Posted inଜାତୀୟ

ସ୍ତ୍ରୀଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ପାଣି ଟାଙ୍କିରେ ପକାଇଥିଲେ ସ୍ବାମୀ…

ବିଳାସପୁର,୬।୩ : ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଛତିଶଗଡ଼ରେ ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ନିଜ ଘରର ପାଣି ଟାଙ୍କିରେ ପକାଇ ଦେଇଥିଲେ। ବର୍ତ୍ତମାନ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରି ଅଭିଯୁକ୍ତକୁ ଗିରଫ କରିଛି। ନ୍ୟୁଜ ଏଜେନ୍ସି ଅନୁଯାୟୀ ଏହି ଘଟଣା ବିଲାସପୁରର ଉସଲାପୁରରେ ଘଟିଛି।

କୁହାଯାଉଛି ଯେ ଅଭିଯୁକ୍ତ ପୱନ ଠାକୁର ତାଙ୍କ ସ୍ତ୍ରୀ ସତୀ ସାହୁ ତାଙ୍କୁ ପ୍ରତାରଣା କରୁଛନ୍ତି ବୋଲି ସନ୍ଦେହ କରୁଥିଲେ। ଏହା ପରେ ସେ ସ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଅଭିଯୁକ୍ତ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ମୃତଦେକୁ ଖଣ୍ଡ ଖଣ୍ଡ କରି ଘର ପାଣି ଟାଙ୍କିରେ ପକାଇ ଦେଇଥିଲେ। ପୋଲିସ ମୃତଦେହ ଉଦ୍ଧାର କରିଛି। ପ୍ରାଥମିକ ଅନୁସନ୍ଧାନ ଆଧାରରେ ପୋଲିସ କହିଛି ଯେ ମୃତଦେହକୁ ଏକରୁ ଦୁଇମାସ ପୂର୍ବରୁ ପାଣି ଟାଙ୍କିରେ ପକାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ ଚିଦାମ୍ବରମଙ୍କୁ ଭେଟିବା ପାଇଁ କଂଗ୍ରେସ ନେତାଙ୍କୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ,୬।୯: କଂଗ୍ରେସ ନେତାଙ୍କ ଏକ ପ୍ରତିନିଧିମଣ୍ଡଳ ଶୁକ୍ରବାର ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରଙ୍କୁ ଭେଟିବାକୁ ତିହାର ଜେଲ୍‌ ଯାଇଥିଲେ। ହେଲେ ସେଠାରେ ସେମାନେ ଚିଦାମ୍ବରମଙ୍କୁ ଭେଟିପାରି ନ...

ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଲେ କୋବିନ୍ଦ-ଶାହା

ନୂଆଦିଲ୍ଲୀ,୨୧।୭: ଓଡ଼ିଶାର ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ଝିଅ ଦ୍ରୌପଦୀ ମୁର୍ମୁ ଗୁରୁବାର ଭାରତର ନୂଆ ରାଷ୍ଟ୍ରପତି ହୋଇଛନ୍ତି। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର...

ନିଜ ଜିଭ କାଟି ଦେବୀଙ୍କୁ ଭେଟି ଦେଲେ ଭକ୍ତ

ଲକ୍ଷ୍ନୌ,୧୧ା୯: ଉତ୍ତର ପ୍ରଦେଶ କୌଶମ୍ବିର ସମ୍ପତ ନାମକ ଜଣେ ବ୍ୟକ୍ତି ନିଜ ଜିଭ କାଟି ଦେବୀଙ୍କୁ ଭେଟି ଦେଇଥିବାର ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୩୮...

ଭାଇଚାରାର ବାର୍ତ୍ତା ନେଇ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୌଡ଼ିଲେ

ଅଜମେର,୧୯।୧: ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବ ଏବଂ ଭାଇଚାରା ଜାରି ରଖିବା ପାଇଁ ଅଜମେରର ସୁଫିଆ ଖାଁ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୌଡ଼ିଛନ୍ତି। ସୁଫିଆ ୧୦୦ ଦିନରେ...

ଦିନକରେ ସଂକ୍ରମଣ ୯୦% ବୃଦ୍ଧି

ନୂଆଦିଲ୍ଲୀ,୧୯।୪: ଭାରତରେ କୋଭିଡ୍‌ ସଂକ୍ରମଣ ଗୋଟିଏ ଦିନରେ ୯୦ ପ୍ରତିଶତ ବୃଦ୍ଧି ପାଇଛି। ଫଳରେ ମହାମାରୀର ଚତୁର୍ଥ ଲହର ଆସିବା ନେଇ ଆଶଙ୍କା ଦେଖାଯାଇଛି। ୨୪...

ଶିଖ୍‌ ତୀର୍ଥଯାତ୍ରୀଙ୍କ ସହ ପାକ୍‌ ଯିବା ଲାଗି ସିଦ୍ଧୁଙ୍କୁ ଅନୁମତି

ନୂଆଦିଲ୍ଲୀ,୮-୧୧(ଆଇଏଏନ୍‌ଏସ୍‌):ନଭେମ୍ବର ୯ରେ କର୍‌ତାରପୁର କରିଡର ଦେଇ ପାକିସ୍ତାନର ଦର୍‌ବାର ସାହିବ ଗୁରୁଦ୍ୱାର ଯିବା ଲାଗି କେନ୍ଦ୍ର ସରକାର କଂଗ୍ରେସ ନେତା ନବଜୋତ୍‌ ସିଂ ସିଦ୍ଧୁଙ୍କୁ ଅନୁମତି...

୧୩ଦିନରେ ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ: ବ୍ୟାଙ୍କ ମ୍ୟାନେଜରଙ୍କ ହତ୍ୟାକାରୀଙ୍କ ସମେତ ୨ଆତଙ୍କବାଦୀ ନିପାତ

ଶ୍ରୀନଗର,୧୫।୬: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିପଡ଼ିଲେ କଶ୍ମୀରରେ ଟାର୍ଗେଟ କିଲିଂ ସମୟରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରିଥିବା ଆତଙ୍କବାଦୀ। ଜମ୍ମୁ-କଶ୍ମୀର ଶୋପିଆନ ଜିଲାରେ...

ଅନ୍‌ଲକ୍‌ ୨.୦: କ’ଣ କ’ଣ ଘୋଷଣା କରିପାରନ୍ତି ମୋଦି

ନୂଆଦିଲ୍ଲୀ,୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅପରାହ୍ନ ୪ରେ ଅନ୍‌ଲକ୍‌ ୨.୦କୁ ନେଇ ଦେଶକୁ ସମ୍ବାଧନ କରିବାର କାର୍ଯ୍ୟକ୍ରମ ରହିଛି। ଭାରତ-ଚାଇନା ସୀମା ବିବାଦ, ୫୯...

Advertisement
Archives

Model This Week