୯୫ ବର୍ଷରେ ପଦାର୍ପଣ କଲେ ଆଡଭାନୀ: ଶୁଭେଚ୍ଛା ଜଣାଇବାକୁ ତାଙ୍କ ଘରେ ପହଞ୍ଚିଲେ ମୋଦି
ନୂଆଦିଲ୍ଲୀ,୮।୧୧: ଭାରତୀୟ ଜନତା ଦଳର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀ ଆଜି ୯୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ଏହା ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ…
ଶିବଗଙ୍ଗା ପୁଷ୍କରିଣୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
ଆରଡି, ୮।୧୧(ଡି.ଏନ୍.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ଡଙ୍ଗା ଭସାଇ କାର୍ତ୍ତିକ ବ୍ରତ ଭାଙ୍ଗିଲେ ଶ୍ରଦ୍ଧାଳୁ । କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗହଣ ପଡୁଥିବାରୁ ସୋମବାର ରାତି ୨ଟାରେ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତି ସହ…
ଆଜି ବି ମନେପଡ଼େ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା
ଢେଙ୍କାନାଳ ଅଫିସ, ୮।୧୧: ଢେଙ୍କାନାଳ ସନ୍ଧ୍ୟାତାରା ସାହିତ୍ୟ ସଂସଦ ପକ୍ଷରୁ ୪୦ତମ ବୋଇତ ବନ୍ଦାଣ ଉତ୍ସବ ମଙ୍ଗଳବାର ଭୋରରେ ସହରସ୍ଥିତ ଭାଗୀରଥି ସାଗର ନୂଆପୋଖରୀଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ରାତି ୩ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶତାଧିକ କୁନିକୁନି…
‘ମଦ ପିଅ ଅବା ଗୁଟକା ଖାଅ, ହେଲେ ପାଣିର ମୂଲ୍ୟ ବୁଝ’: ଭାଜପା ଏମପି ଜନାର୍ଦ୍ଦନ ମିଶ୍ରାଙ୍କ ଅଜବ ବୟାନ
ରିବା,୮ ।୧୧: ମଧ୍ୟ ପ୍ରଦେଶ ରିବାର ଏମପି ଜନାର୍ଦ୍ଦନ ମିଶ୍ରା ଏକ ଅଜବ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ । ଏମପି ଜନାର୍ଦ୍ଦନ ମିଶ୍ରା କହିଛନ୍ତି, ମଦ, ଗଞ୍ଜେଇ, କୋରେକ୍ସ ପିଅ, ଥିନର ସଲ୍ୟୁଶନ ସୁଂଘ ଅଥବା ଆୟୋଡେକ୍ସ ଖାଅ, କିଛି…
ଗୁରୁଦ୍ୱାରରେ ପହଞ୍ଚିଲେ ରାହୁଲ
ନୂଆଦିଲ୍ଲୀ,୮।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିବା ପୂର୍ବରୁ ମଙ୍ଗଳବାର ଗୁରୁଦ୍ୱାରରେ ପହଞ୍ଚିଥିଲେ। ଗୁରୁ ନାନକ ଜୟନ୍ତୀ ଅବସରରେ ସେ ନାନ୍ଦେଡ ଜିଲାରେ ଥିବା ଗୁରୁଦ୍ୱାରରେ ପହଞ୍ଚି ପ୍ରାର୍ଥନା କରିଥିଲେ। ଏହି ସମୟରେ କଂଗ୍ରେସ ଦଳ…
ଆଜି ରାଜ୍ୟରେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୮।୧୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୬…
‘ଜେଲ ପ୍ରଶାସନ, ସତ୍ୟେନ୍ଦ୍ର ଜୈନଙ୍କ ଧମକ ମୋତେ ଚିନ୍ତାରେ ପକାଇଛି’-ଉପରାଜ୍ୟପାଳଙ୍କୁ ଆଉ ଏକ ଚିଠି ଲେଖିଲେ ସୁକେଶ
ନୂଆଦିଲ୍ଲୀ,୮ ।୧୧: ମଣ୍ଡୋଲି ଜେଲରେ ମନି ଲଣ୍ଡରିଂ ମାମଲାରେ ବନ୍ଦୀଥିବା ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ସୋମବାର ପୁଣିଏକ ଚିଠି ଜାରି କରିଛନ୍ତି । ଏଥିରେ ସେ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ବିନା…
ମ୍ୟୁନିସିପାଲିଟିର ଟାଳଟୁଳ ନୀତି, ତେଜୁଛି ଅସନ୍ତୋଷ
ବାରିପଦା ଅଫିସ,୮ା୧୧: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଦିନକୁ ଦିନ ବଢୁଛି ଟ୍ରାଫିକ ସମସ୍ୟା । ଦୋକାନୀମାନେ ରାସ୍ତା ଉପରେ ବାଣିଜି୍ୟକ ପ୍ରତିଷ୍ଠାନ ଖୋଲିବା ଦ୍ୱାରା ରାସ୍ତା ସଙ୍କୁଚିତ ହୋଇପଡୁଛି । ଫଳରେ ଗାଡ଼ିମଟର ଚଳାଚଳରେ ବ୍ୟାଘାତ ହେଉଥିବା ବେଳେ ପ୍ରତିଦିନ…
କାଠକୁ ଦେଉଛନ୍ତି ଜୀବନ୍ତ ରୂପ
ପାଟଣା, ୮ା୧୧(ସ୍ବ.ପ୍ର.): ତାଙ୍କ ନିହାଣ ମୁନରେ କାଠ କଥା କହେ, ହାତର ସ୍ପର୍ଶରେ ହୋଇଉଠେ ଅନନ୍ୟ। ଘରକରଣାଠାରୁ ଆରମ୍ଭ କରି ପ୍ରତିମୂର୍ତ୍ତିକୁ ଦିଅନ୍ତି ଜୀବନ୍ତ ରୂପ। ବିନା ପ୍ରଶିକ୍ଷଣରେ ନିଖୁଣ କଳାକୃତି ନିର୍ମାଣ କରିବା ସହ କଣ୍ଢେଇ ନୃତ୍ୟଶିଳ୍ପୀ ଭାବେ ସ୍ବତନ୍ତ୍ର…
କଂଗ୍ରେସକୁ ଝଟ୍କା: ଭାଜପାରେ ଯୋଗ ଦେଲେ ୨୬ ନେତା
ଶିମ୍ଲା,୮।୧୦: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ କଂଗ୍ରେସ ରାଜ୍ୟରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। କଂଗ୍ରେସର ଅନେକ ନେତା ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟି (ଭାଜପା) ରେ ଯୋଗ ଦେଇଛନ୍ତି।…
ବାଲେଶ୍ୱର ଡିଭିଜନରେ ୬୮ ମାମଲା ରୁଜୁ
କେନ୍ଦୁଝର,୮।୧୧(ସ୍ବ.ପ୍ର.): ପ୍ରତ୍ୟେକ ବର୍ଷ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହେଉଛି। ଦୁର୍ନୀତି ବିରୋଧରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଶପଥପାଠ, ରାଲି, ସଭାସମିତି, ପ୍ରତିଯୋଗିତା ଆଦି ଆୟୋଜନ ହେଉଛି। ଏହା ସତ୍ତ୍ୱେ ଦୁର୍ନୀତି କମିବାର ନଁା ଧରୁନି। ପ୍ରତିଦିନ ରାଜ୍ୟର…
ଜାତୀୟ ରାଜପଥ ସମ୍ପ୍ରସାରଣ ଆଳରେ ମିଶନ ଶକ୍ତି ଗୃହ ନିର୍ମାଣ ବନ୍ଦ
ବାହାନଗା,୮ା୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ପରିସରରେ ନିର୍ମାଣ ହେବାକୁ ଥିବା ମିଶନ ଶକ୍ତି ଗୃହ ୧ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା କାମ ନ ହୋଇ ପଡିରହିଛି। ଜାତୀୟ ରାଜପଥ ସମ୍ପ୍ରସାରଣକୁ ଆଳ କରି ସେହି ସ୍ଥାନରୁ ଅନ୍ୟତ୍ର କରିବା ଉଦ୍ଦେଶ୍ୟରେ…
Archives


