ସ୍ତ୍ରୀଙ୍କ ସହ ଝିଅପୁଅଙ୍କୁ ବିଭତ୍ସ ଭାବେ ହତ୍ୟା ମାମଲା: ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ ସୀମାଞ୍ଚଳ
ଭଞ୍ଜନଗର, ୨୮।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ବଡଗଡ ଥାନା ଅନ୍ତର୍ଗତ ବେଲପଡା ଗ୍ରାମରେ ୨୦୧୨ ମସିହାରେ ଘଟିଥିବା ବହୁଚର୍ଚ୍ଚିତ ସ୍ତ୍ରୀ, ନାବାଳିକା ଝିଅ, ନାବାଳକ ପୁତ୍ର ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ଭଞ୍ଜନଗର ଏଡିଜେ ଦେବବ୍ରତ ପଟ୍ଟନାୟକ ୨୪ ଜଣ…
ଉପରକୁ ଉଠିଲେ ସୂର୍ଯ୍ୟକୁମାର
ଦୁବାଇ, ୨୮।୯:ଭାରତର ସୂର୍ଯ୍ୟକୁମାର ଯାଦବ ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍ର ବ୍ୟାଟର ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ରେ ଚମତ୍କାର ପ୍ରଦର୍ଶନ କରିବା ପରେ ତାଙ୍କୁ ଏହି ସଫଳତା ମିଳିଛି। ଭାରତ ପରାଜିତ ହୋଇଥିଲେ ହେଁ ସୂର୍ଯ୍ୟ…
ପିଏଫଆଇକୁ ନିଷିଦ୍ଧ ଘୋଷଣାକୁ ସ୍ବାଗତ କଲେ ଆଜମେର ଦରଘା ଦିଓ୍ବାନ ଜୈନୁଲ ଆବେଦିନ…
ଆଜମେର, ୨୮।୯ : ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ପ୍ରମାଣ ପାଇବା ପରେ କେନ୍ଦ୍ର ସରକାର ପିଏଫ୍ଆଇକୁ ନିଷେଧ କରିବା ପରେ ଧାର୍ମିକ ନେତାଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସୁଛି। ପ୍ରସିଦ୍ଧ ଖ୍ବାଜା ଗ୍ରିବ ନୱାଜ ଦରଘାର ଦିଓ୍ବାନ ଜୈନୁଲ…
ବଲାଙ୍ଗୀରରେ ବଢ଼ୁଛି ଅପରାଧ, ହେଲେ ପୋଲିସ ନିଷ୍କ୍ରିୟ: ପ୍ରତିବାଦରେ କଂଗ୍ରେସର ଧାରଣା
ବଲାଙ୍ଗୀର ଅଫିସ, ୨୯।୮- ବଲାଙ୍ଗୀରରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉଛି। ପୋଲିସ ନିଷ୍କ୍ରିୟତା ଯୋଗୁ ସହରରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଚାଲିଥିବା ଅଭିଯୋଗ କରି ଜିଲା କଂଗ୍ରେସ କମିଟି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ ଓ ଧାରଣା…
ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୫ ଜୀବନ, ୨୦ ଆହତ
ରେୱାରୀ,୨୮।୯: ହରିୟାଣାର ରେୱାରୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୫ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ଜାତୀୟ ରାଜପଥ ନମ୍ବର ୪୮ରେ କାରଟି ବସ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା…
୮ ଦିନ ହେଲାଣି ଶିରୋଲ ଗ୍ରାମରେ ବ୍ୟାପିଛି ଝାଡ଼ାବାନ୍ତି: ସ୍ଥିତି ସମୀକ୍ଷା କଲେ ବିଡିଓ, ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା
କେସିଙ୍ଗା ,୨୮।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଶିରୋଲ ଗ୍ରାମରେ ୮ଦିନ ହେଲା ଝାଡ଼ାବାନ୍ତି ବ୍ୟାପିଛି। ଦୂଷିତ ଜଳ ପିଇବା ଯୋଗୁ ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ଏହି ଖବର ‘ଧରିତ୍ରୀ’ରେ ପ୍ରକାଶିତ ହେବା ପରେ ପ୍ରଶାସନର ଚେତା ପଶିଛି। ବୁଧବାର…
ମମତା ବାନାର୍ଜୀଙ୍କୁ ବଡ଼ ଝଟ୍କା
କୋଲକତା,୨୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଝଟ୍କା ଲାଗିଛି। କଲିକତା ହାଇକୋର୍ଟ ରାଜ୍ୟ ସରକାରଙ୍କ ‘ଦୁଆରେ ରାଶନ’ ଯୋଜନାକୁ ବେଆଇନ ଘୋଷଣା କରିଛନ୍ତି। କୋର୍ଟ କହିଛନ୍ତି ଯେ, ପଶ୍ଚିମବଙ୍ଗ ସରକାରଙ୍କ ଏହି ଯୋଜନା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ…
ପ୍ରଥମଥର ଶ୍ୱଶୁର ଘର ଲୋକଙ୍କୁ ଭେଟିବା ପରେ ଏମିତି ଥିଲା ପାଣ୍ଡ୍ୟାଙ୍କ ପ୍ରତିକ୍ରିୟା
ମୁମ୍ବାଇ,୨୮।୯: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ତାଙ୍କର ପ୍ରଦର୍ଶନ ସହିତ ପାଣ୍ଡ୍ୟା ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସେ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ଶେୟାର…
କିଙ୍ଗ୍ ଚାର୍ଲସ୍ଙ୍କ ନୂଆ ମନୋଗ୍ରାମ ଜାରି
ଲଣ୍ଡନ: ୨୮।୯: ବ୍ରିଟେନ୍ରେ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଶାସନର ଅନ୍ତ ଘଟି ଚାର୍ଲସ୍ ତୃତୀୟଙ୍କ ରାଜୁତି ଆରମ୍ଭ ହୋଇଛି। ରାଜା ଚାର୍ଲସ୍ଙ୍କ ନୂଆ ମନୋଗ୍ରାମ ଅନାବରଣ କରାଯାଇଛି। ମଙ୍ଗଳବାର ପ୍ରଥମ ଥର ପାଇଁ ରାଜା ଏହି ମନୋଗ୍ରାମକୁ ବ୍ୟବହାର କରିଛନ୍ତି। କଲେଜ୍…
କେନ୍ଦ୍ର ସରକାରଙ୍କୁ ଘେରିଲେ ଲାଲୁ, କହିଲେ ଆରଏସଏସକୁ କରାଯାଉ ବ୍ୟାନ୍…
ପାଟନା, ୨୮।୯ : ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ ୫ ବର୍ଷ ପାଇଁ ନିଷିଦ୍ଧ ଘୋଷଣା ପରେ ଏବେ ଦେଶରେ ରାଜନୈତିକ ସ୍ଥିତିରେ ଉଷ୍ଣତା ଭରିବା ଆରମ୍ଭ ହୋଇଛି। ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ…
ମଧ୍ୟପ୍ରଦେଶ ଛାଡ଼ିବି ନାହିଁ: କମଲନାଥ
ନୂଆଦିଲ୍ଲୀ,୨୮।୯: କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରେସ୍ରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନାମକୁ ନେଇ ଚର୍ଚ୍ଚା ହୋଇଥିଲା। ଗତ କିଛି ଦିନ ତଳେ ତାଙ୍କ ଦିଲ୍ଲୀ ଗସ୍ତ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଥିଲା। ତେବେ କମଲନାଥ ଏହି ଆଲୋଚନାରେ ପୂର୍ଣ୍ଣଚ୍ଛେଦ…
ଘରକୁ ଘର ବୁଲି କଲେ ସ୍ବାସ୍ଥ୍ୟ ପରୀକ୍ଷା
କେସିଙ୍ଗା,୨୮।୯(ଡି.ଏନ.ଏ.):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍ ଶିରୋଲ ଗ୍ରାମରେ ଗତ ୮ଦିନ ଝାଡ଼ାବାନ୍ତି ଲାଗିରହିଛି। ଦୂଷିତଜଳ ପିଇ ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ଏହି ଖବର ଧରିତ୍ରୀରେ ପ୍ରକାଶ ହେବା ପରେ ବୁଧବାର କେସିଙ୍ଗା ବିଡ଼ିଓ ପ୍ରଫୁଲ କୁମାର ଅଦୁ, ହରେକୃଷ୍ଣ ଧଳ,…
Archives


