Home Left

ବିଓଏମ୍‌ର ସୁଧ ହାର ହ୍ରାସ

ନୂଆଦିଲ୍ଲୀ,୧୯ା୧୦: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର(ବିଓଏମ୍‌) ଗୃହଋଣ ସୁଧ ହାରରେ ୩୦ରୁ ୭୦ ବିପିଏସ୍‌ ହ୍ରାସ କରିଛି। ସେହିପରି ବ୍ୟାଙ୍କର ବ୍ୟକ୍ତିଗତ ଋଣ ହାରରେ ମଧ୍ୟ ୨୪୫ ବିପିଏସ୍‌ ହ୍ରାସ ହୋଇଥିବା ଜଣାପଡ଼ିଛି। ଏହି ପାର୍ବଣରେ ଖୁଚୁରା ଋଣର ସୁଧ ହାରକୁ ହ୍ରାସ…

ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓରୁ ୯୩ କେଜି ଗଞ୍ଜେଇ ଜବତ

ଲୋଇସିଂହା,୧୯।୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ବସଷ୍ଟାଣ୍ଡରେ ଏକ ସ୍କର୍ପିଓ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି। ସ୍କୁଟିରେ ଥିବା ନିକଟସ୍ଥ ପତ୍ରାପାଲି ଗାଁର ୩ ଜଣ ଯୁବକ ରଞ୍ଜନ ପଧାନ, ବ୍ରଜ ପଧାନ ଓ ରମେଶ…

ଜିଓ ଫାଇବରର ‘ଡବଲ ଫେଷ୍ଟିଭାଲ ବୋନାଞ୍ଜା’

ନୂଆଦିଲ୍ଲୀ,୧୯ା୧୦: ରିଲାଏନ୍ସ ଜିଓ ପକ୍ଷରୁ ‘ଜିଓ ଫାଇବର ଡବଲ ଫେଷ୍ଟିଭାଲ ବୋନାଞ୍ଜା’ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷ ଅକ୍ଟୋବର ୧୮ ରୁ ୨୮ ମଧ୍ୟରେ ନୂଆ ଜିଓ ଫାଇବର ପ୍ଲାନ୍‌ ଏବଂ ନୂଆ ସଂଯୋଗ ବୁକିଂ କରୁଥିବା ଗ୍ରାହକମାନଙ୍କୁ…

ବିମାନରେ ସାପ, ଯାତ୍ରୀଙ୍କ ମଧ୍ୟରେ ଆତଙ୍କ…

ଟାମ୍ପା,୧୯।୧୦ : ଫ୍ଳୋରିଡ଼ାର ଟାମ୍ପା ସହରରୁ ନ୍ୟୁଜର୍ସି ଅଭିମୁଖେ ଉଡାଣ କରୁଥିବା ବିମାନରେ ସାପ ମିଳିଛି। ସାପ ମିଳିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ନେ ଓ୍ବାର୍କ ଲିବର୍ଟି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏଭଳି ଘଟିଛି। ବିମାନର ବିଜନେସ୍‌ କ୍ଲାସରେ ସାପ…

ପାନାସୋନିକ୍‌ର ‘ଫେଷ୍ଟିଭାଲ ଅଫ୍‌ ଲାଇଫ୍‌’

ଭୁବନେଶ୍ୱର,୧୯ା୧୦: ଦେଶର ପ୍ରମୁଖ ହୋମ୍‌ ଆପ୍ଲାଏନ୍ସ ସାମଗ୍ରୀ ବିକ୍ରେତା କମ୍ପାନୀ ‘ପାନାସୋନିକ୍‌’ ପକ୍ଷରୁ ଚଳିତ ବର୍ଷର ପାର୍ବଣ ଉପଲକ୍ଷେ ‘ଫେଷ୍ଟିଭାଲ ଅଫ୍‌ ଲାଇଫ୍‌’ ସମ୍ପର୍କରେ ଘୋଷଣା କରାଯାଇଥିଲା। ଓଡ଼ିଶାର ଗ୍ରାହକ ସୁଜାତା ମହାପାତ୍ର କମ୍ପାନୀର ଉକ୍ତ ଅଫର ଜରିଆରେ ୨.୫ ଲକ୍ଷ…

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୧୯ା୧୦: ଅନ୍ତର୍ଜାତୀୟ ସମସ୍ୟା ସାଙ୍ଗକୁ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଜାରି ସତ୍ତ୍ୱେ ଶେୟାର ବଜାର କାରବାର କ୍ରମାଗତ ୨ୟ ଦିନ ଲାଗି ଭଲ ରହିଛି। ଫଳରେ ଶେୟାର ବଜାରର ନିବେଶକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖାଯାଇଛି। କାରଣ ଗତ ସପ୍ତାହର…

୧୫୦ କୋଟି ଟଙ୍କା ନିବେଶ କରିବ ଭି-ମାର୍ଟ

ନୂଆଦିଲ୍ଲୀ,୧୯ା୧୦: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ଭି-ମାର୍ଟ ରିଟେଲ ଲିମିଟେଡ୍‌ (ଭି-ମାର୍ଟ) ପକ୍ଷରୁ ଲାଇମ୍‌ରୋଡ୍‌କୁ ଅଧିଗ୍ରହଣ କରିବା ଲାଗି ବୁଝାମଣା ପତ୍ର ସ୍ବାକ୍ଷର କରାଯାଇଛି। ଏହା ଜରିଆରେ କମ୍ପାନୀ ଭାରତରେ ଡିଜିଟାଲ ଶପିଙ୍ଗ୍‌ କରୁଥିବା ୫ କୋଟିରୁ ଅଧିକ ଗ୍ରାହକଙ୍କ ନିକଟରେ…

ତାଲିକାରେ ନାମ ନ ଥିବାରୁ ପଦରୁ ଇସ୍ତଫା ଦେଲେ ସତ୍ୟପ୍ରକାଶ

ଭୁବନେଶ୍ବର,୧୯ା୧୦(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ପଦ ନିର୍ବାଚନ ଦଳରେ ଏକ ନୂଆ ବିବାଦ ସୃଷ୍ଟି କରିଛି। ନିର୍ବାଚନରେ ମତଦାନ କରି ନ ପାରିବାକୁ ନେଇ ରାଜ୍ୟ କଂଗ୍ରେସର ଗଣମାଧ୍ୟମ ଆବାହକ ତଥା ସାଧାରଣ ସମ୍ପାଦକ ସତ୍ୟପ୍ରକାଶ ନାୟକ ମଙ୍ଗଳବାର…

ତଦନ୍ତ ବାଟବଣା ନ ହେଉ

ଭୁବନେଶ୍ବର,୧୯ା୧୦(ବ୍ୟୁରୋ): ଅର୍ଚ୍ଚନା ନାଗ ମାମଲାର ନିରପେକ୍ଷ ତଦନ୍ତ ଦାବିରେ ମଙ୍ଗଳବାର ଆନ୍ଦୋଳନର ସ୍ବରକୁ ଯୁବକଂଗ୍ରେସ ଅଧିକ ତେଜିଛି। ଅର୍ଚ୍ଚନାଙ୍କ ସମ୍ପର୍କରେ ରହିଥିବା ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକଙ୍କ ସମେତ ପ୍ରଭାବଶାଳୀ ଅଧିକାରୀଙ୍କ ପର୍ଦ୍ଦାଫାଶ ହେବା ଦରକାର। ଏହାସହ ଅର୍ଚ୍ଚନାଙ୍କୁ…

ପ୍ରଚାର ଆରମ୍ଭ କଲେ ରାଜେନ୍ଦ୍ର

ଭଦ୍ରକ ଅଫିସ,୧୯ା୧୦: ଉପନିର୍ବାଚନ ପାଇଁ ଧାମନଗରରେ ୩ ପ୍ରମୁଖ ଦଳର ପ୍ରଚାର ଜମୁଥିବା ବେଳେ ମଙ୍ଗଳବାର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ। ତିହିଡ଼ି ବ୍ଲକ ଦୋଳସାହି ଛକରେ ହନୁମାନଙ୍କୁ ପୂଜାର୍ଚ୍ଚନା କରି ସମର୍ଥକଙ୍କ ସହ ରାଜେନ୍ଦ୍ର…

ମଦ ପାଇଁ ପୋଲିସକୁ ଟଙ୍କା ମାଗି ଜେଲ

ହାଇଦ୍ରାବାଦ୍‌, ୧୯ା୧୦: ହାଇଦ୍ରାବାଦ୍‌ ବେଗୁମପେଟର ଆନ୍ନା ନଗରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନବୀନ ନାମକ ଜଣେ ଯୁବକ ପୋଲିସ ହେଲ୍ପଲାଇନ୍‌ ନମ୍ବର ୧୦୦କୁ ଫୋନ୍‌ କରି ମଦ ପାଇଁ ଟଙ୍କା ମାଗିଥିଲେ। ଯଦି ତାଙ୍କୁ ମଦ କିଣିବା ଲାଗି…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ୫ ଘଣ୍ଟା ଦର୍ଶନ ବନ୍ଦ

ପୁରୀ ଅଫିସ,୧୯।୧୦: ଆଜ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଏଥିପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri