Home Left

ଟୋକନ୍‌ ବାତିଲ, ମିଲରଙ୍କ ମନମାନିକୁ ନେଇ ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ୍‌, ୨୦।୧୧: ଟୋକନ ବାତିଲ ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏପରି କି ୨ରୁ ୩ ଥର ବି ଟୋକନ୍‌ ବାତିଲ ହେବା ସହ ଆଉ ଧାନ ବିକିବା ପାଇଁ ଚାଷୀଙ୍କୁ ସୁଯୋଗ ଦିଆଯାଉନି। ଏହାଦ୍ୱାରା ଜିଲାର ଚାଷୀମାନଙ୍କ ମଧ୍ୟରେ…

କୂଳ ଖାଉଛି ଚିତ୍ରୋତ୍ପଳା

ମାର୍ଶାଘାଇ,୨୦।୧୧(ଡି.ଏନ୍‌.ଏ.): ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ରାଘବପୁର ପଞ୍ଚାୟତ ଅଧୀନସ୍ଥ ନରସିଂହପୁର ଗାଁ ଦେଇ ପ୍ରବାହିତ ଚିତ୍ରୋତ୍ପଳା ନଦୀକୂଳ ଅତଡ଼ା ଖାଇ ଚାଲିଛି ା ବନ୍ୟା ନିୟନ୍ତ୍ରଣ ବନ୍ଧ ଖାଇ ଚାଲିଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି ା ବର୍ଷା ପାଣି ଗଡ଼ିବା ଦ୍ୱାରା…

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସରପଞ୍ଚଙ୍କ ସ୍ବାମୀଙ୍କ ମାଡ଼

ରାଜନଗର,୨୦।୧୧(ଡି.ଏନ.ଏ.): ସରକାର ମହିଳା ସଶକ୍ତିକରଣ ପାଇଁ ପଞ୍ଚାୟତରେ ୫୦ ପ୍ରତିଶତ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିଛନ୍ତି। ମାତ୍ର ପଞ୍ଚାୟତରେ ମହିଳା ସରପଞ୍ଚଙ୍କ ବଦଳରେ ଅଧିକାଂଶ ସ୍ଥାନରେ ତାଙ୍କ ସ୍ବାମୀମାନେ ରାଜ୍‌ କରୁଛନ୍ତି। ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀ ଓ ଅନ୍ୟ…

ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁଣି ରାଗିଂ

ବ୍ରହ୍ମପୁର ଅଫିସ,୨୦।୧୧: ଗଞ୍ଜାମ ଜିଲା ଖଲ୍ଲିିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ପୁଣିଥରେ ଛାତ୍ରୀଙ୍କୁ ରାଗିଂ କରାଯିବା ଭଳି ଘଟଣା ଦୃଷ୍ଟିକୁ ଆସିଛି। ଜନୈକା ଛାତ୍ରୀଙ୍କୁ ଉକ୍ତ ଶିକ୍ଷାନୁଷ୍ଠାର ଯୁକ୍ତ ୨ ଦ୍ୱିତୀୟ ବର୍ଷର କେତେଜଣ ଛାତ୍ର ଅଶ୍ଳୀଳ ଭାଷାରେ ଗାଳିଗୁଲଜ,…

ଓଡ଼ିଶା ପାଇଁ ହେଉ ଏକକ ରେଳ ଜୋନ

ଭୁବନେଶ୍ୱର,୨୦।୧୧ (ବ୍ୟୁରୋ): ଓଡ଼ିଶାର ସବୁ ରେଳପଥକୁ ଗୋଟିଏ ଜୋନ ଅଧୀନକୁ ଆଣିବା ପାଇଁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ୨୦୦୩ରେ କେନ୍ଦ୍ର ସରକାର ରାଜ୍ୟ ପାଇଁ ସ୍ବତନ୍ତ୍ର ପୂର୍ବତଟ ରେଳ ଜୋନ ଗଠନ କରିଥିଲେ।…

ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସରଙ୍କୁ ଅତିରିକ୍ତ ସଚିବ ନିଯୁକ୍ତି

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): କେନ୍ଦ୍ର ସରକାର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସରଙ୍କୁ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍‌ସନ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବୟନ ଶିଳ୍ପ…

ଦନ୍ତା ଆକ୍ରମଣରେ ମହିଳାଙ୍କ ଗୋଡ଼ ଦୁଇଖଣ୍ଡ

ସାତମାଇଲ, ୨୦।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ଡରେ ହାତୀ-ମଣିଷ ସଂଘର୍ଷରେ ଲାଗୁନାହିଁ ଅଙ୍କୁଶ। ଶୌଚ ହେବାକୁ ଯାଇଥିବାବେଳେ ହିଂସ୍ର ଦନ୍ତା କଚାଡ଼ି ଦେବାରୁ ନୂଆବଗ ପଞ୍ଚାୟତ ସରାସିଂହ ଗ୍ରାମର ଚନ୍ଦ୍ରଶେଖର ଦେହୁରୀଙ୍କ ଝିଅ ଜାହାଜ ଦେହୁରୀ (୫୧)ଙ୍କ ଡାହାଣ ଗୋଡ଼ ଦୁଇଖଣ୍ଡ…

୨୫ କି.ମି.ରେ ୨ ଟୋଲ୍‌ ପ୍ଲାଜା

ଚଣ୍ଡିଖୋଲ,୨୦।୧୧(ଡି.ଏନ୍‌.ଏ.): ଜାତୀୟ ରାଜପଥରେ ଦୁଇଟି ଟୋଲ୍‌ ପ୍ଲାଜାର ବ୍ୟବଧାନ ୬୦ କିଲୋମିଟର ରହିବାର ନିୟମ ରହିଛି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ)ର ନିର୍ଦ୍ଦେଶନାମା ଅନୁଯାୟୀ ରାଜପଥ ଉପରେ ନିର୍ମାଣ କରାଯାଉଥିବା ଟୋଲ୍‌ ପ୍ଲାଜାଗୁଡ଼ିକ ଏହି ଦୂରତ୍ୱ ମାନିବାକୁ ବାଧ୍ୟ। ତେଣୁ ୧୬ନଂ. ଜାତୀୟ…

ଉପକୂଳ ଜୈବ ବିବିଧତା ସୁରକ୍ଷାରେ ସୌମ୍ୟ

କ୍ଲାଇମେଟ୍‌ ଚେଞ୍ଜ: ଦି ପାୱାର ଅଫ୍‌ ୟୁଥ୍‌ :  ଜଳବାୟୁପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ ହେବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨’। ନଭେମ୍ବର…

ସାହିତି୍ୟକ ଗଗନେନ୍ଦ୍ରନାଥ ଦାଶଙ୍କ ପରଲୋକ

ଭୁବନେଶ୍ୱର, ୨୦।୧୧ (ବ୍ୟୁରୋ): ବିଶିଷ୍ଟ ସାହିତି୍ୟକ ତଥା ସମାଲୋଚକ ଗଗନେନ୍ଦ୍ରନାଥ ଦାଶ (୮୨) ଙ୍କର ଶନିବାର ଅପରାହ୍ନରେ ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ଭୁବନେଶ୍ୱରସ୍ଥିତ ତାଙ୍କ ଝିଅଙ୍କ ଘରେ ଚିକିତ୍ସିତ ହେଉଥିଲେ। ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ…

ସିରିଆର ଅଧିକାଂଶ ସହରରେ ତୁର୍କିର ଏୟାର ଷ୍ଟ୍ରାଇକ, ଆକାଶରୁ ବର୍ଷିଲା ବୋମା, ୧୨ ମୃତ, ଅଧିକାଂଶ ଆହତ

ଦମିଷ୍କ,୨୦ ।୧୧: ସିରିଆର କୋବାନେ ସହର ସମେତ ଉତ୍ତର ସିରିଆର ଅଧିକାଂଶ ସହରକୁ ଟାର୍ଗେଟ କରିଛି ତୁର୍କି । ଶନିବର ବିଳମ୍ବିତ ରାତିରେ ତୁର୍କି ପକ୍ଷରୁ ସିରିଆର କିଛି ସହରରେ ବିମାନ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ଏହି ସୂଚନା…

ଇଞ୍ଜିନିୟରିଂ ନାମଲେଖା ଅବଧି ୫ ଦିନ ବଢ଼ିଲା

ଭୁବନେଶ୍ୱର, ୨୦।୧୧(ବ୍ୟୁରୋ): ଓଡ଼ିଶାର ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଅବଧିକୁ ୫ଦିନ ବୃଦ୍ଧି କରାଯାଇଛି। ଶନିବାର ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri