Home Left

ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ହତ୍ୟା ସନ୍ଦେହ

ବ୍ରହ୍ମପୁର ଅଫିସ, ୧୩।୧୨: ଗଞ୍ଜାମ ଜିଲା ସଦର ଥାନା ପୋଲିସ ମଙ୍ଗଳବାର ସକାଳେ ବାଇଗଣବାଡି ନିକଟ ଏକ ରାସ୍ତାକଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ଯୁବକ ଜଣଙ୍କ ବଉଳଝୋଳି ଗ୍ରାମର ନିରଞ୍ଜନ ବିଷୋୟୀଙ୍କ ପୁଅ ଉମାଚରଣ ବିଷୋୟୀ (୨୬)। ଘଟଣାସ୍ଥଳରୁ…

ବରଗଡ଼ ଧନୁଯାତ୍ରା: ବଳରାମ ଭୂମିକାରେ ଅଭିନୟ କରିବେ କିଷନ

ବରଗଡ଼ ଅଫିସ,୧୩।୧୨: ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ବଳରାମ ଭୂମିକାର ଅଭିନୟ କରିବେ କିଷନ ର୍ବିତ୍ତିଆ । ଗୋପପୁର ସାଜୁଥିବା ଅମ୍ବାପାଲି ଗ୍ରାମରେ ବୈଠକ ପରେ କିଷନଙ୍କ ନାମ ଘୋଷଣା କରାଯାଇଛି। ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ ପାଇଁ ପୂର୍ବରୁ ବାଳ…

ସରକାରୀ କର୍ମଚାରୀଙ୍କୁ ୧୫ ବର୍ଷ ପୁରୁଣା ଗାଡି ଚଳାଇବା ମନା

ନୂଆଦିଲ୍ଲୀ,୧୩।୧୨: ସରକାରୀ କର୍ମଚାରୀମାନେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡି ବ୍ୟବହାର କରିପାରିବେ ନାହିଁ। କେନ୍ଦ୍ର ସରକାର ଏନେଇ ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରଦୂଷଣକୁ ହ୍ରାସ କରିବା ,ଯାତ୍ରୀଙ୍କ ସୁରକ୍ଷା ଏବଂ ଇନ୍ଧନ ଦକ୍ଷତାକୁ ସୁଦୃଢ ଼କରିବା ପାଇଁ ଅର୍ଥ ମନ୍ତ୍ରଣାଳୟ…

ଏସିଆ ବୁକ୍‌ ଅଫ ରେକର୍ଡରେ ସତ୍ୟଙ୍କ କ୍ଷୁଦ୍ରତମ ତ୍ରିରଙ୍ଗା

ବ୍ରହ୍ମପୁର ଅଫିସ୍‌,୧୩ା୧୨: ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ କ୍ଷୁଦ୍ରତମ ତ୍ରିରଙ୍ଗା ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି। ଗତ ଅଗଷ୍ଟ ମାସରେ ସ୍ବାଧୀନତା ଦିବସ ଅବସରରେ ସତ୍ୟ ୧ ମିଲିମିଟରର ଜାତୀୟ ପତାକା ନିର୍ମାଣ କରିଥିଲେ। ଏହାକୁ ସେ…

ବିଇଏମ୍‌ସିର ୧୨ ଜଣିଆ ଟିମ୍‌ ଯିବ କେରଳ

ବ୍ରହ୍ମପୁର ଅଫିସ,୧୨ା୧୨: ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ମେୟର ସଂଘମିତ୍ରା ଦଳେଇଙ୍କ ନେତୃତ୍ୱରେ ଡେପୁଟି ମେୟର ଇ. ବିବେକ ରେଡ୍ଡୀଙ୍କ ସମେତ ବିଭିନ୍ନ ଦଳର ୧୦ ଜଣ କର୍ପୋରେଟର ଆସନ୍ତା ୧୬ ତାରିଖରେ କେରଳ ରାଜଧାନୀ ଥିରୁଭାନନ୍ତପୁରମ ଯିବେ। ସେଠାରେ ୧୭ରୁ…

ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଲେ ଜୋ ରୁଟ୍‌

ଲଣ୍ଡନ,୧୨।୧୨: ଇଂଲଣ୍ଡର ତାରକା ଖେଳାଳି ଜୋ ରୁଟ ତାଙ୍କ ଟେଷ୍ଟ କ୍ରିକେଟରେ ବ୍ୟାଟିଂ ପାଇଁ ଜଣାଶୁଣା, କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ତିନି ଉଇକେଟ ନେଇ ବୋଲିଂରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ। ଏହା ସହ ସେ ଦୁନିଆର ସର୍ବଶ୍ରେଷ୍ଠ ଅଲରାଉଣ୍ଡର…

ନାହିଁ ନାହିଁରେ ଚାଲିଛି ସଂସ୍କୃତ ମହାବିଦ୍ୟାଳୟ

ପାରଳାଖେମୁଣ୍ଡି, ୧୩ା୧୨(ଡି.ଏନ୍‌.ଏ.): ପାରଳାଖେମୁଣ୍ଡିଠାରେ ୧୯୧୫ରେ ଓଡ଼ିଶା ପ୍ରାଚୀନତମ ସଂସ୍କୃତ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏହି ମହାବିଦ୍ୟାଳୟ ଓଡ଼ିଶାର ପ୍ରଥମ ସଂସ୍କୃତ ମହାବିଦ୍ୟାଳୟ ଭାବେ ବେଶ୍‌ ଜଣାଶୁଣା। ଶିକ୍ଷା ଓ ସଂସ୍କୃତ ଭାଷାର ଉନ୍ନତି କ୍ଷେତ୍ରରେ ଏହି ମହାବିଦ୍ୟାଳୟ ବହୁ କାର୍ଯ୍ୟ କରିଆସୁଛି। ବର୍ତ୍ତମାନ…

ଆସନ୍ତା ଜାନୁୟାରୀରେ ବିବାହ କରିବେ ଆଥିଆ-ରାହୁଲ

ବଲିଉଡର ବହୁ ପ୍ରତୀକ୍ଷିତ ବିବାହ ମଧ୍ୟରୁ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲଙ୍କ ବିବାହ ରହିଛି। ଦୁହେଁ କେବେ ବିବାହ କରୁଛନ୍ତି ତାହାକୁ ନେଇ ପ୍ରଶଂସକ ଅପେକ୍ଷା କରିଛନ୍ତି। ତେବେ ଆସନ୍ତା ବର୍ଷ ଜାନୁୟାରୀରେ ବିବାହ ବନ୍ଧନରେ ବାନ୍ଧି…

ଦୁର୍ଗମ ଅଞ୍ଚଳବାସୀଙ୍କ ଭାଗ୍ୟ ବଦଳିବ

ଫୁଲବାଣୀ ଅଫିସ, ୧୩।୧୨ବଣ, ପାହାଡ ଘେରା କନ୍ଧମାଳ ଜିଲାର ଶତାଧିକ ଗ୍ରାମକୁ ଆଜି ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ନିର୍ମାଣ ହୋଇ ପାରିନାହିଁ। ଫଳରେ ଦୁର୍ଗମ ଅଞ୍ଚଳର ଲୋକେ ବର୍ଷର ଅଧିକାଂଶ ସମୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଛନ୍ତି। ରୋଗୀଙ୍କୁ ଦୋଳାରେ…

ଝିଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲେ

ଯୋଡ଼ା,୧୩ା୧୨(ଡି.ଏନ.ଏ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ତଥା ଯୋଡ଼ା ବନପାଳ ଅଧୀନ ଗୁରୁବେଡ଼ା ଜଙ୍ଗଲ ବେହେରା ହଟିଂ ଛକ ରାସ୍ତାରେ ବନ୍ୟ ପ୍ରାଣୀ ଝିଙ୍କ ଉପରେ କେହି ଗାଡ଼ି ଚଢ଼ାଇ ଦେଇଛି। ଝିଙ୍କର ମୃତ୍ୟୁ ଘଟିଥିବା ବେଳେ ଦେହାବଶେଷ ନେଇଯାଇଛନ୍ତି। ଘଟଣାରେ…

ଚଞ୍ଚକତା କରି ସଂଘ ଟଙ୍କା ହଡ଼ପ

ବାଲେଶ୍ୱର ଅଫିସ,୧୩।୧୨: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ଆର୍ମଳା ପଞ୍ଚାୟତର ବାବା ଆର୍ତ୍ତେଶ୍ୱର ସ୍ବୟଂ ସହାୟକ ସଂଘ (ଏସ୍‌ଏଚ୍‌ଜି)ର ସଭାପତି ଓ ସମ୍ପାଦିକା ସଂଘ ନାମରେ ବିଭିନ୍ନ ପ୍ରକଳ୍ପ ଆଣି ସଦସ୍ୟାଙ୍କୁ ନ ଜଣାଇ ମନମୁଖୀ କାର୍ଯ୍ୟ କରିବା ସହ…

ଧାମରାରେ ଖୋଲାଯାଉ ଶହେ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା

ଭଦ୍ରକ ଅଫିସ, ୧୩।୧୨: ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ସଂସଦ ଅଧିବେଶନରେ ଧାମରାରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଶହେ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସହ ସ୍ବତନ୍ତ୍ର ଟ୍ରମାକେୟାର ସେଣ୍ଟର ଖୋଲାଯିବାକୁ ଦାବି କରିଛନ୍ତି। ଭଦ୍ରକ ସଦର ମହକୁମାରୁ ୮୫ କି.ମି. ଦୂର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri