Home Left

ବୁର୍ଖା ପିନ୍ଧି ନାଚିବାରୁ ୪ କଲେଜ ଛାତ୍ର ନିଲମ୍ବିତ

ବେଙ୍ଗାଲୁରୁ,୯।୧୨: ବୁର୍ଖା ପିନ୍ଧି ନାଚିବାରୁ କଲେଜରୁ ଛାତ୍ରଙ୍କୁ ନିଲମ୍ବିତ କରାଯାଇଛି। କର୍ନାଟକର ମାଙ୍ଗାଲୁରୁରେ ଥିବା ଏକ ଇଞ୍ଜିନିୟରିଂ କଲେଜରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ୪ ଜଣ ଛାତ୍ର କଲେଜ ଇଭେଣ୍ଟରେ ବଲିଉଡ ଗୀତରେ ବୁର୍ଖା ପିନ୍ଧି ନାଚୁଥିବାର ନଜର ଆସିଥିଲେ।…

କ୍ୱାକ୍‌ଙ୍କ ହାତରେ ରୋଗୀସେବା

ନୟାଗଡ଼ ଅଫିସ,୯।୧୨: ବଣପାହାଡ଼ ଘେରା ନୟାଗଡ଼ ଜିଲାରେ ଅପାଠୁଆ ଡାକ୍ତର, ନକଲି ଡାକ୍ତର ତଥା କ୍ୱାକ୍‌ଙ୍କ ଚାହିଦା ବଢ଼ି ଚାଲିଛି । ଘରକୁ ଘର ବୁଲି ରୋଗୀମାନଙ୍କୁ ଯୋଗାଇ ଚାଲିଛନ୍ତି ସ୍ବାସ୍ଥ୍ୟସେବା । ପୁଣି ଟଙ୍କା ନ ଥିଲେ ବାକିରେ ଔଷଧ,…

ରେଖାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଅଭିନେତ୍ରୀ ରେଖାଙ୍କ ଅଭିନୟ ଆଜି ବି ଦର୍ଶକଙ୍କୁ ମତୁଆଲା କରେ। କେବଳ ଅଭିନୟ ନୁହେଁ, ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ସର୍ବଦା ଚର୍ଚ୍ଚା ହୋଇଥାଏ। ରେଖା ବହୁତ କମ ଫିଲ୍ମରେ ଅଭିନୟ କରନ୍ତି। ସେ ଦାମୀ କାରରେ ବୁଲନ୍ତି ଏବଂ ବିଳାସପୂର୍ଣ୍ଣ…

୧୬ରୁ ବାଘୁଆ ଜଳଭଣ୍ଡାରରୁ ଛଡ଼ାଯିବ ପାଣି

ବୁଗୁଡା,୯ା୧୨(ଡି.ଏନ.ଏ.): ବୁଗୁଡାସ୍ଥିତ ବାଘୁଆ ଜଳସେଚନ କାର୍ଯ୍ୟାଳୟରେ ରବି ଚାଷ ପାଇଁ ଚାଷୀମାନଙ୍କ କ୍ଷେତରେ ଜଳଯୋଗାଣ ନିମନ୍ତେ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାଘୁଆ ଜଳସେଚନ ସହ ନିର୍ବାହୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ପାଳ ସଭାପତିତ୍ୱ କରିଥିଲେ। ନିର୍ବାହୀ ଯନ୍ତ୍ରୀ ବୈଠକରେ…

୧୧ କେଭି ବିଦ୍ୟୁତ୍‌ ତାରକୁ ନେଇ ଉତ୍ତେଜନା

ଛେଣ୍ତିପଦା,୯ା୧୨ (ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗ୍ରାମରେ ଛିଣ୍ଡିପଡ଼ିଥିବା ୧୧ କେଭି ବିଦ୍ୟୁତ୍‌ ତାରକୁ ନେଇ ୨ ଦିନ ହେଲା ଉତ୍ତେଜନା ଦେଖାଦେଇଛି। ଘର ଉପରେ ଯାଇଥିବା ଏହି ହାଇଭୋଲଟେଜ ତାର ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ଗ୍ରାମବାସୀ ଅଡ଼ି…

ଆଶା ବାନ୍ଧିଛି ଅନ୍ତୁଡ଼ିଶାଳ

ଅନୁଗୋଳ ଅଫିସ,୯ା୧୨: ଶେଷହେଲା ଶୃଙ୍ଖଳା ଶିକ୍ଷା। ପଢ଼ାଗଲା ଜନସାଧାରଣଙ୍କ ସହ ସମ୍ପର୍କ ରକ୍ଷାର ପାଠ। ଦିଆଗଲା ଶାରୀରିକ ଭାଷା, ଡ୍ରିଲ୍‌, ବନ୍ଧୁକ ଚାଳନା ଓ ଆଣ୍ଟି ନକ୍ସଲ ଟ୍ରେନିଂ। ଦୀର୍ଘ ଦେଢ଼ବର୍ଷର ତାଲିମ ପରେ ଏବେ କର୍ମକ୍ଷେତ୍ରକୁ ଓହ୍ଲାଇବେ ୧୨୬ ପୋଲିସ…

ଟିଏମସିରେ ଯୋଗ ନ ଦେବାରୁ ଛାତ୍ରଙ୍କୁ ରାଗିଂ

କୋଲକତା,୯।୧୨: କୋଲକାତାର ଆଇନ ମହାବିଦ୍ୟାଳୟରେ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଅଧ୍ୟୟନ କରୁଥିବା ପ୍ରଥମ ବର୍ଷର ଛାତ୍ର ତୃଣମୂଳ କଂଗ୍ରେସ ଛାତ୍ର ପରିଷଦ (ଟିଏମସିପି)ରେ ଯୋଗ ନ ଦେବାରୁ ତାଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। କଲେଜ ମ୍ୟାନେଜମେଣ୍ଟକୁ…

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଯୋଧପୁର,୯।୧୨: ରାଜସ୍ଥାନର ଯୋଧପୁରର ଏକ ଗ୍ରାମରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଏହି ଘଟଣାରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜିଲା କଲେକ୍ଟର ହିମାଂଶୁ ଗୁପ୍ତାଙ୍କ ଅନୁଯାୟୀ, ଭୁଙ୍ଗରା ଗ୍ରାମରେ ଏକ ବିବାହ…

ଜୁଆଙ୍ଗଙ୍କ ବିକାଶ ପାଇଁ ଯୋଜନା

ଢେଙ୍କାନାଳ ଅଫିସ,୯।୧୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ଜୁଆଙ୍ଗ ବହୁଳ ଦୁର୍ଗମ ପୁଟିପାଳ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୁରୁବାର ଜିଲାପାଳ ସରୋଜ କୁମାର ସେଠୀଙ୍କ ସମେତ ଜିଲା ଓ ବ୍ଲକ…

ବିଏସ୍‌ଏଫ୍‌ ଯବାନଙ୍କୁ ଭାରତକୁ ହସ୍ତାନ୍ତର କଲା ପାକିସ୍ତାନ

ଇସ୍‌ଲାମାବାଦ୍‌,୯।୧୨: ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ପଞ୍ଜାବ ସେକ୍ଟରରୁ ଭୁଲରେ ପାକିସ୍ତାନକୁ ପଳାଇଥିବା ବିଏସ୍‌ଏଫ୍‌ ଯବାନଙ୍କୁ ଭାରତକୁ ହସ୍ତାନ୍ତର କରିଛି ଇସ୍‌ଲାମାବାଦ। ବୁଧବାର ପାକିସ୍ତାନ ରେଞ୍ଜର୍ସ ଉକ୍ତ ଯବାନଙ୍କୁ କାବୁ କରିିନେଇଥିଲେ। କେବଳ ସେତିକି ନୁହେଁ, ଉକ୍ତ ଯବାନଙ୍କୁ ପାକିସ୍ତାନ ଦୀର୍ଘ…

ଅପରାହ୍ନରେ କଂଗ୍ରେସ ବିଧାୟକଙ୍କ ବୈଠକ

ଶିମଲା,୯।୧୨: ହିମାଚଳ ପ୍ରଦେଶରେ ଭାଜପାକୁ ହରାଇ ପୁଣି ୫ ବର୍ଷ ପରେ କ୍ଷମତାକୁ ଆସିଛି କଂଗ୍ରେସ। ନିର୍ବାଚନରେ କଂଗ୍ରେସ ବହୁମତ ହାସଲ କରି ସରକାର ଗଠନ କରିବାକୁ ଯାଉଛି। ରାଜ୍ୟର ୬୮ ସିଟ୍‌ରୁ କଂଗ୍ରେସ ୪୦ଟି ଆସନ ଜିତିଥିବା ବେଳେ ଭାଜପା…

୭୬ତମ ଜନ୍ମଦିନରେ ସୋନିଆଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୯।୧୨: କଂଗ୍ରେସ ନେତା ସୋନିଆ ଗାନ୍ଧୀ ଶୁକ୍ରବାର ନିଜର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଶୁକ୍ରବାର ମୋଦି ଟୁଇଟ କରି ତାଙ୍କର ଦୀର୍ଘାୟୁ ଓ ସ୍ବାସ୍ଥ୍ୟ କାମନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri