Home Left

ବିଶ୍ୱକପ୍‌ର ପ୍ରଥମ ହାଟ୍ରିକ୍‌; ୟୁଏଇର ଏହି ସ୍ପିନରଙ୍କ ବୋଲିଂରେ ବ୍ୟାଟ୍ସମ୍ୟାନ୍‌ ଘାଇଲା…

ନୂଆଦିଲ୍ଲୀ,୧୮।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ ଆରମ୍ଭର ଦ୍ୱିତୀୟ ଦିନରେ ଦେଖିବାକୁ ମିଳିଛି ପ୍ରଥମ ହାଟ୍ରିକ୍‌। ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ୨୨ ବର୍ଷୀୟ କାର୍ତ୍ତିକ ମେୟାପ୍ପାନ ଶ୍ରୀଲଙ୍କା ବିପକ୍ଷରେ ହାଟ୍ରିକ୍‌ ନେଇ ରେକର୍ଡ କରିଛନ୍ତି। ଏହି ମ୍ୟାଚ୍‌ରେ ୟୁଏଇ ଟସ୍‌ ଜିତି ପ୍ରଥମେ…

ଡେଲିଭରୀ ପାଇଁ ହସ୍ପିଟାଲ ବୁକ୍‌ କଲେ ଆଲିଆ-ରଣବୀର

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ପପୁଲାର ଷ୍ଟାର କପଲ ଆଲିଆ ଭଟ୍ଟ ଓ ରଣବୀର କପୁର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ଦୁହେଁ ନିଜର ବ୍ୟକ୍ତିଗତ ଜୀବନ ହେଉ କି ପ୍ରୋଫେସ୍‌ନାଲ ବାବଦରେ ସବୁବେଳେ ନିଜ ପ୍ରଶଂସକଙ୍କ ସହ ଶେୟାର କରିଥାନ୍ତି।…

ସପ୍ତାହରେ ୟୁକ୍ରେନର ୩୦ ପ୍ରତିଶତ ପାଓ୍ବାର ଷ୍ଟେଶନକୁ କ୍ଷତିଗ୍ରସ୍ତ କରିଛି ରୁଷିଆ

କିଭ୍‌,୧୮।୧୦: ଗତ କିଛି ଦିନରୁ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି। ପ୍ରଥମେ ରୁଷିଆ ପକ୍ଷରୁ ପ୍ରାୟ ୮୪ଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିବା ବେଳେ ନିକଟରେ ଡ୍ରୋନ ଦ୍ୱାରା ମଧ୍ୟ ୟୁକ୍ରେନ୍‌ରେ ଆକ୍ରମଣ କରାଯାଇଛି। ଇତିମଧ୍ୟରେ ଗତ ସପ୍ତାହରେ ରୁଷିଆ…

ଭାରତ-ଅଷ୍ଟ୍ରେଲିଆ ଖେଳିବେ ବିଶ୍ୱକପ୍‌ ଫାଇନାଲ…

ବ୍ରିସବେନ,୧୮।୧୦: ଆରମ୍ଭରୁ ଖେଳାଳିଙ୍କ ଜବରଦସ୍ତ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଟି -୨୦ ବିଶ୍ୱକପ ୨୦୨୨। ଦୁଇ ଦିନରେ ଦୁଇଟି ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗୋଟିଏ ପଟେ ନାମିବିଆ ଏସିଆ କପ୍‌ ଚାମ୍ପିୟନ ଶ୍ରୀଲଙ୍କାକୁ ପରାସ୍ତ କରିଥିବାବେଳେ ସ୍କଟଲ୍ୟାଣ୍ଡ ଦୁଇଥର ଟି…

ଏସିଆ କପ୍‌ ଲାଗି ପାକିସ୍ତାନ ଯିବ ନାହିଁ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୮।୧୦: ୨୦୨୩ ଏସିଆ କପ୍‌ ଖେଳିବା ଲାଗି ପାକିସ୍ତାନ ଗସ୍ତ କରିବ ନାହିଁ ଭାରତ। ପ୍ରଥମେ ଏହା ସମ୍ଭବ ବୋଲି କୁହାଯାଉଥିବା ବେଳେ ଏବେ ବିିସିସିଆଇ ସଚିବ ଜୟ ଶାହ ଏହା ଅସମ୍ଭବ ବୋଲି ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ବିସିସିିଆଇର ବାର୍ଷିକ…

ଓଟିଏମ୍‌ ପୁନଃରୁଦ୍ଧାର ମାମଲା: ବକେୟା ଟଙ୍କା ନେଇ ରିପୋର୍ଟ ଦାଖଲ

କଟକ ଅଫିସ,୧୮।୧୦: ଓଟିଏମ୍‌ ପୁନଃରୁଦ୍ଧାର ସମ୍ପର୍କିତ ମାମଲାରେ ହାଇକୋର୍ଟରେ ଅଫିସିଆଲ ଲିକ୍ୟୁଡେଟର ମଙ୍ଗଳବାର ରିପୋର୍ଟ ଦାଖଲ କରିଛନ୍ତି। ଓଟିଏମ୍‌ ପୁନଃରୁଦ୍ଧାର ଏବଂ କର୍ମଚାରୀମାନଙ୍କ ବକେୟା ପ୍ରାପ୍ୟ ବାବଦରେ ଏହି ରିପୋର୍ଟ ଦାଖଲ କରାଯାଇଛି। କର୍ମଚାରୀଙ୍କ ବକେୟା ପ୍ରାପ୍ୟ ବାବଦରେ ରାଜ୍ୟ ସରକାର…

ବିଶ୍ୱକପ୍‌ ବିଜେତା, ପଶୁ ପ୍ରେମୀ, ପୁଅଙ୍କ ଚୟନକୁ ନେଇ ବିବାଦ; ଜାଣନ୍ତୁ ବିସିସିଆଇ ନୂତନ ଅଧ୍ୟକ୍ଷ ବିନ୍ନିଙ୍କ ବିଷୟରେ ଅନେକ କିଛି…

ନୂଆଦିଲ୍ଲୀ,୧୮।୧୦: ୧୯୮୩ ବିଶ୍ୱକପ୍‌ ବିଜେତା ଟିମ୍‌ର ସଦସ୍ୟ ଥିବା ରୋଜର ବିନ୍ନି ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନୂତନ ଅଧ୍ୟକ୍ଷ। ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେବେ ସେ। ମଙ୍ଗଳବାର ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ଏହି…

ନୂଆ ଲୁକ୍‌ରେ ନଜର ଆସିଲେ କ୍ରିତି

ବଲିଉଡ ଅଭିନେତା ବରୁଣ ଧାଓ୍ବନ ଏବଂ ଅଭିନେତ୍ର କ୍ରିତି ସାନନ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ ଭେଡିଆ’ କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୁହିଁଙ୍କୁ ଦ୍ୱିତୀୟ ଥର ପାଇଁ ଦର୍ଶକ ଦେଖିବାକୁ ପାଇବେ। ନିକଟରେ ବରୁଣଙ୍କ ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଥିବା…

ପୁଣିଥରେ ଆଇନର ଜାଲରେ ଫସି ପାରନ୍ତି ରଣବୀର

ମୁମ୍ବାଇ: ବଲିଉଡ ନାୟକ ରଣବୀର ସିଂ କିଛି ନା କିଛି କାରଣ ପାଇଁ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । କିଛିଦିନ ତଳେ ସେ ତାଙ୍କ ନ୍ୟୁଡ ଫଟୋଶୁଟକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ ଆଇନର ଜାଲରେ ଛନ୍ଦି ହୋଇ ପଡିଥିଲେ ।…

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟଣାରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୮।୧୦: ଉତ୍ତରାଖଣ୍ଡ କେଦାରନାଥରେ ମଙ୍ଗଳବାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। କେଦାରନାଥରୁ ଫାଟା ଫେରୁଥିବା ବେଳେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟ ସମେତ ୭ଜଣଙ୍କର ମୃତ୍ୟୁ ଘଟିଛି। ତେବେ କେଦାରନାଥ ଦୁର୍ଘଟଣାଗ୍ରସ୍ତ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟମନ୍ତ୍ରୀ…

ନୂଆ ପାଠ୍ୟକ୍ରମ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ନବମ ଓ ଦଶମର ନୂଆ ପାଠ୍ୟକ୍ରମ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆଗାମୀ ଦିନ ପାଇଁ ଏବେଠୁ ପିଲାଙ୍କୁ ପ୍ରସ୍ତୁତ କରାଯିବ। ପିଲାମାନଙ୍କୁ ଏବେଠୁ ପ୍ରସ୍ତୁତି କରାଗଲେ ଆଗକୁ…

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି: ଦୁର୍ଘଟଣା ପରେ ଉଡାଣ ସେବା ବନ୍ଦ

ଡେରାଡୁନ,୧୮।୧୦: ଉତ୍ତରାଖଣ୍ଡ କେଦାରନାଥରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। କେଦାରନାଥରୁ ଫାଟା ଫେରୁଥିବା ଏକ ହେଲିକପ୍ଟର କ୍ରାଶ୍‌ ହୋଇଯାଇଛି। ଏହି ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଛି। ପାଇଲଟ ସମେତ ୭ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିଶେଷ ମୁଖ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri