Home Left

ଏହି ସବୁ ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ସୋମବାର ମଧ୍ୟ କିଛି ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,…

ପିପିଏ ଅଧ୍ୟକ୍ଷ ପି.ଏଲ.ହାରାନ୍ଧଙ୍କୁ କୋଲକାତା ପୋର୍ଟର ଅତିରିକ୍ତ ଦାୟିତ୍ୱ

ପାରାଦୀପ,୧୦।୧୦(ସ୍ବ.ପ୍ର.): କେନ୍ଦ୍ର ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ପାରାଦୀପ ବନ୍ଦର ଅଥରିଟି(ପିପିଏ) ଅଧ୍ୟକ୍ଷ ପି.ଏଲ୍‌. ହାରାନ୍ଧଙ୍କୁ ରବିବାର କୋଲକାତାର ଶ୍ୟାମାପ୍ରସାଦ ମୁଖାର୍ଜୀ ପୋର୍ଟ ଅଥରିଟି ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏନେଇ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ…

୩୧ ମାସ ପରେ ବନ୍ଦର ଟ୍ରଷ୍ଟି ନିର୍ବାଚନ ଘୋଷଣା

ପାରାଦୀପ,୧୦।୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ଅଥରିଟିର ଲେବର ଟ୍ରଷ୍ଟି (ପରିବର୍ତ୍ତିତ ନାମ ବୋର୍ଡ ସଦସ୍ୟ) ପାଇଁ ୩୧ ମାସ ପରେ ୨୮ ତାରିଖରେ ନିର୍ବାଚନ ହେବ। ଏହି ନିର୍ବାଚନ ବାଲଟ୍‌ ପେପର ଜରିଆରେ ହେବ। ଉକ୍ତ ଦିନ ଫଳାଫଳ ପ୍ରକାଶ ପାଇବ। ଏ…

ଉଦ୍‌ଘାଟନକୁ ମାସେ ନ ପୂରୁଣୁ ସ୍ମାର୍ଟ ପାର୍କରେ ଅବ୍ୟବସ୍ଥା

ପଟ୍ଟାମୁଣ୍ଡାଇ,୧୦ା୧୦(ସ୍ବ.ପ୍ର.): ସହରୀ ଜୀବନରେ ବିନୋଦନ ପାଇଁ ସର୍ବାଧିକ ପସନ୍ଦର ସ୍ଥାନ ହେଉଛି ପାର୍କ। ବର୍ତ୍ତମାନର ଟେକ୍ନୋଲୋଜି ଯୁଗରେ ପାର୍କର ଚାହିଦା ଆଦୌ କମିନାହିଁ। ସକାଳେ ମର୍ନିଂ ୱାକ୍‌ ହେଉ କି ଅପରାହ୍ନରେ ହାଲ୍‌କା ପବନରେ କିଛି ସମୟ ନିରୋଳାରେ କାଟିବା ପାଇଁ…

ମହିଳା ବିଚ୍‌ ଭଲିବଲ ଦଳକୁ ପ୍ରଥମ ପଦକ

ଭୁବନେଶ୍ୱର, ୧୦।୧୦ (କ୍ରୀଡ଼ା ପ୍ରତିନିଧି): ସୁରଟର ଡୁମାସ୍‌ ବିଚ୍‌ରେ ଅନୁଷ୍ଠିତ ୩୬ତମ ଜାତୀୟ କ୍ରୀଡ଼ା ବିଚ୍‌ ଭଲିବଲ୍‌ (ପୁରୁଷ ଏବଂ ମହିଳା) ଇଭେଣ୍ଟରେ ଓଡ଼ିଶା ମହିଳା ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଶା ଭଲିବଲ ଇତିହାସରେ ପ୍ରଥମଥର ପାଇଁ ମହିଳା…

ରେକର୍ଡ ଭାଙ୍ଗୁଛି ‘ପୋନ୍ନିୟନ ସେଲଭନ’: ଆମେରିକାରେ ସର୍ବାଧିକ ଆୟ

ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନ୍ନିୟନ ସେଲଭନ’ ସେପ୍ଟେମ୍ବର ୩୦ରେ ରିଲିଜ ହେବା ପରେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ନିକଟରେ ପୋନ୍ନିୟନ ସେଲଭନ ବ୍ରିଟେନରେ କମଲ ହାସନଙ୍କ ‘ବିକ୍ରମ’କୁ ଅତିକ୍ରମ କରିଥିବା ବେଳେ ବର୍ତ୍ତମାନ ଆମେରିକାରେ ତାମିଲରେ ସର୍ବାଧିକ…

ହାତଲେଖା ଆଗରେ ଫେଲ୍‌ ମାରିବ କମ୍ପ୍ୟୁଟର, ଭିଡିଓ ଦେଖିଲେ…

ଆଜିର କମ୍ପ୍ୟୁଟର ଯୁଗରେ ଲୋକମାନେ ଲେଖାଲେଖି ଏକପ୍ରକାର ଭୁଲିଗଲେଣି। ସ୍କୁଲ ମଧ୍ୟ ବର୍ତ୍ତମାନ ଡିଜିଟାଲ ହୋଇଯାଇଛି। ଏହି କାରଣରୁ ବର୍ତ୍ତମାନ ପିଲାମାନେ ସେମାନଙ୍କର ସମସ୍ତ ପ୍ରୋଜେକ୍ଟ କମ୍ପ୍ୟୁଟର ଏବଂ ଟ୍ୟାବ୍‌ରେ କରୁଛନ୍ତି। ଏପରି ଏକ ସମୟ ଥିଲା ଯେତେବେଳେ ଲୋକମାନେ ସେମାନଙ୍କର…

ମୋମିନପୁରରେ ବଢୁଛି ହିଂସା, ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଲେ ଭାଜପା ନେତା

କୋଲକାତା,୧୦ ।୧୦: ପଶ୍ଚିମବଙ୍ଗ ପୁଣିଥରେ ହିଂସା ଓ ସାମ୍ପ୍ରଦାୟିକ ହିଂସା ମଧ୍ୟକୁ ଚାଲିଯାଇଛି । ମୋମିନପୁର ଅଞ୍ଚଳରେ ରବିବାର ରାତିରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏହାପରେ ଉକ୍ତ ଅଞ୍ଚଳରେ ହିଂସା ଓ ଭଙ୍ଗାରୁଜା ହୋଇଛି । କିଛି…

ଏକାଧିକ ବିଲ୍‌ କରି ଅର୍ଥ ଆତ୍ମସାତ୍‌

ଯାଜପୁର ସଦର,୧୦ା୧୦(ଡି.ଏନ୍‌.ଏ): ଯାଜପୁର ଜିଲା ଦଶରଥପୁର ବ୍ଲକ ଖଣ୍ଡରା ପଞ୍ଚାୟତ ପରିସର କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟରେ ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମଜିଏନଆରଇଜିଏସ)ରେ ଏକାଧିକ ବିଲ କରାଯାଇ ଅର୍ଥ ଆତ୍ମସାତ୍‌ କରାଯାଇଥିବା ଅଭିଯୋଗ ହୋଇଛି। ଶ୍ରମିକଙ୍କ ନାମରେ…

ରାଜ୍ୟ ଓପନ ଚେସ୍‌: ହର୍ଷିତ ଚାମ୍ପିୟନ

ଭୁବନେଶ୍ୱର, ୧୦।୧୦ (କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ୧୫ତମ ସନ୍ଦିପ ମହାନ୍ତି ମେମୋରିଆଲ ରାଜ୍ୟ ଓପନ ଚେସ୍‌ ରବିବାର ଅନୁଷ୍ଠିତ ହୋଇଯାଇଛି। ୭ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ କଟକର ହର୍ଷିତ ରଞ୍ଜନ ସାହୁ ୬.୫ ପଏଣ୍ଟ ପାଇ ଚାମ୍ପିୟନ…

ରୋଇଂରୁ ଓଡ଼ିଶାକୁ ରୌପ୍ୟ, ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୧୦।୧୦ (କ୍ରୀଡ଼ା ପ୍ରତିନିଧି): ଗୁଜରାଟର ବିଭିନ୍ନ ସହରରେ ଚାଲିଥିବା ଜାତୀୟ କ୍ରୀଡ଼ାର ୩୬ତମ ସଂସ୍କରଣରେ ଓଡ଼ିଶା ରୋଇଂ ତାରକାମାନେ ରବିବାର ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଓଡ଼ିଶା ରୋଇଂ ଟିମ୍‌ର ଅନ୍ୟତମ ସଦସ୍ୟ ତୋମଥିଲଙ୍ଗାନବା…

ଭଙ୍ଗା ଆଜବେଷ୍ଟସ୍‌ ତଳେ କୋମଳମତି ଶିଶୁ

ଯାଜପୁର ଅଫିସ/ପ୍ରୀତିପୁର(ଡି.ଏନ.ଏ.) ୧୦ା୧୦: ଯାଜପୁର ଜିଲାରେ ୨୬୦୦ରୁ ଊର୍ଦ୍ଧ୍ୱ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିରୁ କେତେକ କେନ୍ଦ୍ର ଅତି ପୁରାତନ କ୍ଲବ ଘର ଓ ସ୍କୁଲ ତଥା ଅଙ୍ଗନଓ୍ବାଡି କର୍ମୀଙ୍କ ଘରେ ଚାଲିଛି। ସେଥିମଧ୍ୟରୁ ଅଧିକାଂଶ ଅତି ବିପଦସଙ୍କୁଳ ବୋଲି ଅଭିଭାବକମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri