ଦି ମ୍ୟାନ୍ ଗାର୍ମେଣ୍ଟସ ଷ୍ଟୋରର ପୂଜା ଅଫର
କଟକ,୨୮।୯: ଚଳିତ ବର୍ଷର ପାର୍ବଣ ଋତୁ ଅବସରରେ ‘ଦି ମ୍ୟାନ୍ ମଲ୍ଟିବ୍ରାଣ୍ଡ ଗାର୍ମେଣ୍ଟସ ଷ୍ଟୋରର ନୂତନ ଆଉଟ୍ଲେଟ୍ କଟକର ମଙ୍ଗଳାବାଗଠାରେ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ମହିଳା ଉଦ୍ୟୋଗୀ ଶକୁନ୍ତଳା ଦେବୀ ଓ ପ୍ରୀତି ଗିଲ୍ରା ସମ୍ମାନିତ ଅତିଥି ଭାବେ ଯୋଗଦେଇ…
ପାର୍ବଣରେ ହିରୋ ମୋଟୋକର୍ପର ‘ହିରୋ ଗିଫ୍ଟ’
ନୂଆଦିଲ୍ଲୀ,୨୮।୯: ଚଳିତ ବର୍ଷର ପାର୍ବଣ ଅବସରରେ ହିରୋ ମୋଟୋକର୍ପ ପକ୍ଷରୁ ‘ହିରୋ ଗିଫ୍ଟ’ ଗ୍ରାଣ୍ଡ ଇଣ୍ଡିଆନ ଫେଷ୍ଟିଭାଲ ଅଫ୍ ଟ୍ରଷ୍ଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଅନ୍ତର୍ଗତ ରୋମାଞ୍ଚକର ମଡେଲ ସତେଜତା, ଖୁଚୁରା ଲାଭ, ବହୁ ଆର୍ଥିକ ଯୋଜନା, ପ୍ରି-ବୁକିଂ…
ପାନବରଜ ପାଇଁ ପିମ୍ପୂଳା ଭରସା
ମହାକାଳପଡ଼ା,୨୮।୯ (ଡି.ଏନ.ଏ.):ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲାରେ କୁଶଳୀ, ଅର୍ଦ୍ଧ କୁଶଳୀ ଶ୍ରମିକମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଅନେକ ଶ୍ରମିକ ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ମହାକାଳପଡ଼ା ବ୍ଲକ ବତିଘର, ରାମନଗର, ଖରିନାସୀ, ପେଟଛେଲା ଆଦି ପଞ୍ଚାୟତର…
ଆମେ ଅପହରଣ କରିଥିବା ଅଭିଯୋଗ ମିଥ୍ୟା: ଗ୍ରାମବାସୀ
ମାଲକାନଗିରି,୨୮ା୯ (ଡି.ଏନ୍.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅ‘ର୍ଗତ ଏମ୍.ଭି. ୧୨୨ ଗ୍ରାମର ଜଣେ ବ୍ୟକ୍ତିଙ୍କ ଝିଅକୁ ଏମ୍.ଭି. ୫୦ ଗ୍ରାମର ଗ୍ରାମବାସୀ ଅପହରଣ କରିଛନ୍ତି। ଏନେଇ ଓର୍କେଲ ଥାନାରେ ଅଭିଯୋଗ ହୋଇଛି। ତେବେ ଏହା ବିଷୟ ସମ୍ପୂର୍ଣ ମିଥ୍ୟା ବୋଲି…
‘ଭିଭୋ ଇଗ୍ନାଇଟ୍ ଅଭିଯାନ’
ନୂଆଦିଲ୍ଲୀ,୨୮।୯: ଅନ୍ତର୍ଜାତୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଦେଶବ୍ୟାପୀ ଭିଭୋ ଇଗ୍ନାଇଟ୍ ଅଭିଯାନର ଶୁଭାରମ୍ଭ କରାଯାଇଛି। ଉକ୍ତ ଅଭିଯାନରେ ଦେଶର ୮ମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରମାନେ ଅଂଶ ଗ୍ରହଣ ପାଇଁ ଆବେଦନ ଆରମ୍ଭ ହୋଇଯାଇଛି। ଏପରିକି ୨୦୨୩ ଫେବୃୟାରୀ ପର୍ଯ୍ୟନ୍ତ ୩ଟି…
ଜାତୀୟ ସ୍ବଚ୍ଛତା ସମାରୋହରେ ଯୋଗଦେବେ ବନିତା
ନବରଙ୍ଗପୁର, ୨୮।୯ ( ବି.ପ୍ର.): ଚଳିତ ମାସ ୩୦ ଓ ଅକ୍ଟୋବର ୧ ଦିଲ୍ଲୀରେ ହେବାକୁ ଥିବା ଜାତୀୟ ସ୍ବଚ୍ଛତା ସମାରୋହରେ ଭାଗନେଇ ନିଜର ପ୍ରକଳ୍ପ ପ୍ରଦର୍ଶନ କରିବା ପାଇଁ ଭାରତ ସରକାରଙ୍କ ମୁଖ୍ୟ ବିଜ୍ଞାନ ପରାମର୍ଶଦାତା କାର୍ଯ୍ୟାଳୟରୁ ନିମନ୍ତ୍ରଣ ପାଇଛନ୍ତି…
ସାଧାରଣ ନିର୍ବାଚନରେ ୯୦ ସିଟ୍ ହାତେଇବାକୁ ପିସିସି ସଭାପତିଙ୍କ ଦୃଢ଼ୋକ୍ତି
ରାୟଗଡା ଅଫିସ, ୨୮।୯: ଓଡ଼ିଶା ପ୍ରଦେଶ କଂଗେସ କମିଟି ସଭାପତି ଶରତ ପଟ୍ଟନାୟକ ଦିନିକିଆ ରାୟଗଡ଼ର ଜିଲା ଗସ୍ତରେ ଆସି ଅଶୋକ କଲ୍ୟାଣ ମଣ୍ଡପରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ। ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ୯୦ ସିଟ୍ ହାତେଇବା ଲକ୍ଷ୍ୟ…
ଆହୁରି ମହଙ୍ଗା ହୋଇପାରେ ଇଏମ୍ଆଇ
ନୂଆଦିଲ୍ଲୀ,୨୮।୯: ଚଳିତ ବର୍ଷ ସେପ୍ଟେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍ବିଆଇ)ର ମୁଦ୍ରାନୀତି କମିଟି (ଏମ୍ପିସି) ବୈଠକ ବସିବ ବୋଲି ସୂଚନା ମିଳିଛି। ଏପରିକି ବୁଧବାର ଆର୍ବିଆଇର ୩ ଦିନିଆ ଏମ୍ପିସି ବୈଠକ ଆରମ୍ଭ ହେଉଛି। ବିଶେଷକରି ସେପ୍ଟେମ୍ବର…
ସାଦା ପୋଷାକରେ ଯାଞ୍ଚବେଳେ ମାଡ଼ ଖାଇଲେ ଅବକାରୀ କନ୍ଷ୍ଟେବଲ୍
କୋଡିଙ୍ଗା,୨୮।୯(ଡି.ଏନ୍.ଏ.): ସାଦା ପୋଷାକରେ ଯାଞ୍ଚ କରିବା ୨ ଅବାକରୀ କନଷ୍ଟେବଲଙ୍କୁ ପଡ଼ିଲା ମହଙ୍ଗା। ମଦ ଚୋରାଚାଲାଣ ସନ୍ଦେହରେ ଦମ୍ପତିଙ୍କ ଗାଡିକୁ ପିଛା କରି ଓ ଯାଞ୍ଚ କରିବାବେଳେ ସେମାନେ ମାଡ଼ ମାରିଥିବା ନେଇ କନଷ୍ଟେବଲ ୨ଜଣ କୋଡିଙ୍ଗା ଥାନାରେ ଅଭିଯୋଗ କରିଛନ୍ତି।…
ପଞ୍ଜାବ ବିଧାନସଭାରେ ଆସ୍ଥା ଭୋଟ ଲୋଡ଼ିଲେ ମାନ୍
ଚଣ୍ଡିଗଡ଼,୨୮।୯(ପି.ଟି.): ପଞ୍ଜାବରେ ଆମ୍ ଆଦ୍ମୀ ପାର୍ଟି (ଏଏପି) ସରକାର ଭାଙ୍ଗିବା ପାଇଁ ବିରୋଧୀ ଦଳ ଭାଜପା ଉଦ୍ୟମ ଚଳାଇଥିବାବେଳେ କଂଗ୍ରେସ ଏହାକୁ ସାଥ୍ ଦେଉଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ ମାନ୍ ମଙ୍ଗଳବାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଆସ୍ଥା ଭୋଟ ଲୋଡ଼ିଛନ୍ତି।…
ଧାନ ଫସଲରେ ପୋକ, ଚିନ୍ତାରେ ଚାଷୀ
ବେଗୁନିଆ,୨୮।୯(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ହୋଇଥିବା ଧାନ ଫସଲରେ ରୋଗ ଓ ପୋକଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଏଥିଯୋଗୁ କ୍ଷେତରେ ହେକ୍ଟର ହେକ୍ଟର ଧାନ ଫସଲ ଉଜୁଡି ଯିବାକୁ ବସିଛି। ଫଳରେ ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି। ଅନ୍ୟପକ୍ଷରେ…
ଦୂର ଜାଗାରେ ସବ୍ସେଣ୍ଟର ଖୋଲାଯାଇ ମିଳିବ ଚାଉଳ
ରାୟଗଡ଼ା ଅଫିସ, ୨୮।୯: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରାୟଗଡ଼ ଗସ୍ତକରି ମଙ୍ଗଳବାର ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ…
Archives


