୨ ବର୍ଷ ହେଲା ସୋଲାର ପମ୍ପ ଅଚଳ
କର୍ଲାମୁଣ୍ଡା,୨୫।୧୧(ଡି.ଏନ.ଏ.): ପିଇବା ପାଣି ସୁବ୍ୟବସ୍ଥା ପାଇଁ ସରକାର ଯୋଜନା ଉପରେ ଯୋଜନା କରୁଥିଲେ ହେଁ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ଯୋଜନାଗୁଡିକ ଆରମ୍ଭ ହେଇ ପରବର୍ତ୍ତୀ ସମୟରେ ଠପ ହେଇଯାଉଛି। ଏପରି ପରିସ୍ଥିତି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା…
ପାଣି ପାଇଁ ପଞ୍ଚାୟତରେ ହଟ୍ଟଗୋଳ କଲେ ମହିଳା
କୋକସରା,୨୫।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ କେନ୍ଦୁଡଙ୍ଗରୀ ଓ ବରାଡଙ୍ଗା ଗ୍ରାମରେ ଦୀର୍ଘ ୩ ମାସ ହେବ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଏହାକୁ ନେଇ ୨ ଗ୍ରାମର ମହିଳାମାନେ ପଞ୍ଚାୟତରେ ବୈଠକ ଚାଲିଥିବା ବେଳେ ଆସି…
୩ ଅଧିକାରୀଙ୍କ ବିରୋଧରେ ଡ୍ରାଫ୍ଟଚାର୍ଜ ସୁପାରିସ
ସୋନପୁର,୨୫।୧୧(ନି.ପ୍ର.): ଲୋକାୟୁକ୍ତଙ୍କ ନୋଟିସ୍ ଓ ଆରଡିସିଙ୍କ ତାଗିଦ୍ ପରେ ସୁବର୍ଣ୍ଣପୁର ଜିଲା ପ୍ରଶାସନ ବିନିକା ବ୍ଲକ ଆବାସ ଯୋଜନା ଦୁର୍ନୀତି ମାମଲାକୁ ଗୁରୁତ୍ୱ ସହକାରେ ନେଇଛି। ଏହି ଘଟଣାରେ ମିଥ୍ୟା ତଦନ୍ତ ରିପୋର୍ଟ ପ୍ରଦାନ କରିଥିବା ବିନିକା ଏବିଡିଓ ପ୍ରଜ୍ଞା ପାଣିଗ୍ରାହୀ,…
ପ୍ୟାସି ହୁଁ ମେଁ ତୁମ୍କୋ ପିଲାକେ…
ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ‘ଧରିତ୍ରୀ’ ପକ୍ଷରୁ ଆୟୋଜିତ ଯୁବ ସମ୍ମିଳନୀରେ କର୍ନାଟକର ଗାୟକ ବାସୁ ମୁଖ୍ୟ ଆକର୍ଷଣ ସାଜିଥିଲେ। ଫ୍ୟୁଜନ୍ର ତାଳେତାଳେ ଉପସ୍ଥିତ ଶ୍ରୋତାଙ୍କୁ ମତୁଆଲା କଲେ ଗାୟକ ବାସୁ। ପ୍ୟାସି ହୁଁ ମେଁ ତୁମକୋ ପିଲାକେ… ଥକ୍ ଗେୟି ହୁଁ ମୋଡ଼ ପେ…
ସଲମାନଙ୍କ ଭଳି ବଡି କରିବା ଚକ୍କରରେ ଯୁବକ ନେଲେ ଘୋଡା ଇଞ୍ଜେକ୍ସନ, ଆଉ ତା’ପରେ
ଇନ୍ଦୋର,୨୫।୧୧: ଆଜିର ଯୁବକମାନେ ସିକ୍ସ ପ୍ୟାକ ଆବ୍ସ ପାଇଁ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଉ ନାହାଁନ୍ତି। ଡାକ୍ତରୀ ପରାମର୍ଶ ବିନା ଔଷଧ ନେଉଛନ୍ତି। ଏହାର କ୍ଷତିକାରକ ପରିଣାମ ମଧ୍ୟ ସାମ୍ନାକୁ ଆସୁଛି। ଇନ୍ଦୋରରେ ମଧ୍ୟ ଏଭଳି ଏକ ଘଟିଛି। ଜଣେ…
ରାଣା କପୁରଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ,୨୫।୧୧: ୟସ୍ ବ୍ୟାଙ୍କର ପୂର୍ବତନ ଏମଡି ତଥା ସିଇଓ ରାଣା କପୁରଙ୍କୁ ଆଜି ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୪୬୬.୫୧ କୋଟି ଟଙ୍କା ଲଣ୍ଡରିଂ ମାମଲାରେ କପୁରଙ୍କୁ ୨୦୨୦ରେ ଇଡି ଗିରଫ କରିଥିଲା। ୟସ୍ ବ୍ୟାଙ୍କ ସହିତ ଜଡିତ ମନି…
ରାସ୍ତା ପ୍ରଶସ୍ତୀକରଣ ପାଇଁ ଗଛ କଟିଲା
ଲୋଇସିଂହା,୨୫।୧୧(ଡି.ଏନ.ଏ): ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣ କାମ ଚାଲିଛି। ଏଥିପାଇଁ ରାସ୍ତାକଡରେ ଥିବା ବ୍ରିଟିଶ ଅମଳର ମହାଦ୍ରୁମ ଲିମ୍ବ, ଅର୍ଜୁନ ଗଛ ସବୁ କଟା ଚାଲିଛି। ଲୋଇସିଂହା ଥାନା ସାଲେଭଟାରୁ ବଲାଙ୍ଗୀର ପର୍ଯ୍ୟନ୍ତ ପ୍ରାୟ ୩୦କିମି ମଧ୍ୟରେ ୩…
ପ୍ରସଙ୍ଗ ପୁରୁଣା, ପୁଣି ପ୍ରତିଶ୍ରୁତି
ବରଗଡ଼ ଅଫିସ୍,(ପ୍ରେମାନନ୍ଦ ଖମାରୀ)୨୫।୧୧: ପଦ୍ମପୁର ଉପନିର୍ବାଚନକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ଏହି ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ମତଦାନ ହେବ। ତେବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ୧୦ ପ୍ରାର୍ଥୀ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ…
ଆରମ୍ଭରୁ ଗୃହ ମୁଲତବୀ
ଭୁବନେଶ୍ୱର,୨୫।୧୧: (ବ୍ୟୁରୋ): ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ ଆରମ୍ଭରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ। ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଫଳରେ ପୂର୍ବାହ୍ନ ୧୧.୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
୫୫ ନଂ ଜାତୀୟ ରାଜପଥ ଅବରୋଧ
ଢେଙ୍କାନାଳ ଅଫିସ,୨୫ା୧୧: ଢେଙ୍କାନାଳ ସହର କଲେଜ ବାଇପାସ୍ଛକ ଠାରେ ଶୁକ୍ରବାର ସକାଳ ୮ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ଏଥିରେ ଢେଙ୍କାନାଳ, ଅନୁଗୋଳ ଜିଲାର ବିଜେଡି ନେତୃବୃନ୍ଦ ବହୁସଂଖ୍ୟାରେ ସାମିଲ ହୋଇଛନ୍ତି।…
ପୁଣି ଚାଇନାରେ ଫୁଟିଲା କରୋନା ବୋମା
ବେଜିଂ,୨୫।୧୧: ଚାଇନାରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ନଭେମ୍ବର ୨୫ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଚାଇନାରେ ୩୨,୯୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ତୁଳନାରେ ଏହା ୧୨୮୭ ଅଧିକ। ଲଗାତାର…
ଶିକ୍ଷା ବିଭାଗରେ ଡେପୁଟେଶନ ଦୁର୍ନୀତି
ରାୟଗଡ଼ା ଅଫିସ,୨୫ା୧୧: ରାୟଗଡ଼ା ଜିଲା ଶିକ୍ଷା ବିଭାଗକୁ ପିଛା ଛାଡ଼ୁନି ଦୁର୍ନୀତି। କେତେବେଳେ ନକଲି ଶିକ୍ଷକ ଆଉ କେତେବେଳେ ଡେପୁଟେଶନ୍ ପାଇଁ ପ୍ରତିଯୋଗିତା। ଏବେ ଡେପୁଟେସନ ନାଁରେ ଜିଲାରେ ଲାଞ୍ଚ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଜିଲାରେ ବର୍ଷତମାମ ଡେପୁଟେସନ ଏବଂ…
Archives


