୮୦ ବର୍ଷରେ ପଦାର୍ପଣ କଲେ ମେଗାଷ୍ଟାର ଅମିତାଭ
ବଲିଉଡର ସମ୍ରାଟ ଅମିତାଭ ବଚ୍ଚନ ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ଜଣାଉଛନ୍ତି। ପ୍ରଶଂସକମାନେ ସୋମବାର ବିଳମ୍ବିତ ରାତିରେ ମୁମ୍ବାଇର ତାଙ୍କ ବାସଭବନ ‘ଜଲସା’ ବାହାରେ ଏକାଠି ହୋଇ ବଲିଉଡ ମେଗାଷ୍ଟାରଙ୍କୁ ତାଙ୍କ ଜନ୍ମଦିନରେ…
ଏନ୍ଏଚ୍ଆର୍ସିଙ୍କ ରିପୋର୍ଟ ତଲବ: ସ୍ତ୍ରୀଙ୍କ ଏତଲା ଆଧାରରେ ମାମଲା ରୁଜୁ
ଆର୍.ଉଦୟଗିରି,୧୦ା୧୦(ଡି.ଏନ୍.ଏ.)-ଗଜପତି ଜିଲା ଅଡ଼ବା ଥାନା କଲବା ଗାଁର ଦାଦନ ଶ୍ରମିକ ଶାଙ୍କ ମୁର୍ମୁଙ୍କ ଗୋଡ଼ ହାତ କଟା ଘଟଣାର ଦୀର୍ଘଦିନ ପରେ ପୋଲିସ ଥାନାରେ ମାମଲା ରୁଜୁ କରିଛି। ଶାଙ୍କଙ୍କ ସ୍ତ୍ରୀ ସୁଶୀଳା ମୁର୍ମୁଙ୍କ ଏତଲା ଆଧାରରେ ଅଡବା ପୋଲିସ ମାମଲା…
ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଡ୍ଭାଇଜରି ଜାରି କଲା ଭାରତ
ନୂଆଦିଲ୍ଲୀ,୧୦।୧୦: ଜରୁରୀ ଆବଶ୍ୟକତା ନ ଥିଲେ କୌଣସି ବ୍ୟକ୍ତି ୟୁକ୍ରେନ ଯାଆନ୍ତୁ ନାହିଁ ବୋଲି ସୋମବାର ଭାରତ ପକ୍ଷରୁ ଏକ ଆଡ୍ଭାଇଜରି ଜାରି କରାଯାଇଛି। ଅନ୍ୟପଟେ ୟୁକ୍ରେନରେ ଥିବା ଭାରତୀୟମାନେ ସ୍ଥାନୀୟ ପ୍ରଶାସନର ସେଫ୍ଟି ସିକ୍ୟୁରିଟି ଗାଇଡ୍ ଲାଇନ୍ ମାନି ଚଳିବା…
ବିରୋଧୀଙ୍କୁ ଏକତ୍ରିତ ହେବାକୁ ଲାଲୁଙ୍କ ଆହ୍ବାନ
ନୂଆଦିଲ୍ଲୀ,୧୦ା୧୦: ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ସୋମବାର ପୁଣିଥରେ ପୁରୁଣା ‘ମଣ୍ଡଳ ବନାମ କମଣ୍ଡଳ’ ବିତର୍କ ଉଠାଇବାକୁ ଆହ୍ବାନ ଦେଇଛନ୍ତି। ଭାଜପା ସମାଜରେ ସାମ୍ପ୍ରଦାୟିକ ବିଦ୍ୱେଷ ବଢ଼ାଇ ଦୁର୍ବଳ ବର୍ଗର ଲୋକଙ୍କ ବିରୋଧରେ ଯାଉଛି। ଏହି…
ବାଣ ଉପରୁ ପ୍ରତିବନ୍ଧକ ହଟାଇବାକୁ ମନାକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୧୦।୧୦: ଦିଲ୍ଲୀରେ ବାଣ ଉପରେ ଲାଗୁ ପ୍ରତିବନ୍ଧକ ହଟାଇବାକୁ ସୋମବାର ସୁପ୍ରମିକୋର୍ଟ ମନା କରିଛନ୍ତି। ଏନ୍ସିଆର୍ରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ରୋକିବା ଲାଗି ବାଣ ଉପରେ କଟକଣା ଲଗାଯାଇଛି। ପାର୍ବଣ ସମୟରେ ଦିଲ୍ଳୀରେ ବାଣ କିଣାବିକାର ଅନୁମତି ପ୍ରଦାନ…
ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଭୋଗୁଥିଲେ ଜେଲ୍ଦଣ୍ଡ: ଜେଲ୍ରେ ଚାଲିଗଲା ଜୀବନ
କର୍ନଲ,୧୦।୧୦: ହରିୟାଣାର କର୍ନଲ ଜିଲାରେ ଜଣେ ଅଭିଯୁକ୍ତଙ୍କର ପୋଲିସ ହାଜତରେ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି। ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ କରନ ବିହାର ଅଞ୍ଚଳର ବିକାଶ (୩୨)ଙ୍କୁ ପୋଲିସ ଗିରଫ କରିଥିଲା। ୨ ମାସ ପୂର୍ବରୁ କରନ କୋର୍ଟରେ…
ଘୂର୍ଣ୍ଣିବଳୟ: ଆଉ ୨ ଦିନ ବର୍ଷା: ଆଜିଠୁ ସାମାନ୍ୟ କମିବ
ଭୁବନେଶ୍ୱର,୧୦ା୧୦(ବ୍ୟୁରୋ)- ବଙ୍ଗୋପସାଗର ଓ ଏହା ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିଯୋଗୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଗତ ୧୫ ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗିରହିଛି। ଆସନ୍ତା…
ଘୃଣା ମନ୍ତବ୍ୟ ବିରୋଧରେ ମାମଲା
ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀରେ ଭିଏଚ୍ପିର ଏକ କାର୍ଯ୍ୟକ୍ରମରେ ଘୃଣା ମନ୍ତବ୍ୟକୁ ନେଇ ପୋଲିସ ଆୟୋଜକଙ୍କ ବିରୋଧରେ ଏତଲା ଦାଏର କରିଛି। ପୋଲିସର ବିନା ଅନୁମତିରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ଆଇପିସିର ଧାରା ୧୮୮ରେ ମାମଲା ରୁଜୁ ହୋଇଥିବା ଡିସିପି ଆର୍. ସାଥିଆସୁନ୍ଦରମ୍ କହିଛନ୍ତି।…
ଚାକିରି ବାହାନାରେ ବ୍ରହ୍ମପୁର ନେଇ ମହିଳାଙ୍କୁ ବଳାତ୍କାର
ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ଏକ ବଡ଼ କମ୍ପାନୀରେ ଚାକିରି ଦେବାକୁ କହି ଜଣେ ମହିଳାଙ୍କୁ ରାଜଧାନୀ ଭୁବନେଶ୍ୱରରୁ ନେଇ ବ୍ରହ୍ମପୁରରେ ବଳାତ୍କାର କରାଯାଇଛି। ଏନେଇ ପୀଡିତା ଜଣକ ଶହୀଦନଗର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।…
୧୭ରୁ ମେଡିକାଲ ନାମଲେଖା କାଉନ୍ସେଲିଂ
ଭୁବନେଶ୍ୱର, ୧୦।୧୦(ବ୍ୟୁରୋ) – ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୧୭ ତାରିଖରୁ ରାଜ୍ୟର ମେଡିକାଲ କଲେଜଗୁଡ଼ିକରେ କାଉନ୍ସେଲିଂ ଆରମ୍ଭ ହେବ। ମୋଟ ୨,୨୦୦ ସିଟ୍ ମଧ୍ୟରୁ ୧,୭୦୦ ସିଟ୍ ୧୦ଟି ସରକାରୀ ମେଡିକାଲ କଲେଜ ଓ ଦୁଇଟି ଘରୋଇ ମେଡିକାଲ…
ଶିଶୁପୁତ୍ର ଜନ୍ମର ୭ ଦିନ ପରେ ମା’ ମୃତ
ଆର୍.ଉଦୟଗିରି,୧୦ା୧୦(ଡି.ଏନ୍.ଏ.)-ଗଜପତି ଜିଲା ମୋହନା ବ୍ଲକ ମଳାସପଦର ପଞ୍ଚାୟତ ଦୁର୍ଗମ ଯାମଲିଙ୍ଗ ଗାଁରେ ଶିଶୁପୁତ୍ରକୁ ଜନ୍ମ କରିବାର ୭ଦିନ ପରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ହେଲେ ଶିଶୁର ଯତ୍ନ ଓ ଲାଳନପାଳନ କରିବା ବାପାଙ୍କ ପାଇଁ ସମ୍ଭବ ନ ଥିବା ବେଳେ…
ଅନ୍ତିମ ଦିନିକିଆ ଉପରେ ସଭିଙ୍କ ନଜର
ନୂଆଦିଲ୍ଲୀ,୧୦ା୧୦: ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ଦିନିକିଆ ସିରିଜ୍ର ଅନ୍ତିମ ମୁକାବିଲା ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଖେଳାଯିବ। ମଙ୍ଗଳବାର ଖେଳାଯିବାକୁ ଥିବା ସିରିଜ୍ ନିର୍ଣ୍ଣାୟକରେ ଭାରତୀୟ ଓପ୍ନରଙ୍କ ଉପରେ ସଭିଙ୍କ ନଜର ରହିବ। ସିରିଜ୍ ୧-୧ରେ ରହିଥିବା ବେଳେ ଉଭୟ ଖେଳାଳି…
Archives


