Home Left

୩୦ ବର୍ଷ ପରେ ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡ-ପାକିସ୍ତାନ

ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଆସନ୍ତା ରବିବାର ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ମେଗା ଫାଇନାଲ ଖେଳାଯିବ। ରେକର୍ଡ ଅନୁସାରେ ୩୦ ବର୍ଷ ପରେ ଉଭୟ ଦଳ କୌଣସି ଏକ ବିଶ୍ୱକପ ଫାଇନାଲରେ…

୧୩ରୁ ରାଜ୍ୟସ୍ତରୀୟ ଖୋ ଖୋ ଚାମ୍ପିୟନଶିପ୍‌

ପୁରୀ ଅଫିସ, ୧୨ା୧୧: ଓଡ଼ିଶାର ଜଗରନଟ୍ସ ଖୋ ଖୋ ଦଳ ଗତ ଅଗଷ୍ଟରେ ପୁଣେରେ ଅନୁଷ୍ଠିତ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଥିଲା। ତେଣୁ ଖୋ ଖୋ ଖେଳକୁ ରାଜ୍ୟରେ ଅଧିକ ଲୋକପ୍ରିୟ କରିବା ଲକ୍ଷ୍ୟରେ ପୁରୀରେ ସିନିୟର ବର୍ଗର ରାଜ୍ୟସ୍ତରୀୟ ଖୋ ଖୋ…

ଚୟନରେ ତ୍ରୁଟି, ରକ୍ଷଣଶୀଳ ସ୍ବଭାବରୁ ବିପର୍ଯ୍ୟୟ

ମେଲବୋର୍ନ, ୧୨ା୧୧(ପି.ଟି.): ଚଳିତ ଟି୨୦ କ୍ରିକେଟ ବିଶ୍ୱକପର ସେମିଫାଇନାଲରୁ ଭାରତ ବିଦାୟ ନେଇଛି। ମାତ୍ର ଇଂଲଣ୍ଡଠାରୁ ଯେପରି ୧୦ ଉଇକେଟରେ ଲଜ୍ଜାଜନକ ପରାଜୟ ମିଳିଲା ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଖେଳାଳି ଚୟନରେ ଜିଦ୍‌ଖୋର ମନୋବୃତ୍ତି, ପାଓ୍ବାରପ୍ଲେରେ ଟପ୍‌ ଅର୍ଡରଙ୍କ…

ଶ୍ରୀଜିଉଙ୍କୁ ଦର୍ଶନ କଲେ ୫-ଟି ସଚିବ, ଶ୍ରୀସେତୁ ନିର୍ମାଣ କାର୍ଯ୍ୟର କଲେ ଅନୁଧ୍ୟାନ

ପୁରୀ ଅଫିସ,୧୨।୧୧: ୫-ଟି ସଚିବ ଭିକେ ପାଣ୍ଡିଆନ ଶନିବାର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହା ସହ ଶ୍ରୀସେତୁ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ତାଙ୍କ ସମେତ ପୁରୀ ଜିଲାପାଳଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଥିଲେ।

୨୦୦୦ ବର୍ଷର କାଂସ୍ୟ ପ୍ରତିମୂର୍ତ୍ତି

ରୋମ୍‌: ଇଟାଲୀର ସାନ୍‌ କାସିଆନୋ ଦେଇ ଗାଭନିରୁ ୨, ୦୦୦ ବର୍ଷ ପୁରୁଣା କାଂସ୍ୟ ପ୍ରତିମୂର୍ତ୍ତି ଠାବ କରିଛନ୍ତି ଇଟାଲୀୟ ପ୍ରତ୍ନତତ୍ତ୍ୱବିତ୍‌। ମୂର୍ତ୍ତି ସାଙ୍ଗକୁ ପାଖାପାଖି ୫୦୦୦ ସୁନା ,ରୁପା ଓ କଂସା ମୁଦ୍ରା ମଧ୍ୟ ଉକ୍ତ ସ୍ଥାନରୁ ମିଳିଛି। ମୂର୍ତ୍ତିସବୁକୁ…

ଏଲିଜାବେଥ୍‌ଙ୍କ ଷ୍ଟାଚ୍ୟୁ ଅନାବରଣ

ଲଣ୍ଡନ: ବ୍ରିଟେନ୍‌ କିଙ୍ଗ୍‌ ଚାର୍ଲସ୍‌ ତୃତୀୟ ଇଂଲଣ୍ଡରେ ତିଆରି ହୋଇଥିବା ଦିବଂଗତ ମହାରାଣୀ ଏଲିଜାବେଥ୍‌ଙ୍କ ମୂର୍ତ୍ତି ଅନାବରଣ କରିଛନ୍ତି। ସେପ୍ଟେମ୍ବର ୮ରେ ମହାରାଣୀଙ୍କ ମୃତ୍ୟୁ ପରେ ଏହା ହେଉଛି ଏଲିଜାବେଥ୍‌ଙ୍କ ପ୍ରଥମ ପ୍ରତିମୂର୍ତ୍ତି। ଏହାର ଉଚ୍ଚତା ୬ ଫୁଟ୍‌ ୭ ଇଞ୍ଚ…

ନିମୋନିଆ ବିରୋଧରେ ସଂଗ୍ରାମ

ନିମୋନିଆ ମୁକାବିଲା ପାଇଁ ସଚେତନତା ସୃଷ୍ଟି ଲାଗି ବିଶ୍ୱ ନିମୋନିଆ ଦିବସ ପ୍ରତିବର୍ଷ ୧୨ ନଭେମ୍ବରରେ ପାଳିତ ହୋଇଥାଏ। ଶିଶୁମାନଙ୍କର ସୁରକ୍ଷାକୁ ପ୍ରତିପାଦିତ କରୁଥିବା ୧୦୦ ରୁ ଅଧିକ ସଂଗଠନ ୧୨ ନଭେମ୍ବର ୨୦୦୯ ରେ ପ୍ରଥମ ବିଶ୍ୱ ନିମୋନିଆ ଦିବସ…

ଫିଲ୍ମ ଜଗତରେ ଧୋନୀଙ୍କ ଏଣ୍ଟ୍ରି

ଚେନ୍ନାଇ: କ୍ରିକେଟରୁ ଅବସର ନେବା ପରେ ମହେନ୍ଦ୍ର ସିଂ ଧୋନୀ ଫିଲ୍ମରେ ପାଦ ଥାପିବାକୁ ଯାଉଛନ୍ତି। ଏକାଧିକ ଜାତୀୟ ଗଣମାଧ୍ୟରେ ଏ ନେଇ ଖବର ପ୍ରକାଶ ପାଇଥିବାବେଳେ ଧୋନୀଙ୍କ ତରଫରୁ ଏ ବାବଦ ସୂଚନା ସ୍ପଷ୍ଟ ହୋଇନାହିଁ। ତାମିଲ ଫିଲ୍ମ ଜରିଆରେ…

ରୋଗୀଙ୍କୁ ବଣ୍ଟାଯିବ ୨,୫୩୪ କିଟ୍‌

ଢେଙ୍କାନାଳ ଅଫିସ, ୧୨।୧୧: ଚମତ୍କାର ସଙ୍ଗୀତରେ ସେ ମଞ୍ଚରେ ଭରିପାରନ୍ତି ରୋମାଞ୍ଚ। ଭଜନ, ଜଣାଣ ହେଉ କି ଆଧୁନିକ ଗୀତ, ଶ୍ରୋତାଙ୍କ ହୃଦୟକୁ ଛୁଇଁପାରେ ତାଙ୍କ ସ୍ବର। ଶକ୍ତି ମିଶ୍ର, ଅସୀମା ପଣ୍ଡାଙ୍କ ଭଳି ଆଗଧାଡ଼ିର କଣ୍ଠଶିଳ୍ପୀ ରାଜ୍ୟ ତଥା ଜାତୀୟ…

ପ୍ରଦୀପ ପୁରୋହିତ ହେଲେ ଭାଜପା ପ୍ରାର୍ଥୀ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ପଦ୍ମପୁର ଉପନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ହେଲେ ବରିଷ୍ଠ ନେତା ପ୍ରଦୀପ ପୁରୋହିତ। ଏନେଇ ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ପ୍ରଦୀପଙ୍କ ନାଁ ଘୋଷଣା କରାଯାଇଛି। ପଦ୍ମପୁରରେ ବିଜେଡି ବିଧାୟକଙ୍କ ଦେହାନ୍ତ ପରେ ଆସନ ଖାଲି ପଡିଥିଲା…

ସିଏନ୍‌ଜି ସେଗ୍‌ମେଣ୍ଟରେ ଆସିବ ଟୟୋଟା

ନୂଆଦିଲ୍ଲୀ,୧୨ା୧୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍‌)ର ସିଏନ୍‌ଜି ସେଗ୍‌ମେଣ୍ଟ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଉଭୟ ଟୟୋଟା ଗ୍ଲାନ୍‌ଜା ଏବଂ ଅର୍ବାନ କ୍ରୁଜ୍‌ର ହାଇରେଡର୍‌ ମଡେଲ ଲାଇନ ଅପ୍‌ ପାଇଁ ଅଧିକ ବିକଳ୍ପ ପ୍ରଦାନ କରାଯାଇଛି।…

ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବ ବିଏନ୍‌ଆଇ-ଗ୍ରେଟର ଓଡ଼ିଶା

କଟକ,୧୨ା୧୧: ବିଶ୍ୱସ୍ତରୀୟ ବାଣିଜି୍ୟକ ନେଟ୍‌ଓ୍ବର୍କଂ ସଂସ୍ଥା ବିଜ୍‌ନେସ ନେଟ୍‌ଓ୍ବର୍କଂ ଇଣ୍ଟରନ୍ୟାଶନାଲ (ବିଏନ୍‌ଆଇ)ର ସ୍ବୀକୃତିପ୍ରାପ୍ତ ସଂସ୍ଥା ବିଏନ୍‌ଆଇ-ଗ୍ରେଟର ଓଡ଼ିଶାର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସ୍ଥାନୀୟ ପ୍ରମୋଦ ରେସର୍ଟଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଶ୍ୱ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri