ଭାରତର ସ୍ଥାୟୀ ସଦସ୍ୟତାକୁ ଶ୍ରୀଲଙ୍କାର ସମର୍ଥନ
କଲମ୍ବୋ,୨୮।୯: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ଭାରତ ଏବଂ ଜାପାନର ସ୍ଥାୟୀ ସଦସ୍ୟତାକୁ ଶ୍ରୀଲଙ୍କା ସମର୍ଥନ କରିବ ବୋଲି ଏହାର ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଙ୍ଘେ ମଙ୍ଗଳବାର କହିଛନ୍ତି। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ଯୋଗଦେବା ଲାଗି ଟୋକିଓ ଯାଇଥିବା…
ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା, ରାଜ୍ୟକୁ ଭାଜପାକୁ ହସ୍ତାନ୍ତର କରିବା ସହ ସମାନ: ଗେହଲଟ ଗୋଷ୍ଠୀ
ଜୟପୁର,୨୮।୯: ରାଜସ୍ଥାନରେ କଂଗ୍ରେସରେ ଏବେ ରାଜନୈତିକ ସଙ୍କଟ ଦେଖାଦେଇଛି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାମ ସାମ୍ନାକୁ ଆସିବା ପରେ ଦଳରେ କନ୍ଦଳ ସୃଷ୍ଟି ହୋଇଥିଲା। ଗେହଲଟଙ୍କ ସମର୍ଥକ ବିଧାୟକମାନେ ବିଦ୍ରୋହ କରିଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ…
ଯୋବ୍ରା ବ୍ୟାରେଜରୁ ହାତୀ ମୃତଦେହ ଠାବ
କଟକ ଅଫିସ, ୨୮।୯: କଟକ ଯୋବ୍ରା ଆନିକଟ ବ୍ୟାରେଜରୁ ବୁଧବାର ଏକ ହାତୀର ମୃତଦେହ ଠାବ ହୋଇଛି। ବ୍ୟାରେଜର ୧୫ ନମ୍ବର ଗେଟ୍ରେ ହାତୀଟିର ମୃତଦେହ ଲାଗିଥିଲା। ହାତୀଟି ନଦୀ ପାର ହେଉଥିବା ବେଳେ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।…
ମଦ ନୀତି ମାମଲାରେ ସମୀର ମହେନ୍ଦ୍ରୁ ଗିରଫ: ଏବେ ସିସୋଡିଆଙ୍କ ପାଳି, ଏଏପିର ଆଶଙ୍କା
ନୂଆଦିଲ୍ଲୀ,୨୮।୯: ଦିଲ୍ଲୀର ମଦ ନୀତି ମାମଲାରେ ବ୍ୟବସାୟୀ ସମୀର ମହେନ୍ଦ୍ରୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ଗିରଫ କରିଛି। ସେ ଇଣ୍ଡୋ ସ୍ପିରିଟ୍ସର ଏମ୍ଡି। ନିକଟରେ ସମୀରଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏକ୍ସାଇଜ ସ୍କାମରେ ଇଡିର…
ରେଞ୍ଜରଙ୍କୁ କାରଣଦର୍ଶାଅ ନୋଟିସ୍
ସୋନପୁର,୨୮।୯(ନି.ପ୍ର.): ସୁବର୍ଣ୍ଣପୁର ବନଖଣ୍ଡ ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ବାଘପାଲି ଜଙ୍ଗଲରେ ବାଘ ଶିକାର ଘଟଣାରେ ଉଲୁଣ୍ଡା ବନାଞ୍ଚଳ ଅଧିକାରୀ ଦିଲୀପ ପ୍ରଧାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସୁବର୍ଣ୍ଣପୁରର ଭାରପ୍ରାପ୍ତ ବନଖଣ୍ଡ ଅଧିକାରୀ(ଡିଏଫଓ) ନୀତିଶ କୁମାର ଏହି ନୋଟିସ୍ ଜାରି…
୧୫୨୯୩ ଯୋଗ୍ୟ ଚାଷୀଙ୍କୁ ମିଳିନି କାଳିଆ,ପିଏମ୍ କିଷାନ ଟଙ୍କା
ଅମରପାଲି,୨୭ା୯(ଡି.ଏନ.ଏ): ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କୁ ସହାୟତା ପାଇଁ କରିଥିବା କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଏବେ ବାଟବଣା ହୋଇପଡିଛି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଅନେକ ଯୋଗ୍ୟ ହିତାଧିକାରୀ ଉକ୍ତ ଯୋଜନାରୁ ବାଦ୍ ପଡିଛନ୍ତି।…
ସ୍ତ୍ରୀଙ୍କୁ ନେଉଥିଲେ ମେଡିକାଲ, ପିଟିଲା ଟ୍ରକ୍
ପାଟଣା,୨୮।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ଦେଇ ଯାଇଥିବା ୨୨୦ନଂ. ଜାତୀୟ ରାଜପଥରେ ବୁଧବାର ଘଟିଛି ଏକ ଦୁର୍ଘଟଣା। ସକାଳୁ ମଙ୍ଗଳପୁର ଛକ ଏଞ୍ଜେଲ ଢାବା ନିକଟରେ ଏକ ଟ୍ରକ୍ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ…
ଆଜି ରାଜ୍ୟରେ ୨୦୮ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜ୍ୟରେ ବୁଧବାର ୨୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୨୬ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ ୧୧୯ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୮୯ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା…
ଗୁରୁବାର ଓଡ଼ିଶା ଆସିବେ ନଡ୍ଡା, ଚାଲିଛି ଜୋରଦାର ପ୍ରସ୍ତୁତି
ଭୁବନେଶ୍ୱର,୨୮।୯(ବ୍ୟୁରୋ): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏଥିପାଇଁ ଭାଜପା ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଆସନ୍ତାକାଲି ସକାଳ ୧୦ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯିବ।…
ଫ୍ଲିପ୍କାର୍ଟରୁ ଅର୍ଡର କରିଥିଲେ ଲାପ୍ଟପ୍, ଯାହା ଆସିଲା ଦେଖି ହୋଇଗଲେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୨୮।୯: ଦୁର୍ଗାପୂଜା ପାଇଁ ଇ-କମର୍ସ ପକ୍ଷରୁ ବର୍ତ୍ତମାନ ବିଗ୍ ବିଲିୟନ ଡେ ସେଲିଙ୍ଗ୍ ଚାଲିଛି। ବିଭିନ୍ନ ଜିନିଷ ଉପରେ ବ୍ୟାପକ ରିହାତି ପ୍ରଦାନ କରୁଛି ଇ-କମର୍ସ କମ୍ପାନୀ। ଏହି ସମୟରେ ଜଣେ ବ୍ୟକ୍ତି ଏକ ଲାପ୍ଟପ୍ ଅର୍ଡର କରିଥିଲେ। ହେଲେ ସେ…
ଗାଭାସ୍କରଙ୍କୁ ଏସ୍ଜେଏଫ୍ଆଇ ପଦକ, ଶାସ୍ତ୍ରୀ ସମ୍ମାନିତ
ଥିରୁଭାନନ୍ତପୁରମ,୨୮।୯(କ୍ରୀଡ଼ା ପ୍ରତିନିଧି): ଭାରତୀୟ କ୍ରିକେଟର ଦୁଇ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀ ମଙ୍ଗଳବାର ଏଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ପୋଟର୍ସ ଜର୍ନାଲିଷ୍ଟ ଫେଡେରେଶନ୍ ଅଫ୍ ଇଣ୍ଡିଆ (ଏସଜେଏଫ୍ଆଇ)ର ବିଶେଷ ସମ୍ମାନ ଗ୍ରହଣ କରିଛନ୍ତି। ଏସ୍ଜେଏଫ୍ଆଇ ପକ୍ଷରୁ ପ୍ରତିବର୍ଷ…
ଡେଥ୍ ବୋଲିଂ ଉପରେ ଭାରତର ନଜର
ଥିରୁଭାନନ୍ଥପୁରମ, ୨୮।୯(ପି.ଟି.): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାରଠାରୁ ୩ ମ୍ୟାଚ ବିଶିଷ୍ଟ ଅନ୍ତଜର୍ର୍ାତୀୟ ଟି୨୦ କ୍ରିକେଟ ସିରିଜ ଆରମ୍ଭ ହେବ। ଆଗକୁ ଟି୨୦ ବିଶ୍ୱକପ ରହିଥିବାରୁ ପ୍ରସ୍ତୁତି ଦୃଷ୍ଟିରୁ ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ…
Archives


