ଗୋଟିଏ ଦିନ ପାଇଁ ସିବିଆଇ-ଇଡିକୁ ମୋତେ ଦିଅ, ଅଧା ଭାଜପା ନେତା ଜେଲ୍କୁ ଯିବେ: କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୨୫।୧୧: ଦିଲ୍ଲୀ ଏମସିଡି ନିର୍ବାଚନକୁ ନେଇ ଭାଜପା ଏବଂ ଆମ୍ ଆଦମୀ ମଧ୍ୟରେ ବାକ୍ଯୁଦ୍ଧ ଚାଲିଛି। ଏହି କ୍ରମରେ ଶୁକ୍ରବାର ଆମ ଆଦ୍ମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ସିବିଆଇ-ଇଡି ମୋତେ ଗୋଟିଏ ଦିନ ପାଇଁ…
ଅଙ୍ଗନଓ୍ବାଡି କେନ୍ଦ୍ରରେ ଝୁଲୁଛି ତାଲା: ସିଡିପିଓଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଲେ କର୍ମୀ
ପାଟଣା,୨୫ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାରଠାରୁ ବ୍ଲକରେ କାର୍ଯ୍ୟରତ ଶତାଧିକ ଅଙ୍ଗନଓ୍ବାଡି କର୍ମୀ ଓ ପାଚିକା ବିଭିନ୍ନ ଦାବି ପୂରଣ ନେଇ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ,…
୨୯ରେ ହରିୟାଣା ଯିବେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସର୍ବେକ୍ଷଣ ଯୋଜନାର କରିବେ ଶୁଭାରମ୍ଭ
ନୂଆଦିଲ୍ଲୀ,୨୫।୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୯ ତାରିଖରେ ହରିୟାଣା ଗସ୍ତରେ ଯିବେ। କୁରୁକ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ସର୍ବେକ୍ଷଣ ଯୋଜନାର ଶୁଭାରମ୍ଭ କରିବେ। ଯେଉଁଥିରେ ରାଜ୍ୟର ୧.୬୦କୋଟିରୁ ଅଧିକ ଲୋକଙ୍କ ସ୍ବାସ୍ଥ୍ୟ ସର୍ଭେ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟର ଗୁରୁବାର…
ଦେଶରେ ୩୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୨୫।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪୭ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ନୂତନ ମାମଲା ଆସିବା…
ଧାରଣାରେ ବସିଲେ ପୌରପାଳିକା କର୍ମଚାରୀ
ଭଦ୍ରକ ଅଫିସ,୨୫ା୧୧: ଭଦ୍ରକ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଶୁକ୍ରବାର ପୌରପାଳିକା କର୍ମଚାରୀମାନେ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି । ଗୁରୁବାର ଭତ୍ତା ପ୍ରଦାନକୁ କେନ୍ଦ୍ର କରି କେତେକ ଲୋକ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କୁ ତାଙ୍କ…
ଏହି ଗୀତର ଶୁଟିଂ ସମୟରେ ଖୁବ୍ ଡରି ଯାଇଥିଲେ ଶାହାରୁଖ
ମୁମ୍ବାଇ: ଫିଲ୍ମ ଦେଖିବା ସମୟରେ ଜାଣି ହୁଏ ନାହିଁ ଏହା ପଛରେ କେତେ କଷ୍ଟ କରାଯାଇଛି। ମାତ୍ର ଯେଉଁମାନେ ଅଭିନୟ କରିଛନ୍ତି, ସେମାନେ ଜାଣିଥାନ୍ତି ପ୍ରକୃତ କଷ୍ଟ କ’ଣ। ଠିକ୍ ସେମିତି ଶାହାରୁଖ ଖାନ୍ ଏକ ଗୀତ ଶୁଟିଂ ସମୟରେ କେମିତି…
ବିନା ଅନୁମତିରେ ବ୍ୟବହାର ହୋଇପାରିବନି ଅମିତାଭ ବଚ୍ଚନଙ୍କ ଫଟୋ, ସ୍ବର
ନୂଆଦିଲ୍ଲୀ,୨୫।୧୧: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ବିନା ଅନୁମତିରେ ଅମିତାଭ ବଚ୍ଚନଙ୍କ ଫଟୋ, ସ୍ବର ବ୍ୟବହାର ହୋଇପାରିବନି। ନିକଟରେ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ଅମିତାଭ…
ଘାନାରେ ରତ୍ନମୁଦ ଉତ୍ସବ ଆୟୋଜିତ
ଆକ୍ରା,୨୫।୧୧: ଆଫ୍ରିକୀୟ ଦେଶ ଘାନାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ନିମନ୍ତେ ସେଠାରେ ରହୁଥିବା ଓଡ଼ିଆ ଲୋକମାନେ ଏକ ଘାନା ଓଡ଼ିଆ ସମାଜ ଗଠନ କରିଛନ୍ତି। ଏହି ସମାଜ ପକ୍ଷରୁ ସେଠାରେ ଜଗନ୍ନାଥଙ୍କ ଏକ ଭବ୍ୟ ମନ୍ଦିର…
ବାଟିଗୋରଡ଼ା ହତ୍ୟା ମାମଲା: ହାଇକୋର୍ଟରେ ଅଭିଯୁକ୍ତଙ୍କ ଅନ୍ତରୀଣ ଜାମିନ ଅଗ୍ରାହ୍ୟ
ସାକ୍ଷୀଗୋପାଳ,୨୫ା୧୧(ଡି.ଏନ୍.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକ ନିକଟ ବାଟିଗୋରଡ଼ା ଗ୍ରାମରେ ଜମିଜମା ବିବାଦକୁ ନେଇ ୨୦୧୮ରେ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷରୁ ଘଟିଥିବା ହତ୍ୟା ମାମଲାରେ ଅଭିଯୁକ୍ତମାନଙ୍କ ଅନ୍ତରୀଣ ଜାମିନ ଆବେଦନ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରା…
ମରଣଯନ୍ତା ପାଲଟିଛି ରାସ୍ତା, ପ୍ରତିଦିନ ଘଟୁଛି ଦୁର୍ଘଟଣା
କର୍ଲାମୁଣ୍ଡା,୨୫।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ପଲମ ଛକଠାରୁ ବେଲଖଣ୍ଡି ପର୍ଯ୍ୟନ୍ତ ପ୍ରଶସ୍ତୀକରଣ ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ପ୍ରତିଦିନ ଦୁର୍ଘଟଣା ଶିକାର ହେଉଥିବା ଅଭିଯୋଗ ହେଉଛି। ରାସ୍ତାରେ…
ନିଲାମ ହେଉନି, ଖତ ଖାଉଛି ସରକାରୀ ଗାଡ଼ି
ଭବାନୀପାଟଣା,୨୫।୧୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଖତ ଖାଉଛି ସରକାରୀ ଗାଡି। ଦୀର୍ଘ ବର୍ଷ ହେବ ରକ୍ଷଣାବେକ୍ଷଣ ଅଭାବରୁ ଗାଡିଗୁଡିକ ଏବେ ପରିତ୍ୟକ୍ତ ଭାବେ ସେଠାରେ ପଡିରହିଛି। ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗର ସରକାରୀ ଅଧିକାରୀଙ୍କ କ୍ଷେତ୍ର…
ଖବର ପ୍ରସାରଣ ପରେ ଅଙ୍ଗନୱାଡି କୋଠା ନିର୍ମାଣ ଆରମ୍ଭ
ବେହେରା,୨୫ା୧୧(ଡି.ଏନ.ଏ.): ଜିଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମପଞ୍ଚାୟତସ୍ଥିତ ଅଙ୍ଗନୱାଡି କେନ୍ଦ୍ର ନଂ୧ର ଶିଶୁମାନେ ଗଳି ସନ୍ଧିରେ ଶିଶୁ ଦିବସ ପାଳନ କରିଥିଲେ। ଦୀର୍ଘ ଏକ ବର୍ଷ ଧରି କୋଠା ନିର୍ମାଣରେ ବିଳମ୍ବ ଯୋଗୁ ଶିଶୁମାନଙ୍କ ପ୍ରାକ୍ ପ୍ରାଥମିକ ଶିକ୍ଷା ସହ…
Archives


