ହରିଣ ଶିକାର କରି ବନ୍ଧା ହେଲେ ୨ ଯୁବକ
ଚାନ୍ଦବାଲି,୨୭।୧(ଡି.ଏନ୍.ଏ.): ହରିଣ ଶିକାର କରି ମାଂସ ଚାଲାଣ ଅଭିଯୋଗରେ ଧାମରା ବନବିଭାଗ ୨ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସେକ୍ ହୁସେନ ଓ ମୋତିଲାଲ ମଣ୍ଡଳ। ମିଳିଥିବା ସୂଚନା ମୁତାବକ, ହରିଣ ମାଂସ ଚାଲାଣ ହୋଇଥିବା…
ଫିଲ୍ମରେ ରାଜ କରିବାକୁ ପ୍ରସ୍ତୁତ ହେଲେଣି ଧୋନି
ମୁମ୍ବାଇ: କ୍ରିକେଟ ଦୁନିଆର ଲୋକପ୍ରିୟ ଚେହେରା ମହେନ୍ଦ୍ର ସିଂ ଧୋନି । ତାଙ୍କ ସମ୍ପର୍କରେ ଅଧିକ କିଛି କହିବାର ଆବଶ୍ୟକତା ନାହିଁ । ସେ ନିଜେ ହିଁ ନିଜର ପରିଚୟ । ଖେଳ ଦୁନିଆ ପରେ ଏବେ ଫିଲ୍ମ ଦୁନିଆରେ ନିଜ…
ରାଜନୀତି ଛାଡିବେ ଅମରିନ୍ଦର ସିଂ!
ନୂଆଦିଲ୍ଲୀ,୨୭ ।୧: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ପାର୍ଟିର ମୁଖ୍ୟ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । କ୍ୟାପଟେନ ଅମରିନ୍ଦର ସିଂ ଖୁବଶୀଘ୍ର ଏକ ବଡ ଭୂମିକାରେ ନଜର ଆସିପାରନ୍ତି ।…
ଯାତ୍ରା ରଦ୍ଦ ପରେ ସାମ୍ନାକୁ ଆସିଲା ରାହୁଲଙ୍କ ପ୍ରଥମ ପ୍ରତିକ୍ରିୟା
ଶ୍ରୀନଗର,୨୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ଜମ୍ମୁ-କଶ୍ମୀରର ବନିହାଲରେ ପହଞ୍ଚିବା ପରେ ସେଠାରେ ଯାତ୍ରାକୁ ଅଟକାଇ ଦିଆଯାଇଛି। ସୁୁରକ୍ଷା ନ ମିଳିବାରୁ ଏହି ଯାତ୍ରାକୁ ଅଟକାଇବାକୁ ପଡ଼ିଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଏହି…
ପୁଣି ଥରେ ଇଡିରେ ହାଜର ହେଲେ ତାଳଚେର ବିଧାୟକ
ଭୁବନେଶ୍ୱର,୨୭।୧(ବ୍ୟୁରୋ): ତାଳଚେରର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ ଶୁକ୍ରବାର ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ବେଆଇନ ଅର୍ଥ କାରବାର ମାମଲାରେ ବିଧାୟକଙ୍କୁ ଜେରା କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଗତ ୨୦ରେ ବିଧାୟକ ବ୍ରଜ…
ବନିହାଲରେ ଅଟକିଲା ଭାରତ ଯୋଡୋ ଯାତ୍ରା
ଶ୍ରୀନଗର,୨୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ଜମ୍ମୁ-କଶ୍ମୀରର ବନିହାଲରେ ପହଞ୍ଚିିଛି। ସେଠାରେ ପହଞ୍ଚିବା ପରେ ଏହି ଯାତ୍ରାକୁ ଅଟକାଇ ଦିଆଯାଇଛି। ଅନ୍ୟପଟେ କଂଗ୍ରେସ ଅଭିଯୋଗ କରିଛି ଯେ, ସୁରକ୍ଷା ନ ମିଳିବାରୁ ଏହି ଯାତ୍ରାକୁ ଅଟକାଇବାକୁ…
ଭଗତ ସିଂ କୋଶିୟାରିଙ୍କ ପରେ କିଏ ହେବ ମହାରାଷ୍ଟ୍ର ରାଜ୍ୟପାଳ? ଚର୍ଚ୍ଚାରେ ଏହି ଦୁଇ ନାଁ…
ମୁମ୍ବାଇ,୨୭।୧: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରି ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ପରେ ମହାରାଷ୍ଟ୍ରର ପରବର୍ତ୍ତୀ ରାଜ୍ୟପାଳ କିଏ ହେବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହାରି ମଧ୍ୟରେ ଦୁଇ ଜଣଙ୍କ ନାଁ ସାମ୍ନାକୁ…
ୟୁଟ୍ୟୁବ୍ରେ ଦୁନିଆର ସବୁଠୁ ଅଧିକ ଲୋକ ଶୁଣନ୍ତି ଏହି ଗାୟିକାଙ୍କ ଗୀତ
ମୁମ୍ବାଇ: ୟୁଟ୍ୟୁବ୍ରେ ବଲିଉଡ୍ର ଜଣେ ଗାୟିକାଙ୍କ ଗୀତ ଦୁନିଆର ସବୁଠୁ ଅଧିକ ଲୋକ ଶୁଣିଥାନ୍ତି। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବଲିଉଡ୍ର ପ୍ଲେ ବ୍ୟାକ୍ ଗାୟିକା ଅଲ୍କା ୟାଗ୍ନିକ। ୯୦ ଦଶକରେ ହେଉ କିମ୍ବା ଆଜିର ସମୟରେ, ସମସ୍ତେ…
‘ଗବେଷଣାକୁ ସମ୍ମାନ ଆହୁରି ଉତ୍ସାହିତ କରିବ’
ଲାଞ୍ଜିଗଡ଼,୨୭।୧(ଡି.ଏନ.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଆଚାର୍ଯ୍ୟ ଏମ୍.ଏସ୍. ଶେଖରଙ୍କୁ ଜ୍ୟୋତିଷ ଓ ବାସ୍ତୁଶାସ୍ତ୍ରରେ ପାରଦର୍ଶିତା ପାଇଁ ସ୍ବର୍ଣ୍ଣ ପଦକ ସହ ‘ଜ୍ୟୋତିଷ ମହର୍ଷି’ ପରାଶର ସମ୍ମାନ ପ୍ରଦାନ କରାଯାଇଛି। ଭାରତୀୟ ବାସ୍ତୁ ଓ ଜ୍ୟୋତିଷ ଗବେଷଣା କେନ୍ଦ୍ର ପକ୍ଷରୁ ଭୁବନେଶ୍ୱର ସ୍ଥିତ…
ହକି ତାରକା ପ୍ରବୋଧ ତିର୍କୀଙ୍କ ଘରୁ ଲୁଟ୍ ଘଟଣା: ୫ ଗିରଫ
ଭୁବନେଶ୍ୱର,୨୭ା୧(ବ୍ୟୁରୋ): ହକି ତାରକା ପ୍ରବୋଧ ତିର୍କୀଙ୍କ ଘରୁ ଲୁଟ୍ ହେବା ଘଟଣାର ଶୁକ୍ରବାର ପର୍ଦ୍ଦାଫାଶ ହୋଇଛି। କ୍ୟାପିଟାଲ ଥାନା ପୋଲିସ ଏଥିରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରିବା ସହ ଲୁଟ୍ ସାମଗ୍ରୀ ମଧ୍ୟ ଜବତ କରିଛି। ସୂଚନାଯୋଗ୍ୟ, ଗତ ୨୧…
କଶ୍ମୀରରେ ପ୍ରବେଶ କଲା ଭାରତ ଯୋଡ଼ୋ ଯାତ୍ରା
ଶ୍ରୀନଗର,୨୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ଏବେ ଜମ୍ମୁ-କଶ୍ମୀରରେ ପ୍ରବେଶ କରିଛି। ଶୁକ୍ରବାର ବନିହାଲରୁ ଆରମ୍ଭ ହୋଇ କଶ୍ମୀର ଅଭିମୂଖେ ଏହି ଯାତ୍ରା ଆରମ୍ଭ ହୋଇଛି। ଏଥିରେ ବନିହାଲର ନ୍ୟାଶନାଲ କନ୍ଫରେନ୍ସର ନେତା ତଥା ପୂର୍ବତନ…
ସିନ୍ଧୁ ଜଳ ଚୁକ୍ତି ସଂଶୋଧନ ପାଇଁ ପାକିସ୍ତାନକୁ ନୋଟିସ ପଠାଇଲା ଭାରତ
ନୂଆଦିଲ୍ଲୀ,୨୭।୧: ସେପ୍ଟେମ୍ବର ୧୯୬୦ର ସିନ୍ଧୁ ଜଳ ଚୁକ୍ତିରେ ସଂଶୋଧନ ପାଇଁ ଭାରତ ପାକିସ୍ତାନକୁ ଏକ ନୋଟିସ ଜାରି କରିଛି। ଶୁକ୍ରବାର ଆଇଡବ୍ଲ୍ୟୁଟିର ଧାରା ଏକ୍ସଆଇଆଇ(୩) ଅନୁଯାୟୀ ଏହି ନୋଟିସ୍ ଦିଆଯାଇଥିବା ସୂଚନା ଦିଆଯାଇଛି। ଜାନୁୟାରୀ ୨୫ରେ ସିନ୍ଧୁ ଜଳ ପାଇଁ ନିଯୁକ୍ତ…

