Home Left

ଜାତୀୟ ରାଜପଥ ସୂଚନା ଫଳକରେ ତ୍ରୁଟି

ରସୁଲପୁର,୭ା୧୦(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜନସାଧାରଣଙ୍କ ସୂଚନା ନିମନ୍ତେ ଲାଗୁଥିବା ସୂଚନା ଫଳକଗୁଡ଼ିକରେ ତ୍ରୁଟି ପରିଲକ୍ଷିତ ହୋଇଛି। ଏହି ଫଳକରେ ଓଡ଼ିଆ ଭାଷାକୁ କଦର୍ଥ କରି ଲେଖାଯାଇଛି, ଯାହାକି ଓଡ଼ିଆଙ୍କ ସ୍ବାଭିମାନ…

‘ସାଧାରଣ ଓ ଧର୍ମୀୟ ଶିକ୍ଷା ମଧ୍ୟରେ ଅନ୍ତର କମିବ’

ପୁରୀ ଅଫିସ,୭ା୧୦: ପୁରୀରେ ଦ୍ୱିତୀୟ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଉଦ୍‌ଘାଟିତ ହୋଇଛି। ମଙ୍ଗଳବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ସଦାଶିବ ପରିସରରେ ଆଦର୍ଶ ବେଦ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସକୁ ଉଦ୍‌ଘାଟନ କରିଛନ୍ତି। ଏଥିସହ ସଦାଶିବ…

ଆଜି ଭାରତ-ପାକିସ୍ତାନ ଲଢେଇ

ଢାକା,୬।୧୦: ମହିଳା ଏସିଆ କପ ଟି-୨୦ କ୍ରିକେଟ ଟୁର୍ନାମେଣ୍ଟରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ପାକିସ୍ତାନ ବିପକ୍ଷ ମ୍ୟାଚରେ ବିଜୟ ଅଭିଯାନ ଜାରି ରଖିବା ପାଇଁ ଭାରତ ଚେଷ୍ଟା କରିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ମ୍ୟାଚକୁ ନେଇ…

ଆହତ ଅଜଗରର ସିଟି ସ୍କାନ୍‌ ହେଲା

ଭୁବନେଶ୍ୱର,୭।୧୦(ବ୍ୟୁରୋ): ବରଗଡ଼ ଫରେଷ୍ଟ ଡିଭିଜନରୁ ଗୁରୁତର ଆହତ ଅବସ୍ଥାରେ ଭୁବନେଶ୍ୱର ଅଣାଯାଇଥିବା ଏକ ଭାରତୀୟ ଅଜଗରର ଗୁରୁବାର ସିଟି ସ୍କାନ କରାଯାଇଛି। ଓୟୁଏଟି ଭେଟେରିନାରି କଲେଜର ସର୍ଜରି ଓ ରେଡିଓଲୋଜି ବିଭାଗ ପ୍ରଫେସର ଡା. ଇନ୍ଦ୍ରମଣି ନାଥ ମଡର୍ନ ହେଲ୍‌ଥ କେୟାରଠାରେ…

ଯେଉଁ କଫ ସିରପ ଯୋଗୁ ଗାମ୍ବିୟାରେ ୬୬ ଶିଶୁଙ୍କର ହେଲା ମୃତ୍ୟୁ ଭାରତରେ ତାହା ବିକ୍ରି ହେଉ ନ ଥିଲା

ନୂଆଦିଲ୍ଲୀ,୭ ।୧୦: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବୁଧବାର ଭାରତର ଏକ ମେଡିସିନ କମ୍ପାନୀକୁ ନେଇ ସତର୍କ ସୂଚନା ଜାରି କରିଛି । ଗାମ୍ବିୟାରେ ୬୬ ଶିଶୁଙ୍କ ମୃତ୍ୟୁ ପରେ ଡବ୍ଲୁଏଚଓ କହିଛି ଭାରତରେ ପ୍ରସ୍ତୁତ କରାଯାଇଥିବା ୪ କୋଲ୍ଡ ଓ କଫ୍…

ଏସ୍କର୍ଟ ସର୍ଭିସ୍‌ ନାଁରେ ସାଇବର ଠକେଇ: ମାଷ୍ଟରମାଇଣ୍ଡଙ୍କ ସମେତ ୫ ଗିରଫ

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଇଣ୍ଟନେଟ୍‌ରେ ବିଜ୍ଞାପନ ଦେଇ ଭିନ୍ନ ଭିନ୍ନ ଏସ୍କର୍ଟ ସର୍ଭିସ ସେବା ଆଳରେ ଠକେଇ କରୁଥିବା ଏକ ଗ୍ୟାଙ୍ଗ କମିଶନରେଟ ପୋଲିସ ହାତରେ ଧରାପଡ଼ିଛି। ଗ୍ୟାଙ୍ଗ ମୁଖ୍ୟଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା…

ଲିଜେଣ୍ଡ୍ସ ଲିଗ୍‌: ଇଣ୍ଡିଆ କ୍ୟାପିଟାଲ୍ସ ଚାମ୍ପିୟନ

ଜୟପୁର,୭ା୧୦: ଲିଜେଣ୍ଡ୍ସ ଲିଗ୍‌ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଗୌତମ ଗମ୍ଭୀରଙ୍କ ଇଣ୍ଡିଆ କ୍ୟାପିଟାଲ୍ସ। ଜୟପୁରର ସଓ୍ବାଇ ମାନସିଂହ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ୧୦୪ ରନରେ ଭିଲଓ୍ବାରା କିଙ୍ଗ୍‌ସକୁ ପରାସ୍ତ କରିଥିଲା…

ଟି ୨୦ରେ କର୍ନଓ୍ବାଲଙ୍କ ଦ୍ୱିଶତକ

ଆଟଲାଣ୍ଟା, ୭ା୧୦: ଟି୨୦ ମ୍ୟାଚରେ ଦ୍ୱିଶତକ ହାସଲ କରିଛନ୍ତି ଓ୍ବେଷ୍ଟ ଇଣ୍ଡିଆନ୍‌ ଅଲରାଉଣ୍ଡର ରଖିମ୍‌ କର୍ନଓ୍ବାଲ। ଆଟଲାଣ୍ଟା ଓପନ୍‌ ଟି ୨୦ କ୍ରିକେଟରେ ଆଟଲାଣ୍ଟା ଫାୟାର ପକ୍ଷରୁ ଖେଳୁଥିବା କର୍ନଓ୍ବାଲ ୭୭ ବଲରୁ ୨୦୫ ରନର ଇନିଂସ ଖେଳିଛନ୍ତି। ଟି ୨୦ରେ…

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୦ରୁ ଆମରଣ ଅନଶନ

ରାଜନଗର,୭ା୧୦(ଡି.ଏନ.ଏ.): ବଙ୍ଗୋପସାଗର ତଟବର୍ତ୍ତୀ କିମ୍ବଦନ୍ତୀର ଅନନ୍ୟ ସ୍ବାକ୍ଷର ସାତଭାଇର ଗାଁ ସାତଭାୟାର ସମସ୍ତ ପରିବାର ଭିଟାମାଟି ହରାଇବା ପରେ ଏବେ ବଗପାଟିଆଠାରେ ନୂଆ ଠିକଣାରେ ବସବାସ କରୁଛନ୍ତି। ବାପ ଅଜା ଅମଳର ଭିଟାମାଟିକୁ ବଙ୍ଗୋପସାଗର ନିଜ ଗର୍ଭକୁ ନେଇଯିବା ପରେ ସବୁକିଛି…

ଶ୍ରୀଜେଶ, ସବିତା ବର୍ଷର ଶ୍ରେଷ୍ଠ ଗୋଲକିପର

ନୂଆଦିଲ୍ଲୀ, ୭ା୧୦(ପି.ଟି.):ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଦ୍ୱାରା ଭାରତର ପି.ଆର୍‌. ଶ୍ରୀଜେସ ଓ ସବିତା ପୁନିଆ ଯଥାକ୍ରମେ ବର୍ଷର ଶ୍ରେଷ୍ଠ ପୁରୁଷ ଓ ମହିଳା ଗୋଲ୍‌କିପର ବିବେଚିତ ହୋଇଛନ୍ତି। ଭାରତୀୟ ଫରଓ୍ବାର୍ଡ ମମ୍‌ତାଜ ଖାଁ ଏଫ୍‌ଆଇଏଚ୍‌ ରାଇଜିଂ ଷ୍ଟାର ଅଫ୍‌ ଦି…

ହିନ୍ଦୀ ପକ୍ଷ ଉଦ୍‌ଯାପିତ

ଭୁବନେଶ୍ୱର,୭।୧୦:ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ର ଓଡ଼ିଶା ପରିମଣ୍ଡଳ ଭୁବନେଶ୍ୱର ପକ୍ଷରୁ ହିନ୍ଦୀ ପକ୍ଷ-୨୦୨୨ର ସମାପନ ଏବଂ ପୁରସ୍କାର ପ୍ରଦାନ ସମାରୋହ ନିକଟରେ ଉଦ୍‌ଯାପିତ ହୋଇଯାଇଛି। ବିଏସ୍‌ଏନ୍‌ଏଲ୍‌ ଓଡ଼ିଶା ପରିମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ରୁଦ୍ରନାରାୟଣ ପଲାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…

ସାର, କୀଟନାଶକ ଦରରେ ନିୟନ୍ତ୍ରଣ ନାହିଁ

ବେଗୁନିଆ,୭ା୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ରାସାୟନିକ ସାର ଓ କୀଟନାଶକ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ସରକାରୀ ଧାର୍ଯ୍ୟ ଦର ଠାରୁ ରସାୟନିକ ସାର ବସ୍ତା ପ୍ରତି ୫୦ରୁ ୨୦୦ଟଙ୍କା ପର୍ଯ୍ୟନ୍ତ ଅଧିକ ମୂଲ୍ୟରେ ବିକ୍ରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri