Posted inଖେଳ

ଶାହାଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପିଟରସେନ

ନୂଆଦିଲ୍ଲୀ,୪।୩: ଇଂଲଣ୍ଡ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ କେଭିନ୍‌ ପିଟରସେନ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପିଟରସେନ ଏବେ ଏକ ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭାରତ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ପ୍ରଥମେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଏବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ନେଇ ପିଟରସେନ ଟୁଇଟ୍‌ କରି କହିଛନ୍ତି, ନରେନ୍ଦ୍ର ମୋଦି ସାର୍‌ ନିଜର ଜନ୍ମଦିନରେ ଚିତାମାନଙ୍କୁ ଜଙ୍ଗଲରେ ଛାଡ଼ିବା ବିଷୟରେ ଭାବୁକତା ଏବଂ ଉତ୍ସାହ ସହ କଥାହେବା ଗୌରବର ବିଷୟ। ହସ ହସ ମୁହଁ ସହ ଦୃଢ଼ ହ୍ୟାଣ୍ଡସେକ୍‌ ଲାଗି ଧନ୍ୟବାଦ। ବାସ୍ତବରେ ମୁଁ ଆପଣଙ୍କୁ ଭେଟିବାକୁ ନେଇ ଉତ୍ସାହିତ ଅଛି ବୋଲି ସେ କହିଛନ୍ତି।

କହିରଖୁଛୁ, ପିଟରସେନଙ୍କ ଭାରତ ପ୍ରେମ କାହାକୁ ବି ଅଛପା ନୁହେଁ। ସେ ଅନେକ ଥର ହିନ୍ଦୀରେ ଟୁଇଟ୍‌ କରି ଭାରତ ପ୍ରତି ନିଜର ଭଲପାଇବା ଦର୍ଶାଇଛନ୍ତି। ପୂର୍ବରୁ ମୋଦି ମଧ୍ୟ ତାଙ୍କ ପ୍ରଶଂସାରେ ଟୁଇଟ୍‌ କରିଛନ୍ତି। ଏମିତିରେ ଉଭୟଙ୍କ ମଧ୍ୟରେ ଔପଚାରିକ ଭେଟଘାଟ ବେଶ ସୁଖଦ ଥିଲା ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ସମର୍ଥନରେ ବାହାରିଲେ ଭାରତୀୟ ଦଳର ବ୍ୟାଟିଂ କୋଚ

ବର୍ମିଂହମ, ୨।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂକୁ ନେଇ ଚାଲିଥିବା ଆଲୋଚନାରେ ମୁହଁ ଖୋଲିଛନ୍ତି ଭାରତୀୟ ଦଳର ବ୍ୟାଟିଂ...

ରିଓରେ ସ୍ବର୍ଣ୍ଣ ଜିତିଲେ ଇଲାଭେନିଲ

ନୂଆଦିଲ୍ଲୀ,୨୯।୮: ଯୁବା ଭାରତୀୟ ଶୁଟର ଇଲାଭେଲିନ ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ (ରାଇଫଲ୍‌/ପିସ୍ତଲ) ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି।...

ଇଞ୍ଜିନିୟର ହେବାକୁ ଥିଲା ଇଚ୍ଛା ହେଲେ ବାପା କହିଲେ କ୍ରିକେଟ ଖେଳ, ଏମିତି ଟିମ୍‌ ଇଣ୍ଡିଆକୁ ମିଳିଲା ଷ୍ଟାର ବୋଲର

ନୂଆଦିଲ୍ଲୀ,୭।୧୦: ସ୍କୁଲ ଶେଷ ହେବା ପରେ ମେକାନିକାଲ ଇଞ୍ଜିନିୟରିଂ କରିବା ପାଇଁ କଲେଜରେ ଆଡ୍‌ମିଶନ ନେଇଥିଲେ। କିନ୍ତୁ କ୍ରିକେଟରେ ତାଙ୍କ ମନ ଖୁବ୍‌ ଲାଗୁଥିଲା। ଏହା...

ସ୍ବର୍ଣ୍ଣ ହରାଇବେ ଉସ୍ତ୍ୟୁଗୋଭ୍‌

ମସ୍କୋ,୧୫ା୨ (ଏଏଫ୍‌ପି): ଡୋପ୍‌ ଟେଷ୍ଟରେ ବିଫଳ ହେବା ପରେ ରୁଷୀୟ ବାଇଥଲେଟ୍‌ ଏଭଜେନି ଉସ୍ତ୍ୟୁଗୋଭ ସସ୍‌ପେଣ୍ଡ ହୋଇଛନ୍ତି। ଫଳରେ ୨୦୧୪ ଓ୍ବିଣ୍ଟର ଅଲିମ୍ପିକ ରିଲେରେ ସେ...

ଫାଓଲର ଇଷ୍ଟବେଙ୍ଗଲ ମୁଖ୍ୟ କୋଚ୍‌

କୋଲକାତା, ୧୦ା୧୦ (ପି.ଟି.)- ପରବର୍ତ୍ତୀ ୨ ବର୍ଷ ପାଇଁ ଇଂଲଣ୍ଡର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ତଥା ଲିଭରପୁଲ୍‌ କିମ୍ବଦନ୍ତୀ ରୋବି ଫାଓଲରଙ୍କୁ ଇଷ୍ଟବେଙ୍ଗଲ ମୁଖ୍ୟ କୋଚ୍‌...

ମର୍ମନ୍ତୁଦ ଦୁର୍ଘଟଣାରେ ଓ୍ବେଷ୍ଟଇଣ୍ଡିଜ୍‌ର ଏହି ଲୋକପ୍ରିୟ କ୍ରିକେଟରଙ୍କ ନିଧନ! ଭିଡିଓ ଭାଇରାଲ ପରେ ଜଣାପଡ଼ିଲା…

ନୂଆଦିଲ୍ଲୀ, ୩୦।୧: ସୋସିଆଲ ମିଡିଆରେ ଅନେକ କିଛି ଗୁଜବ ଭାଇରାଲ ହୋଇଥାଏ। ଏହି କ୍ରମରେ ନିକଟରେ ଓ୍ବେଷ୍ଟଇଣ୍ଡିଜ୍‌ର ଅଭିଜ୍ଞ ଅଲ୍‌ରାଉଣ୍ଡର କିରୋନ ପୋଲାର୍ଡଙ୍କର ଦୁର୍ଘଟଣାରେ ମୃତ୍ୟୁ...

ଲମ୍ବା କେଶ ପାଇଁ ଜୋରିମନା ଦେଉଥଲେ ଏହି ପ୍ରସିଦ୍ଧ କ୍ରିକେଟ୍‌ର: ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ ଦଳ ଏବେ ଇଂଲଣ୍ଡ ଗସ୍ତରେ ଅଛି ଏବଂ ଚତୁର୍ଥ ଟେଷ୍ଟ ଗୁରୁବାରଠାରୁ ଓଭାଲରେ ଆରମ୍ଭ ହେବ। ଏହି ଗସ୍ତରେ ଇଶାନ୍ତ ଶର୍ମା ମଧ୍ୟ...

ରାୟଗଡ଼ାକୁ ୩ ସ୍ବର୍ଣ୍ଣ, ୧ ରୌପ୍ୟ

ରାୟଗଡା ଅଫିସ,୩୦ା୫: ପଶ୍ଚିମବଙ୍ଗର ହାୱଡାଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ରାୟଗଡ଼ାର ଶହୀଦ ଲକ୍ଷ୍ମଣ ନାୟକ ଜିମ୍‌ର ଲିପ୍‌ସା ଖୋସଲା(୧୩) ୫୩ ବର୍ଗରେ ଭାଗ...

Advertisement
Archives

Model This Week