ଆଇଡିଏଫ୍‌ସି ଏଏମ୍‌ସିରେ ଯୋଗଦେଲେ ମନୀଷ

ନୂଆଦିଲ୍ଲୀ,୨୮।୧: ଦେଶର ପ୍ରମୁଖ ଏଏମ୍‌ସି ସଂସ୍ଥା ଆଇଡିଏଫ୍‌ସି ଆସେଟ୍‌ ମ୍ୟାନେଜ୍‌ମେଣ୍ଟ କମ୍ପାନୀ ଲିମିଟେଡ୍‌ (ଆଇଡିଏଫ୍‌ସି ଏଏମ୍‌ସି)ର ଇକ୍ୱିଟିଜ୍‌ ବିଭାଗର ମୁଖ୍ୟ ମନୀଷ ଗୁନ୍‌ୱାନିଙ୍କୁ ନିକଟରେ ନିଯୁକ୍ତି ଦିଆଯାଇଛି। ଏପରିକି ଗୁନ୍‌ୱାନି ଉକ୍ତ ଫଣ୍ଡ୍‌ ହାଉସ୍‌ ପାଇଁ ଇକ୍ୱିଟି ପାଣ୍ଠି ପରିଚାଳନାର ସାମଗ୍ରିକ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ମିଳିଛି। ବିଶେଷକରି ଗୁନ୍‌ୱାନିଙ୍କର ଇକ୍ୱିଟି ରିସର୍ଚ୍ଚ ଓ ଫଣ୍ଡ୍‌ ପରିଚାଳନା କ୍ଷେତ୍ରରେ ୨୫ ବର୍ଷର ସମୃଦ୍ଧ ଅଭିଜ୍ଞତା ରହିଛି।
ଏ ସମ୍ପର୍କରେ ଆଇଡିଏଫ୍‌ସି ଏଏମ୍‌ସିର ସିଇଓ ବିଶାଲ କପୁର କହିଛନ୍ତି, ଆମେ ମନୀଷ ଗୁନ୍‌ୱାନିଙ୍କୁ ନିଯୁକ୍ତ କରି ଆନନ୍ଦିତ। ମନୀଷଙ୍କ ପ୍ରମାଣିତ ବିଶେଷଜ୍ଞତା ଓ ସଫଳ ଟ୍ରାକ୍‌ ରେକର୍ଡ ଆମର ଇକ୍ୱିଟି ଫ୍ରାଞ୍ଚାଇଜିକୁ ଅଧିକ ଉନ୍ନତ କରିବ। ତାଙ୍କର ନେତୃତ୍ୱ ଆମର ପ୍ରତିଭାଶାଳୀ ଇକ୍ୱିଟିଜ୍‌ ଟିମ୍‌ ଓ ଆମର ମଜଭୁତ ଇନ୍‌ଷ୍ଟିଚ୍ୟୁଶନାଲ ଫ୍ରେମ୍‌ୱର୍କ ସହ ମିଳିତ ହୋଇ ଆମ ଏଏମ୍‌ସିରେ ଅଭିବୃଦ୍ଧିର ପରବର୍ତ୍ତୀ ପର୍ଯ୍ୟାୟକୁ ପରିଚାଳନା କରିବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ମେଟା କ୍ରିଏଟର ମିଟ୍‌ଅପ୍‌

ଭୁବନେଶ୍ୱର,୧୯।୯: ଦେଶର ପ୍ରମୁଖ ସୋସିଆଲ ମିଡିଆ ଫେସ୍‌ବୁକ (ମେଟା)ର ବ୍ୟବହାରକୁ ସଫଳ ଭାବେ ଉପଯୋଗ କରି ଓଡ଼ିଶାର କ୍ରିଏଟରମାନେ ଜଣେ ଜଣେ ସଫଳ ଉଦ୍ୟୋଗୀ (ଷ୍ଟାର୍ଟଅପ)...

ରିଲାଏନ୍ସ ଡିଜିଟାଲରେ ଦୀପାବଳି ସ୍ବତନ୍ତ୍ର ଅଫର

ନୂଆଦିଲ୍ଲୀ,୨୨ା୧୦: ଚଳିତ ବର୍ଷ ଦୀପାବଳି ଉପଲକ୍ଷେ ରିଲାଏନ୍ସ ଡିଜିଟାଲ ପକ୍ଷରୁ ‘ଫେଷ୍ଟିଭାଲ୍‌ ଅଫ୍‌ ଇଲେକ୍‌ଟ୍ରୋନିକ୍‌ ସେଲ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ସେଲ୍‌ ମାଧ୍ୟମରେ...

ଅପେକ୍ଷାର ଅନ୍ତ! ଅକ୍ଟୋବର ପହିଲାରୁ ଆରମ୍ଭ ହେବ ୫ଜି ସେବା

ନୂଆଦିଲ୍ଲୀ,୨୪।୯: ୫ଜିକୁ ନେଇ ଅପେକ୍ଷାର ହେବାକୁ ଯାଉଛି ଅନ୍ତ। ଆସନ୍ତା ମାସ ଅର୍ଥାତ ଅକ୍ଟୋବରରେ ଭାରତରେ ୫ଜି ସେବା ରୋଲ୍‌ଆଉଟ୍‌ ହେବ। ଟେଲିକମ୍‌ ମନ୍ତ୍ରୀ ଅଶ୍ୱିନୀ...

ଜେଇଇ ଆଡଭାନ୍ସରେ ଫିଟ୍‌ଜି ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର: ଚଳିତ ବର୍ଷର ଜେଇଇ ଆଡଭାନ୍ସ ଫଳାଫଳରେ ଫିଟ୍‌ଜି ଭୁବନେଶ୍ୱର-କଟକ ସେଣ୍ଟରର ବିଦ୍ୟାର୍ଥୀମାନେ ଭଲ ପ୍ରଦର୍ଶନ କରିଥିବା ସୂଚନା ମିଳିଛି। ସେଣ୍ଟରର ସୂଚନା ଅନୁସାରେ ସ୍ଥିତପ୍ରଜ୍ଞା...

ଓଡ଼ିଶାଭିତ୍ତିକ ସ୍ବାସ୍ଥ୍ୟସେବା ଷ୍ଟାର୍ଟଅପ ‘ଅରେଞ୍ଜକ୍ରସ’

ଭୁବନେଶ୍ୱର,୨୭।୯: ରାଜ୍ୟରେ ରୋଗୀ ସେବା ପାଇଁ ଘରୋଇ ଦକ୍ଷ ନର୍ସ ଓ ଅନ୍ୟାନ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ଅରେଞ୍ଜକ୍ରସର ଶୁଭାରମ୍ଭ କରାଯାଇଥିଲା। ଏପରିକି ଏକ ଓଡ଼ିଶା...

୫୪,୫୩୮ ଟଙ୍କା ଛୁଇଁଲା ସୁନା

ନୂଆଦିଲ୍ଲୀ,୩୧।୭ : ଅନ୍ତର୍ଜାତୀୟ ବଜାରରେ ସୁନା ଚାହିଦା ଲାଗି ରହିବାରୁ ସୁନା ଦରରେ ବୃଦ୍ଧି ଘଟିଥିବା ଜଣାପଡିଛି। ଶୁକ୍ରବାର ଦିଲ୍ଲୀରେ ୧୦ ଗ୍ରାମ ପିଛା ସୁନା...

ମିଶନ ଜିରୋ-ଏଫ୍‌କୁ ଖିମଜୀର ୧୫ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର,୨-୯: ପ୍ରମୁଖ ଜୁଏଲେରୀ ଚେନ୍‌ ଷ୍ଟୋର ଖୀମଜି ଜୁଏଲର୍ସ ପକ୍ଷରୁ ରାଜ୍ୟ ସରକାରଙ୍କ ମିଶନ ଜିରୋ-ଏଫ କାର୍ଯ୍ୟକ୍ରମକୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ...

ଚାଇନାଠାରୁ ପଛଉଛି ଅର୍ଥନୀତି

ନୂଆଦିଲ୍ଲୀ,୩୧-୫: ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକ ଆର୍ଥିକ ଅଭିବୃଦ୍ଧିକୁ ହିସାବକୁ ନେଲେ ଚାଇନାଠାରୁ ଭାରତର ଅର୍ଥନୀତି ପଛଉଛି। ଘରୋଇ ଓ ବିଶ୍ୱ ସ୍ତରରେ ଚାହିଦା କମୁଥିବାରୁ ଏହାର ପ୍ରତ୍ୟକ୍ଷ...

Advertisement
Archives

Model This Week