ଡେଟା ଉଲ୍ଲଂଘନ କଲେ ୫୦୦ କୋଟି ଜରିମାନା
ନୂଆଦିଲ୍ଲୀ,୧୯।୧୧(ପି.ଟି.): ପ୍ରସ୍ତାବିତ ଡିଜିଟାଲ ବ୍ୟକ୍ତିଗତ ସୁରକ୍ଷା ବିଲ୍,୨୦୨୨ରେ ଥିବା ବ୍ୟବସ୍ଥାର ଉଲ୍ଲଂଘନ କଲେ ୫୦୦ କୋଟି ଟଙ୍କା ଜରିମାନା ଭରିବାକୁ ପଡ଼ିବ। ପୂର୍ବ ବିଲ୍ରେ ଜରିମାନା ପରିମାଣ ୧୫ କୋଟି ଟଙ୍କା କିମ୍ବା ଏକ ଇକ୍ୟୁଟିର ବୈଶ୍ୱିକ କାରବାରର ୪% ପ୍ରସ୍ତାବ…
ଫେଜ୍ ଡାଉନ୍ ନୁହେଁ, ଫେଜ୍ ଆଉଟ୍
ଶର୍ମ ଏଲ୍-ଶେଖ୍/ନୂଆଦିଲ୍ଲୀ,୧୯।୧୧: ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ସକାଶେ ଉପାୟ ଖୋଜିବା ପାଇଁ ଗତବର୍ଷ ନଭେମ୍ବରରେ ସ୍କଟ୍ଲାଣ୍ଡର ଗ୍ଲାସ୍ଗୋଠାରେ କୋପ୍୨୬ ସମ୍ମିଳନୀ ଆୟୋଜିତ ହୋଇଥିଲା। ୨ ସପ୍ତାହର ମାନସମନ୍ଥନ ପରେ ସର୍ବାଧିକ ତାପମାତ୍ରା ସୃଷ୍ଟିକାରୀ କୋଇଲାର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା…
ଇମ୍ରାନଙ୍କ ଉପରେ ପୁଣିଥରେ ହୋଇପାରେ ମରଣାନ୍ତକ ଆକ୍ରମଣ, ଗୁଇନ୍ଦା ରିପୋର୍ଟ ଅନୁଯାୟୀ ସୂଚନା ଦେଲେ ବିଚାରପତି
ଇସଲାମାବାଦ,୧୯ ।୧୧: ପାକିସ୍ତାନ ଇସଲାମାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଶୁକ୍ରବାର କହିଛନ୍ତି, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ପୁଣିଥରେ ମରଣାନ୍ତକ ଆକ୍ରମଣ ହୋଇପାରେ । ଗୁଇନ୍ଦା ରିପୋର୍ଟର ସୂଚନା ଆଧାରରେ ସେ ଏହା କହିଛନ୍ତି । ଏହା ସରକାରଙ୍କ…
ହିନ୍ଦୁ ଯୁବତୀଙ୍କୁ ୩ ଖଣ୍ଡ କଲେ ମୁସଲମାନ ପ୍ରେମିକ
ଢାକା,୧୯।୧୧(ଆଇଏଏନ୍ଏସ୍): ଦିଲ୍ଲୀରେ ଜଣେ ମୁସଲମାନ ଯୁବକ ତାଙ୍କ ଲିଭ୍-ଇନ୍ ପାର୍ଟନରଙ୍କୁ ହତ୍ୟା କରିବା ପରେ ୩୫ ଖଣ୍ଡ କରି ଫିଙ୍ଗିବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିବାବେଳେ ବାଂଲାଦେଶରେ ଅନୁରୂପ ଅପରାଧ ଘଟିଛି। ସେଠାରେ ଜଣେ ମୁସଲମାନ ପ୍ରେମିକ ତାଙ୍କ…
ବିଭାଗୀୟ ଅଧିକାରୀଙ୍କ ଋଷିକୁଲ୍ୟା ନଦୀବନ୍ଧ ପ୍ରକଳ୍ପ ପରିଦର୍ଶନ
ଗଞ୍ଜାମ,୧୯ା୧୧(ଡି.ଏନ.ଏ.): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ଋଷିକୁଲ୍ୟା ନଦୀ କୂଳରେ ଆରମ୍ଭ ହେଉଥିବା ନଦୀବନ୍ଧ ସୁଦୃଢ଼ିକରଣ ପ୍ରକଳ୍ପ ବିଭାଗୀୟ ଅଧିକାରୀ ଶୁକ୍ରବାର ପରିଦର୍ଶନ କରିଛନ୍ତି। କ୍ୱାଲିଟି ଆନ୍ସୁରାନ୍ସ ଚି଼ଫ ଇଞ୍ଜିନିୟର ବ୍ରଜ କିଶୋର ପରିଡା, କ୍ୱାଲିଟି ଆନ୍ସୁରାନ୍ସ ଆଡିସନାଲ ଚି଼ଫ…
ଘୁମୁସର ଜିଲା ଦାବିରେ ଜୋରଦାର ହେବ ଆନ୍ଦୋଳନ
ଭଞ୍ଜନଗର,୧୯।୧୧(ଡି.ଏନ.ଏ): ୧୯୯୩ରେ ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜ୍ୟରେ ଜିଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି ଘୋଷଣା କରିଥିଲେ। ସେ ସମୟରେ କିନ୍ତୁ ଆଉ କିଛି ଅଞ୍ଚଳବାସୀ ସରକାରଙ୍କ ପାଖରେ ଜିଲା ପାଇଁ ଉପଯୁକ୍ତ ଦାବି ଉପସ୍ଥାପନ କରି ପାରି…
ଭଙ୍ଗା ଘରେ ଚାଲିଛି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ
ଚମ୍ପୁଆ,୧୯ା୧୧(ଡି.ଏନ.ଏ): ସରକାରୀ ସ୍ତରରେ ଶିକ୍ଷାକୁ ପ୍ରାଥମିକତା ଦିଆଯାଉଛି। ସରକାର ୫-ଟି ଯୋଜନାରେ ବିଦ୍ୟାଳୟର ଉନ୍ନତି ସାଙ୍ଗକୁ ଛାତ୍ରୀଛାତ୍ରଙ୍କ ପାଇଁ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି। ମାତ୍ର ଚମ୍ପୁଆ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଭଙ୍ଗା ଘରେ ଚାଲିଛି। ସିଲିଂ ଭାଙ୍ଗି ଝୁଲି ରହିଥିବା…
ଜଣେ ଦୋଷୀ ହେଲେ ୩ ଖଲାସ
ନୂଆଦିଲ୍ଲୀ,୧୯।୧୧(ପି.ଟି.): ଶିଶୁମାନଙ୍କୁ ଯୌନ ଶୋଷଣ, ନିର୍ଯାତନା, ଓ ପର୍ନୋଗ୍ରାଫିରୁ ସୁରକ୍ଷା ଦେବା ଲକ୍ଷ୍ୟରେ ୨୦୧୨ରେ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ (ପୋକ୍ସୋ) କାର୍ଯ୍ୟକାରୀ ହୋଇଥିଲା। ଏହି ଆଇନରେ ଜଣେ ଦୋଷୀସାବ୍ୟସ୍ତ ହେବା ବେଳେ ୩ ଜଣ ନିର୍ଦ୍ଦୋଷରେ ଖଲାସ ହେଉଥିବା…
ଦୂବଘାଟି, ଟେଙ୍ଗେରୀ ଗ୍ରାମବାସୀଙ୍କୁ ଚୁଆ ଭରସା
ଫୁଲବାଣୀ ଅଫିସ, ୧୯ା୧୧: କନ୍ଧମାଳ ଜିଲା ଏକ ପାହାଡିଆ ଅଞ୍ଚଳ ହୋଇଥିବାରୁ ଏଠାରେ ପାଣିର ଘୋର ଅଭାବ। ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ(ଆରଡବ୍ଲ୍ୟୁଏସ୍ଏସ୍) ପକ୍ଷରୁ ବହୁ ପ୍ରକଳ୍ପ କରାଯାଇଛି। ହେଲେ…
ଡିସେମ୍ବର ୨୮ରୁ ଖୋଲିବ ମଣ୍ଡି
ଭଦ୍ରକ ଅଫିସ, ୧୯।୧୧: ଆସନ୍ତା ଡିସେମ୍ବର ୨୮ରୁ ଭଦ୍ରକ ଜିଲାରେ ଧାନମଣ୍ଡି ଖୋଲିବ। ୯୬ ସୋସାଇଟି ଓ ୫୭ ମହିଳା ସ୍ବୟଂସହାୟିକା ଗୋଷ୍ଠୀ ସମୁଦାୟ ୧୫୩ ମଣ୍ଡିରେ ଧାନ କିଣାଯିବା ନେଇ ଜିଲା ପରିଷଦ ସମ୍ମିଳନୀ ଗୃହରେ ଶୁକ୍ରବାର ଅନୁଷ୍ଠିତ ଜିଲାସ୍ତରୀୟ…
ଛାତ୍ରୀଙ୍କୁ ଅସଦାଚରଣ ଘଟଣାର ତଦନ୍ତ
ବ୍ରହ୍ମପୁର ଅଫିସ,୧୯।୧୧: ବ୍ରହ୍ମପୁର ସହରର ବହୁ ପୁରାତନ ଏକ ସରକାରୀ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଭିଡିଓ ଭାଇରାଲ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ଶୁକ୍ରବାର ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡ଼.ଲକ୍ଷ୍ମୀକାନ୍ତ ତ୍ରିପାଠୀ ଉକ୍ତ ମହାବିଦ୍ୟାଳୟକୁ ଯାଇ ଘଟଣାର…
ବାର୍ହା ଉପଦ୍ରବ, ଜମି ହୁଡ଼ାରେ ଚାଷୀଙ୍କ ମଞ୍ଚା
ମହାକାଳପଡ଼ା,୧୯ା୧୧ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବାର୍ହା ଉପଦ୍ରବ ଦେଖିବାକୁ ମିଳିଛି। ପାଚିଲା ଧାନକୁ ଖାଇବାକୁ ଦଳ ଦଳ ହୋଇ ବାର୍ହା ପଲ କ୍ଷେତକୁ ଆସି ନଷ୍ଟ କରୁଛନ୍ତି। ଏହାକୁ ନେଇ ଚାଷୀ ଜମି…
Archives


