Home Left

‘ତୁମଦ୍ୱାରା ହେବ ନାହିଁ, ଆମେ କରିଦେଖାଇବୁ’

ନୂଆଦିଲ୍ଲୀ,୨୦।୧୦: ଦିଲ୍ଲୀରେ ମହାନଗର ନିଗମ ନିର୍ବାଚନ(ଏମ୍‌ସିଡି ନିର୍ବାଚନ)କୁ ନେଇ ରାଜନୀତି ସରଗରମ ହୋଇଛି। ବିଶେଷ ଭାବେ ଶାସକ ଆମ୍‌ ଆଦମୀ ପାର୍ଟି(ଏଏପି) ଏବଂ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଦିଲ୍ଲୀ ତେହେଖଣ୍ଡରେ ବର୍ଜ୍ୟବସ୍ତୁ-ଶକ୍ତି କାରଖାନାର ଉଦଘାଟନ କରି କେନ୍ଦ୍ର ସ୍ବରାଷ୍ଟ୍ର…

ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କଲା ଭାଜପା

ଶିମ୍‌ଲା,୨୦।୧୦: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ଗୁରୁବାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ୬ଜଣ ପ୍ରାର୍ଥୀଙ୍କ ନାମ ରହିଛି। ହିମାଚଳ ପ୍ରଦେଶ ବିଧାନସଭାରେ ୬୮ଟି ଆସନ ରହିଥିବା ବେଳେ ଅକ୍ଟୋବର ୧୯ରେ ନିର୍ବାଚନ ପାଇଁ ଭାଜପା…

୨୩ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଜଣାଶୁଣା ବିଲଡର୍‌

ମୁମ୍ବାଇ,୨୦।୧୦: ଜଣାଶୁଣା ରିଏଲ ଇଷ୍ଟେଟ ଡେଭଲପର୍‌ ପାରସ ପୋରୱାଲ ଗୁରୁବାର ମୁମ୍ବାଇର ଏକ କୋଠାର ୨୩ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ପରେ ପୋଲିସ ୫୭ ବର୍ଷିୟ ପାରସଙ୍କ ଜିମରୁ ଏକ ‘ଆତ୍ମହତ୍ୟା ନୋଟ’ ଜବତ କରିଛି। ଏଥିରେ ତାଙ୍କ…

ପନ୍ତଙ୍କ ପ୍ରେମରେ ପାଗଳୀ ହୋଇଗଲେଣି ଉର୍ବଶୀ !

ବମ୍ବେ: ପ୍ରେମ ପାଗେଳୀ ହୋଇଗଲେଣି ବଲିଉଡ୍‌ର ଗ୍ଲାମର୍‌ ଗର୍ଲ ଉର୍ବଶୀ ରୌତେଲା। ଏଭଳି କିଛି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। କିଛି ଦିନ ହେଲାଣି ଅଷ୍ଟ୍ରେଲିଆରେ ଅଛନ୍ତି ସେ। ସବୁଦିନ ଇନ୍‌ଷ୍ଟାଗ୍ରାମ ଏବଂ ଟୁଇଟରରେ ସେ କିଛି ନା କିଛି ଭିଡିଓ…

ଦୀପାବଳିରେ ଯୁବପିଢିଙ୍କୁ ବଡ଼ ଉପହାର ଦେବେ ମୋଦି

ନୂଆଦିଲ୍ଲୀ,୨୦।୨୨: ଦୀପାବଳି ପୂର୍ବରୁ ଯୁବପିଢିଙ୍କୁ ବଡ଼ ଉପହାର ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଅକ୍ଟୋବର ୨୨ରେ ଅର୍ଥାତ୍‌ ଧନ୍ତରେସ୍‌ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ଏକ ରୋଜଗାର ମେଳା ଆରମ୍ଭ କରିବାକୁ ଯାଉଛନ୍ତି।…

ଫିଲ୍ମ ବ୍ରହ୍ମାସ୍ତ୍ରକୁ ପଛରେ ପକାଇଲା ‘ପୋନ୍ନିୟିନ ସେଲଭନ’

ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭନ’ ସେପ୍ଟେମ୍ବର ୩୦ରେ ରିଲିଜ ହେବା ପରେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ବର୍ତ୍ତମାନ ଏହି ଫିଲ୍ମଟି ୪୫୦ କୋଟିରୁ ଅଧିକ ଆୟ କରି ସୁପରହିଟ୍‌ ଫିଲ୍ମ ବ୍ରହ୍ମାସ୍ତ୍ର ଏବଂ ବିକ୍ରମକୁ ପଛରେ…

ବାତ୍ୟା ମୁକାବିଲା ନେଇ ସରକାର ପ୍ରସ୍ତୁତ: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏନେଇ ରାଜସ୍ୟ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସତର୍କ ଜାରି ହୋଇଥିବା ୭ ଜିଲାକୁ…

ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟାରେ ଏହି ବୈଠକ ବସିବ। ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମୋହର ବାଜିପାରେ। ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକରେ ଯୋଗ ଦେବେ।…

ଗୀତ ଗାଇ ଗାଇ ଜବରଦସ୍ତ ଛକା ମାରୁଥିଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୨୦।୧୦: ଟିମ୍‌ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ଆଜି ନିଜର ୪୪ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୭୮ ଅକ୍ଟୋବର ୨୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ସେ। ନିଜ ସମୟରେ ଆକ୍ରାମକ ବ୍ୟାଟିଂକୁ ନେଇ ସେ ଜଣାଶୁଣା ଥିଲେ। ଏଥିଲାଗି…

ଓଡ଼ିଶାରେ ସ୍ଥଳଭାଗ ଛୁଇଁବନି ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’!

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ଓଡ଼ିଶାରେ ସ୍ଥଳଭାଗ ଛୁଇଁବ ନାହିଁ ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଓଡ଼ିଶା ଉପକୂଳରୁ କିଛି ଦୂରରେ ଘଷି ହୋଇ ପଶ୍ଚିମବଙ୍ଗ-ବାଂଲାଦେଶ ଆଡକୁ ମୁହାଁଇବ। ପାଣିପାଗ ବିଭାଗ ସୂଚନାନୁଯାୟୀ, ପୂର୍ବ…

ପାକିସ୍ତାନ ଗସ୍ତ ବିଷୟରେ ନିଷ୍ପତ୍ତି ନେବ ଗୃହ ମନ୍ତ୍ରଣାଳୟ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୨୦।୧୦: ଆସନ୍ତା ବର୍ଷ ପାକିସ୍ତାନ ଯିବାକୁ ଥିବା ଭାରତୀୟ ଦଳ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେବ ବୋଲି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ସ୍ପଷ୍ଟ କରିଛନ୍ତି। ଗୁରୁବାର ସେ କହିଛନ୍ତି, ଖେଳାଳିଙ୍କ ସୁରକ୍ଷା ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ…

ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଦେବଗଡ଼, ୨୦।୧୦(ଡି.ଏନ୍‌.ଏ.): ଦେବଗଡ ପୌର ପରିଷଦରେ ପୂର୍ବରୁ କାମ କରୁଥିବା ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏକ ପୁରୁଣା ବିଲ କରାଇଦେବାକୁ କଲିତ କୁମାର କରଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri