Home Left

ବିଗ୍‌ ବସ୍‌ରୁ ବାହାର ହେଲେ ଅବ୍ଦୁ

ବମ୍ବେ: ବିଗ୍‌ ବସ୍‌ରୁ ବାହାର ହୋଇଛନ୍ତି ଚର୍ଚ୍ଚିତ ପ୍ରତିଯୋଗୀ ମଧ୍ୟରୁ ଅନ୍ୟତମ ଅବ୍ଦୁ ରୋଜିକ୍‌। ଚଳିତ ସିଜନ୍‌ରେ ସେ ନିଜର ସରଳପଣ, କ୍ୟୁଟ୍‌ନେସ୍‌କୁ ନେଇ ଜଣାଶୁଣା। ନିଜର ନିଆରା ବ୍ୟକ୍ତିତ୍ୱ ଯୋଗୁ ତାଙ୍କର ପ୍ରଶଂସକ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।…

ଜୋନାଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା: ଭାଗ ନେଲେ ୩୦୦ ପ୍ରତିଯୋଗୀ

ବେଗୁନିଆପଡ଼ା,୧୭।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକସ୍ଥିତ ବାପୁଜୀ ଷ୍ଟାଡିୟମଠାରେ ୩ଟି ବ୍ଲକର ହାଇସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ଜୋନାଲସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଶନିବାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି।…

ସୁନା ଦୋକାନରେ ଜିଏସ୍‌ଟି ଭିଜିଲାନ୍ସର ଚଢ଼ାଉ

ରାୟଗଡ଼ା,୧୭।୧୨(ସ୍ବ.ପ୍ର.): ରାୟଗଡ଼ା ଜିଲା ସଦର ମହକୁମା ମୁଖ୍ୟ ବଜାରରେ ଥିବା ଭାରତୀ ସୁନା ଦୋକାନରେ ଶନିବାର ଜିଏସ୍‌ଟି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ମିଳିଥିବା ସୂଚନା ମୁତାବକ, ରାଜ୍ୟ ବାଣିଜ୍ୟକର ବିଭାଗ ଅତିରିକ୍ତ କମିଶନର ବୈଶାଗୁ ବାହାଲଙ୍କ ନେତୃତ୍ୱରେ ଏକ…

୪ ଘଣ୍ଟା ଅସ୍ତ୍ରୋପଚାର ପରେ ଛାତ୍ରଙ୍କ ବେକରୁ ବାହାରିଲା ଜାଭେଲିନ୍‌

ବଲାଙ୍ଗୀର ଅଫିସ, ୧୭।୧୨: ଦୀର୍ଘ ୪ ଘଣ୍ଟା ପରେ ଛାତ୍ର ସଦାନନ୍ଦ ମେହେରଙ୍କ ବେକରେ ପଶି ରହିଥିବା ଜାଭେଲିନ୍‌କୁ ବାହାର କରାଯାଇଛି। ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଏକ ଡାକ୍ତର ଟିମ୍‌ ଅସ୍ତ୍ରୋପଚାର କରି ଜାଭେଲିନକୁ ବାହାର କରିଛନ୍ତି। ସଦାନନ୍ଦ…

ଡିସେମ୍ବର ୨୨ରେ ଆଫ୍‌ତାବଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୭।୧୨: ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଆଫ୍‌ତାବ ଅମିନ ପୁନାୱାଲାଙ୍କ ଜାମିନ ଆବେଦନ ଉପରେ ସାକେତ କୋର୍ଟ ଶନିବାର ଶୁଣାଣି କରିଛନ୍ତି। ଏହି ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଏଥିସହ ଡିସେମ୍ବର ୨୨ରେ ପରବର୍ତ୍ତୀ ଶୁଣାଣି…

ପେରୁ ହିଂସା ମଧ୍ୟରେ ଶିକ୍ଷା-ସଂସ୍କୃତି ମନ୍ତ୍ରୀ ଦେଲେ ଇସ୍ତଫା

ପେରୁ,୧୭।୧୨: ଦକ୍ଷିଣ ଆମେରିକାର ପେରୁରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ପୂର୍ବତନ ରାଷ୍ଟ୍ରପତି ଗିରଫ ହେବା ପରେ ଦେଶର କୋଣ ଅନୁକୋଣରୁ ହିଂସାତ୍ମକ ପରିସ୍ଥିତି ଦେଖାଦେଇଛି। ରାସ୍ତାକୁ ଓହ୍ଲାଇ ବିକ୍ଷୋଭକାରୀମାନେ ପୁନର୍ବାର ନିର୍ବାଚନ ଦାବିରେ ଜିଦ୍‌ରେ ଅଟଳ ରହିଛନ୍ତି। ଅନ୍ୟପଟେ ପୋଲିସ…

ଖ୍ରୀଷ୍ଟମାସ ପାଇଁ ସାଣ୍ଟାଙ୍କୁ ଏମିତି ଉପହାର ମାଗିଲେ କୁନି ଝିଅ, ଜାଣିଲେ ଆଖିରେ ଭରିଯିବ ଲୁହ

ଆଉ କିଛିଦିନ ପରେ ଆସିଯିବ ଖ୍ରୀଷ୍ଟମାସ। ସମଗ୍ର ବିଶ୍ୱରେ ଲୋକମାନେ ଏହାକୁ ଆନନ୍ଦର ସହ ପାଳନ କରିବେ। ବୟସ୍କମାନଙ୍କ ଅପେକ୍ଷା ପିଲାମାନେ ଏହି ପର୍ବରେ ବେଶି ଖୁସି ହୁଅନ୍ତି, ବହୁତ ମଜା କରନ୍ତି ଏବଂ ସେମାନଙ୍କ ମାତାପିତାଙ୍କଠାରୁ ଉପହାର ମଧ୍ୟ ପାଇଥାନ୍ତି।…

ଟଙ୍କିକିଆ ଚାଉଳ ପାଇଁ ଖର୍ଚ୍ଚ ୧୦ରୁ ଊର୍ଦ୍ଧ୍ୱ ଟଙ୍କା

ନୂଆପଡ଼ା ଅଫିସ,୧୭।୧୨: ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟ ଭିତରେ ବାସ କରୁଥିବା ଆଦିବାସୀଙ୍କ ସମସ୍ୟା ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଯାଥା ପୂର୍ବଂ ତଥା ପରଂ। ସୁନାବେଡା ପଞ୍ଚାୟତ ଅଧୀନ ଶିବ ନାରାୟଣପୁର, ଝରଲାଆମ, ଉପକାପାଣି ଓ…

୨୦ ବର୍ଷ ପରେ ପୁରୀକୁ ପୁଣି ଚାଲିଲା ବସ୍‌

ଟିଟିଲାଗଡ଼,୧୭।୧୨(ନି.ପ୍ର): ଦୀର୍ଘ ୨୦ ବର୍ଷ ପରେ ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜିରୁ ପୁରୀକୁ ସରକାରୀ ବସ ସେବାର ଶୁଭାରମ୍ଭ ହୋଇଛି ା ଶୁକ୍ରବାର ରାଜ୍ୟ ପରିବହନ ବିଭାଗ ମନ୍ତ୍ରୀ ଟୁକୁନୀ ସାହୁ ଏହାର ଶୁଭାରମ୍ଭ କରିଛନ୍ତି। କଣ୍ଟାବାଞ୍ଜି ଠାରୁ ପ୍ରତ୍ୟହ ସନ୍ଧ୍ୟା ୬ଟାରେ…

ନିର୍ଯାତିତ ୪ ଶ୍ରମିକ ପରିବାର ତେଲଙ୍ଗାନାରୁ ଉଦ୍ଧାର

ଲାଠୋର,୧୭ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ମସିଣା ଏବଂ ଭରୁଆମୁଣ୍ଡା ଗ୍ରାମର ୪ ଦାଦନ ଶ୍ରମିକ ପରିବାରକୁ ଗୁରୁବାର ତେଲେଙ୍ଗାନାରୁ ଉଦ୍ଧାର କରାଯାଇଛି। ପ୍ରକାଶ ଯେ,ତେଲେଙ୍ଗାନା ରାଜ୍ୟର ଏକ ଇଟାଭାଟିରେ କାମ କରୁଥିବା ଏହି ଦାଦନ ପରିବାରଙ୍କୁ ନିର୍ଯାତନା ଦିଆଯିବା…

ବିସ୍ଥାପିତଙ୍କ ପୁନର୍ବାସ ଥଇଥାନ ନେଇ ଗ୍ରାମସଭା

ଝାରସୁଗୁଡ଼ା ଅଫିସ,୧୭ା୧୨: ଏନ୍‌ଏଲ୍‌ସି ଇଣ୍ଡିଆ ଲିଃର ତଲାବିରା ଦ୍ୱିତୀୟ ଓ ତୃତୀୟ କୋଇଲା ଖଣି ଦ୍ୱାରା ବିସ୍ଥାପିତ ପରିବାରଙ୍କ ପୁନର୍ବାସ ଓ ଥଇଥାନ ନେଇ ଜିଲା ପ୍ରଶାସନ ତରଫରୁ ପତ୍ରାପାଲି ଗ୍ରାମରେ ଶୁକ୍ରବାର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଉପଜିଲାପାଳ ଦୟାମୟ…

କୋର୍ଟ କାର୍ଯ୍ୟ ସ୍ବାଭାବିକ ପାଇଁ ପ୍ରୟାସ

ସମ୍ବଲପୁର,୧୭ା୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି। ଏଥିରେ କେନ୍ଦ୍ର ଉପରେ ଦୋଷ ଲଦି ନିଜେ ବଞ୍ଚିଯିବାକୁ ପ୍ରୟାସ କରାଯାଉଥିବା ସ୍ପଷ୍ଟ ହେଉଛି ବୋଲି ଐତିହାସିକ ଦୀପକ ପଣ୍ଡା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri