ଚାଷୀ-ପୋଲିସ ମୁହାଁମୁହିଁ: ହଂସପାଳରେ ଧାରଣା
ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅନେକ ହଜାର ଚାଷୀ ମଙ୍ଗଳବାର ଭୁବନେଶ୍ୱରକୁ ବିଭିନ୍ନ ଦାବି ନେଇ ପଦଯାତ୍ରାରେ ଆସିବା ବେଳେ ହଂସପାଳଠାରେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି। ସଙ୍ଗଠନର ଡାକରାରେ ଅକ୍ଟୋବର ୧୩ ତାରିଖରୁ ଧାନମଣ୍ଡଳରୁ ଆରମ୍ଭ ହୋଇଥିବା ପଦଯାତ୍ରା…
ରତ୍ନଭଣ୍ଡାର ସମ୍ପର୍କରେ ଜବାବ ଦାଖଲ ନିର୍ଦ୍ଦେଶ
କଟକ ଅଫିସ,୧୯ା୧୦: ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିରର ସୁରକ୍ଷା ନେଇ ହାଇକୋର୍ଟରେ ଆଗତ ୩ଟି ମାମଲାର ଏକତ୍ର ଶୁଣାଣି ମଙ୍ଗଳବାର ହୋଇଛି। ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଓ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି…
ଅକ୍ଷୟଙ୍କ ହାତରୁ ‘ତାରେ ଜମିନ୍ ପର୍’ ଫିଲ୍ମକୁ ଛଡ଼ାଇ ନେଇଥିଲେ ଆମିର୍
ବମ୍ବେ: ବଲିଉଡ୍ର ମିଷ୍ଟର ପର୍ଫେକ୍ସନିଷ୍ଟ ଆମିର ଖାଁ ନିର୍ଦ୍ଦେଶକ ଭାବେ ‘ତାରେ ଜମିନ୍ ପର୍’ ଫିଲ୍ମରୁ ଡେବ୍ୟୁ କରିଥିଲେ। ୨୦୦୭ରେ ରିଲିଜ ହୋଇଥିବା ଏହି ଫିଲ୍ମ ଓସ୍କାର ଯାଇଥିବା ପ୍ରଥମ ଅଫିସିଆଲ୍ ଚଳଚ୍ଚିତ୍ର ପାଲଟିଥିଲା। ଏଥିରେ ଫିଲ୍ମନିର୍ମାତା ଅମୋଲ ଗୁପ୍ତେଙ୍କ କାମକୁ…
କୋକସରା ବ୍ଲକରେ ବ୍ୟାପୁଛି ଚକଡ଼ା ରୋଗ: ମୁଣ୍ଡରେ ହାତ ଦେଇ ବସିଛନ୍ତି ଧାନଚାଷୀ
କୋକସରା,୧୮।୧୦(ଡି.ଏନ.ଏ.): ହେକ୍ଟର ହେକ୍ଟର ଚାଷ ଜମିରେ ବ୍ୟାପୁଛି ଚକଡ଼ା ରୋଗ । ନିମିଶକ ମଧ୍ୟରେ ସୁନାର ଫସଲକୁ ଚରି ଯାଉଛି ଚକଡ଼ା ପୋକ। ସବୁଜିମା ଦିଶୁଥିବା ଚାଷ ରାତିକ ମଧ୍ୟରେ ପୋଡି ଯାଉଛି ଓ ଧାନ କେଣ୍ଡା ସବୁ ପାଳ ଭଳି…
ଫାଇନାନ୍ସରେ ସ୍ବାମୀ ଫୋନ୍ କିଣି ଦେଇଥିବା ଜାଣି ବିଷ ପିଇଲେ ସ୍ତ୍ରୀ; ଚାଲିଗଲା ଜୀବନ
ମାଲକାନଗିରି,୧୮।୧୦(ଡି.ଏନ୍.ଏ.): ମୋବାଇଲ ପାଇଁ ଚାଲି ଗଲା ଜୀବନ। ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲାରେ । ଜିଲା ଅନ୍ତର୍ଗତ ଏମ୍ପିଭି ୧୪ ଗ୍ରାମର ଜଣେ ବିବାହିତା ମୋବାଇଲ ଲାଗି ବିଷ ପିଇଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ…
ସ୍ମାର୍ଟଫୋନ୍ କିଣିବା ମାନିଆ, ରକ୍ତ ବିକ୍ରି କରିବାକୁ ବ୍ଲଡ୍ ବ୍ୟାଙ୍କ ପହଞ୍ଚିଲେ ନାବାଳିକା…
କୋଲକାତା,୧୮।୧୦ : ସମ୍ପ୍ରତି ଆମେ ପ୍ରାୟତଃ ସ୍ମାର୍ଟଫୋନ ପାଇଁ ଲୋକଙ୍କ ମଧ୍ୟରେ ଥିବା କ୍ରେଜ ଖବର ଶୁଣିଥାଉ। କିନ୍ତୁ ପଶ୍ଚିମବଙ୍ଗରେ ଯାହା ଘଟିଛି ତାହା ପ୍ରକୃତରେ ତାହା ଯେକୌଣସି ଲୋକଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିବ। ଏଠାରେ ଜଣେ ୧୬ ବର୍ଷ ବୟସ୍କା…
ଦାରିଙ୍ଗବାଡ଼ିର ଅନେକ ପଞ୍ଚାୟତରେ ପବନ, ଘଡ଼ଘଡ଼ି ସହ ବର୍ଷା: ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ
ଦାରିଙ୍ଗବାଡି,୧୮।୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଏକାଧିକ ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ପବନ, ଘଡଘଡି ସହ ବର୍ଷା ହୋଇଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ଗଛପଡ଼ି ଯାତାୟାତରେ ବାଧା ସୃଷ୍ଟି ହୋଇଛି। ସୂଚନାନୁଯାୟୀ, ତିଲୋରୀ ପଞ୍ଚାୟତର ଜଗେରମାହା ଗ୍ରାମରେ ବିରାଟ…
ଓମିକ୍ରନ୍ର ନୂଆ ସବ୍-ଭାରିଆଣ୍ଟକୁ ନେଇ ଆଲର୍ଟ ମୋଡରେ ସରକାର: ବୈଠକ କଲେ ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୮।୧୦: ଓମିକ୍ରନ୍ର ସବ୍-ଭାରିଆଣ୍ଟ ବିଏଫ୍-୭ ଭାରତରେ ଚିହ୍ନଟ ହେବା ପରେ କରୋନା ମାମଲା ପୁଣିଥରେ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ଇତିମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଓମିକ୍ରନ୍ର ସବ୍-ଭାରିଆଣ୍ଟର ବିପଦକୁ ଦୃଷ୍ଟିରେ ରଖି ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ…
ଜାଣନ୍ତି ମା’ ଲକ୍ଷ୍ମୀଙ୍କ ଭାଇ କିଏ? ଯାହାଙ୍କ ବିନା ସମସ୍ତ ପୂଜା ରହିଥାଏ ଅଧା…
ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ। କୁହାଯାଏ ଦୀପାବଳି ଦିନ ରାତିରେ ସମସ୍ତଙ୍କ ଘରେ ଲକ୍ଷ୍ମୀ ବାସ କରିବା ସହ ଅନ୍ନ-ଧନରେ ଭଣ୍ଡାର ଭରି ଦିଅନ୍ତି। ତେବେ କ’ଣ ଆପଣ ଜାଣନ୍ତି ଲକ୍ଷ୍ମୀଙ୍କ ଭାଇ କିଏ, ଯାହାଙ୍କ ବିନା ମନ୍ଦିର ସହ…
ଯେଉଁ ବସ୍ରେ ଆସିଲେ ସେଇ ମାଡ଼ିଗଲା
ପାପଡାହାଣ୍ଡି,୧୮।୧୦(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଜଟାବାଲ ସଦର ମହାକୁମାରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ବସ୍ ଚକତଳେ ଚାପିହୋଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୌଶଲ୍ୟା ହରିଜନ। ସୂଚନାଯୋଗ୍ୟ, କୌଶଲ୍ୟା ମାଲକାନଗିରି ଜିଲା ଏମ୍ଭି ୭୯ରୁ…
ଦୀପାବଳି-ଛଟ୍ରେ ଚାଲିବ ସ୍ବତନ୍ତ୍ର ୩୨ ଟ୍ରେନ୍
ନୂଆଦିଲ୍ଲୀ, ୧୮।୧୦: ପାର୍ବଣ ଋତୁରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର। ଯାତ୍ରୀମାନେ ଯାତାୟାତରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା ପାଇଁ ଭାରତୀୟ ରେଲଓ୍ବେ ମଙ୍ଗଳବାର ୩୨ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ତେବେ…
ଅଧ୍ୟକ୍ଷ ପଦ ଯିବା ପରେ ଗାଙ୍ଗୁଲିଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ…
ନୂଆଦିଲ୍ଲୀ,୧୮।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ଭାବେ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ବିଶ୍ୱକପ୍ ବିଜେତା ଟିମ୍ର ସଦସ୍ୟ ଥିବା ରୋଜର୍ ବିନ୍ନି ବୋର୍ଡର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ଘୋଷଣା ହେବା ପରେ ପ୍ରଥମ…
Archives


