ଦାରିଙ୍ଗବାଡିରେ ବଢିଲା ଶୀତ, ସର୍ବନିମ୍ମ ତାପମାତ୍ରା ୮
ଦାରିଙ୍ଗବାଡି,୯।୧୨(ଡି.ଏନ.ଏ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପୁଣି ଶୀତ ଫେରିଛି। ଶୁକ୍ରବାର ଏଠୋରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରହିଛି। ଚଳିତ ବର୍ଷ ଏହା ଦାରିଙ୍ଗବାଡିରେ ଏହା ସର୍ବନିମ୍ମ ତାପମାତ୍ରା ରେକର୍ଡ କରାଯାଇଥିବା ଜଣାପଡିଛି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ…
ଦର୍ଶକଙ୍କ ପାଇଁ ଖୁସିଖବର: ଓଟିଟିରେ ରିଲିଜ୍ ହେଲା ‘କାନ୍ତାରା’ର ହିନ୍ଦୀ ଭର୍ସନ
ଚଳଚ୍ଚିତ୍ର ନିର୍ଦ୍ଦେଶକ ଋଷବ ଶେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ଦର୍ଶକଙ୍କଠାରୁ ଭଲ ପାଇବା ପାଇଛି। ଏହି ଫିଲ୍ମ ଚଳିତ ବର୍ଷ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଛି। ଭାରତ ତଥା ବିଦେଶରେ ଏହି ଚଳଚ୍ଚିତ୍ର ବହୁତ ଭଲ ପ୍ରତିକ୍ରିୟା…
ଶାଶୁ ଘରେ ପ୍ରଥମ ରୋଷେଇରେ ହାଲୁଆ ତିଆରି କଲେ ହଂସିକା
ମୁମ୍ବାଇ: ଅଭିନେତ୍ରୀ ହଂସିକା ମୋଟଓ୍ବାନି ଏବଂ ତାଙ୍କ ପ୍ରେମିକା ସୋହେଲ କାଥୁରିଆ ରବିବାର ଜୟପୁରର ମୁଣ୍ଡୋଟା ଦୁର୍ଗ ଏବଂ ପ୍ୟାଲେସ୍ରେ ସାତଫେରା ନେଇଛନ୍ତି। ନିକଟରେ ବିବାହ ପରେ ନବ ବିବାହିତ ଦମ୍ପତି ମୁମ୍ବାଇ ଫେରିଛନ୍ତି। ହଂସିକା ବର୍ତ୍ତମାନ ତାଙ୍କ ଶାଶୁ ଘରେ…
ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଦୌଡରେ ୫ ନାମ: ଆଗରେ ଅଛନ୍ତି ପ୍ରତିଭା ସିଂ
ଶିମଲା,୯।୧୨: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ବହୁମତ ହାସଲ କରି ସରକାର ଗଠନ କରିବାକୁ ଯାଉଛି। ରାଜ୍ୟର ୬୮ ସିଟ୍ରୁ କଂଗ୍ରେସ ୪୦ଟି ଆସନ ଜିତିଥିବା ବେଳେ ଭାଜପା ୨୫ ଏବଂ ନିର୍ଦ୍ଦଳୀୟଙ୍କ ସପକ୍ଷରେ ୩ଟି ଆସନ ଯାଇଛି। ହିମାଚଳ…
ହିମାଚଳ ପ୍ରଦେଶ ବିଧାନସଭାର ୬୮ ଆସନ, ବିଜୟୀ ହେଲେ ଜଣେ ମହିଳା
ଶିମଲା,୯ ।୧୨: ହିମାଚଳ ପ୍ରଦେଶ ବିଧାନସଭାର ଫଳାଫଳ ଆସି ସାରିଛି । ଏଠାରେ ୬୮ ବିଧାନସଭା ଆସନରେ କଂଗ୍ରେସ ବହୁମତ ହାସଲ କରି ଏବେ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି । ଏଠାରେ ପ୍ରତି ୫ ବର୍ଷରେ ଶାସନ କ୍ଷମତା…
ମୈନପୁରୀ ଉପନିର୍ବାଚନ ପାଇଁ ଭାଜପା ଟିକେଟ୍ ମାଗୁଥିଲେ ଶିବପାଲ: ଭାଜପା ଏମ୍ପି
ଲକ୍ଷ୍ନୌ,୯।୧୨:ଉତ୍ତରପ୍ରଦେଶରେ ତିନିଟି ଆସନ ପାଇଁ ଉପ-ନିର୍ବାଚନର ଫଳାଫଳ ପରେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ସମାଜବାଦୀ ପାର୍ଟିର ପ୍ରାର୍ଥୀ ତଥା ଅଖିଳେଶ ଯାଦବଙ୍କ ସ୍ତ୍ରୀ ଡିମ୍ପଲ ଯାଦବ ମୈନପୁରୀ ଲୋକ ସଭା ଆସନରେ ଏକ ବଡ଼ ବିଜୟ ହାସଲ କରିଛନ୍ତି।…
ମେଟାରୁ ଛଟେଇ ହେଲେ ଭାରତୀୟ ମୂଳ ବାସିନ୍ଦା ସୁରଭି ଗୁପ୍ତା, ନେଟଫ୍ଲିକ୍ସ ଶୋ’ରେ ଆସିଥିଲେ ନଜର
ନୂଆଦିଲ୍ଲୀ,୯ ।୧୨: ଏବେ ବଡ ବଡ କମ୍ପାନୀରେ ଛଟେଇ ଅଭିଯାନ ଚାଲିଛି । ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ବି ଏଥିରୁ ଗୋଟିଏ । ନିକଟରେ ମେଟା ତା’ର ହଜାର ହଜାର କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଇ ଦେଇଛି ଅର୍ଥାତ୍ ଛଟେଇ…
ତବଲା ବାଜୁଥିବା ଯାଏ ମନେରହିବେ…
ପଣ୍ଡିତ ଉମେଶ ଚନ୍ଦ୍ର କର। ତବଲା ବାଦନରେ ସେ ଥିଲେ ଅଦ୍ୱିତୀୟ। ତାଙ୍କ ତବଲା ଧ୍ୱନି ଶ୍ରୋତାଙ୍କୁ ଝୁମାଉଥିଲା। ଆଉ ନୃତ୍ୟ, ସଙ୍ଗୀତରେ ଜୀବନ ଭରୁଥିଲା। କେବଳ ରାଜ୍ୟ ନୁହେଁ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସେ ନିଜର ସ୍ବତନ୍ତ୍ର କଳା…
କରୋନା ବାଧା ଯୋଗୁ ମ୍ୟାଲେରିଆରେ ହୋଇଛି ୬୩,୦୦୦ ମୃତ୍ୟୁ: ଡବ୍ଲୁଏଚଓ
ଜେନେଭା,୯ ।୧୨: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ଏକ ରିପୋର୍ଟ ଅନୁଯାୟୀ, କୋଭିଡ-୧୯ ମହାମାରୀ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ କରାଯାଉଥିବା ଉଦ୍ୟମକୁ ଅଟକାଇ ଦେଇଥିଲା । ଏହାଦ୍ୱାରା ୨ ବର୍ଷ ମଧ୍ୟରେ ସାରା ବିଶ୍ୱରେ ମ୍ୟାଲେରିଆ ଯୋଗୁ ୬୩,୦୦୦ ଅତିରିକ୍ତ ମୃତ୍ୟୁ ହୋଇଛି…
ଦାୟିତ୍ୱରେ ଥିବା ବିଜେଡି ନେତା ପୁଣି ଯିବେ ପଦ୍ମପୁର
ଭୁବନେଶ୍ବର,୯ା୧୨(ବ୍ୟୁରୋ):ପଦ୍ମପୁର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜେଡି ନେତା ଓ କର୍ମୀ ଦଳୀୟ କାର୍ଯ୍ୟାଳୟଠାରେ ବାଜା ବଜାଇ, ବାଣ ଫୁଟାଇ ସେଲିବ୍ରେଶନ କରିଛନ୍ତି। କେବଳ ସେତିକି ନୁହେଁ, ସବୁ କର୍ମୀ ଏବଂ ନେତା ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟଠାରେ…
ଗୁଜରାଟ ନିର୍ବାଚନରେ ପରାଜୟ ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେଲେ କଂଗ୍ରେସ ପ୍ରଭାରୀ ରଘୁ ଶର୍ମା
ଅହମଦାବାଦ,୯ ।୧୨: ଚଳିତ ଥର ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜୟ ସ୍ୱୀକାର କରିଛି । ସ୍ୱାଧୀନତା ପରେ କଂଗ୍ରେସ ଏତେବଡ ପରାଜୟର ସାମ୍ନା କେବେବି କରି ନ ଥିଲା । ଏହି ପରାଜୟ ପାଇଁ ନିଜକୁ ଦାୟୀ…
ବିଶ୍ୱକପ୍ ପରେ କେମିତି ବ୍ୟବହାର ହେବ ଷ୍ଟାଡିୟମ
ଦୋହା,୯ା୧୨(ପି.ଟି.):କାତାରରେ ଫୁଟବଲ ବିଶ୍ୱକପ୍ ଧୀରେ ଧୀରେ ଆଗେଇବା ସହିତ ବର୍ତ୍ତମାନ ନକ୍ଆଉଟ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ୧୫ ଦିନ ପରେ ଶେଷ ହେବ ଫୁଟବଲର ଏହି ମହାକୁମ୍ଭ। ତେବେ ବିଶ୍ୱକପ୍ ସମାପ୍ତ ହେବା ପରେ ଷ୍ଟାଡିୟମଗୁଡିକର ଅବସ୍ଥା କ’ଣ ହେବ ଏହାକୁ…
Archives


