Home Left

କୋଠାରେ ଅଗ୍ନିକାଣ୍ଡ: ୧୦ ଜୀବନ୍ତ ଦଗ୍ଧ, ୯ ଆହତ

ବେଜିଂ,୨୫।୧୧: ଚାଇନାର ଜିନଜିଆଙ୍ଗ ଉଇଗରରେ ଏକ ବଡ ଦୁର୍ଘଟଣା ଘଟିଛି। ରାଜଧାନୀ ଉରୁମକିରେ ଥିବା ୨୧ ମହଲା ବିଶିଷ୍ଟ ଆବାସିକ କୋଠାରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ଏହି ଦୁଃଖଦ ଦୁର୍ଘଟଣାରେ ୧୦ ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଅନ୍ୟ ୯ଜଣ…

ଟାଟୁରେ ଗିନିଜ୍‌ ରେକର୍ଡ କଲେ ଦମ୍ପତି

ଓ୍ବାଶିଂଟନ୍‌: ଯୁବପିଢ଼ି ଓ ବୟସ୍କ ବର୍ଗଙ୍କ ମଧ୍ୟରେ ଟାଟୁ କରିବାର ଆଗ୍ରହ ବଢ଼ିବାରେ ଲାଗିଛି। ଖାଲି ଟୁଟୁ ନୁହେଁ ବଡି ଅଲଟରେଶନ୍‌ (ଶରୀରରେ କୃତ୍ରିମ ପରିବର୍ତ୍ତନ କରିବା)ର ଚାହିଦା ବି ବଢ଼ିଛି। ସୁନ୍ଦର ଦେଖାଯିବା ଲାଗି ଅନେକ ଟାଟୁ କରୁଥିବାବେଳେ କିଛି…

ବିଷମକଟକରେ ଚାଷୀଙ୍କ ପାଇଁ ଶୀତଳଭଣ୍ଡାର ନିର୍ମାଣ

ବିଷମକଟକ,୨୫ା୧୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଚାଟିକଣା ସ୍ଥିତ ଦକ୍ଷତା ତାଲିମ କେନ୍ଦ୍ରଠାରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା(ଡିକେଡିଏ) ଏବଂ ଉଦ୍ୟାନ ବିଭାଗର ମିଳିତ ସହଯୋଗରେ ୧୫ ଲକ୍ଷ ଟଙ୍କା ବ୍ୟୟରେ ଏକ ଶୀତଳ ଭଣ୍ଡାର ନିର୍ମାଣ କରାଯାଇଛି। ଏହି ଶୀତଳ…

ଫିଲ୍ମ ‘ଆନିମଲ୍‌’ରେ ନଜର ଆସିବେ ରଣବୀର, ରଶ୍ମିକାଙ୍କ ସହ କରିବେ ସ୍କ୍ରିନ୍‌ ଶେୟାର

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ରଣବୀର କପୁର ଏବେ ତାଙ୍କ ଆଗାମୀ ଫିଲ୍ମକୁ ନେଇ ବ୍ୟସ୍ତ ରହିଛନ୍ତି। ତେବେ ଏହା ଭିତରେ ତାଙ୍କର ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଲମ୍ବା ଚୁଟି, ଦାଢ଼ି ସହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ…

୧୦୦ କୋଟି କ୍ଲବ୍‌ରେ ‘ଦୃଶ୍ୟମ-୨’

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ-୨’ ବକ୍ସ ଅଫିସରେ ଧମାକାଦାର ଆୟ କରୁଛି। ରିଲିଜ୍‌ ହେବାର ୭ ଦିନ ମଧ୍ୟରେ ଫିଲ୍ମଟି ୧୦୦ କୋଟି କ୍ଲବ୍‌ରେ ସାମିଲ୍‌ ହୋଇଛି। ରିଲିଜ ପୂର୍ବରୁ ମଧ୍ୟ ଆଡଭାନ୍ସ ଟିକେଟ ବୁକିଂରେ କୋଟି…

ବିଦ୍ୟାଳୟ ପରିସରରୁ ଜବରଦଖଲ ଉଚ୍ଛେଦ

ଛେଣ୍ଡିପଦା,୨୫ା୧୧(ସ୍ବ.ପ୍ର.): ଛେଣ୍ଡିପଦା ବ୍ଲକ ଜରପଡା ଥାନା କତଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ସରକାରୀ ଜାଗାରୁ ବୁଧବାର ସ୍ଥାନୀୟ ପୋଲିସ ପ୍ରଶାସନ ଜବରଦଖଲ ଉଚ୍ଛେଦ କରିଛନ୍ତି। ଏହି ସରକାରୀ ଜାଗାକୁ କେତେଜଣ ବ୍ୟକ୍ତି ଜବରଦଖଲ କରିଥିଲେ। ଉକ୍ତ ଜବରଦଖଲ ହଟାଯିବା…

ବସଲାରେ ୩୩ ହାତୀ, ଲୋକେ ଭୟଭୀତ

ଅନୁଗୋଳ ଅଫିସ,୨୫ା୧୧: ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗ୍ରାମରେ ହାତୀପଲ ଆତଙ୍କ ଖେଳାଇ ଦେଇଛନ୍ତି। ବ୍ୟାପକ ଫସଲ ନଷ୍ଟ କରିବା ସହ ଆକ୍ରମଣ କରିବାକୁ ଗୋଡ଼ାଉଥିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏପରି କି ଗ୍ରାମର ସରୋଜ ଜେନାଙ୍କୁ ଦଳିଦେବାକୁ ଗୋଟିଏ…

ସମସ୍ୟା ଘେରରେ କାଶୀନଗର ଏନ୍‌ଏସି

କାଶୀନଗର,୨୧ା୧୧: ଗଜପତି ଜିଲାର ଏକମାତ୍ର ଏନଏସି କାଶୀନଗର ସମସ୍ୟା ଘେରରେ ରହିଛି। ବେଶେଷକରି ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ହୋଇପାରୁନଥିବା ଯୋଗୁ ଜନ ଅସନ୍ତୋଷ ବଢିବାରେ ଲାଗିଛି। ସହରରେ ଖୁବ ନିକଟବର୍ତ୍ତୀ ଅଞ୍ଚଳରେ ଉକ୍ତ ସ୍ଥାନ ରହିଛି। ସେଠାକାର ଦୁର୍ଗନ୍ଧ ଦ୍ୱାରା ବାୟୁ…

କାଜୁ ୟୁନିଟ୍‌ ବାହାନାରେ ବ୍ୟାଙ୍କରୁ ୨୬ଲକ୍ଷ ଠକେଇ

ବ୍ରହ୍ମପୁର ଅଫିସ,୨୫ା୧୧: ଜଣେ ବ୍ୟକ୍ତି ମୁଦ୍ରା ଯୋଜନାରେ ଏକ କାଜୁ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ କରିବାକୁ ଦର୍ଶାଇ ୟୁନିୟନ୍‌ ବ୍ୟାଙ୍କରୁ ଦୁଇଟି ପର୍ଯ୍ୟାୟରେ ୨୬ଲକ୍ଷର ଋଣ ଉଠାଇ ପରିଶୋଧ କରି ନ ଥିଲେ। ବ୍ୟାଙ୍କ ପକ୍ଷରୁ ଯାଞ୍ଚ କରିବାରୁ ସେ କୌଣସି…

ଖେଣ୍ତରାରେ ଚାଲୁଛି ବେଆଇନ କୁକୁଡ଼ା ଲଢ଼େଇ

କେନ୍ଦୁଝର,୨୫ା୧୧(ସ୍ବ.ପ୍ର): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ଖେଣ୍ତରା ଗ୍ରାମର ଶାଳ ଜଙ୍ଗଲରେ ଦୀର୍ଘ ଦିନ ହେବ ବେଆଇନ କୁକୁଡ଼ା ଲଢ଼େଇ ହେଉଛି। ଫଳରେ ଅଞ୍ଚଳରେ ବିଭିନ୍ନ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଛି। ଏହାକୁ ପୋଲିସ ପ୍ରଶାସନ ରୋକିବାରେ ବିଫଳ ହୋଇଥିବାରୁ ସ୍ଥାନୀୟ…

‘ମୋତେ ଜଣା ନ ଥିଲା ମୁଁ କେଉଁ ରାସ୍ତା ବାଛୁଛି’

ମୁମ୍ବାଇ: ଅଭିନେତ୍ରୀ ହୁଅନ୍ତୁ କି ଅଭିନେତା। ସେମାନେ ଅନେକ ସଂଘର୍ଷ କରିବା ପରେ ସଫଳତାର ପାହାଚ ଚଢ଼ିଥାନ୍ତି। ଏମାନଙ୍କ ମଧ୍ୟରୁ ୟାମି ଗୌତମ ହେଉଛନ୍ତି ଜଣେ। ସେ ଛୋଟ ପରଦାରୁ ହିନ୍ଦୀ ଫିଲ୍ମ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଆଜି…

କାର୍ତ୍ତିକେଶ୍ୱର ଭସାଣି ବେଳେ ବାଣ ବିସ୍ଫୋରଣ ଘଟଣା : ବିସ୍ଫୋରଣସ୍ଥଳକୁ ଜଗିଛି ପୋଲିସ

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ, ୨୫ା୧୧(ସ୍ବ.ପ୍ର.): କାର୍ତ୍ତିକେଶ୍ୱର ମେଢ଼ ଆଗରେ ଡିଜେ ବାଜୁଥିଲା। ଶ୍ରଦ୍ଧାଳୁ ତାଳ ଦେଇ ନାଚୁଥିଲେ। ସିରିଜ ବାଣରେ ନିଆଁ ଲାଗିଲା। ଆଖି ପିଛୁଳାକେ ଗୋଟିଏ ପରେ ଗୋଟିଏ ବାଣ ଫୁଟି ଚାଲିଥିବା ବେଳେ ଏଥିରୁ ବିସ୍ଫୋରିତ ନିଅଁା ଝୁଲ ନିକଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri