କମଲ ଆର୍‌ ଖାଁଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି

ବମ୍ବେ: ଅଡ଼ୁଆରେ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହୁଥିବା କମଲ ଆର୍‌ ଖାଁ। ସର୍ବଦା ସେ ସୋସିଆଲ ମିଡିଆରେ ଫିଲ୍ମ ନଚେତ ଲୋକପ୍ରିୟ ସେଲିବ୍ରିଟିଙ୍କୁ କଟାକ୍ଷ କରୁଥିବା ଦେଖାଯାଏ। ଗତ ବର୍ଷ ସେ ଭାରତୀୟ ଫିଲ୍ମଜଗତର ବହୁମୁଖୀ ପ୍ରତିଭାଙ୍କ ମଧ୍ୟରୁ ଜଣେ, ମନୋଜ ବାଜପେୟୀଙ୍କୁ କଟାକ୍ଷ କରିଥିଲେ। ଅଭିନେତା କମଲଙ୍କ ବିରୋଧରେ ଇନ୍ଦୋର ଥାନାରେ ମାନହାନି ହୋଇଥିବା ନେଇ ଅଭିଯୋଗ କରିଥିଲେ। ଏବେ ଏହି ମାମଲାରେ ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରାଯାଇଛି।

୨୦୨୧ରେ ଫିଲ୍ମ ସମୀକ୍ଷକ ବୋଲି ନିଜକୁ କହୁଥିବା କମଲ ମନୋଜଙ୍କୁ ‘ଡ୍ରଗ୍‌ ଆଡିକ୍ଟ’ ବୋଲି କହିଥିଲେ। ଘଟଣାକୁ ଗମ୍ଭୀରତାର ସହ ନେଇ ପୋଲିସ କାର୍ଯାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ କରିଛି। ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରାଯାଇଛି। ମାମଲାର ଆଗାମୀ ଶୁଣାଣୀ ମେ’ ୧୦ରେ ହେବ ବୋଲି ଅଭିନେତାଙ୍କ ଓକିଲ ପରେଶ ଜୋଶି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୦ ମସିହାକୁ ଡିଲିଟ୍‌ କରିବାକୁ ଚାହୁଁଛନ୍ତି ଅମିତାଭ !

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ। ଏବେ କରୋନା ଭାଇରସକୁ ନେଇ ମଧ୍ୟ ସେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ...

ଆଲିଆ ଖାଇଲେ ସାଦ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଘରକୁ ଖୁବ୍‌ଶୀଘ୍ର ନୂଆ ଅତିଥି ଆସିବେ। ଆଜିକାଲି ଆଲିଆ ଗର୍ଭଧାରଣ ସମୟକୁ ବେଶ୍‌ ଉପଭୋଗ କରୁଛନ୍ତି।...

ବିବାହ ବନ୍ଧନରେ ରାକ୍ଷୀ

ମୁମ୍ବାଇ: ନିଜର ମନ୍ତବ୍ୟକୁ ନେଇ ସର୍ବଦା ବିବାଦ ଘେରକୁ ଆସୁଥିବା ରାକ୍ଷୀ ସାଓ୍ବନ୍ତ ବିବାହ କରିଛନ୍ତି। ଏନ୍‌ଆର୍‌ଆଇ ରିତେଶଙ୍କୁ ସେ ବିବାହ କରିସାରିଥିବା ନିକଟରେ ସ୍ବିକାର...

ଯୁଦ୍ଧ ବିମାନ ଉଡାଇବେ କଙ୍ଗନା!

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରନାଓ୍ବତ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନମୋହିଥାନ୍ତି। ଏବେ ପୁଣି ତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ...

ମୋଦିଙ୍କ ନିକଟକୁ ପତ୍ର ଲେଖିଲେ କରନ

ମୁମ୍ବାଇ,୩ ।୧୦: ବଲିଉଡ୍‌ରେ ଚାଲିଥିବା ନେପୋଟିଜମ ଓ ଡ୍ରଗ୍ସ ମାମଲା ମଧ୍ୟରେ ନିର୍ଦ୍ଦେଶକ କରନ ଜୋହର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ଏକ ପତ୍ର ଲେଖିଛନ୍ତି...

ବାଲାକୋଟ୍‌ ଆକ୍ରମଣ ଉପରେ ନିର୍ମାଣ ହେବ ଫିଲ୍ମ, ନିର୍ଦ୍ଦେଶନା ଦେବେ ଅଭିଷେକ କପୁର

ବମ୍ବେ: ଉରି ପରେ ଏବେ ବାଲାକୋଟ୍‌ରେ ହୋଇଥିବା ଭାରତୀୟ ବାୟୁସେନାର ଆକ୍ରମଣକୁ ନେଇ ନିର୍ମାଣ ହେବାକୁ ଯାଉଛି ଫିଲ୍ମ। ଏଥିନେଇ ଆଗକୁ ଆସିଛନ୍ତି ବଲିଉଡ୍‌ର ନାମୀଦାମୀ...

ଲଭ୍‌ ଲେଟର ଲେଖି ମାଡ଼ ଖାଇଥିଲେ ଏହି ଅଭିନେତ୍ରୀ

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ସାଇ ପଲ୍ଲବୀ ପ୍ରାୟତହଃ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ସୁନ୍ଦର ଅଭିନୟ ପାଇଁ ଦର୍ଶକ ତାଙ୍କୁ ଖୁବ୍‌ ପସନ୍ଦ କରନ୍ତି। ବର୍ତ୍ତମାନ...

ରାଜକୁମାର ହିରାନୀଙ୍କ ଫିଲ୍ମରେ ନଜର ଆସିବେ ଶାହରୁଖ

ଶେଷରେ ଏକାଠି ହୋଇଛନ୍ତି ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଓ ନିର୍ଦ୍ଦେଶକ ରାଜକୁମାର ହିରାନୀ। ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ଫିଲ୍ମ କରିବେ ଶାହରୁଖ। ଶାହରୁଖ ଓ...

Advertisement
Archives

Model This Week