ନଦୀପଠାରୁ ଗଛକଟା ଘଟଣାର ତଦନ୍ତ
ପାଣିକୋଇଲି,୧୧ା୧୨(ଡି.ଏନ.ଏ.): ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ପଞ୍ଚାୟତର ବରପଦା ମୌଜାରୁ ରାତିଅଧିଆ ଶତାଧିକ ଗଛ କଟାଯିବା ନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି। ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝି ଓ ଥାନାଧିକାରୀ ଚିନ୍ମୟୀ ବେହେରା ସଦଳବଳ ଘଟଣାସ୍ଥଳରେ…
ଭଙ୍ଗା କୁଡ଼ିଆରେ ଅଲେଖଙ୍କ ପରିବାର
ସିଂହପୁର,୧୧ା୧୨(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ଜରି ପଞ୍ଚାୟତ ଜରି ଗ୍ରାମ ତୋଟା ସାହିର ଅଲେଖ ମଳିକଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟିଛି। ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇ ତାଙ୍କ ପରିବାର ଭଙ୍ଗା କୁଡ଼ିଆରେ ଜୀବନ କାଟୁଛନ୍ତି। ଅଲେଖଙ୍କ ପରିବାର…
ବିକାଶ ଦେଖିବ ବତିଘର
କେନ୍ଦ୍ରାପଡ଼ା ଅଫିସ, ୧୧ା୧୨: ଏକାନ୍ତ ଭାବେ ଛିଡ଼ା ହୋଇଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଫଲ୍ସ ପଏଣ୍ଟର ବତିଘର ଏବେ ବିକାଶ ଦେଖିବ। ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ଗ୍ୟାଲେରି, ଜେଟି ନିର୍ମାଣ, ବିଶ୍ରାମ ଓ ଯାତ୍ରୀନିବାସ ସହ ସ୍ଥାନୀୟ ଲୋକସଂସ୍କୃତିକୁ ନେଇ…
ଫଳକରେ ସୀମିତ ଗଣ୍ଡାନାଳ ବିଜୁ ସେତୁ
କଳିଙ୍ଗନଗର,୧୧ା୧୨(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳସ୍ଥିତ ଦାନଗଦି ବ୍ଲକ୍ର ରାଣୀପଡ଼ା ଏବଂ ଓଲ୍ଲଳ ପଞ୍ଚାୟତ ମଧ୍ୟ ଦେଇ ପ୍ରବାହିତ ହେଉଛି ଚିରସ୍ରୋତା ଗଣ୍ଡାନାଳ। ବର୍ଷ ତମାମ ଏହି ନାଳରେ ପାଣିରେ ପଶି ଲୋକେ ଯାତାୟାତ କରୁଥିବାବେଳେ ବର୍ଷା ଦିନେ ବହୁ ହଇରାଣ ହରକତ ହେଉଛନ୍ତି।…
କେନ୍ଦୁଝରରେ ଡବଲ ମର୍ଡର
କେନ୍ଦୁଝର,୧୧ା୧୨(ସ୍ବ.ପ୍ର.): ଦୈତାରୀ ଥାନା ଅନ୍ତର୍ଗତ ରାସୋଳ ଗ୍ରାମରେ ଶନିବାର ରାତିରେ ଦମ୍ପତିଙ୍କୁ ହାଣି ହତ୍ୟା କରାଯିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେମାନେ ଘର ବାହାରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ମୁଣ୍ଡ ଓ ବେକକୁ ହାଣି…
ସନ୍ତରଣ ଶିଖିବା ବେଳେ ମହାନଦୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା
କଟକ ଅଫିସ,୧୧ା୧୨: ସନ୍ତରଣ ଶିଖୁଥିବା ବେଳେ ରବିବାର ମହାନଦୀରେ ବୁଡ଼ି ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ସୋହେଲ ଖାନ୍। ତାଙ୍କ ଘର କଟକର ପୀରବଜାର ଅଞ୍ଚଳରେ। ସୋହେଲ ଆଜି ସକାଳେ ସନ୍ତରଣ ଶିଖିବା ପାଇଁ ୨୦/୨୫ ଜଣଙ୍କ…
ହତ୍ୟାର ୭ ବର୍ଷ ପରେ ଫେରିଲେ ମହିଳା, ପୋଲିସର କାର୍ଯ୍ୟ ପ୍ରଣାଳୀ ଉପରେ ପ୍ରଶ୍ନ ଚିହ୍ନ, ୨ ନିର୍ଦ୍ଦୋଷ ୩ ବର୍ଷ ହେଲା ଜେଲରେ…
ଦୌସା/ଲକ୍ଷ୍ନୌ,୧୧।୧୨ : ରାଜସ୍ଥାନର ଦୌସା ଏକ ଆଶ୍ଚର୍ଯ୍ୟ ଜନକ ଫିଲ୍ମ ଷ୍ଟାଇଲର ଘଟଣା ଘଟିଛି। ଏଠାରେ ଜଣେ ମହିଳା ପୋଲିସକୁ ଆଶ୍ଚର୍ଯ୍ୟ କରିଛନ୍ତି। ଏହାର କାରଣ ହେଉଛି ତାଙ୍କ ହତ୍ୟା ମାମଲା। ଏହି ମହିଳାଙ୍କ ହତ୍ୟା ମାମଲା ପୋଲିସ ଫାଇଲରେ ପଞ୍ଜିକୃତ…
ଅଗ୍ନିକାଣ୍ଡରେ ଜଳିଗଲା ଶହଶହ ଧାନ ବିଡ଼ା
ପାଟଣା,୧୧ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୂଳି ପଞ୍ଚାୟତ ଭୁଲୁଦା ମଝି ସାହି ଖଳାରେ ଶନିବାର ରାତିରେ ଅଗ୍ନିକାଣ୍ଡ ଘଟିବାରୁ ୩ ଜଣ ଚାଷୀ ଶହଶହ ଧାନ ବିଡ଼ା ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଖଳାରେ ଅଗ୍ନିକାଣ୍ଡ କିଭଳି ଘଟିଲା ତାହା…
ପୋଷ୍ଟ ମାଷ୍ଟରଙ୍କ ନାଁରେ ଜବ୍କାର୍ଡ
ଦିଗପହଣ୍ଡି,୧୧ା୧୨(ଡି.ଏନ୍.ଏ): ଦିଗପହଣ୍ଡି ବ୍ଲକ ଏମ୍ଜିଏନ୍ଆର୍ଇଜିଏସ୍ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଶ୍ରମିକ ବଦଳରେ ମେଶିନ ଜରିଆରେ କାମ କରାଯାଉଛି। ସେହିପରି କାମ କରି ନ ଥିବା ଲୋକଙ୍କ ନାଁରେ ମଷ୍ଟର ରୋଲ କରାଯାଇ ଅର୍ଥ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି।…
ଗୁମର ଖୋଲିବାକୁ କହୁଥିବା ଅର୍ଚ୍ଚନାଙ୍କ ପାଟି ଚୁପ୍
ଭୁବନେଶ୍ୱର, ୧୧।୧୨ (ବ୍ୟୁରୋ): ‘ମୋତେ ଫସାଇ ଦିଆଯାଇଛି। ପାଟି, ଆଖି, କାନ ବନ୍ଦ କରି ରଖାଯାଇଛି। ମୁଁ ମୁହଁ ଖୋଲିଲେ ରାଜ୍ୟ ଦୋହଲିଯିବ। ଇଡିକୁ ଅପେକ୍ଷା କରିଥିଲି, ଏବେ ମୁହଁ ଖୋଲିବାକୁ ସୁଯୋଗ ମିଳିବ। ମୋତେ ୩୦ ମିନିଟ୍ ଦିଆଯାଉ। ନେତା,…
କାନାଡାରେ ଥମୁନାହିଁ ଶିଖଙ୍କ ଉପରେ ଆକ୍ରମଣ, ଘରେ ପସି ମହିଳାଙ୍କୁ ହତ୍ୟା
ଓଟାୱା,୧୧ ।୧୨: କାନାଡାରେ ଏବେ ଭାରତୀୟଙ୍କ ଉପରେ ଆକ୍ରମଣ କମ ହେବାର ନାଁ ନେଉନି । ଏଥିରେ ବିଶେଷ ଭାବେ ଶିଖଙ୍କୁ ଟାର୍ଗେଟ କରାଯାଉଛି । ତାଜା ସୂଚନା ଅନୁଯାୟୀ, କାନାଡାର ସର୍ରେରେ ଜଣେ ୪୦ ବର୍ଷୀୟ ମହିଳାଙ୍କୁ ତାଙ୍କ ଘରେ…
ବାଧା ଦେଇନି ବୟସ: ଦ୍ୱିତୀୟ ଥର ମାଷ୍ଟର ଡିଗ୍ରୀ ହାସଲ କଲେ ଜେଜେମା’
ପଢ଼ିବା ଏବଂ ଲେଖିବା ପାଇଁ ବୟସର କୌଣସି ସୀମା ନ ଥାଏ। ଏହାକୁ କିଛି ଲୋକ ଗମ୍ଭୀରତାର ସହ ନେଇ ନିଜ ଇଚ୍ଛାଶକ୍ତି ବଳରେ ଏହାକୁ ପ୍ରମାଣ ବି କରାଇଥାନ୍ତି। ସାଧାରଣତଃ କଲେଜ ପାଠପଢ଼ା ୨୦-୨୨ ବର୍ଷ ମଧ୍ୟରେ ଶେଷ ହୋଇଯାଏ।…
Archives


