ନିଖିଲଙ୍କ ହାତ ଧରିଲେ ଦଲଜିତ  

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଦଲଜିତ କୌର। ପ୍ରେମିକ ନିଖିଲ ପଟେଲଙ୍କ ହାତ ଧରିଛନ୍ତି ସେ। କିଛି ଦିନ ଧରି ତାଙ୍କର ବିବାହ ଉତ୍ସବ ଚାଲିଥିବା ବେଳେ ଅଭିନେତ୍ରୀ ବିବାହ ଶେଷ ହୋଇଥିବା ନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ବିବାହ ଫଟୋ ଶେୟାର କରି ଦଲଜିତ କହିଛନ୍ତି, ଏକ ନୂଆ ଅଧ୍ୟାୟର ଆରମ୍ଭ। ସୋସିଆଲ ମିଡିଆରେ ସେ କରିଥିବା ପୋଷ୍ଟରେ ତାଙ୍କ ଖୁସି ସ୍ପଷ୍ଟ ବାରି ହୋଇ ପଡ଼ୁଛି। ତେବେ ଏହି ବିବାହରେ ଦଲଜିତଙ୍କ ପରିବାରଲୋକେ ଏବଂ ବନ୍ଧୁମାନେ କେବଳ ସାମିଲ ହୋଇଥିଲେ।
ଏକ ବନ୍ଧୁଙ୍କ ପାର୍ଟିରେ ନିଖିଲଙ୍କୁ ଭେଟିଥିଲେ ଦଲଜିତ। ଉଭୟଙ୍କ ମଧ୍ୟରେ ସନ୍ତାନକୁ ନେଇ କଥାବାର୍ତ୍ତା ଲାଗି ରହିଥିଲା। ପରେ ଏହି ବନ୍ଧୁତା ପ୍ରେମରେ ପରିବର୍ତ୍ତିତ ହୋଇଥିଲା। ପ୍ରଥମ ବିବାହରୁ ନିଖିଲଙ୍କୁ ୨ ଝିଅ ଥିବା ବେଳେ ଦଲଜିତଙ୍କର ପ୍ରଥମ ବିବାହରୁ ଜଣେ ପୁଅ ଅଛନ୍ତି। ଦୁହେଁ ପରସ୍ପରର ଅତିତକୁ ସ୍ବିକାର କରି ନୂଆ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିବାହ ପରେ ନବ ବିବାହିତ ଦମ୍ପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମରେ ଡେବ୍ୟୁ କରି ରେକର୍ଡ ସୃଷ୍ଟି କଲେ ଜେନିଫର୍‌

ହଲିଉଡ୍‌ ଅଭିନେତ୍ରୀ ଜେନିଫର୍‌ ଏନିଷ୍ଟନ୍‌ ପ୍ରତିଦିନ ପ୍ରଶଂସକମାନଙ୍କୁ କିଛି ନା କିଛି ସର୍‌ପ୍ରାଇଜ୍‌ ଦେଉଛନ୍ତି। ଏବେ ସୋସିଆଲ ମିଡିଆ ଜରିଆରେ ସେ ପ୍ରଶଂସକଙ୍କ ଆହୁରି ନିକଟତର...

୨୫ ବର୍ଷ ପରେ ପରଦାକୁ ଫେରୁଛନ୍ତି ଏହି ପ୍ରସିଦ୍ଧ ଅଭିନେତା

ପ୍ରସିଦ୍ଧ ଅଭିନେତା ଅମୁଲ ପାଲେକର ଦୀର୍ଘ ୨୫ ବର୍ଷ ପରେ ପରଦାକୁ ଫେରୁଛନ୍ତି। ସେ ଥ୍ରୀଲିଙ୍ଗ ଡ୍ରାମା ହିନ୍ଦୀ ପ୍ଲେ ‘କୁସୁର’ରେ ନଜର ଆସିବେ। ‘କୁସୁର’ର...

ପରଦାରେ ବିଶ୍ୱରୂପ

ଆକ୍ସନଭିତ୍ତିକ ଓଡିଆ ସିନେମା ‘ବିଶ୍ୱରୂପ-ବର୍ନ ଟୁ ଫାଇଟ୍‌’ ଚଳିତ ମାସ ୧୩ ତାରିଖରେ ପରଦା ଉପରକୁ ଆସୁଛି। ଚଳଚ୍ଚିତ୍ରର ମେଲ୍‌ ଲିଡ୍‌ରେ ଅଭିନୟ କରିଥିବା କଳାକାରଙ୍କର...

ରକ୍ତରେ ପ୍ରେମ ଚିଠି ଲେଖିଥିଲେ ଅମିର

ବଲିଉଡ ଅଭିନେତା ଅମିର ଖାନ ମିଷ୍ଟର ପର୍‌ଫେକ୍ଟନିଷ୍ଟ ଭାବେ ଜଣାଶୁଣା। ସେ ଭାରତୀୟ ସିନେମାକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି। ଫିଲ୍ମ ଅପେକ୍ଷା ସେ ନିଜ...

ମାସକୁ ୫୦୦ ଟଙ୍କା ରୋଜଗାର କରୁଥିବା ସାଧାରଣ ଯୁବକରୁ କମେଡିର ‘ବାଦ୍‌ଶାହା’

ବମ୍ବେ: କେତେବେଳେ ‘ଡା. ମଶହୁର ଗୁଲାଟୀ’ ତ କେବେ ‘ଗୁତ୍ଥି’ ଚରିତ୍ରରେ ଲୋକଙ୍କ ମୁହଁରେ ହସ ଫୁଟାଉଥିବା କମେଡିଆନ୍‌ ସୁନୀଲ ଗ୍ରୋଭରଙ୍କ ପାଇଁ ଆଜିର ଦିନଟି...

ଖୋଲାଖୋଲି ପ୍ରେମ କଲେ ଆଲିଆ-ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ନାୟକ ରଣବୀର କପୁରଙ୍କ ରିଲେସନଶିପକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା। ବିବାହ ଉତ୍ସବ ହେଉ କି...

ଗୋଲ୍ଡେନ୍‌ ଗ୍ଲୋବ୍ସ- ୨୦୨୨ ଆଓ୍ବାର୍ଡ୍‌ରେ ପ୍ରବେଶ କଲା ଫିଲ୍ମ‘ଜୟ ଭୀମ’

ମୁମ୍ବାଇ : ଫିଲ୍ମ‘ଜୟ ଭୀମ’ ଅଫିସିଆଲି ଗୋଲ୍ଡେନ୍‌ ଗ୍ଲୋବ୍ସ ୨୦୨୨ ରେ ସର୍ବଶ୍ରେଷ୍ଠ ଅଣ-ଇଂରାଜୀ ଭାଷା ଫିଲ୍ମ କ୍ୟାଟେଗରୀରେ ମନୋନୀତ ହୋଇଛି । ଏହି ଫିଲ୍ମଟି...

ମା’ ହେବା ପୂର୍ବରୁ ସ୍ବାମୀଙ୍କ ଆଗରେ ଏମିତି ସର୍ତ୍ତ ରଖିଥିଲେ ଅନୁଷ୍କା

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏକ ଖୁସି ଖବର ଦେଇଛନ୍ତି। ସେ ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା...

Advertisement
Archives

Model This Week