Home Left

ଛୁଟି ନେଇ ଭୋଟ ନ ଦେଲେ ନୋଟିସ ବୋର୍ଡରେ ଲାଗିବ ନାମ, ଇସିଙ୍କ ସହ ସାଇନ କଲେ ଗୁଜରାଟର ୧୦୦୦ ଫାର୍ମ

ଗାନ୍ଧିନଗର,୧୮ ।୧୦: ଗୁଜାରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଯୋରସୋରରେ ଚାଲିଛି । ଇତିମଧ୍ୟରେ ଏବେ ଗୁଜରାଟର ୧୦୦୦ କର୍ପୋରେଟ ହାଉସ ନିର୍ବାଚନ କମିଶନଙ୍କ ସହ ଏକ ଚୁକ୍ତି କରିଛନ୍ତି । ଏହି ଚୁକ୍ତି ଅନୁଯାୟୀ, କର୍ପୋରେଟ ହାଉସ ନଜର ରଖିବ…

ରେଡ୍‌ମି ଏ୧+ ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୮।୧୦: ଦେଶର ପ୍ରମୁଖ ସ୍ମାର୍ଟ ଫୋନ୍‌ ଉତ୍ପାଦନକାରୀ କମ୍ପାନୀ ‘ସାଓମି ଇଣ୍ଡିଆ’ର ପ୍ରମୁଖ ବ୍ରାଣ୍ଡ୍‌ ରେଡ୍‌ମି ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ରେଡ୍‌ମି ଏ୧+ର ଶୁଭାରମ୍ଭ ଓ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ମାତ୍ର ୬୯୯୯ ଟଙ୍କାରେ…

ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ଧନତେରାସ ଅଫର

ଭୁବନେଶ୍ୱର,୧୮।୧୦: ଓଡ଼ିଶାର ସର୍ବବୃହତ୍‌ ଜୁଏଲେରି ବ୍ରାଣ୍ଡ୍‌ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ନିକଟରେ ସର୍ବଶ୍ରେଷ୍ଠ ଧନତେରାସ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଆଲୋକ ଓ ଅମୃତର ପର୍ବ ଦୀପାବଳି ଓ ଧନତେରାସ ଉପଲକ୍ଷେ ଏହି ଅଫର ବ୍ରାଣ୍ଡ୍‌ ପକ୍ଷରୁ ଅଣାଯାଇଛି। ବ୍ରାଣ୍ଡ୍‌ର…

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ ମନ୍ତ୍ରୀ

ଜୟପୁର,୧୮।୧୦: ରାଜସ୍ଥାନର ଅଶୋକ ଗେହଲଟ ସରକାରରେ ସ୍ବାସ୍ଥ୍ୟ ମନ୍ତ୍ରୀ ଥିବା ପ୍ରସାଦି ଲାଲ ମୀନା ପୁଣି ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ସେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କରିଛନ୍ତି। ଲାଲସୋଟ ସହରର…

ସ୍ପର୍ଶ ହସ୍ପିଟାଲ୍‌ର ‘ୱିନର୍ସ ଅଫ୍‌ ଲାଇଫ୍‌’

ଭୁବନେଶ୍ୱର,୧୮।୧୦:ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ‘ସ୍ପର୍ଶ ହସ୍ପିଟାଲ’ ପକ୍ଷରୁ ବିଶ୍ୱ ସ୍ତନ କର୍କଟ ସଚେତନତା ମାସ ପରିପ୍ରେକ୍ଷୀରେ ‘ୱିନର୍ସ ଅଫ୍‌ ଲାଇଫ୍‌’ ଶୀର୍ଷକ ଏକ କର୍ମଶାଳା ଓ ସଚେତନତା ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମର ଥିମ୍‌ ‘ଗିଭ୍‌ ହୋପ୍‌, ସେଭ୍‌…

ହିଣ୍ଡାଲ୍‌କୋ ଦ୍ୱାରା ବିକଶିତ ହୋଇଛି ଆଲୁମିନିୟମ ପଣ୍ୟବାହୀ ରେକ୍‌

ଭୁବନେଶ୍ୱର,୧୮।୧୦: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା ହିଣ୍ଡାଲ୍‌କୋ ପକ୍ଷରୁ ଭାରତର ପ୍ରଥମ ସମସ୍ତ ଆଲୁମିନିୟମ ଫ୍ରେଟ-ରେଳ ରେକ୍‌ ଚଳାଚଳର ଶୁଭାରମ୍ଭ କରାଯାଇଛି। ଯାହା ପଣ୍ୟ ପରିବହନକୁ ଆଧୁନିକୀକରଣ କରିବା ଏବଂ ଭାରତୀୟ ରେଲଓ୍ବେ ନିମନ୍ତେ ବିପୁଳ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକିବା…

ଆଜି ସରିବ ବିଆଇଟିଏଫ୍‌

ଭୁବନେଶ୍ୱର,୧୮।୧୦: ରାଜ୍ୟର ପ୍ରମୁଖ ଇଭେଣ୍ଟ ଆଣ୍ଡ ପ୍ରଦର୍ଶନୀଭିତ୍ତିକ ଘରୋଇ ସଂସ୍ଥା ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରା.ଲିଃ (ଜେଇଏମ୍‌) ପକ୍ଷରୁ ଆୟୋଜିତ ୭ମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ବିଆଇଟିଏଫ୍‌)-୨୦୨୨ର ଶେଷ ଦିନ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ବିଶେଷ କରି ଉକ୍ତ…

ପାକିସ୍ତାନ ଡ୍ରୋନକୁ ଖସାଇଲେ ଭାରତୀୟ ଯବାନ

ଅମୃତସର.୧୮।୧୦: ପଞ୍ଜାବର ଅମୃତସର ସେକ୍ଟର ସୀମାରୁ ପ୍ରବେଶ କରିଥିବା ଏକ ପାକିସ୍ତାନ ଡ୍ରୋନକୁ ଭାରତୀୟ ସୈନିକମାନେ ତଳକୁ ଖସାଇଛନ୍ତି। ଏହି ଡ୍ରୋନରୁ ଡ୍ରଗ ପ୍ୟାକେଟ ଜବତ କରାଯାଇଛି। ବିଏସଏଫ ଯବାନମାନେ ଅମୃତସରର ଛାନା ଗ୍ରାମ ନିକଟରେ ପାଟ୍ରୋଲିଂ ଡ୍ୟୁଟିରେ ଥିବାବେଳେ ଡ୍ରୋନ୍‌ଟି…

ଏସ୍‌ବିଆଇ ପକ୍ଷରୁ ୨କୋଟିର ସହାୟତା

ନୂଆଦିଲ୍ଲୀ,୧୮।୧୦: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ସଶସ୍ତ୍ର ବଳ ଯୁଦ୍ଧ ଆହତ କଲ୍ୟାଣ ପାଣ୍ଠି (ଏଏଫ୍‌ବିସିଡବ୍ଲ୍ୟୁଏଫ୍‌)କୁ ୨ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ବିଶେଷକରି ଯୁଦ୍ଧ ବା ଲଢ଼େଇ ସମୟରେ ଆହତ ହୋଇଥିବା ସଶସ୍ତ୍ର ସେନା ଯବାନ ଓ…

ଏଲ୍‌ଆଇସିର ନୂତନ ପ୍ଲାନ୍‌ ‘ଧନ ବର୍ଷା’ ଉନ୍ମୋଚିତ

ମୁମ୍ବାଇ,୧୮।୧୦: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ନୂତନ ପ୍ଲାନ ‘ଧନ ବର୍ଷା’(ପ୍ଲାନ ନମ୍ବର-୮୬୬) ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁମ୍ବାଇଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉକ୍ତ ପ୍ଲାନର ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି ସୋମବାର (୧୭ ଅକ୍ଟୋବର) ଠାରୁ…

ଅଯୋଧ୍ୟା ଯିବେ ମୋଦି, ରାମଲଲା ବିରାଜମାନଙ୍କ ଦର୍ଶନ ସହ ସରଜୁ ଘାଟ ଆଳତୀ-ଦିପୋତ୍ସବରେ ହେବେ ସାମିଲ

ନୂଆଦିଲ୍ଲୀ,୧୮ ।୧୦: ଉତ୍ତର ପ୍ରଦେଶ ଅଯୋଧ୍ୟାରେ ଚଳିତବର୍ଷ ବି ଦିପୋତ୍ସବକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ଅଯୋଧ୍ୟାରେ ୨୩ ଅକ୍ଟୋବରରେ ଦିପୋତ୍ସବ କାର୍ଯ୍ୟକ୍ରମ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ । ଏହା ବ୍ୟତୀତ…

ସବ୍‌ସିଡି ସାର ପାଇଁ ଗୋଟିଏ ବ୍ରାଣ୍ଡ୍‌ ‘ଭାରତ’

ନୂଆଦିଲ୍ଲୀ,୧୮।୧୦ : ଗୋଟିଏ ରାଷ୍ଟ୍ର ଗୋଟିଏ ସାର ଯୋଜନାର ଅଂଶବିଶେଷ ସ୍ବରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ୟୁରିଆ ସାରର ଗୋଟିଏ ବ୍ରାଣ୍ଡ ‘ଭାରତ’ର ଶୁଭାରମ୍ଭ କରିଛନ୍ତି। ଏହି ବ୍ରାଣ୍ଡ୍‌ରେ ସମସ୍ତ ସବ୍‌ସିଡିଯୁକ୍ତ ୟୁରିଆ ସାର ଉପଲବ୍ଧ ହେବ। ଏଥିସହିତ ପ୍ରଧାନମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri