Home Left

ସାହିତି୍ୟକ ଗଗନେନ୍ଦ୍ରନାଥ ଦାଶଙ୍କ ପରଲୋକ

ଭୁବନେଶ୍ୱର, ୨୦।୧୧ (ବ୍ୟୁରୋ): ବିଶିଷ୍ଟ ସାହିତି୍ୟକ ତଥା ସମାଲୋଚକ ଗଗନେନ୍ଦ୍ରନାଥ ଦାଶ (୮୨) ଙ୍କର ଶନିବାର ଅପରାହ୍ନରେ ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ଭୁବନେଶ୍ୱରସ୍ଥିତ ତାଙ୍କ ଝିଅଙ୍କ ଘରେ ଚିକିତ୍ସିତ ହେଉଥିଲେ। ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ…

ସିରିଆର ଅଧିକାଂଶ ସହରରେ ତୁର୍କିର ଏୟାର ଷ୍ଟ୍ରାଇକ, ଆକାଶରୁ ବର୍ଷିଲା ବୋମା, ୧୨ ମୃତ, ଅଧିକାଂଶ ଆହତ

ଦମିଷ୍କ,୨୦ ।୧୧: ସିରିଆର କୋବାନେ ସହର ସମେତ ଉତ୍ତର ସିରିଆର ଅଧିକାଂଶ ସହରକୁ ଟାର୍ଗେଟ କରିଛି ତୁର୍କି । ଶନିବର ବିଳମ୍ବିତ ରାତିରେ ତୁର୍କି ପକ୍ଷରୁ ସିରିଆର କିଛି ସହରରେ ବିମାନ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ଏହି ସୂଚନା…

ଇଞ୍ଜିନିୟରିଂ ନାମଲେଖା ଅବଧି ୫ ଦିନ ବଢ଼ିଲା

ଭୁବନେଶ୍ୱର, ୨୦।୧୧(ବ୍ୟୁରୋ): ଓଡ଼ିଶାର ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଅବଧିକୁ ୫ଦିନ ବୃଦ୍ଧି କରାଯାଇଛି। ଶନିବାର ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟରେ…

‘ଶିଶୁଙ୍କୁ ପ୍ରକୃତି ସହ ଯୋଡ଼ିରଖିବା ଶିକ୍ଷାବ୍ୟବସ୍ଥାର ଆଭିମୁଖ୍ୟ ହେଉ’

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ପ୍ରକୃତିଠୁ ଜୀବନ ଦୂରେଇ ଯିବା ହିଁ ଅନେକ ସମସ୍ୟାର କାରଣ। ଶିଶୁମାନଙ୍କୁ ପ୍ରକୃତି ସହ ଯୋଡ଼ି ରଖିବା ଶିକ୍ଷାବ୍ୟବସ୍ଥାର ପ୍ରମୁଖ ଆଭିମୁଖ୍ୟ ହେବା ଉଚିତ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ଶନିବାର ଖାରବେଳନଗରଠାରେ ‘ଏକାମ୍ର ବାଟିକା’ ସ୍କୁଲ୍‌କୁ…

ରାଜ୍ୟରୁ ହଟିଲା କୋଭିଡ୍‌ କଟକଣା

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): କୋଭିଡ୍‌ ସଂକ୍ରମଣ ହ୍ରାସ ପରେ ରାଜ୍ୟ ସରକାର ଶନିବାର ତତ୍କାଳ ପ୍ରଭାବରୁ ‘ଓଡ଼ିଶା କୋଭିଡ୍‌-୧୯ ନିୟମାବଳୀ ୨୦୨୦’କୁ ଉଚ୍ଛେଦ କରିଛନ୍ତି । ରାଜ୍ୟରେ ଆଉ କୋଭିଡ୍‌ କଟକଣା କିମ୍ବା ନିୟମାବଳୀ ମାନିବାକୁ କେହି ବାଧ୍ୟ ନୁହନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ…

୨ ହଜାର ନୂଆ ଡାକ୍ତର ପଦବୀକୁ ମଞ୍ଜୁରୀ

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ରାଜ୍ୟ ସରକାର ଆଉ ୨ ହଜାର ନୂଆ ଡାକ୍ତରୀ ପଦବୀ ସୃଷ୍ଟିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିସହ ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ପଦବୀ ସଂଖ୍ୟା ୧୦୭୧୯କୁ ବୃଦ୍ଧି ପାଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ଶ୍ରୀମନ୍ଦିର ଗର୍ଭଗୃହ, ମହାପ୍ରଭୁଙ୍କ ଫଟୋ ଭାଇରାଲ

ପୁରୀ ଅଫିସ,୨୦।୧୧: ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ପୁଣିଥରେ ଭାଇରାଲ ହୋଇ୍‌ଛି। କିନ୍ତୁ ଏଥର ଶ୍ରୀମନ୍ଦିର ପରିସରର କାୈଣସି ସ୍ଥାନ ନୁହେଁ। ବରଂ ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନସିଂହାସନାରୂଢ ଚତୁର୍ଦ୍ଧାବିଗ୍ରହଙ୍କ ଫଟୋ ଭାଇରାଲ ହୋଇଛି। ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ…

କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ, କହିଲେ ଦେଶକୁ କେବଳ ମୁସଲମାନ ହିଁ ବଞ୍ଚାଇ ପାରିବେ

ନୂଆଦିଲ୍ଲୀ,୨୦ ।୧୧: ଗୁଜରାଟ ନିର୍ବାଚନ ପାଇଁ ପ୍ରଚର ଯୋରସୋରରେ ଚାଲିଛି । ନେତାମାନଙ୍କ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହି ସମୟରେ ଜଣେ କଂଗ୍ରେସ ନେତା ଏକ ବିବାଦୀୟ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ । ସେ କହିଛନ୍ତି ଦେଶକୁ…

ମୁସଲମାନ ବିବାହ ପୋକ୍ସୋ ଆଇନ ବାହାରେ ନୁହେଁ, ନାବାଳିକଙ୍କ ସହ ଶାରୀରିକ ସମ୍ପର୍କ ଅପରାଧ: କେରଳ ହାଇକୋର୍ଟ

କୋଚି,୨୦ ।୧୧: ବ୍ୟକ୍ତିଗତ ଆଇନ ଭଳି ମୁସଲମାନଙ୍କ ବିବାହକୁ ପୋକ୍ସୋ ଅଧିନିୟମ ବାହାରେ ବୋଲି ଦେଖାଯାଇ ପାରିବ ନାହିଁ, ଏହା କହିଛନ୍ତି କେରଳ ହାଇକୋର୍ଟ । ବିଚାରପତି ବେଚୁ କୁରିୟନ ଥମସ କହିଛନ୍ତି, ଯଦି ବିବାହରେ ଗୋଟିଏ ପକ୍ଷ ନାବାଳିକ ହାଇଥିବେ…

ମୃତ କୁକୁର ଛୁଆକୁ ରାସ୍ତାରେ ଜଗି ରହିଛି ମା’

କୋକସରା,୧୯ା୧୧(ଡି.ଏନ୍‌.ଏ.): ସେ ମଣିଷ ହେଉ କି ପଶୁ। ମା’ର ମମତା ଅନାବିଳ। ମାତୃତ୍ୱ ଆଗରେ ସବୁ ସନ୍ତାନ ସମାନ। ଶନିବାର ସଡ଼କ ପାର୍‌ ହେଉଥିବା ବେଳେ ଏକ କୁକୁର ଛୁଆ ଉପରେ କୌଣସି ଏକ ଗାଡ଼ି ମାଡ଼ିଯିବାରୁ ତା’ର ମୃତ୍ୟୁ ହୋଇଛି।…

ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ

ବଡ଼ବିଲ,୧୯ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ସାନ୍ତବାହାଳ ଗ୍ରାମର ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ହାୟାରପୁର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଜବତ ହୋଇ ଶନିବାର ବ୍ୟବଚ୍ଛେଦ କରାଯାଇଛି। ଏନେଇ ପୋଲିସ କେସ୍‌ ୨୮୪/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ…

ପୁଅଙ୍କୁ ଭେଟି ଭାବବିହ୍ବଳ ହେଲେ ଧାଓ୍ବନ

ନୂଆଦିଲ୍ଲୀ,୧୯।୧୧: ଟିମ୍‌ ଇଣ୍ଡିଆ ଓପନର୍‌ ଶିଖର ଧାଓ୍ବନ ନ୍ୟୁଜିଲାଣ୍ଡ ଗସ୍ତରେ ଦିନିକିଆ ଟିମ୍‌ରେ ନେତୃତ୍ୱ ନେବେ। ନଭେମ୍ବର ୨୫ରୁ ସିରିଜ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଧାଓ୍ବନ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ସେଠାରେ ସେ ପୁଅ ଜୋରାଓ୍ବରଙ୍କୁ ଭେଟି ଭାବବିହ୍ବଳ ହୋଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri