Home Left

ସମ୍ଭାବ୍ୟ ବାତ୍ୟା: ସରକାରୀ ଅଧିକାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲାଗୁଡିକୁ ସତର୍କ ରହିବାକୁ ସମସ୍ତ ଜିଲାପାଳଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜିଲାର ସରକାରୀ ଅଧିକାରୀମାନଙ୍କ ଛୁଟି ବାତିଲ ହୋଇଥିବା ବେଳେ…

ଭାଜପା ପ୍ରାର୍ଥୀ ପ୍ରତ୍ୟାହାର ପରେ ଋତୁଜା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସ୍ପଷ୍ଟ

ମୁମ୍ବାଇ,୧୮।୧୦: ମୁମ୍ବାଇ ଅନ୍ଧେରି ଇଷ୍ଟ ବିଧାନସଭା ଆସନରେ ନଭେମ୍ବର ୩ରେ ଉପନିର୍ବାଚନ ହେବାକୁ ଥିବା ବେଳେ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ଭାଜପା ପ୍ରାର୍ଥୀ ପ୍ରତ୍ୟାହାର କରିନେଇଛି। ଫଳରେ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀର ପ୍ରାର୍ଥୀ ଋତୁଜା ଲାଟ୍‌କେ ନିର୍ଦ୍ୱନ୍ଦ୍ୱରେ…

ବଲାଙ୍ଗୀରରେ ତେଜୁଛି ରୋପ୍‌ଓ୍ବେ ଆନ୍ଦୋଳନ

ବଲାଙ୍ଗୀର ଅଫିସ,୧୮।୧୦: ବଲାଙ୍ଗୀର ଜିଲାରେ ବଢ଼ିବାରେ ଲାଗିଛି ରୋପ୍‌ୱେ ଟେନ୍‌ସନ। ହରିଶଙ୍କରରୁ ନୃସିଂହନାଥ ପ୍ରସ୍ତାବିତ ରୋପ୍‌ୱେ ଯୋଜନା ବାତିଲ ହେବା ଜଣାପଡ଼ିବା ପରେ ସପ୍ତାହେ ହେଲା ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଉଛି । ଗତ ୧୦ ତାରିଖରେ କୋଶସଲ ରାଜ୍ୟ…

ନବରଙ୍ଗପୁରରେ ବ୍ୟାପୁଛି ଝାଡାବାନ୍ତି: ୪ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି

ପାପଡାହାଣ୍ଡି,୧୮।୧୦(ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକକୁ ପୁଣି ଫେରିଛି ଝାଡାବାନ୍ତି। ଗତ ଅଗଷ୍ଟ ମାସରେ ତୁଳସିପଦର ଓ ଗତ ସପ୍ତାହରେ ସୋରିଷପଦରରେ ଝାଡାବାନ୍ତି ଦେଖାଦେଇଥିଲା। ବର୍ତ୍ତମାନ ବ୍ଲକର ମାଝୀଗୁଡା ପଞ୍ଚାୟତ ଖଡ଼କାପଦର ଗ୍ରାମରେ ଝାଡାବାନ୍ତି ବ୍ୟାପିଥିବା ବେଳେ ଏହାର ପ୍ରକୃତ କାରଣ…

ବିସିସିଆଇର ୩୬ତମ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି

ନୂଆଦିଲ୍ଲୀ,୧୮।୧୦: ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ)ର ୩୬ତମ ଅଧ୍ୟକ୍ଷ ହୋଇଛନ୍ତି ପୂର୍ବତନ କ୍ରିକେଟର୍‌ ରୋଜର ବିନ୍ନି। ମଙ୍ଗଳବାର ମୁମ୍ବାଇର ତାଜ ହୋଟେଲରେ ଅନୁଷ୍ଠିତ ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି। ବିସିସିଆଇର ପୂର୍ବତନ…

ଡ୍ରଗ୍ସ ନିଅନ୍ତି ସଲମାନ ଖାନ୍‌: ବାବା ରାମଦେବ

ନୂଆଦିଲ୍ଲୀ,୧୮।୯: ଯୋଗ ଗୁରୁ ବାବା ରାମଦେବ ଏକ କାର୍ଯ୍ୟକ୍ରମରେ ନିଶା ମୁକ୍ତି ଭାରତ ବିଷୟରେ ଲୋକଙ୍କୁ ସଚେତନ କରାଇଥିଲେ। ଏହି ସମୟରେ ସେ ବଲିଉଡର ଅଭିନେତା ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କୁ ଟାର୍ଗେଟରେ କରିଥିଲେ। ସେ କହିଛନ୍ତି, ଯଦି ସମଗ୍ର…

ଦେଶରେ ୧,୫୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୮।୧୦: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୫୪୨ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୮ ଜଣଙ୍କ ମୃତ୍ୟୁ ଘଟଥିବା ଜଣାପଡିଛି। ନୂତନ ମାମଲା…

ବରଗଡ଼ ଧନୁଯାତ୍ରା, ଏଥର କଳାକାର ଚୟନ

ବରଗଡ଼ ଅଫିସ,୧୮।୧୦: ବରଗଡ଼ ଧନୁଯାତ୍ରା ପାଇଁ ଏଥର ନୂତନ କଳାକାର ଚୟନ ହେବେ। ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ମହୋତ୍ସବର ଏକ ସ୍ମାରକୀ ତୋରଣ ନିର୍ମାଣ ନେଇ ନିଷ୍ପତ୍ତି ହୋଇଛି। ଜିଲାପାଳ ମୋନିଷା…

ବସ୍‌-ଟ୍ରଲର ଧକ୍କା: ଶିଶୁ ସମେତ ଚାଲିଗଲା ୬ ଜଣଙ୍କ ଜୀବନ

ଭଡୋଦରା,୧୮।୧୦: ଗୁଜୁରାଟର ଭଡୋଦରା ସହର ଉପକଣ୍ଠରେ ଥିବା ଅହମ୍ମଦାବାଦ-ମୁମ୍ବାଇ ଜାତୀୟ ରାଜପଥରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବସ୍‌ ଟ୍ରଲର ସହ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ଜଣାପଡିଛି।…

ନାବାଳିକାଙ୍କୁ ପ୍ରେମ ପ୍ରତାରଣା: ବନ୍ଧାହେଲେ ଯୁବକ

ବେତନଟୀ,୧୮।୧୦(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି । ୧୭ ବର୍ଷୀୟା ନାବାଳିକାଙ୍କୁ ପ୍ରେମ ପରେ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରାଯାଇଥିବା ଜଣାପଡିଛି। ଅନ୍ୟପକ୍ଷେ ଘଟଣାରେ ସମ୍ପୃକ୍ତ…

ତେଜସ୍ବୀଙ୍କୁ ତାଗିଦ୍‌ କଲେ କୋର୍ଟ

ନୂଆଦିଲ୍ଲୀ,୧୮।୧୦: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ସ୍କାମ ମାମଲାରେ ବିହାରର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ ମଙ୍ଗଳବାର ଦିଲ୍ଲୀ ସ୍ଥିତ ରାଉସ ଏଭେନ୍ୟୁ କୋର୍ଟରେ ପହଞ୍ଚିଛନ୍ତି। ଆଇଆରସିଟିସି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ…

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୬ ମୃତ

ଡେରାଡୁନ,୧୮।୧୦: ଉତ୍ତରାଖଣ୍ଡରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ କେଦାରନାଥ ଧାମରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କେଦାରନାଥଠାରୁ ଦୁଇ କିଲୋମିଟର ଦୂରରେ ଥିବା ଗରୁଡଚଟ୍ଟୀରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ହେଲିକପ୍ଟରରେ ୬…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri