Home Left

ଏମ୍‌ବିବିଏସ୍‌ ପିଜି ସିଟ୍‌ ୨୫୦କୁ ବୃଦ୍ଧି

ବ୍ରହ୍ମପୁର ଅଫିସ,୨୮ା୨:ବ୍ରହ୍ମପୁର ବଡ଼ ମେଡିକାଲ କଲେଜ ଓ ହସ୍ପିଟାଲକୁ ନ୍ୟାଶନାଲ ମେଡିକାଲ କମିଶନ(ଏନ୍‌ଏମ୍‌ସି)ର ଏକ ୭ ଜଣିଆ ଟିମ୍‌ ସୋମବାର ପହଞ୍ଚି ପିଜି ସିଟ୍‌ ବୃଦ୍ଧି ନେଇ ବିଭିନ୍ନ ଦିଗ ଉପରେ ଯାଞ୍ଚ କରିଛନ୍ତି। ପୂର୍ବରୁ ୧୫୦ସିଟ୍‌ ଥିଲା, ଏହାର ସ୍ଥିିିତି…

କଶ୍ମୀରରେ ଆତଙ୍କବାଦ ସୃଷ୍ଟି କରୁଥିବା ଖାଲିଦ ରଜାଙ୍କୁ ପାକିସ୍ତାନରେ ଗୁଳି

ଇସଲାମାବାଦ,୨୮ ।୨: ଜମ୍ମୁ-କଶ୍ମୀରରେ ଅଲ-ବଦ୍ର ନାମକ ଆତଙ୍କବାଦୀ ସଙ୍ଗଠନର ପୂର୍ବତନ କମାଣ୍ଡର ଖାଲିଦ ରଜାଙ୍କର ପାକିସ୍ତାନର କରାଚିରେ ମୃତ୍ୟୁ ହୋଇଛି । ପାକିସ୍ତାନି ମିଡିଆର ସୂଚନା ଅନୁଯାୟୀ, ଅଜ୍ଞାତ ବ୍ୟକ୍ତି ରବିବାର ଖାଲିଦଙ୍କୁ ତାଙ୍କ ଘର ବାହାରେ ଗୁଳି କରିଦେଇଛନ୍ତି ।…

ଆଇଟିଆର୍‌ ତଥ୍ୟ ଲିକ୍‌: ଅନ୍ତର୍ଜାତୀୟ ଲିଙ୍କ୍‌ ସନ୍ଦେହ: ଆନ୍ଧ୍ର ଗୋଇନ୍ଦା ବିଭାଗ, ବାୟୁସେନା ଟିମ୍‌ର ତଦନ୍ତ ଆରମ୍ଭ

ବାଲେଶ୍ୱର ଅଫିସ, ୨୮ା୨: ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର(ଆଇଟିଆର୍‌)ରୁ ତଥ୍ୟ ଲିକ୍‌ ଘଟଣାରେ ଅନ୍ତର୍ଜାତୀୟ ଲିଙ୍କ୍‌ ନେଇ ସନ୍ଦେହ ପ୍ରକାଶ ପାଇବା ପରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ଏଥିରେ ଏବେ ସାମିଲ ହୋଇଛନ୍ତି ଆନ୍ଧ୍ରପ୍ରଦେଶ ଗୋଇନ୍ଦା ବିଭାଗ…

ଅଗ୍ନିପଥ ଯୋଜନା ବିରୋଧରେ ପିଟିଶନ ଖାରଜ

ନୂଆଦିଲ୍ଲୀ,୨୮ା୨: ସଶସ୍ତ୍ର ବଳରେ ନିଯୁକ୍ତି ଲାଗି କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଚ୍ୟାଲେଞ୍ଜ କରି ଦାଏର ଏକାଧିକ ପିଟିଶନକୁ ଦିଲ୍ଲୀ ହାଇକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଏହି ଯୋଜନାରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ ବୋଲି ମୁଖ୍ୟ ବିଚାରପତି ସତୀଶ…

ଦେବ୍ରିଗଡ଼, ଘଟଗାଁରେ ବୁଲୁଛି ମହାବଳ

ଭୁବନେଶ୍ୱର, ୨୮ା୨(ବ୍ୟୁରୋ):ଓଡ଼ିଶାର ଦୁଇଟି ସ୍ଥାନରେ ଏବେ ମହାବଳ ବାଘ ବୁଲୁଥିବା ଦେଖାଯାଇଛି। ଛତିଶଗଡ଼ର ଏକ ମହାବଳ ବାଘ ସମ୍ବଲପୁରର ଦେବ୍ରିଗଡ଼କୁ ନିୟମିତ ଆସୁଛି। ବର୍ତ୍ତମାନ ଏହି ବାଘ ଦେବ୍ରିଗଡ଼ ଜଙ୍ଗଲରେ ରହିଛି। ତାହାର ଫଟୋ କ୍ୟାମେରାରେ କଏଦ ହୋଇଛି। ଏଥିସହ ବାଘଟି…

ଗୋପାଳ ଭଲ

ଭୁବନେଶ୍ୱର,୨୮ା୨(ବ୍ୟୁରୋ):ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଅଭିଯୁକ୍ତ ପୋଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ନିଜର କାର୍ଯ୍ୟଦକ୍ଷତା ଯୋଗୁ ଚାକିରି କାଳ ମଧ୍ୟରେ ବହୁବାର ପୁରସ୍କୃତ ହେବା ସହ ପ୍ରଶଂସାପତ୍ର ପାଇଛନ୍ତି। ୧୯୯୩ରୁ ୨୦୨୦ ମଧ୍ୟରେ ଗୋପାଳ ଜିିଏସ୍‌ ମାର୍କ ୧୮ଥର…

ବିଜ୍ଞପ୍ତି ପ୍ରତ୍ୟାହାର ନ କଲେ ଅବମାନନା ନୋଟିସ ପଠାଯିବ

ନୂଆଦିଲ୍ଲୀ,୨୮ା୨: ଗୋଟିଏ ପାହ୍ୟା, ଗୋଟିଏ ପେନ୍‌ସନ (ଓଆର୍‌ଓପି)ରେ ସେନାବାହିନୀର ଯୋଗ୍ୟ ପେନସନ୍‌ଭୋଗୀଙ୍କୁ ୪ କିସ୍ତିରେ ବକେୟା ପୈଠ କରିବା ପାଇଁ ଏକ ବିଜ୍ଞପ୍ତି ଉପରେ ସୁପ୍ରିମକୋର୍ଟ ସୋମବାର ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଭର୍ତ୍ସନା କରିଛନ୍ତି। ବିଭାଗକୁ ସଜାଡ଼ିବା ସହ ଯଦି ବିଜ୍ଞପ୍ତି ପ୍ରତ୍ୟାହାର…

ଆଫଗାନିସ୍ତାନ-ତାଜିକିସ୍ତାନରେ ପୁଣି ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୦ରୁ ଅଧିକ

କାବୁଲ,୨୮ ।୨: ଆଫଗାନିସ୍ତାନ ଓ ତାଜିକିସ୍ତାନରେ ପୁଣିଥରେ ଭୂକମ୍ପର ଝଟ୍‌କା ଅନୁଭୁତ ହୋଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ମଙ୍ଗଳବାର ଭୋର ସମୟରେ ଆଫଗାନିସ୍ତାନରେ ୪.୧ ତୀବ୍ରତାର ଭୂକମ୍ପ ଆସିଛି । ସେହିଭଳି ତାଜିକିସ୍ତାନରେ ୪.୩ ତୀବ୍ରତାର ଭୂକମ୍ପ…

ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଜଣେ ଅଟକ

ବଲାଙ୍ଗୀର ଅଫିସ, ୨୮ା୨:ବଲାଙ୍ଗୀର ଜିଲା ଅନୁସୂଚିତ ବିଭାଗ ଅଧିନ ଏକ ସ୍କୁଲ ହଷ୍ଟେଲରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣାପଡିଛି। ସୋମବାର ଏହି ଘଟଣା ଜଣାପଡିବା ପରେ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ନିଆଯାଇ…

ଉଦ୍ଧାର କାର୍ଯ୍ୟ ବିଳମ୍ବ ନେଇ କ୍ଷମା ମାଗିଲେ ରାଷ୍ଟ୍ରପତି

ଇସ୍ତାନବୁଲ, ୨୮।୨ସୋମବାର ତୁର୍କୀର ପୂର୍ବାଞ୍ଚଳରେ ୫.୬ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିିଥିବାବେଳେ ୬୯ ଜଣ ଆହତ ହୋଇଛନ୍ତି। ମାଲାତ୍ୟାର ୟେସିଲ୍ୟୁର୍ଟ ଜିଲାରେ ଭୂକମ୍ପର ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ଗତ ୬ ତାରିଖରେ…

ଗ୍ରାହକସେବାକୁ ଗୁରୁତ୍ୱ

ଗାଡ଼ି ସର୍ଭିସ୍‌ ସେଣ୍ଟରରୁ ଶୋ ରୁମ୍‌ ମାଲିକ ପର୍ଯ୍ୟନ୍ତ ଯାତ୍ରା ଯେତିକି କଷ୍ଟ ଥିଲା, ତାହା ବର୍ଣ୍ଣନା କରିବା ସହଜ ନୁହେଁ। ହେଲେ ବହୁ ଘାତପ୍ରତିଘାତ ପରେ ଅନେକ ସଫଳତା ମଧ୍ୟ ମିଳିଛି। ବିଶେଷ କରି ଗାଡି ସର୍ଭିସ ସେଣ୍ଟର ପରେ…

ଗୋପାଳଙ୍କ ପରିବାରକୁ ସୁରକ୍ଷା ଦେବା ମାମଲା ଖାରଜ

କଟକ ଅଫିସ,୨୮ା୨: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ନେଇ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ସୋମବାର ହୋଇଥିଲା। ଗୋପାଳଙ୍କ ପରିବାର ସଦସ୍ୟ ସୁରକ୍ଷା ଆବଶ୍ୟକ କଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?