ଚଳିତ ବର୍ଷ ପାର୍ଲାମେଣ୍ଟର ଶୀତକାଳିନ ଅଧିବେଶନରେ ଯୋଗ ଦେବେ ନାହିଁ ରାହୁଲ
ନୂଆଦିଲ୍ଲୀ,୧୨ ।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚଳିତ ଥର ପାର୍ଲାମେଣ୍ଟର ଶୀତକାଳିନ ଅଧିବେଶନରେ ଯୋଗ ଦେବେ ନାହିଁ । କଂଗ୍ରେସ ପ୍ରଭାରି ତଥା ମହାସଚିବ ଜୟରାମ ରମେଶ କହିଛନ୍ତି, ଆଗାମୀ ଶୀତକାଳିନ ଅଧିବେଶନରେ ପାର୍ଲାମେଣ୍ଟରେ ରାହୁଲ ଅନୁପସ୍ଥିତ ରହିପାରନ୍ତି ବୋଲି…
‘ଅଭିନୟ କରିବାକୁ ଚାହୁଁଥିଲେ ମୋତେ ବାହା ହୁଅ’
ମୁମ୍ବାଇ: ଗ୍ଲାମର ଦୁନିଆରେ କାମ କରିବା ପାଇଁ ଅଭିନେତ୍ରୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ବୋଲି ବଲିଉଡ୍ର ଜଣେ ଅଭିନେତ୍ରୀ କହିଛନ୍ତି। ଛୋଟ ପରଦାର ନୂଆ ଅଭିନେତ୍ରୀ ଆୟେଶା କପୁର ଏଭଳି ଏକ କଥାର ଖୁଲାସା କରିଛନ୍ତି, ଯାହା ଶୁଣିଲେ…
ମୁମ୍ବାଇ ବିମାନ ବନ୍ଦରରେ ଶାହାରୁଖଙ୍କୁ ଅଟକାଇଲା କଷ୍ଟମ ବିଭାଗ, ଏକ ଘଣ୍ଟା ଧରି ଚାଲିଲା ପଚରା ଉଚରା
ମୁମ୍ବାଇ,୧୨ ।୧୧: ବଲିଉଡ ବାଦଶାହା ଶାହାରୁଖ ଖାଁଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ମୁମ୍ବାଇ ବିମାନ ବନ୍ଦରରେ କଷ୍ଟମ ବିଭାଗ ଅଟକାଇ ଦେଇଥିଲା । ପ୍ରାୟ ଏକ ଘଣ୍ଟାର ପଚରା ଉଚରା ପରେ ଶାହାରୁଖ ଓ ତାଙ୍କ ମ୍ୟାନେଜରଙ୍କୁ ବାହାରକୁ ବାହାରିବା ବେଳେ…
‘ପଦ୍ମପୁରରେ କଂଗ୍ରେସର ବିଜୟ’
ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ଆପାତତଃ ପ୍ରାର୍ଥୀ ଚୟନ କରିସାରିଛି । ସତ୍ୟଭୂଷଣ ସାହୁ କଂଗ୍ରେସ ପ୍ରାର୍ଥୀ ହେବା ଫାଇନାଲ। ଖୁବଶୀଘ୍ର ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରାଯିବ ବୋଲି କଂଗ୍ରେସର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି ଶନିବାର କହିଛନ୍ତି…
ମାଆ ହେଲେ ବିପାଶା
ମୁମ୍ବାଇ: ବଲିଉଡର ବୋଲ୍ଡ ବିୟୁଟି ବିପାଶା ବସୁ ଓ କରନ ସିଂ ଗ୍ରୋଭର ପ୍ୟାରେଣ୍ଟସ୍ ହୋଇଛନ୍ତି । ଶନିବାର ବିପାଶା ଏକ କନ୍ୟା ସନ୍ତାର ମାଆ ହୋଇଛନ୍ତି । ମୁମ୍ବାଇର ଖାର ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ବିପାଶା ତାଙ୍କ କନ୍ୟା ସନ୍ତାନକୁ…
ତାରାତାରିଣୀ ପୀଠକୁ ପତିତ ପାବନ ପଦଯାତ୍ରା
ଛତ୍ରପୁର,୧୨।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରର ତାଡେପଲ୍ଲୀ ସାହିସ୍ଥିତ ଜଗନ୍ନାଥ ମନ୍ଦିରଠାରୁ ତାରାତାରିଣୀଙ୍କ ପୀଠଯାଏ ଏକ ଆଧ୍ୟାତ୍ମିକ ପଦଯାତ୍ରାର ଆୟୋଜନ କରାଯାଇଛି। ୧୯୭୭ ମସିହାରେ ଏହି ମନ୍ଦିର ପକ୍ଷରୁ ପୁରୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ ହୋଇଥିବା ଐତିହାସିକ ପତିତ ପାବନ ପଦଯାତ୍ରାର ସ୍ମରଣପୂର୍ବକ…
ବଣୁଆ ହାତୀ ଉପଦ୍ରବ: ଖାଇଲେ ଏକର ଏକର ଧାନ, ଭାଙ୍ଗିଲେ ଘର
ପାଟଣା,୧୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୫ ଦିନ ହେବ ୨୪ ଟିକିଆ ବଣୁଆ ହାତୀପଲଙ୍କ ଦୌରାତ୍ମ୍ୟ ବଢ଼ି ଚାଲିିଛି। ହାତୀପଲ ଶୁକ୍ରବାର ବିଳମ୍ବିତ ରାତିରେ ମଲ୍ଲିପଶି ବିଟ୍ ମୂଷାଖରୀ ଗାଁ କାଶିଆ ସାହିରେ ୩ ଜଣଙ୍କ ଘର ଭାଙ୍ଗି ଦେଇଛନ୍ତି।…
ମାଣ୍ଡିଆ ଚାଷ ଦେଲା ସ୍ବତନ୍ତ୍ର ପରିଚୟ
ସୁନ୍ଦରଗଡ଼,୧୨।୧୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ଟାଙ୍ଗରପାଲି ଗ୍ରାମ ପଞ୍ଚାୟତର ଏକ ରାଜସ୍ବ ଗ୍ରାମ ହେଉଛି ରୂପାବାହାଲ। ଦିନେ କୌଣସି ସ୍ବତନ୍ତ୍ର ପରିଚୟ ପାଇ ନ ଥିବା ଏହି ଗ୍ରାମଟି ଆଜି ମାଣ୍ଡିଆ ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଛି…
ମଣ୍ଡି ଖୋଲିବା ଦାବିରେ ରାସ୍ତାରେ ଗଛ ପକାଇ ଅବରୋଧ କଲେ ଚାଷୀ
କର୍ଲାମୁଣ୍ଡା,୧୨ା୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଧାନମଣ୍ଡି ଖୋଲାଯିବା ଦାବିରେ ଗଜବାହଲ ଛକଠାରେ ଚାଲିଥିବା ରାସ୍ତାରୋକୋ ଶନିବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ତେବେ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ବୁଝାମଣା ହୋଇପାରି ନ…
ମାମଲା ଶୁଣାଣି ପାଇଁ ସମୟ ଧାର୍ଯ୍ୟ ରହିଛି
ସମ୍ବଲପୁର,୧୨।୧୧(ବ୍ୟୁରୋ): ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ନିୟମ ରହିଛି। ଆଇନ ଅନୁସାରେ ଦଣ୍ଡିବିଧାନ ମଧ୍ୟ କରାଯାଉଛି। ୨୦୧୯ ପୂର୍ବରୁ ଉପଭୋକ୍ତା ସୁରକ୍ଷା ଆଇନର ପରିବର୍ତ୍ତନ କରାଯାଇଛି। ବିଭିନ୍ନ ସ୍ଥାନରେ ସଚେତନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପୂର୍ବରୁ ମାମଲାର ଶୁଣାଣିରେ ବିଳମ୍ବ ହେଉଥିଲା।…
ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଆସିଥିଲା କଲ୍, ଘଟଣାସ୍ଥଳରେ ପହଞ୍ଚି ଯାହା ଦେଖିଲେ ପାଦତଳୁ ଖସିଗଲା ମାଟି
ମାଲେସିଆରୁ ଏକ ଭାବପ୍ରବଣ ଖବର ଆସିଛି। ସଡ଼କ ଦୁର୍ଘଟଣା ପରେ ତୁରନ୍ତ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ କୁହାଯାଇଥିଲା। କିନ୍ତୁ ଡ୍ରାଇଭର ଜଣକ ସେଠାରେ ପହଞ୍ଚିବା ପରେ ଯାହା ଦେଖିଲେ ତାଙ୍କ ପାଦତଳୁ ମାଟି ଖସିଗଲା। ପ୍ରକୃତରେ ଏହି ଦୁର୍ଘଟଣାରେ ତାଙ୍କ…
ଡିସେମ୍ବର ୧ରୁ କୋରାପୁଟରେ ଇକୋ ରିଟ୍ରିଟ୍
ସୁନାବେଡ଼ା/ସେମିଳିଗୁଡ଼ା, ୧୨।୧୧(ସ୍ବ.ପ୍ର.): କୋରାପୁଟ ଜିଲାରେ ଡିସେମ୍ବର ୧ରୁ ଆରମ୍ଭ ହେଉଛି ଇକୋ ରିଟ୍ରିଟ୍। ପର୍ଯ୍ୟଟକ ସେଠାରେ ରହି ସେମିଳିଗୁଡ଼ା ବ୍ଲକ ଅଧୀନ ଦୁଧାରୀ ପଞ୍ଚାୟତର ପୁଟସିଲି ଓ ଫୁଲବନ୍ଧ ମଧ୍ୟରେ ଥିବା ଗିର୍ଲିମାଳି ପର୍ବତର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଏଥିରେ…
Archives


