Home Left

‘କଂଗ୍ରେସ ଏବେ ବି ବୃହତ୍‌ ବିରୋଧୀ ଦଳ’

ପାଟନା,୧୨।୯: ୨୦୨୪ସାଧାରଣ ନିର୍ବାଚନରେ ଭାଜପାକୁ ପରାସ୍ତ କରିବା ନିମନ୍ତେ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ଲାଗି ଜୋର୍‌ଦାର ଉଦ୍ୟମ ଜାରି ରହିଛି। ନିକଟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦିଲ୍ଲୀ ଯାଇ ବିଭିନ୍ନ ଦଳର ନେତାଙ୍କୁ ଭେଟି ଏନେଇ ଆଲୋଚନା କରିଥିଲେ।…

ୟୁପିରେ ହାଇଆଲର୍ଟ

ଲକ୍ଷ୍ନୌ,୧୨।୯: ଜ୍ଞାନବାପି ମସ୍‌ଜିଦ ମାମଲାରେ ବାରାଣସୀ ଜିଲା କୋର୍ଟ ସୋମବାର ଅଞ୍ଜୁମନ ଇଣ୍ଟେଜେମିଆ ମସ୍‌ଜିଦ କମିଟିର ଆବେଦନକୁ ଖାରଜ କରିଦେବା ପରେ ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି। ଜିଲା ଜଜ୍‌ ଅଜୟ କ୍ରିଷ୍ଣ ବିଶ୍ୱେଷ ମହିଳା ଆବେଦନକାରୀଙ୍କ ସପକ୍ଷରେ ରାୟ ଦେଇଛନ୍ତି।…

ହଷ୍ଟେଲରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବଡ଼ସାହି,୧୨ା୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ବିରେଶ୍ୱରପୁର ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ହଷ୍ଟେଲରେ ରହି ପାଠ ପଢ଼ୁଥିବା ସମୟରେ ହଠାତ ପେଟ ଯନ୍ତ୍ରଣା ହେବାରୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ।…

ପୁଷ୍ପା: ଦ’ ରାଇଜ୍‌କୁ ଶ୍ରେଷ୍ଠ ଫିଲ୍ମ: ଅଲ୍ଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା

ବେଙ୍ଗାଲୁରୁ,୧୨।୯: ବେଙ୍ଗାଲୁରୁଠାରେ ଶନିବାର ଓ ରବିବାର ଦଶମ ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି(ଏସ୍‌ଆଇଆଇଏମ୍‌ଏ) ଆଓ୍ବାର୍ଡ ଅନୁଷ୍ଠିତ ହୋଇଯାଇଛି। ସାଉଥ୍‌ ଚଳଚ୍ଚିତ୍ର ଜଗତର ବହୁ କଳାକାର, ଫିଲ୍ମ ନିର୍ଦ୍ଦେଶକ ଓ ପ୍ରଯୋଜକ ଏହି ସମାରୋହରେ ଯୋଗଦେଇଥିଲେ। ଏହି ଅବସରରେ ଚଳିତ ସାଉଥ୍‌ ସିନେ…

ଭାଲୁ ଆକ୍ରମଣରେ ଛେଳି ଚରାଳି ଗୁରୁତର

କେନ୍ଦୁଝର,୧୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳରେ ଭାଲୁ ଆକ୍ରମଣରେ ଜଣେ ଛେଳି ଚରାଳି ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଡେମକା ମୁଣ୍ଡା(୪୫)। ସୂଚନାଯୋଗ୍ୟ, ତେଲକୋଇ ରେଞ୍ଜର କାଳିଆହତା ସାରୁପାଟ ଗ୍ରାମର ତିନିଜଣ ଲୋକ ନିକଟସ୍ଥ ଭାଲୁଘରା ହୁଡ଼ିକୁ ଛେଳି ଚରାଇବାକୁ…

ସୂଚନା ଫଳକରେ ନାମଲେଖା ନେଇ ବିବାଦ: କାର୍ଯ୍ୟାରମ୍ଭରେ ବିଳମ୍ବ

ଔପଦା,୧୨।୯: ବାଲେଶ୍ୱର ଜିଲା ଔପଦା ଡାକ୍ତରଖାନା ପରିସରରୁ ବର୍ଷା ପାଣି ନିଷ୍କାସନ ସମ୍ପର୍କରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପରେ ଜିଲା ମିନେରାଲ ଯୋଜନାରୁ ଗତ ଅଗଷ୍ଟ ୧୨ ତାରିଖରେ ଡ୍ରେନ୍‌ ବ୍ୟବସ୍ଥା ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। ଏହି ସମସ୍ୟାକୁ…

୧୮ରୁ ବଢିବ ବର୍ଷା!

ଭୁବନେଶ୍ୱର,୧୨।୯(ବ୍ୟୁରୋ): ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ପାସେଞ୍ଜର ଟ୍ରେନ୍‌ ଲାଇନ୍‌ଚ୍ୟୁତ ଘଟଣା: ୨ ସସ୍‌ପେଣ୍ଡ

କୋରାପୁଟ,୧୨।୯(ସ୍ବ.ପ୍ର.): ପାସେଞ୍ଜର ଟ୍ରେନ୍‌ ଲାଇନ୍‌ଚ୍ୟୁତ ଘଟଣାରେ ୨ ଜଣଙ୍କୁ ସସ୍‌ପେଣ୍ଡ କରାଯାଇଛି। ସେମାନେ ହେଲେ ସେକ୍ସନ ଇଞ୍ଜିନିୟର ଏବଂ ଗ୍ୟାଙ୍ଗ୍‌ମ୍ୟାନ୍‌। ଏ ନେଇ ଡିଆରଏମ୍‌ ଅନୁପ ଶତପଥୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କୋରାପୁଟ ଜିଲା ଜୟପୁର ନିକଟ ଛତ୍ରିପୁଟ ପାଖରେ ବିଶାଖାପାଟଣାରୁ…

ରାଜ୍ୟରୁ ସୁସ୍ଥ ହେଲେ ୨୦୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଯାବତ୍‌ ୧୩,୧୯,୫୮୮ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…

ବୁଡ଼ିଲା ପୋଲ: ଆନ୍ଧ୍ର- ଓଡିଶା ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି,୧୨।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ୪ ଦିନ ଧରି ବର୍ଷା ଲାଗି ରହିଛି। ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜିଲାର ସିଲେରୁ, ସାବେରୀ, ପୋଟେରୁ ଓ କାଙ୍କୁରୁକୋଣ୍ଡା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି । ମୋଟୁ ସୀମାନ୍ତଠାରୁ ଦୁଇ…

ନଭେମ୍ବରରେ ରିଲିଜ୍‌ ହେବ ଫିଲ୍ମ ‘ଯୋଦ୍ଧା’: ସିଦ୍ଧାର୍ଥଙ୍କ ସହ ନଜର ଆସିବେ ଏହି ୨ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ନିଜର ଅଭିନୟ ଏବଂ ଲୁକ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଫିଲ୍ମ ‘ଶେରଶାହା’ ଦମ୍‌ଦାର ଅଭିନୟ କରି ପ୍ରଶଂସକଙ୍କ ମନ କିଣିନେଇଥିଲେ। ହେଲେ ବର୍ତ୍ତମାନ ଅଭିନେତାଙ୍କୁ ଫିଲ୍ମ ‘ଯୋଦ୍ଧା’ରେ ଦେଖିବାକୁ ମିଳିବ। ଗତ…

ସୋନାଲିଙ୍କ ମୃତ୍ୟୁ ମାମଲାର ହେବ ସିବିଆଇ ଯାଞ୍ଚ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସୁପାରିଶ

ନୂଆଦିଲ୍ଲୀ,୧୨।୯: ଟିକ୍‌ଟକ୍‌ ଷ୍ଟାର ତଥା ଭାଜପା ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ ପରେ ସିବିଆଇ ତଦନ୍ତ ପାଇଁ ଦାବି ଜୋର ଧରିଛି। ଇତିମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋନାଲିଙ୍କ ମୃତ୍ୟୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri