Home Left

ଉଜୁଡୁଛି ଜଙ୍ଗଲ ଜମି

ସଦାଶିବ ପ୍ରହରାଜ ନବରଙ୍ଗପୁର,୨୬୧୧(ବି.ପ୍ର.): ନବରଙ୍ଗପୁର ଜିଲାରେ ଉଜୁଡ଼ିଯାଇଛି ୧୭ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜଙ୍ଗଲ। ଏହାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଜଙ୍ଗଲ ଜମିରେ ବେଆଇନ ମକାଚାଷ। ଜଙ୍ଗଲ ଜମି ସ୍ବତ୍ୱାଧିକାର ନିୟମର ଅପବ୍ୟବହାର କରାଯାଇ ଏହି କାର୍ଯ୍ୟ ହେଉଥିବାବେଳେ ଏହା…

ଇଣ୍ଡୋନେସିଆ ଭୂକମ୍ପରେ ବଢୁଛି ମୃତକଙ୍କ ସଂଖ୍ୟା, ଏବେ ପର୍ଯ୍ୟନ୍ତ ୩୧୦ ମୃତ ୨୪ ନିଖୋଜ

ଜାଭା,୨୬ ।୧୧: ଇଣ୍ଡୋନେସିଆ ପଶ୍ଚିମ ଜାଭା ଅଞ୍ଚଳରେ ଥିବା ସିୟାଂଜୁରରେ ସୋମବାର ଆସିଥିବା ଭୁକମ୍ପରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଇଣ୍ଡୋନେସିଆର ଜାଭାରେ ହୋଇଥିବା ଭୂକମ୍ପରେ ମୃତକଙ୍କ ସଂଖ୍ୟା ଏବେ ୩୧୦ରେ ପହଞ୍ଚିଛି ଏହାସହ ୨୪…

ଡିସେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ମିଳିବ ୩୦୦ଟଙ୍କାର ଶୀତ ସହାୟତା

ଭୁବନେଶ୍ବର, ୨୫ା୧୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଆରମ୍ଭ ହୋଇଗଲାଣି। ଶୁକ୍ରବାର ରାଜ୍ୟରେ ଶୀତ ଲହରି ଏବଂ ଗରିବ ଲୋକଙ୍କୁ ଶୀତ ସହାୟତା ଯୋଗାଇବା ସମ୍ପର୍କରେ ଏକ ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଶୀତ ପ୍ରକୋପକୁ…

୨୦୨୩ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହୋଇପାରନ୍ତି ଇଜିପ୍ଟ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୧୧: ୨୦୨୩ ଗଣତନ୍ତ୍ର ଦିବସ ପରେଡ ସମାରୋହ ଲାଗି ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ଏଲ-ସିସିଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଛି ଭାରତ। ୨୦୧୪ରୁ ଏଲ୍‌-ସିସି ଇଜିପ୍ଟର ରାଷ୍ଟ୍ରପତି ଅଛନ୍ତି। ଏହାପୂର୍ବରୁ ସେ ୨୦୧୬ରେ ଭାରତ ଗସ୍ତ କରିଥିଲେ। କହିରଖୁଛୁ,…

ବରଗଡ଼ ଧନୁଯାତ୍ରା :ସ୍ଥାପନ ହେଲା ଶୁଭସ୍ତମ୍ଭ

ବରଗଡ଼ ଅଫିସ,୨୫।୧୧: ସର୍ବବୃହତ ଖୋଲା ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ଶୁକ୍ରବାର ସାରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ସା ୫ଟା ୩୦ ମିନିଟ୍‌ରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ସେଠାରୁ ଏକ ବର୍ଣ୍ଣାଢ୍ୟ…

ଏହି ୩ ହେଉଛନ୍ତି ମନୁଷ୍ୟର ପ୍ରକୃତ ବନ୍ଧୁ, ସାଙ୍ଗରେ ଥିଲେ ଟଳିଯାଏ ସବୁ ବିପଦ…

ଜୀବନରେ କେବଳ ଗୋଟିଏ ସତ୍ୟ ଅଛି। ସେଇଟି ହେଲା ଯାହାର ଜନ୍ମ ଅଛି ତାହାର ମୃତ୍ୟୁ ସୁନିଶ୍ଚିତ। ଏହା ମଝିର ଜୀବନଚକ୍ରରେ ମନୁଷ୍ୟ ନିଜର କର୍ମ ଅନୁଯାୟୀ ସୁଖଦୁଃଖ ଭୋଗିଥାଏ। ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସମ୍ପର୍କକୁ ନେଇ ଅନେକ କିଛି…

ହୋଟେଲରୁ ଯୁବତୀଯୁବକଙ୍କୁ ଉଠାଇନେଲା ପୋଲିସ

ଭଦ୍ରକ ଅଫିସ, ୨୫।୧୧-ଭଦ୍ରକ ସହରର ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ହୋଟେଲରୁ ଶୁକ୍ରବାର ଅପରାହ୍ନରେ ଭିନ୍ନ ସମ୍ପ୍ରଦାୟର ଜଣେ ଯୁବତୀ ଓ ଯୁବକଙ୍କୁ ଟାଉନ ପୋଲିସ ଉଠାଇ ନେଇ ଥାନାରେ ଅଟକ ରଖିଛି। ଯାଜପୁର ଜିଲା ବିଞ୍ଝାରପୁର…

ରାସ୍ତାରେ ଚପଲ ବିକ୍ରି କରୁଛନ୍ତି କୋହଲିଙ୍କ ନକଲ, ଦେଖିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ କ୍ରିକେଟର

ନୂଆଦିଲ୍ଲୀ,୨୫।୧୧: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କର ଦେଶବିଦେଶରେ କୋଟି କୋଟି ପ୍ରଶଂସକ ରହିଛନ୍ତି। ଏହି ଲୋକପ୍ରିୟତାର ଲାଭ ଉଠାଇବାକୁ ତାଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତି ବମ୍ବେର ରାସ୍ତାରେ ଜୋତା ବିକ୍ରି କରିବା ଆରମ୍ଭ କରିଛନ୍ତି। ଭାରତୀୟ ଟିମ୍‌…

ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ

ବୈଶିଙ୍ଗା,୨୫୪ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ନଡ଼ପୁରଠାରେ ଗୁରୁବାର ଅପରାହ୍ନରେ ପୋଲିସ ଚଢ଼ାଉ କରି ଚୋରା ବାଲି ବୋଝେଇ ଏକ ଟ୍ରାକ୍ଟର ଜବତ କରିଛି। ପୋଲିସକୁ ଦେଖି ଟ୍ରାକ୍ଟର ଡ୍ରାଇଭର ଦୌଡ଼ି ପଳାଇ ଯାଇଥିବା ଜଣାପଡ଼ିଛି। ଫେରାର ଡ୍ରାଇଭରଙ୍କୁ ଗିରଫ…

ବାଇକ୍‌ରୁ ପଡ଼ି ଚାଲିଗଲା ଜୀବନ

ମୋରଡ଼ା,୨୫ା୧୧(ଡି.ଏନ୍‌.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ପୁନେଇତାଣ୍ଡିଠାରେ ବାଇକ୍‌ରୁ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସାନମୁଣ୍ଡାବଣୀ ପଞ୍ଚାୟତ ଅଧୀନ ପରମାନନ୍ଦ ଗ୍ରାମର ଠାକୁର ହଁାସଦାଙ୍କ ପୁଅ ବାସୁ। ଗୁରୁବାର ବିଳମ୍ବିତ ରାତିରେ ସେ ଘରକୁ ଫେରୁଥିଲା…

ବାର୍‌ହା ମାଂସ ଧରି ଆସୁଥିଲେ, ବାଟରେ ଘେରିଲା ବନ ବିଭାଗ

ଠାକୁରମୁଣ୍ଡା,୨୫ା୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନାଞ୍ଚଳ ଗୋଡ଼ଭଙ୍ଗା ଫରେଷ୍ଟ ସେକ୍ସନ ଅଧୀନ ଶିମିଳିପାଳ ସଂଲଗ୍ନ ଜଙ୍ଗଲର ତରଡିହା ନାଳବନ୍ଧ ନିକଟରୁ ଶିକାର କରି ୪.୫ କି.ଗ୍ରା. ବାର୍‌ହା ମାଂସ ନେଇ ଆସୁଥିବା ସମୟରେ ଜଣେ ଶିକାରୀଙ୍କୁ ବନବିଭାଗ ଗିରଫ…

ଅଭିନେତ୍ରୀ କେବେ କହିଥିଲେ ଭାଇ, ଏବେ ଡେଟିଂକୁ ନେଇ ବଢ଼ୁଛି ଚର୍ଚ୍ଚା

ବମ୍ବେ: ଡେଟ୍‌ କରୁଛନ୍ତି ଅଭିନେତା କରନ୍‌ ମେହେରାଙ୍କ ପୂର୍ବପତ୍ନୀ ନିଶା ରାଓ୍ବଲ। କେବେ ଭାଇ ବୋଲି ପରିଚୟ ଦେଇଥିବା ରୋହିତ ସାଟିଆଙ୍କ ସହ ଡିନର୍‌ କରୁଥିବା ନଜରକୁ ଆସିବା ପରେ ଜୋର ଧରିଛି ଏଭଳି ଚର୍ଚ୍ଚା। ଉଭୟଙ୍କ ହୋଟେଲରେ ଖାଉଥିବା ବେଳର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri