Home Left

ରାଜ କୁନ୍ଦ୍ରାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୩।୧୨: ପର୍ନ ଫିଲ୍ମ ନିର୍ମାଣ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କୁ କୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି। ରାଜ କୁନ୍ଦ୍ରାଙ୍କ ସହ ଅଶ୍ଳୀଳ ଫିଲ୍ମ ତିଆରି କରିବା…

ପୂଜା ହେଗଡେଙ୍କ ପ୍ରେମରେ ପଡିଛନ୍ତି କି ସଲମାନ? ବନ୍ଧୁ କଲେ ଖୁଲାସା

ମୁମ୍ବାଇ: କିଛି ଦିନ ପୂର୍ବରୁ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଏବଂ ପୂଜା ହେଗଡେଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଛନ୍ତି ବୋଲି ଗୁଜବ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ସଲମାନଙ୍କ ଜଣେ ବନ୍ଧୁ ଏହି…

ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ମିଳିଲା ହତ୍ୟା ଧମକ

ମୁମ୍ବାଇ,୧୩।୧୨: ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଫୋନ୍‌ରେ ଜୀବନରୁ ମାରିଦେବାକୁ ଧମକ ମିଳିଛି। କଲ୍‌ କରିଥିବା ବ୍ୟକ୍ତି ପାଓ୍ବାରଙ୍କୁ ସିଲଭର ଓକ୍‌ରେ ଫୋନ୍‌ରେ ଧମକ ଦେଇଥିବା ଜଣାପଡ଼ିଛି। କଲ୍‌ କରିଥିବା ବ୍ୟକ୍ତି ହିନ୍ଦୀରେ କଥା ହେବା ସହ ମୁମ୍ବାଇ ଆସି ଦେଶୀ…

ମୃତ ବାଘର କଙ୍କାଳ ଜବତ, ୨ ଗିରଫ

ରେଢ଼ାଖୋଲ,୧୩ା୧୨(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ଶରଧାପୁର ଗ୍ରାମରୁ ରବିବାର ରାତିରେ ବନ ବିଭାଗ ଏକ ମୃତ ବାଘର କଙ୍କାଳ ଜବତ କରିଛି। ଏହି ଘଟଣାରେ ବିଭାଗ ପକ୍ଷରୁ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଅଜିତ ନାଏକ (୨୩) ଓ…

ଦିଲ୍ଲୀ ସମାବେଶରେ ଯୋଗଦେବେ ଚାଷୀ

ବରଗଡ଼ ଅଫିସ୍‌,୧୩।୧୨: ଚାଷ ଏବଂ ଚାଷୀ ସମସ୍ୟା ଅସମାହିତ ହୋଇରହିଛି। ବାରମ୍ବାର ଦାବି ସତ୍ତ୍ବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚାଷୀ ମହଲରେ…

‘ଆରଆରଆର’ ଗୋଲଡେନ ଗ୍ଲୋବସ୍‌ ପୁରସ୍କାର ପାଇଁ ମନୋନୀତ

ମୁମ୍ବାଇ: ନିର୍ଦ୍ଦେଶକ ଏସ ଏସ ରାଜାମୌଲିଙ୍କ ଫିଲ୍ମ‘ଆରଆରଆର’ ବର୍ତ୍ତମାନ ଚଳିତ ବର୍ଷ ବିଗ୍‌ ବଜେଟ୍‌ ଚଳଚ୍ଚିତ୍ର। ଯାହା ବକ୍ସ ଅଫିସରେ ଧମାକାଦାର ଆୟ କରି ସମସ୍ତ ରେକର୍ଡ ଭାଙ୍ଗିଛି। ବର୍ତ୍ତମାନ ଏହି ଫିଲ୍ମ ସମଗ୍ର ବିଶ୍ୱରେ ସମ୍ମାନଜନକ ଗୋଲଡେନ ଗ୍ଲୋବ ପୁରସ୍କାର…

ଚାଇନା ସହ ମୁହାଁମୁହିଁ ପରିସ୍ଥିତିକୁ ନେଇ ଗୃହରେ ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ,୧୩।୧୨: ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ପ୍ରସଙ୍ଗରେ ବିରୋଧୀ ଦଳ ପାର୍ଲାମେଣ୍ଟରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଏହାକୁ ନେଇ ଉଭୟ ଗୃହରେ ବିରୋଧର ହଙ୍ଗାମା ଜାରି ରହିଛି। ବିରୋଧୀଙ୍କ ହଙ୍ଗାମା ଯୋଗୁ ଲୋକ ସଭା ପ୍ରକ୍ରିୟା ଦିନ ୧୨.୦୦…

ଭାରତ-ଚାଇନା ସଂଘର୍ଷର ସାଟେଲାଇଟ ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ,୧୩।୧୨: ପୂର୍ବ ଲଦାଖକୁ ଲାଗିଥିବା ଏଲଏସି ଉପରେ ଥିବା ଟେନସନ ଏପର୍ଯ୍ୟନ୍ତ ଶେଷ ହୋଇ ନ ଥିବାବେଳେ ଚାଇନା ଏବେ ଅରୁଣାଚଳ ପ୍ରଦେଶରେ ମଧ୍ୟ ଅନୁପ୍ରବେଶ ଆରମ୍ଭ କରିଛି। ଭାରତୀୟ ସେନାର ଦୃଢତା କାରଣରୁ ୯ ଡିସେମ୍ବରରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ…

ଅବଧି ପରେ ମଧ୍ୟ ଅନୁକମ୍ପା

ଅନୁଗୋଳ ଅଫିସ, ୧୩ା୧୨: ଫର୍ମ ହେଉ କିମ୍ବା ବ୍ୟାନର ପ୍ରିଣ୍ଟିଂ, ଟେଣ୍ଡର ମାଧ୍ୟମରେ ହିଁ ଦିଆଯିବା କଥା ଅର୍ଡର। ହେଲେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। କେତେବେଳେ ଏଥିପାଇଁ ଟେଣ୍ଡର, ନୋଟିସ ହେଉଛି…

ପରିବା ମାର୍କେଟ ପରିବେଶ ଅସ୍ବାସ୍ଥ୍ୟକର

ଢେଙ୍କାନାଳ ଅଫିସ,୧୩ା୧୨: ଢେଙ୍କାନାଳ ସହର ରଥଗଡା ପରିବା ମାର୍କେଟ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ରହିଛି। ଏହି ସମସ୍ୟାର ସମାଧାନ କରିବା ପାଇଁ ସୋମବାର ଏଏପି ପକ୍ଷରୁ ଜିଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ପୌରାଞ୍ଚଳର ଦଳୀୟ କର୍ମକର୍ତ୍ତା ପରିବା ମାର୍କେଟ ପରିଦର୍ଶନ…

କଳାକୃତି ଗ୍ରାମକୁ ଅଧିକ ଆକର୍ଷଣୀୟ କର

ଢେଙ୍କାନାଳ ଅଫିସ,୧୩ା୧୨: କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ତଥା ସଂସ୍କୃତି ମନ୍ତ୍ରାଳୟର ସଚିବ ରଞ୍ଜନା ଚୋପ୍ରା ନୀତି ଆୟୋଗ ଦ୍ୱାରା ୨୦୧୮ ମସିହାରୁ କାର୍ଯ୍ୟକାରୀ ହେଉଥିବା ଆକାଂକ୍ଷା ଜିଲା ଢେଙ୍କାନାଳକୁ ସୋମବାର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ମଧ୍ୟାହ୍ନରେ ଜିଲା…

ଅରୁଣାଚଳ ପ୍ରଦେଶ ଭାରତର ଅଂଶ: କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ

ନୂଆଦିଲ୍ଲୀ,୧୩।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗ ଠାରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ପୁଣି ଝଗଡା ଲାଗିଛି। ଏନେଇ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ପ୍ରାଚୀନ କାଳରୁ ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଆସୁଛି। ଭାରତ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri