Home Left

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏମିତି ଅନୁରୋଧ କଲେ ପାକିସ୍ତାନର ପୂର୍ବତନ କ୍ରିକେଟର୍‌

ଦୋହା,୨୧।୩: ଚଳିତ ବର୍ଷ ଖେଳାଯିବାକୁ ଥିବା ଏସିଆ କପ ଟୁର୍ନାମେଣ୍ଟ ପାକିସ୍ତାନରେ ଆୟୋଜିତ ହେଉଛି। କିନ୍ତୁ ଭାରତୀୟ ଦଳ ଏସିଆ କପ ୨୦୨୩ ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ)ର ସେକ୍ରେଟାରି ଜୟ…

ଆଜି ମନୀଷ ସିସୋଡିଆଙ୍କ ଜାମିନ ଆବେଦନର ଶୁଣାଣି

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମଙ୍ଗଳବାର ରୌଜ୍‌ ଏଭିନ୍ୟୁ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ। ବର୍ତ୍ତମାନ ଏକ୍ସାଇଜ ପଲିସି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଙ୍କ ହେପାଜତରେ…

କରୋନା ଆକ୍ରାନ୍ତ ହେଲେ କିରଣ ଖେର୍‌

ନୂଆଦିଲ୍ଲୀ,୨୧।୩: ବଲିଉଡ୍‌ ଅଭିନେତ୍ରୀ ତଥା ଭାଜପା ଏମ୍‌ପି କିରନ ଖେର୍‌ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ନିଜ ଅଫିସିଆଲ ଟୁଇଟର୍‌ ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛନ୍ତି। ସେ ନିଜ ପୋଷ୍ଟରେ ଲେଖିଛନ୍ତି, ମୋର କୋଭିଡ-୧୯ ଟେଷ୍ଟ ପଜିଟିଭ୍‌ ହୋଇଛି, ତେଣୁ…

ଆଜି ଗିରଫ ହୋଇପାରନ୍ତି ଟ୍ରମ୍ପ, ସମର୍ଥକଙ୍କୁ ଲେଖିଲେ ଶେଷ ଚିଠି

ଓ୍ବାଶିଂଟନ୍‌,୨୧।୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ୨୦୧୬ ନିର୍ବାଚନ ପ୍ରଚାରରେ ଅନିୟମିତ ଦେୟ ମାମଲାରେ ଶୁଣାଣି ଚାଲିଛି। ତାଙ୍କୁ ଯେକୌଣସି ସମୟରେ ଗିରଫ କରାଯିବ ବୋଲି ଜଣାପଡିଛି। ଏହି ସମୟରେ ଟ୍ରମ୍ପ ସମର୍ଥକଙ୍କୁ ଏକ ଇ-ମେଲ ପଠାଇ କହିଥିଲେ…

ଝାଡ଼ଖଣ୍ଡକୁ ୧୦-୧ରେ ହରାଇଲା ଓଡ଼ିଶା

ଭୁବନେଶ୍ୱର ୨୧ା୩: ସ୍ଥାନୀୟ ପ୍ରଧାନ ମହାଲେଖାକାର ଅଡିଟ୍‌ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଅଡିଟ ଓ ଆକାଉଣ୍ଟ୍ସ ପୂର୍ବାଞ୍ଚଳ ହକି ଟୁର୍ନାମେଣ୍ଟ ସୋମବାର କଳିଙ୍ଗ ଷ୍ଟାଡିୟମ ହକି ଗ୍ରାଉଣ୍ଡଠାରେ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶାର କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟଅତିଥି, ଓଡ଼ିଶା…

ଏସିଆ ଲାୟନ୍ସ ଚାମ୍ପିୟନ

ଦୋହା,୨୧ା୩ : ଲିଜେଣ୍ଡ୍ସ ଲିଗ୍‌ ଟି ୨୦ ଟୁର୍ନାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଏସିଆ ଲାୟନ୍ସ। ରବିବାର ଅନୁଷ୍ଠିତ ଫାଇନାଲରେ ଓ୍ବାଲର୍‌ଡ ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇଛି ଶାହିଦ ଆଫ୍ରିଦିଙ୍କ ଏସିଆ ଲାୟନ୍ସ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା…

ଜୟନ୍ତୀଙ୍କୁ ତୃତୀୟ ସ୍ବର୍ଣ୍ଣ, ସୁଚିତ୍ରା ରୌପ୍ୟ

ଭୁବନେଶ୍ୱର, ୨୧।୩ (କ୍ରୀଡ଼ା ପ୍ରତିନିଧି): ପୁଣେର ବାଲଓ୍ବୋଡ଼ିସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍‌ ସୋମବାର ଶେଷ ହୋଇଛି। ଅନ୍ତିମ ଦିବସରେ ପୁଣି ଚମକ ଦେଖାଇଛନ୍ତି ପାରା ଆଥଲେଟ୍‌ ଜୟନ୍ତୀ ବେହେରା। ପୂର୍ବରୁ ୪୦୦ ମିଟର…

ବସକୁ ପଛରୁ ପିଟିଲା ଟ୍ରକ: ୧୦ ଆହତ

ବୌଦ୍ଧ,୨୧।୩(ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁଣା କଟକ ଥାନା ଚାରିଛକ ତହସିଲ ଅଫିସ ନିକଟରେ ଯାତ୍ରୀବାହୀ ବସକୁ ପଛରୁ ପିଟିଛି ଏକ ଟ୍ରକ। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ପୁରୁଣା କଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ…

ନେପାଳକୁ ୪-୧ରେ ହରାଇଲା ଭାରତ

ଢାକା, ୨୧।୩: ସ୍ଥାନୀୟ ବିଏସ୍‌ଏସ୍‌ଏସ୍‌ ମୁସ୍ତାଫା କମଲ ଷ୍ଟାଡିୟମରେ ୧୭ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟବଲ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ସୋମବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଶିଲ୍‌ଜି ଶାଜିଙ୍କ ହ୍ୟାଟ୍ରିକ ବଳରେ ଭାରତ ୪-୧ ଗୋଲରେ ନେପାଳକୁ ହରାଇ ଦେଇଛି।…

ଗର୍ଭବତୀ ହେଲେ ସମଲିଙ୍ଗୀ

ନୂଆଦିଲ୍ଲୀ: ନିକଟରେ ଏକ ସମଲିଙ୍ଗୀ ଦମ୍ପତି ତାଙ୍କ ପ୍ରେଗ୍ନାନ୍ସିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏନେଇ ଦମ୍ପତି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ଜଣାଇଛନ୍ତି। ସେଥିରେ ଦୁହେଁ ସୋନୋଗ୍ରାଫିର ଫଟୋ ଦେଖାଇ ପୋଜ୍‌ ଦେଇଛନ୍ତି। ଅମିତ୍‌ ଶାହା ଏବଂ ଆଦିତ୍ୟ ମଦିରାଜୁ…

ମରାମତି, ନିର୍ମାଣରେ ବ୍ୟାପକ ହରିଲୁଟ

ଯାଜପୁର ଅଫିସ,୨୧ା୩:ଯାଜପୁର ଜିଲା ଗ୍ରାମ୍ୟ ଉନ୍ନୟନ(ଆରଡି) ବିଭାଗ ଅଧୀନ ଗ୍ରାମାଞ୍ଚଳ ରାସ୍ତାଗୁଡ଼ିକ ଖାଲଖମାରେ ପରିପୂର୍ଣ୍ଣ ହୋଇ ଧାର୍ଯ୍ୟ ସମୟ ପୂର୍ବରୁ ଗମନାଗମନ ଅନୁପଯୋଗୀ ହୋଇପଡ଼ୁଛି। ବ୍ୟାପକ ପିସି କାରବାର ଓ ଠିକାଦାର ପ୍ରୀତି ଯୋଗୁ କାର୍ଯ୍ୟ ନିମ୍ନମାନର ହେଉଥିବାରୁ ଏଭଳି ସ୍ଥିତି…

ବିବାହ କଲେ ସବୁଠାରୁ ଛୋଟ ବଡିବିଲ୍ଡର

ମୁମ୍ବାଇ: ସବୁଠାରୁ ଛୋଟ ବଡିବିଲ୍ଡର ଭାବେ ମହାରାଷ୍ଟ୍ରର ପ୍ରତୀକ ବିଠଲ ମୋହିତ ୨୦୨୧ରେ ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡ ନିଜ ନାମରେ କରିପାରିଥିଲେ। ତାଙ୍କ ଉଚ୍ଚତା ୩ ଫୁଟ ୪ ଇଞ୍ଚ ହୋଇଥିବାବେଳେ ସେ ନିକଟରେ ବିବାହ କରି ଲୋକଲୋଚନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?