ଆଜି ଚନ୍ଦ୍ରକୁ ଆର୍ଟେମିସ୍-୧ ପଠାଇବ ନାସା
ଓ୍ବାଶିଂଟନ୍, ୧୬ା୧୧: ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ବୁଧବାର ଚନ୍ଦ୍ରକୁ ଆର୍ଟେମିସ୍ -୧ ସ୍ପେସ୍ ଫ୍ଲାଇଟ୍ ପଠାଇବ। ଆଡଭାନ୍ସ ଟେକ୍ନୋଲୋଜିରେ ତିଆରି ହୋଇଥିବା ଆର୍ଟେମିସ୍-୧ ମହାକାଶରେ ଥିବା ଅନ୍ତରୀକ୍ଷ ଯାନ ପାଇଁ ଲାଇଫ୍ ସପୋର୍ଟ ଭଳି କାର୍ଯ୍ୟ କରିବ। ଚନ୍ଦ୍ରଠାରୁ…
ଅବୁ ଆଜମିଙ୍କ ସହଯୋଗୀଙ୍କ ଘର ସମେତ ୩୦ ସ୍ଥାନରେ ଆଇଟି ଚଢ଼ାଉ
ମୁମ୍ବାଇ,୧୬ା୧୧: ବେନାମୀ ସମ୍ପତ୍ତି ଏବଂ କଳାଧନ ମାମଲାରେ ଆୟକର ବିଭାଗ ମଙ୍ଗଳବାର ସମାଜବାଦୀ ପାର୍ଟି ନେତା ଅବୁ ଆଜମିଙ୍କ ସହଯୋଗୀଙ୍କ ଘରେ ଚଢ଼ାଉ କରିଛି। ଅବୁଙ୍କ ସହଯୋଗୀ ସ୍ବର୍ଗତ ଗଣେଶ ଗୁପ୍ତାଙ୍କ ସ୍ତ୍ରୀ ଆଭା ଗୁପ୍ତାଙ୍କ ଘର ସମେତ ମୁମ୍ବାଇ, ବାରାଣସୀ,…
ଅଚଳ ହୋଇଯିବ ଇନ୍ସାଇଟ୍ ଲ୍ୟାଣ୍ଡର
ଓ୍ବାଶିଂଟନ୍,୧୬ା୧୧: ମଙ୍ଗଳ ଗ୍ରହ ଉପରେ ଗବେଷଣା କରିବା ଲାଗି ଆମେରିକା ମହାକାଶ ଗବେଷଣା ସଂସ୍ଥାକୁ ନାସା ପଠାଉଥିବା ଇନ୍ସାଇଟ୍ ଲ୍ୟାଣ୍ଡର କାମ କରିବା ବନ୍ଦ କରିଦେବ । ଏହାର ସୋଲାର ପ୍ୟାନେଲରେ ମହାକାଶ ଧୂଳି ଜମା ହୋଇଯିବା କାରଣରୁ ଏହାର ବ୍ୟାଟେରି…
ୟୁକ୍ରେନ୍ ଆକ୍ରମଣକୁ ନିନ୍ଦା
ନୁସା ଡୁଆ,୧୬ା୧୧: ଇଣ୍ଡୋନେସିଆର ବାଲିସ୍ଥିତ ନୁସା ଡୁଆରେ ଚାଲିଥିବା ଜି୨୦ ସମ୍ମିଳନୀରେ ରୁଷିଆର ୟୁକ୍ରେନ୍ ଆକ୍ରମଣକୁ ମଙ୍ଗଳବାର ଅଧିକାଂଶ ବିଶ୍ୱନେତା ନିନ୍ଦା କରିଛନ୍ତି। ଏହି ସମ୍ମିଳନୀରେ କ୍ଷୁଧା ଓ ଆଣବିକ ଅସ୍ତ୍ର ପ୍ରୟୋଗଜନିତ ବିପଦ ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରାଯାଇଛି।…
ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
ବ୍ରହ୍ମପୁର ଅଫିସ,୧୬ା୧୧: ବ୍ରହ୍ମପୁର ଫାଷ୍ଟ ଟ୍ରାକ୍ ସ୍ବତନ୍ତ୍ର ପୋକ୍ସୋ ଜଜ୍ ଗଣେଶ୍ୱର ପତି ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରିଥିଲେ। ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଅଭିଯୁକ୍ତ ଖଲ୍ଲିକୋଟ ଥାନା ଅଞ୍ଚଳର ପ୍ରହଲ୍ଲାଦ ବେହେରା (୫୩)ଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ…
ଜି.ଉଦୟଗିରିରେ ଶୀତ ଲହର ଜାରି
ଜି.ଉଦୟଗିରି,୧୬ା୧୧(ଡି.ଏନ.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ସହରରେ ୩ ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଛି। ମଙ୍ଗଳବାର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ସେଲସିୟସ ରହିଥିବା କୃଷି ଗବେଷଣା କେନ୍ଦ୍ରର ଅଧିକାରୀ ସତ୍ୟ ନାରାୟଣ ମହାନ୍ତି କହିଛନ୍ତି। ଗତ ରବିବାର ସର୍ବନିମ୍ନ…
୫ କି.ମି. କାନ୍ଧରେ ବୁହାଗଲା ମୃତଦେହ
ଫୁଲବାଣୀ ଅଫିସ, ୧୬ା୧୧: କନ୍ଧମାଳ ଜିଲା ଫୁଲବାଣୀ ସହରଠାରୁ ମାତ୍ର ୬ କି.ମି. ଦୂର ଏକ ଗାଁକୁ ରାସ୍ତା ନ ଥିବାରୁ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ମୃତଦେହକୁ କାନ୍ଧରେ ବୁହାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରୁ ଦେବେଶ୍ୱର କହଁର(୬୦)ଙ୍କ ମୃତଦେହକୁ କୋକେଇରେ ରଖି…
ସଙ୍କୁଚିତ ହେଉଛି ଗୋବରୀ ସମ୍ପ୍ରସାରିତ କେନାଲ
ପଟ୍ଟାମୁଣ୍ଡାଇ, ୧୬ା୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳର ଜୀବନରେଖା ପଟ୍ଟାମୁଣ୍ଡାଇ ଗୋବରୀ ସମ୍ପ୍ରସାରିତ କେନାଲ ଓ ଶାଖା କେନାଲ ଏବେ ସଙ୍କୁଚିତ ହେବା ସହ ପୋତି ହେବାରେ ଲାଗିଛି। ଫଳରେ ଏହାର ଜଳଧାରଣ କ୍ଷମତା ହ୍ରାସ ପାଇବାର ଲାଗିଛି। ପଟ୍ଟାମୁଣ୍ଡାଇ ଗୋବରୀ ସମ୍ପ୍ରସାରିତ…
କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କକୁ ୫୦ହଜାର ଜରିମାନା
କେନ୍ଦ୍ରାପଡ଼ା ଅଫିସ, ୧୬ା୧୧: ନନ୍ ପରଫର୍ମିଂ ଆସେଟସ(ଏନ୍ପିଏ) ଓ ଅଧିକ କର୍ମଚାରୀ ନିଯୁକ୍ତିକୁ ନେଇ କେନ୍ଦ୍ରାପଡ଼ା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ସମସ୍ୟାରେ ପଡିଛି। ଗତ ଅଗଷ୍ଟ ୨୯ରେ ଗାଇଡ୍ ଲାଇନ ଉଲ୍ଲଂଘନ କରିଥିବାରୁ ୧ଲକ୍ଷ ଟଙ୍କା ରିଜର୍ଭ ବ୍ୟାଙ୍କ ଅଫ୍…
ଓଡ଼ିଶା ପର୍ଯ୍ୟଟନ ସେବାର ପୁନର୍ଗଠନ ହେବ
ଯାଜପୁର ଅଫିସ,୧୬ା୧୧: ରାଜ୍ୟରେ ଶୀତ ଆସିବା ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଲୋକାରଣ୍ୟ ହୋଇ ଉଠିଛି। କିନ୍ତୁ ବିଡ଼ମ୍ବନା, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ଉଦାସୀନତା ଯୋଗୁ ପର୍ଯ୍ୟଟନସ୍ଥଳୀର ବିକାଶ ଆଖିଦୃଶିଆ ହୋଇପାରିନାହିଁ ା ନୂତନ ପର୍ଯ୍ୟଟନସ୍ଥଳୀର ଚିହ୍ନଟ ଏବଂ ବିକାଶ କ୍ଷେତ୍ରରେ…
ଡିସେମ୍ବର ୨୬ରୁ ଖରିଫ ଧାନ ସଂଗ୍ରହ
ପୁରୀ ଅଫିସ,୧୬।୧୧: ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିର ଏକ ବୈଠକ ମଙ୍ଗଳବାର ସର୍କିଟ ହାଉସରେ ଅନୁଷ୍ଠିତ ହୋଇଥିଲା। ୨୦୨୨-୨୩ ଖରିଫ୍ ଧାନ ସଂଗ୍ରହ ଡିସେମ୍ବର ୨୬ ତାରିଖରୁ ଶୁଭାରମ୍ଭ ହେବ। ଏଥିସହ ବିଭିନ୍ନ ବ୍ଲକରେ ଧାନ ଅମଳକୁ ଦେଖି ଭିନ୍ନ ଭିନ୍ନ…
ଅନିଶ୍ଚିତତାରେ ବାୟୋମାଇନିଂ ପ୍ରକଳ୍ପ
ଭୁବନେଶ୍ୱର, ୧୬।୧୧ (ବ୍ୟୁରୋ): ପୁଣି ଝୁଲିଲା ବହୁ ପ୍ରତୀକ୍ଷିତ ଭୁଆସୁଣୀ ବାୟୋମାଇନିଂ ପ୍ରକଳ୍ପ। ବିଏମ୍ସି ଅଳିଆ ଗାଡ଼ି ଧକ୍କାରେ ଦାରୁଠେଙ୍ଗ ଗ୍ରାମର ଦୁଇଜଣଙ୍କ ମୃତ୍ୟୁ ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ଭୁଆସୁଣୀ ଡମ୍ପିଂୟାର୍ଡରେ ବାୟୋମାଇନିଂ ପ୍ରକଳ୍ପ କରାଇ…
Archives


