Home Left

ଗର୍ଲଫ୍ରେଣ୍ଡଙ୍କୁ ସରପ୍ରାଇଜ୍‌ ପାର୍ଟି ଦେଲେ ବେଜୋସ୍‌

ଓ୍ବାଶିଂଟନ୍‌, ୨୨।୧୨: ଇ-କମର୍ସ କମ୍ପାନୀ ଆମାଜନ ମାଲିକ ଜେଫ୍‌ ବେଜୋସ୍‌ ଗର୍ଲଫ୍ରେଣ୍ଡ୍‌ ଲଉରେନ୍‌ ସାନ୍‌ଚେଜ୍‌ଙ୍କ ଜନ୍ମଦିନରେ ସରପ୍ରାଇଜ୍‌ ପାର୍ଟି ଦେଇଛନ୍ତି। ଏହାର ଫଟୋ ଲଉରେନ୍‌ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ପାର୍ଟିରେ ଆମେରିକୀୟ ବ୍ୟବସାୟୀ କିମ୍‌ କାରଡାଶିଆନ୍‌ଙ୍କ ସମେତ ୫୩ ବର୍ଷୀୟା…

ଗଣିତଜ୍ଞ ରାମାନୁଜନ

୨୦୧୨ରେ ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ୧୨୫ ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଏକ ଡାକ ଟିକେଟ ଉନ୍ମୋଚନ କରାଯାଇଥିଲା। ଏହା ସହ ଭାରତ ସରକାର ୨୨ ଡିସେମ୍ବରକୁ ଜାତୀୟ ଗଣିତ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ରାମାନୁଜନଙ୍କ…

ରେକ୍ଟମରୁ ବାହାରିଲା ପ୍ରଥମ ବିଶ୍ୱଯୁଦ୍ଧ ବେଳର ବୋମା

ପ୍ୟାରିସ୍‌ ୨୨।୧୨: ଫ୍ରାନ୍ସର ଟୋଉଲନରେ ଥିବା ସେଣ୍ଟେ ମୁସେ ହସ୍ପିଟାଲରେ ଜଣେ ୮୮ବର୍ଷୀୟ ବୃଦ୍ଧଙ୍କ ରେକ୍ଟମ (ମଳଦ୍ୱାର)ରୁ ପ୍ରଥମ ବିଶ୍ୱଯୁଦ୍ଧ ବେଳର ବୋମା ସଫଳତାର ସହ ବାହାର କରାଯାଇଛି। ତେବେ ଏହି ଅସ୍ତ୍ରୋପଚାର ଲାଗି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ହସ୍ପିଟାଲର କିଛି ଭାଗକୁ…

ସରପଞ୍ଚ ହେବା ପାଇଁ ଡାକ୍ତରୀ ପାଠ ଛାଡ଼ିଲେ

ପୁଣେ, ୨୨।୧୨ : ଜର୍ଜିଆରେ ଡାକ୍ତରୀ ପାଠ ପଢ଼ୁଥିବା ଯଶୋଧରା ଶିନ୍ଦେ (୨୧) ଗାଁରେ ସରପଞ୍ଚ ନିର୍ବାଚନ ଲଢ଼ିବା ପାଇଁ ଅଧାରୁ ପାଠପଢ଼ା ଛାଡ଼ି ଚାଲିଆସିଛନ୍ତି। ମହାରାଷ୍ଟ୍ର ସାଙ୍ଗଲି ଜିଲା ମିରାଜ ତହସିଲ ଅନ୍ତର୍ଗତ ଭାଡ୍ଡି ଗ୍ରାମରେ ଯଶୋଧରାଙ୍କ ଘର। ଚଳିତ…

ଦିନ ମଜୁରିଆଙ୍କୁ ୧୪ କୋଟିର ଆୟକର ନୋଟିସ

ପାଟନା,୨୨।୧୨: ଦିନକୁ ୪୦୦ ଟଙ୍କା ଆୟ କରୁଥିବା ଜଣେ ଶ୍ରମିକଙ୍କୁ କମ୍ପାନୀ ଚଳାଉଥିବା ଦର୍ଶାଇ ୧୪ କୋଟି ଟଙ୍କାର ଆୟକର ନୋଟିସ ଆସିଛି। ବିହାରର ରୋହତସ ଜିଲାର ଏହି ଘଟଣା ତାଙ୍କ ପାଖ ପଡ଼ୋଶୀଙ୍କୁ ଆଚମ୍ବିତ କରିଦେଇଛି। କାରଘର ଥାନା ଅଞ୍ଚଳର…

କୋଭିଡ-୧୯: ଚିନ୍ତା ବଢାଇଲାଣି ଆମେରିକାରେ ମିଳିଥିବା ନୂଆ ଭାରିଏଣ୍ଟ

ୱାଶିଂଟନ/ନୂଆଦିଲ୍ଲୀ,୨୨ ।୧୨: କରୋନା ମହାମାରୀର ବିପଦକୁ ଦେଖି କେନ୍ଦ୍ର ତଥା ରାଜ୍ୟ ସରକାର ସତର୍କ ହେବା ଆରମ୍ଭ କଲେଣି । ଆମେରିକାରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତ ସରକାର ସତର୍କ ହୋଇଯାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ…

ଇସ୍ରାଏଲ ପ୍ରଧାନମନ୍ତ୍ରୀ ଗଠନ କଲେ ନୂଆ ସରକାର, ଶପଥ ଗ୍ରହଣ ତାରିଖ ହୋଇନି ସ୍ପଷ୍ଟ

ତେଲ ଆଭିବ, ୨୨ ।୧୨: ଖୁବ୍ ଟଣା ଭିଡା ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁ ବୁଧବାର ବିଳମ୍ବିତ ରାତିରେ ସରକାର ଗଠନ କରିବାକୁ ଘୋଷଣା କରିଛନ୍ତି । ସେ ରାଷ୍ଟ୍ରପତି ଇସହାକ ହଞ୍ଜୋଗଙ୍କୁ କହିଛନ୍ତି ୩୮ ଦିନର ମେଣ୍ଟ ବାର୍ତ୍ତା…

୧୪ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ବାଲିଗୁଡ଼ା,୨୧ା୧୨(ଡି.ଏନ୍‌.ଏ.): ପୋଲିସ ଓ ଅବକାରୀ ବିଭାଗର ମିଳିତ ପ୍ରୟାସରେ ପୁଣି ନଷ୍ଟ ହୋଇଛି ୧୪କୋଟି ଟଙ୍କାର ବେଆଇନ ଗଞ୍ଜେଇ ଗଛ। କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ପଞ୍ଚାୟତ ପୁଷାଙ୍ଗିଆ,ପାଲୁଙ୍କିଆ ଓ ଜକିକିଆ ଅଞ୍ଚଳର ୧୪୦ ଏକର ଜଙ୍ଗଲ ଜମିରେ ହୋଇଥିବା…

ଭିଜିଲାନ୍ସ ଜାଲରେ କୋଟିପତି ରେଞ୍ଜର

ଭବାନୀପାଟଣା,୨୧।୧୨(ସ୍ବ.ପ୍ର.): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା କେଗାଁ ରେଞ୍ଜର କେଶବ ମାଝି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳେ କେସିଙ୍ଗା ଓମ ନଗରପଡାସ୍ଥିତ ବାସ ଭବନ, କେଗାଁ ସରକାରୀ କାର୍ଯ୍ୟାଳୟ, କ୍ୱାର୍ଟର ଓ ବ୍ରାହ୍ମଣୀର ପୈତୃକ ଘରେ ଏକକାଳିନ କୋରାପୁଟ…

ସେଲ୍‌ଫି ନେଉଥିଲେ କାର୍ଯ୍ୟକର୍ତ୍ତା, ହାତ ଛାଟିଦେଲେ ରାହୁଲ

ଚଣ୍ଡିଗଡ,୨୧।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ହରିୟାଣାରେ ପ୍ରବେଶ କରିଛି। ଏହି ସମୟରେ ସେଠାରେ ଉପସ୍ଥିତ କଂଗ୍ରେସ ନେତା ଓ କର୍ମୀମାନେ ପତାକା ବିନିମୟ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀଙ୍କ ରାଗ ଦେଖିବାକୁ ମିଳିଥିଲା। ରାହୁଲ ମଞ୍ଚରେ ସେଲଫି ନେଉଥିବା ଜଣେ କାର୍ଯ୍ୟକର୍ତ୍ତାଙ୍କ…

୧୯ ବର୍ଷ ପରେ ଜେଲ୍‌ରୁ ବାହାରିବେ ‘ବିକିନି କିଲର’

କାଠମାଣ୍ଡୁ,୨୧।୧୨: ଫ୍ରାନ୍ସର ସିରିଏଲ କିଲର ଚାଲର୍‌ସ ଶୋଭରାଜଙ୍କୁ ମୁକ୍ତ କରିବାକୁ ନେପାଳ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୟସ ଆଧାରରେ ତାଙ୍କୁ ମୁକ୍ତ କରାଯାଇଛି। ଦୁଇ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା ଅଭିଯୋଗରେ ଚାଲର୍‌ସ ୨୦୦୩ରୁ ନେପାଳର ଜେଲରେ ଅଛନ୍ତି। ମୁକ୍ତ ହେବାର ୧୫…

କାର୍‌-ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ଜଣେ ଆହତ

ବାଲିଗୁଡ଼ା,୨୧ା୧୨(ଡି.ଏନ୍‌.ଏ.): କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ତୁମୁଡ଼ିବନ୍ଧ ଥାନା ମାଲିପଡ଼ା ଅଞ୍ଚଳର ଜିହୁଦା ପରାସେଠ୍‌ ହୋଇଥିବା ସୂଚନା। ବୁଧବାର ମାଳିପଡ଼ା ଅଞ୍ଚଳର ଦୁଇଜଣ ଯୁବକ କୌଣସି ଏକ କାମରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri