Posted inଜାତୀୟ

‘ବିଚାରପତି ନିର୍ବାଚନର ସମ୍ମୁଖୀନ ହୁଅନ୍ତି ନାହିଁ’

ନୂଆଦିଲ୍ଲୀ,୨୩।୧: ବିଚାରପତିମାନଙ୍କୁ ନିର୍ବାଚନ କିମ୍ବା ଜନସାଧାରଣଙ୍କ ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ି ନ ଥାଏ ବୋଲି କେନ୍ଦ୍ର ଆଇନମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି। ତଥାପି ସେମାନେ ସେମାନଙ୍କ କାର୍ଯ୍ୟ ପାଇଁ ଜନସାଧାରଣଙ୍କ ନଜରରେ ରହିଥାନ୍ତି। ଜନସାଧାରଣ ଆପଣଙ୍କୁ ଦେଖୁଛନ୍ତି ଓ ଆପଣମାନେ କିପରି ରାୟ ଦେଉଛନ୍ତି, ଆପଣମାନଙ୍କ କାର୍ଯ୍ୟ ଶୈଳୀ ଆଦିକୁ ସେମାନେ ବିଚାର କରୁଛନ୍ତି। ସେମାନେ ମତାମତ ଦିଅନ୍ତି ବୋଲି ରିଜିଜୁ ଦିଲ୍ଲୀ ବାର୍‌ ଆସୋସିଏଶନ୍‌ର ଏକ କାର୍ଯ୍ୟକ୍ରମରେ କହିଛନ୍ତି। ସୋସିଆଲ ମିଡିଆ ଆସିବା ଫଳରେ ଜନସାଧାରଣ କହିବାର କ୍ଷମତା ପାଇଛନ୍ତି। କେବଳ ନେତାମାନେ କହିବାର ସେ ପୁରୁଣା ଯୁଗ ଆଉ ନାହିଁ ବୋଲି ରିଜିଜୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଆକ୍ରାନ୍ତ ସଂଖ୍ୟା ୫୦ ହଜାରରୁ କମ୍‌…

ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍‌ଡାଉନ୍‌ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦...

ହ୍ବାଟସ୍‌ ଆପ୍‌ ଗ୍ରୁପ୍‌ରେ ସଦସ୍ୟ ଆପତ୍ତିଜନକ ପୋଷ୍ଟ୍‌ କଲେ ଦାୟୀ ନୁହନ୍ତି ଆଡମିନିଷ୍ଟ୍ରେଟର, ହାଇକୋର୍ଟ…

ଚେନ୍ନାଇ, ୨୭।୧୨: ହ୍ବାଟସ୍‌ ଆପ୍‌ ଗ୍ରୁପ୍‌ରେ ସଦସ୍ୟଙ୍କ ଦ୍ୱାରା କରାଯାଉଥିବା ଆପତ୍ତିଜନକ ପୋଷ୍ଟ୍‌ ପାଇଁ ଆଡମିନିଷ୍ଟ୍ରେଟର ଦାୟୀ ହେବେ ନାହିଁ। ମାଡ୍ରାସ୍‌ ହାଇକୋର୍ଟ ଏକ ମାମଲାର...

ତାଲିବାନ୍‌ ସଙ୍କଟ ପାଇଁ ତେଲ ଦର ବଢ଼ୁଛି

ବେଙ୍ଗାଲୁରୁ, ୫।୯: ଭାରତରେ ତେଲ ଦର ବୃଦ୍ଧି ପାଇଁ କର୍ନାଟକର ଭାଜପା ବିଧାୟକ ଆଫଗାନିସ୍ତାନରେ ତାଲିବାନ୍‌ ସଙ୍କଟକୁ ଦାୟୀ କରିଛନ୍ତି। ତାଲିବାନ୍‌ ସଙ୍କଟ ଯୋଗୁ ଅଶୋଧିତ...

ଚାହୁଁଚାହୁଁ ବୁଡ଼ିଗଲା କାର: ରାସ୍ତାରେ ୩ ଫୁଟ ପାଣି

ଗୁଡ଼ଗାଓଁ,୨୩।୭: ଗତ କିଛି ଦିନ ଧରି ଗୁଡ଼ଗାଓଁରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ୩ ଫୁଟର ବନ୍ୟାଜଳ ଦିଲ୍ଲୀ-ଗୁଡ଼ଗାଓଁ ଏକ୍ସପ୍ରେସ୍‌ ଓ୍ବେ ଉପରେ ପ୍ରବାହିତ...

ଶିକ୍ଷକ ନିଯୁକ୍ତି ଘୋଟାଲାରେ ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଗିରଫ, ଗୋଟିଏ ଦିନ ପୂର୍ବରୁ ଇଡିରେ ହୋଇଥିଲେ ଜେରା

କୋଲକାତା,୧୧ ।୧୦: ଶିକ୍ଷକ ନିଯୁକ୍ତି ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳ(ଇଡି) ତ୍ରୁଣମୂଳ କଂଗ୍ରେସ(ଟିଏମସି) ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ମଙ୍ଗଳବାର ଗିରଫ କରିଛି । ସୋମବାର କୋଲକାତାରେ ସିଜିଓ...

ରାଷ୍ଟ୍ରପତି ନିର୍ବାଚନ ନାମାଙ୍କନ ଅସ୍ବୀକୃତିରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୯।୬ : ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଅସ୍ବୀକୃତିରେ ହସ୍ତକ୍ଷେପ କରିବାକୁ ବୁଧବାର ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ଏହା ସହିତ ଶୀର୍ଷକୋର୍ଟ ଡ. ମାଣ୍ଡତି...

ତେଜସ୍ବୀଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା

ପାଟନା,୧୧।୮: ବିହାରରେ ପୁଣି ମହାମେଣ୍ଟ ସରକାର ଗଠନ କରାଯାଇଛି। ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ ବର୍ତ୍ତମାନ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ଉପମୁଖ୍ୟମନ୍ତ୍ରୀ ହେବାପରେ...

୬୫ ଘଣ୍ଟା ମଧ୍ୟରେ ୨୦ ମିଟିଂ କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ଶେଷ କରି ରବିବାର ଭାରତ ଫେରିଛନ୍ତି। ୨୨ ସେପ୍ଟେମ୍ବରରେ ଆମେରିକା ଗସ୍ତରେ ବାହାରିବା ପରେ ପ୍ରଧାନମନ୍ତ୍ରୀ ପ୍ରାୟ ୯୦...

Advertisement
Archives

Model This Week