଗର ଥାନା ଅନ୍ତର୍ଗତ ଆଚାର୍ଯ୍ୟ ବିହାର ଛକରେ ମଙ୍ଗଳବାର ରାତି ପ୍ରାୟ ୧୧ଟା୧୫ ବେଳେ ହାଇଡ୍ରାମା ଦେଖିବାକୁ ମିଳିଛି। ରାସ୍ତା ମଝିରେ ଶୋଇ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ରାଜରାସ୍ତାରେ ମହିଳା ଜଣକ ପ୍ରାୟ ୧୫ ମିନିଟ୍‌…

ନିଷିଦ୍ଧାଞ୍ଚଳରେ ପାଚେରି ନିର୍ମାଣକୁ ବିରୋଧ

ପୁରୀ ଅଫିସ, ୧୨।୧୦: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିଷିଦ୍ଧାଞ୍ଚଳରେ ପାଚେରି ନିର୍ମାଣକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି। ପାଚେରି ନିର୍ମାଣ କାର୍ଯ୍ୟ ପ୍ରକଳ୍ପ ଅନୁମତି ବହିର୍ଭୂତ ହୋଇଥିବାରୁ ଜଗନ୍ନାଥପ୍ରେମୀ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ତେବେ ଭାରତୀୟ ପ୍ରତ୍ନତତ୍ତ୍ୱ…

କୋଟିପତି ସହକାରୀ ଯନ୍ତ୍ରୀ ଗିରଫ, ଜେଲ ଗଲେ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସାଧାରଣ ଜନସ୍ବାସ୍ଥ୍ୟ ଡିଭିଜନ-୧ ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କୁ ମଙ୍ଗଳବାର ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଓ ଯାଞ୍ଚ ପରେ ତାଙ୍କ ନିକଟରୁ ପ୍ରାୟ ଅଢ଼େଇ କୋଟିରୁ…

ବଡ଼ ହୋଟେଲରେ ଖାଇ ଖୁସିହେଲେ ବସ୍ତି ପିଲା

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ବଡ଼ ହୋଟେଲରେ ବସି ସୁସ୍ବାଦୁ ଖାଦ୍ୟ ଖାଇ ଖୁସି ହୋଇଛନ୍ତି ବସ୍ତି ପିଲା। ପୂର୍ବରୁ ଏଭଳି ସୁଯୋଗ ପାଇ ନ ଥିବା ଏହି କୁନିକୁନି ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିଆରା ପ୍ରୟାସ କରିଛି ବକୁଳ ଫାଉଣ୍ଡେଶନ…

୮ ମାସରେ ୪. ୪୧ କୋଟି ଜରିମାନା

ବ୍ରହ୍ମପୁର ଅଫିସ,୧୨।୧୦: ବ୍ରହ୍ମପୁର ସହରର ଟ୍ରାଫିକ ସମସ୍ୟା ଦୂର କରିବା, ଦୁର୍ଘଟଣା ରୋକିବା ସହ ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ପୋଲିସ ତା’ର ପ୍ରୟାସ ଜାରି ରଖିଛି। ପୋଲିସ ଏବେ ତିନି ଜଣିଆ ବାଇକ ଆରୋହୀ (ଟ୍ରିପଲ ରାଇଡିଂ), ଭୁଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri