କପି କରି ଗୋଟିଏ କେନ୍ଦ୍ରରୁ ଧରାପଡ଼ିଲେ ୩୩ ଛାତ୍ରୀଛାତ୍ର

କେନ୍ଦୁଝର,୧୮ା୩(ସ୍ବ.ପ୍ର.): ତେଲକୋଇ ବ୍ଲକ ଅନ୍ତର୍ଗତ ଏସ୍‌ସି/ଏସ୍‌ଟି ବିଭାଗ ଦାରା ପରିଚାଳିତ ହାଇସ୍କୁଲର ରାଇସୁଆଁ କେନ୍ଦ୍ରରେ ସ୍ବତନ୍ତ୍ର ସ୍କ୍ବାଡ(୧୬ ନଂ) ଚଢ଼ାଉ କରି ୩୩ ଜଣ କପି କରୁଥିବା ବେଳେ ଧରିଛନ୍ତି। କୌଣସି ସୂତ୍ରରୁ ଖବର ପାଇ ଡକ୍ଟର ଅକ୍ଷୟ କୁମାର ରଣା ଓ ଡକ୍ଟର ପ୍ରସନ୍ନ ପଣ୍ଡାଙ୍କ ନେତୃତ୍ୱରେ ଏହି ସ୍କ୍ବାଡ ଶନିବାର ଚଢ଼ାଉ କରିଥିଲେ। ସ୍ବଚ୍ଛ ପରୀକ୍ଷା ପାଇଁ କେନ୍ଦ୍ରର ଅଧୀକ୍ଷକ ଓ ଉପଅଧୀକ୍ଷକଙ୍କୁ ବଦଳାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ଶିକ୍ଷାବିଭାଗକୁ ଜଣାଇଛନ୍ତି ବୋଲି ଡକ୍ଟର ରଣା କହିଛନ୍ତି। ଉକ୍ତ କେନ୍ଦ୍ର ଦାୟିତ୍ୱରେ ଅନ୍ୟ ଜଣେ ନିଯୁକ୍ତି ଦେବାକୁ କୁହାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଡିଓ, ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ଉଦ୍ୟମ, ୩ ଅଟକ

ଯାଜପୁର ଅଫିସ,୧୮ା୪: ରସୁଲପୁର ବ୍ଲକ ଅନ୍ତର୍ଗତ ବଡ଼କଇଁଚି ପଞ୍ଚାୟତର ଗୋପୀନାଥପୁର ବଡ଼କଇଁଚି ଗ୍ରାମରେ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ା ଓ...

ବାପାଙ୍କୁ ଛୁରି ଭୁସି ହତ୍ୟା କଲା ବଡପୁଅ  

ଖୁଣ୍ଟୁଣୀ,୧୨ା୭(ଡି.ଏନ୍‌.ଏ.): ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମୁଷୁଳିଆ ଗ୍ରାମ ମୁଣ୍ଡାସାହିର ନାଥ ପୂର୍ତ୍ତିଙ୍କୁ ଶନିବାର ରାତି ପ୍ରାୟ ୧୦ଟାରେ ତାଙ୍କ ବଡ଼ପୁଅ ଛୁରି ଭୁସି ହତ୍ୟା କରିଛନ୍ତି।...

କମୁଛି କରୋନା, ଚିହ୍ନଟ ହେଲେ ୧୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୪୨୨...

କ୍ଷୋଭ ପ୍ରକାଶ କଲେ ଲୋକାୟୁକ୍ତ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ପିପିଇ କିଟ୍‌ ଓ ମାସ୍କ ଦୁର୍ନୀତି ଅଭିଯୋଗ ମାମଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ତଥ୍ୟ ଦେଇପାରିନାହାନ୍ତି। ତେଣୁ ଏହାକୁ ନେଇ ଲୋକାୟୁକ୍ତ କ୍ଷୋଭ ପ୍ରକାଶ...

ଦ୍ୱିତୀୟ ବିବାହ ଅଭିଯୋଗ: ବରଙ୍କୁ ଉଠାଇନେଲା ପୋଲିସ

ଭଞ୍ଜନଗର,୧୨।୧୨(ଡି.ଏନ.ଏ.)-ଭଞ୍ଜନଗର ପୋଲିସ ବୁଧବାର ଅପରାହ୍ନରେ ସୋରାଦେବୀ ମନ୍ଦିରରେ ଚାଲିଥିବା ଏକ ବିବାହ ବେଦୀରୁ ବରଙ୍କୁ ଉଠାଇ ଆଣିଛି। ସମ୍ପୃକ୍ତ ଯୁବକ ଜଣକ ଦ୍ୱିତୀୟ ବିବାହ କରୁଥିବା...

ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

ଫୁଲବାଣୀ ଅଫିସ, ୨୯ା୪: କନ୍ଧମାଳ ଜିଲା ଫୁଲବାଣୀ ପୌର ପରିଷଦରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି। ଗୋଟିଏ ଗୋଟିଏ ପରିବାର ୪ରୁ ୫ଟି ଆବାସ...

ବିଳମ୍ବ ହୋଇପାରେ ମୌସୁମୀ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଚଳିତ ବର୍ଷ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଟିକେ ସଅଳ ଆସିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଥିଲା। ମେ’ ୨୭ ସୁଦ୍ଧା...

ରାଜ୍ୟ ସରକାରଙ୍କ ମଦ ପ୍ରସାର ନୀତିକୁ ବିରୋଧ

ବିରିଡ଼ି,୨୨।୭(ଡି.ଏନ.ଏ): ରାଜ୍ୟ ସରକାରଙ୍କ ମଦ ପ୍ରସାର ନୀତିକୁ ବିରୋଧ କରି ସଚେତନତା ଅଭିଯାନ ଆରମ୍ଭ କରିଛି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ଯୁବ ଶାଖା...

Advertisement
Archives

Model This Week