Home Left

ଆଜ୍‌ମାରୁ ମୁକ୍ତି ପାଇଁ ଘରୋଇ ଉପଚାର

ଶୀତଦିନେ ଥଣ୍ଡାର ପ୍ରକୋପ ଯୋଗୁ ଆଜ୍‌ମା ରୋଗୀଙ୍କ ଅବସ୍ଥା ଅଧିକ ଖରାପ ହୋଇଯାଏ। ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। ଅଳ୍ପ ପରିଶ୍ରମ କରିବା ମାତ୍ରେ ରୋଗୀ ଧଇଁସଇଁ ହୋଇଯାଆନ୍ତି। ଅଧିକ ଥଣ୍ଡା ହେବା ଦ୍ୱାରା ରୋଗର ପ୍ରକୋପ ମଧ୍ୟ…

ଭାରତୀୟ ଦଳକୁ ସର୍‌ପ୍ରାଇଜ୍‌ ଦେଲେ ଧୋନୀ

ରାଞ୍ଚି,୨୭।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଶୁକ୍ରବାରଠାରୁ ରାଞ୍ଚିରେ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତୀୟ ଦଳକୁ ସରପ୍ରାଇଜ୍‌ ଦେଇଥିଲେ। ହଠାତ୍‌ ଧୋନୀ ଜେଏସସିଏ…

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ରାଞ୍ଚି,୨୭।୧:ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତିନୋଟି ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆଜି ରାଞ୍ଚିରେ ଖେଳାଯିବ। ଉଭୟ ଦଳ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସିରିଜରେ ଭାରତୀୟ ଦଳର ଅଧିନାୟକତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଥିବାବେଳେ ନ୍ୟୁଜିଲାଣ୍ଡର ଦାୟିତ୍ୱ ମିଚେଲ ସାଣ୍ଟନର୍‌…

ପଠାନର କମାଲ, ୩୨ ବର୍ଷ ପରେ କଶ୍ମୀର ଘାଟିର ସିନେମା ହଲରେ ହାଉସଫୁଲ ସାଇନ

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାଁ ଓ ଦୀପିକା ପାଦୁକୋନ ଷ୍ଟାରର ମୁଭି ‘ପଠାନ’ର ଚର୍ଚ୍ଚା ଏବେ ସବୁଠି । ‘ପଠାନ’ ରିଲିଜ୍ ହେବା ପରେ କଶ୍ମୀର ଘାଟିରେ କମାଲ କରିଛି । ୩୨ ବର୍ଷ ଧରି ଯାହାକୁ ଅପେକ୍ଷା ଥିଲା…

ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୭।୧: ଭାରତୀୟ କ୍ରିକେଟ ଦଳର ଖେଳାଳି ଅକ୍ଷର ପଟେଲ ଏବଂ ମେହା ପଟେଲ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମେହାଙ୍କୁ ଆଣିବା ପାଇଁ ଅକ୍ଷର ବର ବେଶରେ ମଣ୍ଡପରେ ପହଞ୍ଚିଥିଲେ। ବିବାହରେ ତାଙ୍କର ଅନେକ ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟ ଉପସ୍ଥିତ…

ବିବିସି ବିବାଦୀୟ ଡକ୍ୟୁମେଣ୍ଟାରୀ ବେଳାଭୂମିରେ ପ୍ରଦର୍ଶିତ କଲା କଂଗ୍ରେସ

ଥିରୁଭାନନନ୍ତପୁରମ,୨୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜରାଟ ଦଙ୍ଗା ଉପରେ ବିବିସିର ଡକ୍ୟୁମେଣ୍ଟାରୀ ‘ଭାରତ: ମୋଦି କ୍ୱେଶ୍ଚିନ’ ଉପରେ ବିବାଦ ବଢିବାରେ ଲାଗିଛି। ଏହି ଡକ୍ୟୁମେଣ୍ଟାରୀକୁ ରାଜଧାନୀ ଥିରୁଭାନନନ୍ତପୁରମର ଶାଙ୍ଗଗୁମୁଗମ ବେଳାଭୂମିରେ କେରଳ କଂଗ୍ରେସ ପକ୍ଷରୁ ପ୍ରଦର୍ଶିତ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ…

ରୁଷିଆ ମିଶାଇଲ୍‌ ମାଡ଼ରେ ୟୁକ୍ରେନର ୧୧ ମୃତ୍ୟୁ: ଆମେରିକାର ନିନ୍ଦା

କିଭ୍‌,୨୭।୧: ଜର୍ମାନୀ ଏବଂ ଆମେରିକା ୟୁକ୍ରେନକୁ ଦଶହଜାର ଟ୍ୟାଙ୍କ ପଠାଇବେ ବୋଲି ଘୋଷଣା କରିବାର ଗୋଟିଏ ଦିନ ପରେ ରୁଷିଆ ୟୁକ୍ରେନ ଉପରେ ପୁଣି ମିଶାଇଲ ଏବଂ ଡ୍ରୋନ୍‌ ମାଡ କରିଛି। ଏହି ଆକ୍ରମଣରେ ୟୁକ୍ରେନର ୧୧ ଜଣଙ୍କର ମୃତ୍ୟୁ ହୋଇଛି।…

୧୦ ଆତଙ୍କବାଦୀ ନିପାତ

ଓ୍ବାଶିଂଟନ୍‌,୨୭।୧: ଆମେରିକାର ସୈନ୍ୟବାହିନୀ ଉତ୍ତର ସୋମାଲିଆରେ ଇସଲାମିକ ଷ୍ଟେଟ ଆତଙ୍କବାଦୀ ବିଲାଲ ଅଲ-ସୁଦାନୀ ଏବଂ ତାଙ୍କର ପ୍ରାୟ ୧୦ ସହଯୋଗୀଙ୍କୁ ନିପାତ କରିଛନ୍ତି। ବାଇଡେନ ପ୍ରଶାସନର ଦୁଇ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ପ୍ରତିରକ୍ଷା ସଚିବ ଲଏଡ୍‌ ଅଷ୍ଟିନ ଏକ…

ଶୁକ୍ରବାର ବୈଠକ ଡକାଇଲେ ରାଜ୍ୟପାଳ: କେଜ୍‌ରିଓ୍ବାଲ କହିଲେ, ପଞ୍ଜାବ ଯାଉଛି…

ନୂଆଦିଲ୍ଲୀ,୨୬।୧: ଉପରାଜ୍ୟପାଳ ବିନୟ ସାକ୍ସେନା ବୈଠକ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ନିମନ୍ତ୍ରଣ କରିଛନ୍ତି। ଉପରାଜ୍ୟପାଳଙ୍କ ନିମନ୍ତ୍ରଣର ଉତ୍ତର ରଖିବାକୁ ଯାଇ କେଜ୍‌ରିଓ୍ବାଲ କହିଛନ୍ତି, ଶୁକ୍ରବାର ସେ ପଞ୍ଜାବ ଯାଉଛନ୍ତି। ତେଣୁ ସେ ଏଲ୍‌ଜିଙ୍କୁ ବୈଠକ ସମୟ ବଦଳାଇବାକୁ ଅନୁରୋଧ…

ହକି ବିଶ୍ୱକପ୍‌: ୩ କ୍ୱାଟର ସୁଦ୍ଧା ଭାରତ ଆଗୁଆ

ରାଉରକେଲା,୨୬।୧(ଡି.ଏନ୍‌.ଏ.): ରାଉରକେଲା ବିର୍ଶାମୁଣ୍ଡା ଷ୍ଟାଡିୟମ୍‌ରେ ଗୁରୁବାର ହକି ବିଶ୍ୱକପ୍‌ର ୪ଟି ମ୍ୟାଚ୍‌ ଖେଳାଯାଇଛି। ପ୍ରଥମ ମ୍ୟାଚ୍‌ ୧୧ଟା ୩୦ରେ ଦକ୍ଷିଣ ଆଫ୍ରିକା ଓ ମାଲେସିଆ ମଧ୍ୟରେ ଖେଳାଯାଇଥିଲା। ଏଥିରେ ଦକ୍ଷିଣ ଆଫ୍ରିକା ୬.୩ ଗୋଲ୍‌ରେ ବିଜୟ ହାସଲ କରିଛି। ତେବେ ଦ୍ୱିତୀୟ…

ଦରଘାରେ ଚାଦର ଚଢାଇ ବିବାହ ପାଇଁ ମାନସିକ କଲେ ରାଖୀ ସାଓ୍ବନ୍ତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଖୀ ସାଓ୍ବନ୍ତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତ୍ରୀଙ୍କ ମା’ଙ୍କ ସ୍ବାସ୍ଥ୍ୟ ଭଲ ନ ଥିଲା। ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ତେବେ ମା’ଙ୍କ ସୁସ୍ଥ କାମନା କରିବାକୁ ଅଭିନେତ୍ରୀ ପ୍ରଶଂସକଙ୍କୁ ଅନୁରୋଧ କରିଥିଲେ।…

ମୁଲାୟମ୍‌ଙ୍କୁ ପଦ୍ମ ବିଭୂଷଣ ସମ୍ମାନ: ଏସ୍‌ପି କହିଲା, ନେତାଙ୍କ ହୋଇଛି ଅପମାନ

ନୂଆଦିଲ୍ଲୀ,୨୬।୧: ଦେଶର ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏହି ପୁରସ୍କାରରେ ସମ୍ମାନିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସମାଜବାଦୀ ପାର୍ଟି (ଏସ୍‌ପି)ର ସଂସ୍ଥାପକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?