Home Left

୩୪ବର୍ଷ ପରେ ଖୋଲିଲା ଜବତ ବାକ୍ସ

ଲୋଇସିଂହା, ୭।୧୦(ଡି.ଏନ.ଏ.):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ପ୍ରାଥମିକ କୃଷି ସମବାୟ ସମିତି ଗୋଦାମ ଘରେ ବନ୍ଧା ପଡିଥିବା ସ୍ବାଧୀନତା ସଂଗ୍ରାମୀ ତଥା ସ୍ବାଧୀନତା ପରବର୍ତ୍ତୀ ପ୍ରି ଆସେମ୍ଲି ବିଧାୟକ କପୁର୍ଚ୍ଚନ ନାଏକଙ୍କ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଦୀର୍ଘ ୩୪ବର୍ଷ ପରେ ଗୁରୁବାର…

ରୁଷିଆ କବଜାରୁ ଆଉ ତିନି ଅଞ୍ଚଳକୁ ଛଡାଇ ନେଲା ୟୁକ୍ରେନ୍‌

କ୍ୱିଭ,୭ ।୧୦: ବାଧ୍ୟତାମୂଳକ ସାମରିକ ସେବାକୁ ଭୟ କରି ଦେଶ ଛାଡି ପଳାଇଥିବା ଦାବି କରୁଥିବା ୨ ରୁଷିଆ ନାଗରିକ ବେରିଙ୍ଗ ସାଗରରେ ଥିବା ଏକ ସୁଦୂର ଆଲାସ୍କା ଦ୍ୱୀପରେ ପହଞ୍ଚିବା ପରେ ଆମେରିକାରେ ଶରଣ ନେଇଛନ୍ତି । ସିନେଟର ଲିସା…

ଏକ ଘରିକିଆ ହୋଇଯାଇଛନ୍ତି ପୁଟିନ୍‌

ମସ୍କୋ, ୭ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଯୁଦ୍ଧ ଛାଡ଼ି ଅହିଂସା ଉପାୟରେ ସମାଧାନର ବାଟ ଫିଟାଇବା ଦିଗରେ ଯାହା କିଛି ଆବଶ୍ୟକ, ଭାରତ ତାହା କରିବ ବୋଲି ମୋଦି…

ରାଧାଦାମୋଦର ବେଶରେ ମହାପ୍ରଭୁ

ପୁରୀ ଅଫିସ,୭ା୧୦:ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥି ଅର୍ଥାତ୍‌ ଗୁରୁବାରଠାରୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ଏଥିସହ ରତ୍ନସିଂହାସନରେ ଶ୍ରୀବିଗ୍ରହମାନେ ରାଧାଦାମୋଦର ବେଶରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ବେଶ ଏକମାସ ଅର୍ଥାତ୍‌ କାର୍ତ୍ତିକ ଶୁକ୍ଳ ଦଶମୀ ତିଥି…

ରାଜ୍ୟବ୍ୟାପୀ ଖୁସି ବାଣ୍ଟୁଛି ଦାନ ଉତ୍ସବ

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଅକ୍ଟୋବର ୨ରୁ ୮ ପର୍ଯ୍ୟନ୍ତ ସାରା ଦେଶରେ ପାଳନ ହେଉଛି ଦାନ ଉତ୍ସବ। ଓଡ଼ିଶାର ଅନେକ ଜିଲାରେ ଏପରି ନିଆରା ଉତ୍ସାହପ୍ରଦ ଅଭିଯାନ ପ୍ରତି ଅଧିକରୁ ଅଧିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଯୋଡି ହେଉଛନ୍ତି। ବକୁଳ ଫାଉଣ୍ଡେଶନର ୩୦୦ ଭଲ୍ୟୁଣ୍ଟିୟର୍ସ…

ମୁଣ୍ଡ ନୁଆଁଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଢେଙ୍କାନାଳ ଅଫିସ, ୭।୧୦:ଦେବାଳିଆ ହୋଇଗଲା ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାମ ନେଇଥିବା ଠିକାସଂସ୍ଥା। ଏବେ ପୁଣି ଥରେ ଟେଣ୍ଡର ହୋଇଛି। ୩ ଠିକାସଂସ୍ଥା ଉପରେ ଭରସା କରିଛନ୍ତି କେନ୍ଦ୍ର ସରକାର। ହେଲେ ସମସ୍ୟା ଏତିକିରେ ଶେଷ ହୋଇନାହିଁ। ଗତ ୪ବର୍ଷ…

ପ୍ରାଚୁର୍ଯ୍ୟ ଭିତରେ ଅପପୁଷ୍ଟି

କେନ୍ଦୁଝର, ୭/୧୦:ଖଣିଖାଦାନ ଭରା ଜିଲା କେନ୍ଦୁଝରରୁ ରାଜ୍ୟ ସରକାର ସିଂହଭାଗ ରାଜସ୍ବ ଆଦାୟ କରୁଥିଲେ ମଧ୍ୟ ସ୍ବାସ୍ଥ୍ୟସେବା ଭଳି ସର୍ବନିମ୍ନ ସୁବିଧା ଲୋକଙ୍କୁ ଯୋଗାଇବାରେ ବିଫଳ ହୋଇଛନ୍ତି। ଜିଲାରେ ରକ୍ତହୀନତା ଓ ଅପପୁଷ୍ଟି ବୃଦ୍ଧି ପାଇବା ଭଳି ସମ୍ବେଦନଶୀଳ ଘଟଣା ଲୋକଲୋଚନକୁ…

ମା’କୁ ଖୋଜି ୫୦ କି.ମି.

ଢେଙ୍କାନାଳ ଅଫିସ,୭ା୧୦:ମା’ ପାଖରେ ପହଞ୍ଚତ୍ବାକୁ ଚାରିଦିନର ସଂଘର୍ଷ। ଦୀର୍ଘ ୫୦ କିଲୋମିଟରରୁ ଊର୍ଦ୍ଧ୍ୱ ବିପଦପୂର୍ଣ୍ଣ ଯାତ୍ରା। ଅତିକ୍ରମ କରିବାକୁ ପଡ଼ିଛି ନଦନଦୀ, ଅରଣ୍ୟ, ଜନବସତି। ଶେଷରେ ମିଳନ। ମଣିଷ ମାରି ନରହନ୍ତାର ଦୁର୍ନାମ ମୁଣ୍ଡାଇଥିବା ମା’ ହାତୀ ସହ ଅଣ୍ଡିରା ଛୁଆ…

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଶଶି ଥରୁରଙ୍କ ଘୋଷଣା ପତ୍ର

ନୂଆଦିଲ୍ଲୀ,୭ ।୧୦: କଂଗ୍ରେସ ନେତା ଶଶି ଥରୁର ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଯୋରସୋରରେ ଅଭିଯାନ ଆରମ୍ଭ କରିଛନ୍ତି । କେରଳ, ତାମିଲନାଡୁ ସମେତ ଅନ୍ୟରାଜ୍ୟ ଗସ୍ତ କରି କର୍ମକର୍ତ୍ତାଙ୍କଠାରୁ ତାଙ୍କ ସମର୍ଥନ ମାଗି ସାରିଛନ୍ତି । ଅନ୍ୟପଟେ ଥରୁର ଅଧ୍ୟକ୍ଷ…

ରାହୁଲ ଗାନ୍ଧୀ ହାତ ଧରିବାରୁ ଦୌଡିଲେ ୭୫ ବର୍ଷିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

ନୂଆଦିଲ୍ଲୀ,୭ ।୧୦: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ଭାରତ ଯୋଡୋ ଯାତ୍ରାରେ । ଗୁରୁବାର ଅର୍ଥାତ ୬ ଅକ୍ଟୋବରରେ ଏହାକୁ ନେଇ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ମନକୁ ବେଶ ପାଇଛି । ରାହୁଲ…

୯ ରନ୍‌ରେ ହାରିଲା ଭାରତ

ଲକ୍ଷ୍ନୌ,୬।୧୦: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରଜ୍‌ର ପ୍ରଥମ ମ୍ୟାଚରେ ଭାରତ ୯ ରନ୍‌ରେ ହାରି ଯାଇଛି। ଫଳରେ ଦକ୍ଷିଣ ଆଫ୍ରିକା ୧-୦ରେ ସିରିଜ ଆଗୁଆ ହୋଇଛି। ସଞ୍ଜୁ ସାମସନ ଓ ଶ୍ରେୟସ ଆୟାରଙ୍କ ଅର୍ଦ୍ଧଶତକ…

ବିଷାକ୍ତ ଖାଦ୍ୟ ଖାଇ ୩ ମୃତ, ୧୧ ଗୁରୁତର

ତିରୁପୁର,୬।୧୦: ତାମିଲନୁଡୁର ତିରୁପୁର ଅଞ୍ଚଳରେ ବିଷାକ୍ତ ଖାଦ୍ୟ ଖାଇ ୩ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୧ଜଣ ଅସୁସ୍ଥ ହୋଇ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବୁଧବାର ରାତିରେ ପିଲାମାନେ ଭାତ ସହ ରସମ ଏବଂ ଲଡ଼ୁ ଖାଇଥିଲେ। ପରେ ଝାଡ଼ାବାନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri