ଫଡନଭିସଙ୍କୁ ଭେଟିଲେ ଶ୍ରଦ୍ଧାଙ୍କ ପିତା, କହିଲେ ଶୀଘ୍ର ମିଳୁ ନ୍ୟାୟ
ମୁମ୍ବାଇ/ନୂଆଦିଲ୍ଲୀ,୯ ।୧୨: ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ଅଭିଯୁକ୍ତ ଆଫତାବ ଅମିନ ପୁନାୱାଲାଙ୍କୁ ଦିଲ୍ଲୀ ପୋଲିସ କୋର୍ଟରେ ହାଜର କରାଇଛି । ସେ ଭିଡିଓ କନଫରେନ୍ସ ଜରିଆରେ ଉପସ୍ଥିତ ହୋଇଥିଲେ । ଏହି ସମୟରେ ଦିଲ୍ଲୀ ପୋଲିସର ତୃତୀୟ ବାଟାଲିୟନ ନିକଟରେ…
ରିଲିଜ୍ ହେଲା କାଜଲଙ୍କ ଫିଲ୍ମ ‘ସଲାମ ଭେଙ୍କି’
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜଲଙ୍କ ଅଭିନୀତ ଫିଲ୍ମ ‘ସଲାମ ଭେଙ୍କି’ ଶୁକ୍ରବାର ମୁକ୍ତିଲାଭ କରିଛି। ଯାହାକୁ ଦର୍ଶକ ବହୁ ଦିନରୁ ଅପେକ୍ଷା କରି ରହିଥିଲେ। ଅମିର ଖାନ ମଧ୍ୟ ଏହି ଫିଲ୍ମରେ ଏକ କ୍ୟାମୋ ରୂପରେ ମଧ୍ୟ ଦେଖିବାକୁ ମିଳିବ। ‘ଲାଲ…
ବାତ୍ୟା ‘ମାଣ୍ଡୋସ୍’କୁ ନେଇ ଚେନ୍ନାଇ ଏୟାରପୋର୍ଟରୁ ବାତିଲ ହେଲା ବିମାନ
ଚେନ୍ନାଇ,୯।୧୨: ଖରାପ ପାଗ ଯୋଗୁ ତାମିଲନାଡୁର ବିମାନ ଉପରେ ପ୍ରଭାବ ପଡ଼ିଛି। ଶୁକ୍ରବାର ଚେନ୍ନାଇ ବିମାନବନ୍ଦରରେ ଖରାପ ପାଗ ଯୋଗୁ ଅନେକ ବିମାନକୁ ବାତିଲ କରାଯାଇଥିବା ଜଣାପଡ଼ିଛି। ଏନେଇ ବିମାନବନ୍ଦରର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶୁକ୍ରବାର ମଧ୍ୟରାତ୍ରିରୁ ଚେନ୍ନାଇ ଉପକୂଳ ନିକଟରେ…
୨୦୨୩ରେ ରିଲିଜ ହେବ ରାଣୀଙ୍କ ଏହି ଫିଲ୍ମ
ମୁମ୍ବାଇ: ବିବାହ ପରଠାରୁ ଫିଲ୍ମ ସ୍କ୍ରିନରେ ରାଣୀ ମୁଖାର୍ଜୀଙ୍କୁ କ୍ୱଚିତ୍ ଦେଖିବାକୁ ମିଳେ। ସେ ପ୍ରତି ଦୁଇ ବର୍ଷରେ କେବଳ ଗୋଟିଏ ଫିଲ୍ମ କରନ୍ତି। କିନ୍ତୁ ତାଙ୍କର ବଳିଷ୍ଠ ଅଭିନୟ ପାଇଁ ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିଥାନ୍ତି। ‘ବଣ୍ଟି ଔର୍ ବବ୍ଲି ୨’…
ମଧ୍ୟରାତ୍ରରେ ସ୍ଥଳ ଭାଗ ଛୁଇଁବ ମାଣ୍ଡୋସ
ଚେନ୍ନାଇ,୯।୧୨: ବାତ୍ୟା ମାଣ୍ଡୋସ୍ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଶୁକ୍ରବାର ମଧ୍ୟରାତ୍ରରେ ପୁଡ଼ୁଚେରୀ ଓ ଶ୍ରୀହରିକୋଟା ସହ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେତିକିବେଳେ ଘଣ୍ଟା ପ୍ରତି ୮୫ କି.ମି. ବେଗରେ…
ଶନିବାର ବସିବ ବିଧାୟକ ଦଳର ବୈଠକ
ଅହମ୍ମଦାବାଦ,୯।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପାର ଐତିହାସିକ ବିଜୟ ହୋଇଛି। ଏହାପରେ ନୂତନ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ସପ୍ତାହରେ ଶପଥ ଗ୍ରହଣ ସମାରୋହ ଆୟୋଜନ କରିବା ପାଇଁ ଭାଜପା ଯୋଜନା କରିଛି। ବର୍ତ୍ତମାନ ଦଳ ପକ୍ଷରୁ…
ଆଉ ୧୪ ଦିନ ନ୍ୟାୟିକ ହେପାଜତରେ ରହିବେ ଅଫତାବ
ନୂଆଦିଲ୍ଲୀ,୯।୧୨: ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବଙ୍କୁ ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ଦିଲ୍ଲୀ ସାକେତ କୋର୍ଟରେ ହାଜର କରାଯାଇଥିଲା। ତେବେ କୋର୍ଟ ଅଫତାଭଙ୍କ ନ୍ୟାୟିକ ହେପାଜତକୁ ଆଉ ୧୪ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ସୂଚନା ମିଳିଛି।…
ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ସଚେତନତା
ଦାରିଙ୍ଗବାଡ଼ି,୯।୧୨(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକଠାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହିକ୍ରମରେ ଗୁରୁବାର ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ସମ୍ପର୍କରେ ଇକୋ ରିଟ୍ରିଟରେ…
ବିବାହ ବାର୍ଷିକୀ ପାଳନ କଲେ ଭିକି-କ୍ୟାଟ୍ରିନା
ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ଆଜି ଅର୍ଥାତ୍ ଡିସେମ୍ବର ୯ରେ ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ସକାଳୁ ସେମାନଙ୍କ ପ୍ରଶଂସକମାନେ ଉଭୟଙ୍କ ପୋଷ୍ଟକୁ ଅପେକ୍ଷା କରିଥିଲେ। ବର୍ତ୍ତମାନ ସମସ୍ତଙ୍କର ଅପେକ୍ଷା ଶେଷ ହୋଇଛି ଏବଂ…
ନିଜ କ୍ୟାବିନେଟ ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଭୂପେନ୍ଦ୍ର ପଟେଲ
ଅହମ୍ମଦାବାଦ,୯।୧୨: ଗୁଜରାଟରେ ୧୫୬ ଆସନ ଜିତି ଭାଜପା ଏକ ଇତିହାସ ରଚିଛି। ଏହି ଐତିହାସିକ ବିଜୟ ପରେ ଏବେ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଏହାକୁ ନଜରରେ ରଖି ଭୂପେନ୍ଦ୍ର ପଟେଲ ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଦରୁ…
ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଜେଲ ଗଲେ ସ୍ବାମୀ
ଝାରସୁଗୁଡ଼ା ଅଫିସ୍,୯ା୧୨: ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ବନହରପାଲି ଥାନା ପୋଲିସ ଅଭିଯୁକ୍ତ ସ୍ବାମୀ ଶ୍ୟାମଲାଲ୍ ଓରାମ(୪୭)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସ୍ତ୍ରୀ ବାସନ୍ତି ଓରାମଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୨୭୪/୨୨) ରୁଜୁକରି ତଦନ୍ତ ଚଳାଇଛି।…
ସ୍ବଚ୍ଛ ସାଥୀ, ସୁପରଭାଇଜରଙ୍କ ପ୍ରତିବାଦ
ଛତ୍ରପୁର,୯ା୧୨(ଡି.ଏନ୍.ଏ.): ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଞ୍ଜାମ ଜିଲାର ବିଭିନ୍ନ ପୌର ନିଗମ ଓ ଏନ୍ଏସିରେ ପରିମଳ କାମରେ ନିୟୋଜିତ ଶତାଧିକ ସ୍ବଚ୍ଛ ସାଥୀ ଓ ସୁପରଭାଇଜର ନିଜର ଦରମା ବୃଦ୍ଧି, ଚାକିରିକୁ ନିୟମିତ କରିବା, ନିଯୁକ୍ତିପତ୍ର ପ୍ରଦାନ ଆଦି ଦାବି…
Archives


