ଇଡିରେ ହାଜର ହେଲେନାହିଁ ସୋରେନ, କହିଲେ ଯଦି ମୁଁ ଅପରାଧ କରିଛି ମୋତେ ଗିରଫ କରି ଦେଖାଅ
ରାଞ୍ଚି,୩ ।୧୧: ବେଆଇନ ଖଣି ଖନନ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପଚରା ଉଚରା ପାଇଁ ଡାକିଥିଲା । ସେଥିପାଇଁ ଗୁରୁାବର ଇଡି କାର୍ଯ୍ୟାଳୟ ନିକଟରେ ସୁରକ୍ଷାକୁ ବଢାଇ ଦିଆଯାଇଥିଲା । ହେଲେ ସୋରେନ ଗୁରୁବାର ଇଡିରେ…
ମରାଠି ଡେବ୍ୟୁ: ଶିବାଜୀ ମହାରାଜଙ୍କ ଭୂମିକାରେ ନଜର ଆସିବେ ଅକ୍ଷୟ
ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରିବାରେ କୌଣସି କମି ରଖି ଥାଆନ୍ତି । ଏବେ ଅଭିନେତା ବଲିଉଡରୁ ସିଧା ମରାଠି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲମ୍ଫ ମାରିବାକୁ ଯାଉଛନ୍ତି । ସୂଚନାଯୋଗ୍ୟ, ମହେଶ ମାଂଜରେକରଙ୍କ ନିର୍ଦ୍ଦେଶନାରେ…
‘ଯଦି ମୁଁ ଅପରାଧ କରିଛି, ଗିରଫ କର’
ରାଞ୍ଚି,୩।୧୧: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହୋଇନାହାଁନ୍ତି। ସେ ଇଡିକୁ ଏକ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବେଆଇନ ଖଣି ମାମଲାରେ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ହେମନ୍ତ ସୋରେନଙ୍କୁ ରାଞ୍ଚି କାର୍ଯ୍ୟାଳୟରେ ହାଜର…
ଧାମନଗରରେ ଉପନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୫୨.୧୩ ପ୍ରତିଶତ ମତଦାନ
ଭଦ୍ରକ ଅଫିସ,୩।୧୧: ଧାମନଗରରେ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଅପରାହ୍ନ ୩ଟା ସୁଦ୍ଧା ୫୨.୧୩ ପ୍ରତିଶତ ମତଦାନ ହୋଇଛି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏ ଚାଲିବ। ୨୫୨ ପୋଲିଂ ପାର୍ଟି, ୧…
ମୋଦିଙ୍କ ଗସ୍ତ ଯୋଗୁ ବିଳମ୍ବ ହେଲାକି ଗୁଜରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା, ଉତ୍ତର ରଖିଲେ ନିର୍ବାଚନ କମିଶନର
ନୂଆଦିଲ୍ଲୀ,୩ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯାଇଛି । ଏହାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ୧ ଡିସେମ୍ବର ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ୫ ଡିସେମ୍ବରରେ ହେବ । ତେବେ ହିମାଚଳ ପ୍ରଦେଶର ନିର୍ବାଚନ…
ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ୍ ଦେଲେ ରାଜ୍ୟପାଳ
ଥିରୁଭାନନ୍ତପୁରମ୍,୩।୧୧: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଛନ୍ତି। କୂଳପତି ନିଯୁକ୍ତିରେ ରାଜନୈତିକ ହସ୍ତକ୍ଷେପର ଏକ ଉଦାହରଣ ଦେଖାଇବାକୁ ସେ ବିଜୟନଙ୍କୁ କହିଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ଏପରି ଏକ ଉଦାହରଣ ମଧ୍ୟ ଉପସ୍ଥାପନ…
ଅମିତାଭଙ୍କ ଫିଟ୍ନେସ୍ର ରାଜ୍
ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ସେଲିବ୍ରିଟିମାନଙ୍କ ପାଇଁ ଫିଟ ରହିବା ଏକ ବଡ଼ ଆହ୍ବାନ। ଏଥିପାଇଁ ସେମାନଙ୍କୁ ନିଜ ପ୍ରିୟ ଖାଦ୍ୟ ତ୍ୟାଗ କରିବାକୁ ପଡେ। ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ନିଜକୁ ଫିଟ୍ ରଖିବା ପାଇଁ କଠିନ ପରିଶ୍ରମ କରନ୍ତି।…
୭ ମାସ ହେଲା ଜଳ ଯୋଗାଣ ବନ୍ଦ: ଦୂଷିତ ପାଣି ବ୍ୟବହାର କରୁଛନ୍ତି ବେଣାଗାଡ଼ିଆବାସୀ
ଖଣ୍ଡପଡ଼ା,୩ା୧୧(ସ୍ବ.ପ୍ର.): ବିଦ୍ୟୁତ୍ ବକେୟା ବିଲ ୧୦ଲକ୍ଷରୁ ଊର୍ଦ୍ଧ୍ୱ। ତା’ସାଙ୍ଗକୁ ବିଦ୍ୟୁତ ଟ୍ରାନ୍ସଫର୍ମରଟି ପୋଡ଼ି ଯିବାର ୬ ମାସରୁ ଅଧିକ ହେଲାଣି । ଗ୍ରାମବାସୀ ୭ ମାସ ହେଲା ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଫଳରେ ଅଞ୍ଚଳବାସୀ ବିଭିନ୍ନ ଜଳ ଉତ୍ସର…
ଇସ୍ରାଏଲରେ ଭୋଟ ଗଣନା ଜାରି, ନେତନ୍ୟାହୁଙ୍କୁ ମିଳିପାରେ ସ୍ପଷ୍ଟ ବହୁମତ, ପୁଣିଥରେ ହୋଇପାରନ୍ତି ପ୍ରଧାନମନ୍ତ୍ରୀ
ଜେରୁଜେଲମ,୩ ।୧୧: ଇସ୍ରାଏଲର ସାଧାରଣ ନିର୍ବାଚନରେ ରାଜନୈତିକ ଦଳ ‘ଲିକୁଡ’କୁ ସ୍ପଷ୍ଟ ବହୁମତ ମିଳିବ ବୋଲି ଆଶା କରାଯାଉଛି । ଏବେ ପର୍ଯ୍ୟନ୍ତ ପ୍ରାୟ ୯୦ ପ୍ରତିଶତ ଭୋଟ ଗଣତି ସରିଛି ଓ ଏଥିରୁ ଅନୁମାନ କରାଯାଉଛି କି ବେନଜାମିନ ନେତନ୍ୟାହୁ…
୨ ମଧୁମେହ ରିପୋର୍ଟକୁ ନେଇ ଚିନ୍ତା
ନୟାଗଡ଼ ଅଫିସ,୩।୧୧: ନୟାଗଡ଼ ଜିଲା ସଦର ମହକୁମାର ଦୁଇଟି ପ୍ରମୁଖ ପାଥୋଲୋଜିର ଫାଷ୍ଟିଂ ରିପୋର୍ଟକୁ ଅନୁଧ୍ୟାନ କଲେ ରୋଗୀଙ୍କ ଜୀବନ ସହ ଖେଳ ଖେଳା ଯାଉଥିବା ପ୍ରମାଣିତ ହେଉଛି । ଏହି ଦୁଇଟି ରିପୋର୍ଟ ଘରୋଇ ପାଥୋଲୋଜିର ରୋଗ ନିରୁପଣ ଉପରେ…
ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ମାଲକାନଗିରି,୩ା୧୧(ଡି.ଏନ୍.ଏ.): ମାଲକାନଗିରି ଜିଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବିଭିନ୍ନ ଦାବି ନେଇ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସଂଘର ସମ୍ପାଦକ ରବିନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ସୁବାସ ଛକ ସଂଘ କାର୍ଯ୍ୟାଳୟ ପରିସରରୁ…
ହଷ୍ଟେଲ ପାଇଁ ଫୋନ୍ କଲେ କଲ୍ ଲାଗୁଛି ପିପିଲିରେ
କଟକ ଅଫିସ,୩ା୧୧: ରେଭେନ୍ଶା ବିଶ୍ୱବିଦ୍ୟାଳୟ ଓ୍ବେବସାଇଟ୍ରେ ହଷ୍ଟେଲ ଚିଫ୍ ଓ୍ବାର୍ଡେନଙ୍କ କାର୍ଯ୍ୟାଳୟ ନମ୍ବରକୁ ନେଇ ଛାତ୍ରୀଛାତ୍ରମାନେ ବିଭ୍ରାନ୍ତ ହେଉଛନ୍ତି। ଉକ୍ତ ନମ୍ବରରେ ଫୋନ୍ କଲେ ତାହାକୁ ପିପିଲିର ଏକ ଅଜଣା ବ୍ୟକ୍ତି ଉଠାଉଛନ୍ତି। ଯଦ୍ୱାରା ଛାତ୍ରୀଛାତ୍ରମାନେ ତଥ୍ୟ ପାଇବା ନିମନ୍ତେ ନିରାଶ…
Archives


