Home Left

ଜେଲ୍‌ରେ ବିତାଇବେ ନୂଆବର୍ଷ: ପୁଣି ଚାଟାର୍ଜୀଙ୍କ ଜାମିନ୍‌ ଆବେଦନ ଖାରଜ

କୋଲକାତା,୨୨।୧୨: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ର ସ୍ବତନ୍ତ୍ର କୋର୍ଟ ଗୁରୁବାର ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଦେଇଛନ୍ତି। ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଗିରଫ ହୋଇଥିବା ମନ୍ତ୍ରୀଙ୍କ ସମେତ ଅନ୍ୟ ୬ ଜଣଙ୍କ  ନ୍ୟାୟିକ ହେପାଜତକୁ ୧୪…

କର୍ନାଟକରେ କୋଭିଡ ଗାଇଡ୍‌ଲାଇନ୍‌ ଜାରି :ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ବେଙ୍ଗାଲୁରୁ,୨୨।୧୨: ଚାଇନାରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ନେଇ ଭାରତରେ ତତ୍ପରତା ପ୍ରକାଶ ପାଇଛି। ଏହିକ୍ରମରେ କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ କେ. ସୁଧାକର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁବାର ରାଜ୍ୟରେ କୋଭିଡ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଗାଇଡ୍‌ଲାଇନ୍‌ ଅନୁଯାୟୀ, ଜନଗହଳି…

ଶିଶୁକନ୍ୟା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୫ ବର୍ଷ ଜେଲ୍‌ ଦଣ୍ଡାଦେଶ

ଫୁଲବାଣୀ ଅଫିସ,୨୨ା୧୨: ଜଣେ ୫ ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରିବା ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍ସୋ କୋର୍ଟ ସ୍ବତନ୍ତ୍ର ବିଚାରପତି ସଞ୍ଜିତ କୁମାର ବେହେରା ବଳାତ୍କାରୀଙ୍କୁ ୨୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ତାଙ୍କୁ ୨୨…

ଦୁଇଦିନ ପରେ ଦିଲ୍ଲୀରେ ହେବ ଭାରତ ଯୋଡୋ ଯାତ୍ରା, ଏବେ ରାଜନୀତି ବାତାବରଣ ହେବ ଆହୁରି ଉଷ୍ମ

ନୂଆଦିଲ୍ଲୀ,୨୨ ।୧୨: ଚାଇନାରେ କୋଭିଡ-୧୯ର ସଂକ୍ରମଣ ଓ ପାର୍ଲାମେଣ୍ଟର ଉଷ୍ମ ବାତାବରଣ ସହ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡବିୟଙ୍କ ପତ୍ର ରାଜନୀତିର ପାରାକୁ ଆହୁରି ବଢାଇ ଦେଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରୀ…

ସବୁଠାରୁ ଛୋଟ ଦିନ

ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ। ଏହି ଦିନଟି ଉତ୍ତର ଗୋଲାର୍ଦ୍ଧରେ ବର୍ଷର ‘ସବୁଠାରୁ ଛୋଟ ଦିନ’ ହୋଇଥାଏ। ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ଶୀତଦିନ ଆରମ୍ଭ ହୁଏ ବର୍ଷର ଏହି ସବୁଠାରୁ…

ଜ୍ୟାକଲିନ୍‌ଙ୍କୁ ବିଦେଶ ଯିବାକୁ ମିଳିଲାନି ଅନୁମତି

ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇପଡିଥିବା ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ବିଦେଶ ଯିବାକୁ ଅନୁମତି ମିଳିନାହିଁ। ସେ ଅସୁସ୍ଥ ମା’ଙ୍କୁ ଦେଖିବାକୁ ବାହାରିନ୍‌ ଯିବା ପାଇଁ କୋର୍ଟରେ ଆବେଦନ କରିଥିଲେ। ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଅନୁମତି ଦେବାକୁ ମନା କରି…

ଉତ୍ତେଜନା ମଧ୍ୟରେ ଭାରତ-ଚାଇନା କମାଣ୍ଡର ସ୍ତରୀୟ ବୈଠକ

ନୂଆଦିଲ୍ଲୀ,୨୨ ।୧୨: ଭାରତ-ଚାଇନା କୋର କମାଣ୍ଡର ସ୍ତରର ୧୭ ତମ ବୈଠକ ୨୦ ଡିସେମ୍ବରରେ ଚୁଶୁଲ ମୋଲ୍‌ଡୋ(ଲଦ୍ଦାଖ)ରେ ଆୟୋଜିତ ହୋଇଯାଇଛି । ଉଭୟ ପକ୍ଷରୁ ପଶ୍ଚିମ ଅଞ୍ଚଳରେ ଏଲଏସି ସହ ବିଚାରର ଆଦାନ ପ୍ରଦାନ କରାଯାଇଛି । ଏହାହସ ଶେଷ ପ୍ରସଙ୍ଗକୁ…

ମୁଁ ବିବାହିତ ପୁରୁଷଙ୍କୁ କେବେ କରିବି ନାହିଁ ପ୍ରେମ

ପାକିସ୍ତାନର କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକ ଏବଂ ଭାରତୀୟ ତାରକା ସାନିଆ ମିର୍ଜାଙ୍କ ଛାଡପତ୍ରକୁ ନେଇ ନିକଟରେ ଜୋରସୋରରେ ଚର୍ଚ୍ଚା ହେଉଥିଲା। ଏହି ଛାଡପତ୍ରର ପଛରେ ପାକିସ୍ତାନ ଅଭିନେତ୍ରୀ ଆୟେଶା ଉମର ଥିବା କୁହାଯାଉଥିଲା। କାରଣ ଶୋଏବ ଏବଂ…

ଦାଢ଼ିରେ ଖ୍ରୀଷ୍ଟମାସ ଘଣ୍ଟି ବାନ୍ଧି ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି

ଆପଣ ନିଶ୍ଚିତ ଅନେକ ବିଶ୍ୱ ରେକର୍ଡ ବିଷୟରେ ଜାଣିଥିବେ। କଠିନ ପରିଶ୍ରମ, ଦୀର୍ଘ ବର୍ଷର ଅଭ୍ୟାସ କରି ଲୋକେ ସୁନାମ ଅର୍ଜନ କରନ୍ତି।  ଠିକ୍‌ ସେମିତି ଜଣେ ବ୍ୟକ୍ତି କଠିନ ପରିଶ୍ରମ କରି ତାଙ୍କ ଦାଢ଼ିରେ ଶହ ଶହ ଘଣ୍ଟି ବାନ୍ଧି…

ଗାଁକୁ ନାହିଁ ରାସ୍ତା, ବିଜୁଳି ସାତସପନ

ନୂଆପଡ଼ା ଅଫିସ,୨୨।୧୨: କେନ୍ଦ୍ର ତଥା ରାଜ୍ୟ ସରକାର ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି ଓ ପାନୀୟଜଳ ଭଳି ମୌଳିକ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହି ସବୁ ଯୋଜନା ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟ…

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘କାନ୍ତାରା’ର ସ୍ବିକେଲ୍‌

ମୁମ୍ବାଇ:ଚଳିତ ବର୍ଷ ଋଷଭ ଶେଟ୍ଟୀଙ୍କ ଆକ୍ସନ ଥ୍ରୀଲର ଚଳଚ୍ଚିତ୍ର ‘କାନ୍ତାରା’ ଅନେକ ଚଳଚ୍ଚିତ୍ର ରେକର୍ଡ ଭାଙ୍ଗିଥିଲା। ବକ୍ସ ଅଫିସରେ ଧମାକାଦାର ରୋଜଗାର ସହିତ ଏହି ଚଳଚ୍ଚିତ୍ରର ଆଲୋଚନା ସାଉଥ୍‌ରୁ ଆରମ୍ଭ କରି ବଲିଉଡ ତାରକାମାନଙ୍କ ଓଠରେ ଥିଲା। କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର…

ଭାରତ ଯୋଡୋ ଯାତ୍ରା ବନ୍ଦ କରିବାକୁ ସରକାର କରୁଛନ୍ତି ବାହାନା: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୨।୧୨: ହରିୟାଣାରେ ଭାରତ ଯୋଡୋ ଯାତ୍ରା ଚାଲିଥିବାବେଳେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଗୁରୁବାର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ହରିୟାଣାର ନୁହରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟଙ୍କ ଚିଠି ଉପରେ ମଧ୍ୟ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ଯାତ୍ରାକୁ ବନ୍ଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri