Home Left

କରୋନାକୁ ନେଇ କେନ୍ଦ୍ର ପ୍ରସ୍ତୁତ, ଉତ୍ସବ ସମୟରେ ରାଜ୍ୟ ପ୍ରସ୍ତୁତ ରହିବାକୁ କେନ୍ଦ୍ରର ପରାମର୍ଶ, ବିମାନ ବନ୍ଦରରେ ଆରଟି-ପିସିଆର ଟେଷ୍ଟ ଆରମ୍ଭ

ନୂଆଦିଲ୍ଲୀ,୨୨ ।୧୨: ଚାଇନାରେ କରୋନା ମହାମାରୀ ପୁଣିଥରେ ଅଣାୟତ୍ତ ହେବା ପରେ ଏବେ ଏହା ସାରା ବିଶ୍ୱର ଚିନ୍ତାକ ବଢାଇ ଦେଇଛି । ଚାଇନ ସହ ଆଉ କିଛି ଦେଶରେ ମଧ୍ୟ ଏବେ କରୋନା ମହାମାରୀ ବ୍ୟାପିବା ଆରମ୍ଭ କଲାଣି ।…

କରୋନାକୁ ନେଇ ସରକାର ତତ୍ପର: ପ୍ରଧାନମନ୍ତ୍ରୀ ଡାକିଲେ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ,୨୨।୧୨: ଚାଇନା-ଆମେରିକା ସମେତ ବିଶ୍ୱର ଅନେକ ଦେଶରେ କରୋନାର ନୂତନ ମାମଲା ବୃଦ୍ଧି ସହିତ ଭାରତରେ ମଧ୍ୟ ମହାମାରୀ ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଉଚ୍ଚ ସ୍ତରୀୟ…

ରାୟଗଡ଼ା ଜିଲାରେ ୧୦ ଟଙ୍କିଆ ମୁଦ୍ରା ଅଚଳ

ରାୟଗଡ଼ା,୨୨ା୧୨(ସ୍ବ.ପ୍ର.): ଦେଶରେ ସବୁଠି ୧୦ ଟଙ୍କିଆ ମୁଦ୍ରା ପ୍ରଚଳିତ ଥିବାବେଳେ କେତେକ ଅଞ୍ଚଳରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଦକ୍ଷିଣ ଓଡ଼ିଶାରେ ଏହା ଅଚଳ ହୋଇଛି। ରାୟଗଡ଼ା ଜିଲାରେ ବଜାରରେ କୌଣସି ସ୍ଥାନରେ ୧୦ ଟଙ୍କିଆ ମୁଦ୍ରା ଅଚଳ ଥିବାବେଳେ କେବଳ…

କରୋନାକୁ ନେଇ ସରକାର ପ୍ରସ୍ତୁତ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଦେଶରେ ଚାଇନାରେ ଆତଙ୍କ ଖେଳାଇଥିବା ଓମିକ୍ରନର ସବ୍‌ଭାରିଆଣ୍ଟ ବିଏଫ.୭ ଚିହ୍ନଟ ହେବା ପରେ ଆକ୍ସନ ମୋଡ୍‌ରେ ଆସିଛନ୍ତି ସରକାର। ଗୁରୁବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି କୋଭିଡ ସ୍ଥିତିର ସମୀକ୍ଷା କରିବେ। ଏହାପୂର୍ବରୁ ଲୋକ ସଭାରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ…

୧୧ ଘଣ୍ଟା ଧରି ପାଣି ଭିତରେ ଶୁଟିଂ କରିବା ପରେ ବିଗିଡିଲା ଅଭିନେତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା

ସାଉଥ୍‌ରୁ ବଲିଉଡ ଫିଲ୍ମ ପର୍ଯ୍ୟନ୍ତ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ରକୁଲ ପ୍ରୀତ ସିଂ ଜଣେ ପରିଶ୍ରମୀ ଅଭିନେତ୍ରୀ। ସେ ନିଜକୁ ଅନେକ ଥର ମଧ୍ୟ ପ୍ରମାଣିତ କରିଛନ୍ତି। ଫିଲ୍ମରେ ନିଜର ଚରିତ୍ର ପାଇଁ କଠିନ ପରିଶ୍ରମ କରନ୍ତି, ଯାହାର…

କରୋନା ମାର୍ଗଦର୍ଶିକା ଜାରି କଲେ ଯୋଗୀ

ଲକ୍ଷ୍ନୌ,୨୨।୧୨: ଚାଇନାରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କରୋନା ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଜନଗହଳି ପୂର୍ଣ୍ଣ…

୧୨ ବର୍ଷ ପରେ ଟେଷ୍ଟରେ ପ୍ରଥମ ଉଇକେଟ୍‌ ନେଲେ ଏହି କ୍ରିକେଟର୍‌

ମୀରପୁର,୨୨।୧୨: ମୀରପୁରରେ ଖେଳାଯାଉଥିବା ଭାରତ-ବାଂଲାଦେଶ ଟେଷ୍ଟରେ ଜୟଦେବ ଉନାଦକତ୍‌ ଟିମ ଇଣ୍ଡିଆକୁ ପ୍ରଥମ ସଫଳତା ଦେଇଛନ୍ତି। ସେ ଜାକିର ହାସନଙ୍କୁ ଆଉଟ୍‌ କରିଥିଲେ। ଟେଷ୍ଟ କ୍ରିକେଟରେ ଏହା ତାଙ୍କର ପ୍ରଥମ ଉଇକେଟ ଥିଲା। ଏଠାରେ ବିଶେଷ କଥା ହେଉଛି ତାଙ୍କର ପ୍ରଥମ…

ଇଡ୍‌କଲ ଡିଏମ୍‌ ଗୟା ସାଁନ୍ତରା ଗିରଫ

ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ଇଡ୍‌କଲ ଡେପୁଟି ମ୍ୟାନେଜର(ଡିଏମ୍‌) ଗୟା ସାଁନ୍ତରାଙ୍କୁ ଗୁରୁବାର ଗିରଫ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଗୟାଘରୁ ବିପୁଳ ପରିମାଣର ଟଙ୍କା ଏବଂ ସୁନା ଜବତ ହୋଇଥିଲା। ତାଙ୍କ ଘରୁ ୧୦…

ଜମି ହଡପ ମାମଲାରେ ରବର୍ଟ ଭଦ୍ରଙ୍କ ବଢିଲା ଅଡୁଆ

ନୂଆଦିଲ୍ଲୀ,୨୨।୧୨: ଜମି ହଡପ ମାମଲାରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ର ଏବଂ ତାଙ୍କ ମା’ ମୌରିନ ଭଦ୍ରଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି। ରବର୍ଟ ଭଦ୍ରଙ୍କ କମ୍ପାନୀ ସ୍କାଏଲାଇଟ ହସ୍ପିଟାଲିଟିର ଆବେଦନକୁ ରାଜସ୍ଥାନ ହାଇକୋର୍ଟ ଖାରଜ…

ରିଲିଜ୍‌ ହେଲା ଫିଲ୍ମ ‘ପଠାନ’ର ଦ୍ୱିତୀୟ ଗୀତ ‘ଝୁମେ ଜୋ ପଠାନ’

ସୁପରଷ୍ଟାର ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ର ଦ୍ୱିତୀୟ ଗୀତ’ ‘ଝୁମେ ଜୋ ପଠାନ ’ମୁକ୍ତିଲାଭ କରିଛି। ଏହି ଗୀତରେ ଶାହାରୁଖ ଏବଂ ଦୀପିକା ପାଦୁକୋନ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ନିକଟରେ ‘ପଠାନ’ର ପ୍ରଥମ ଗୀତ ‘ବେସରମ…

ଶୀତରେ ଥରୁଛି ଜି.ଉଦୟଗିରି

ଜି.ଉଦୟଗିରି,୨୨।୧୨(ଡି.ଏନ୍‌.ଏ): ଗତ ଚାରି ଦିନ ହେବ ଶୀତରେ ଥରୁଛି ଜି ଉଦୟଗିରି ସହର। ଏଠାରେ ଗୁରୁବାର ଦିନ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରହିଛି ବୋଲି ପାଣିପାଗ ତାପ ମାପକ ଯନ୍ତ୍ର ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି। ସୋମବାର ଦିନଠାରୁ…

ଜେଲରୁ ବାହାରିବାକୁ ଚାହୁଁ ନାହାନ୍ତି ଶ୍ରଦ୍ଧାଙ୍କ ହତ୍ୟା ଅଭିଯୁକ୍ତ ଆଫତାବ, ଜାମିନ ଆବେଦନ ନେଲେ ଫେରାଇ…

ନୂଆଦିଲ୍ଲୀ,୨୨।୧୨ : ଶ୍ରଦ୍ଧା ଓ୍ବାରକ ହତ୍ୟା ମାମଲାରେ ଅଭିଯୁକ୍ତ ଆଫତାବ ଅମିନ ପୁନାୱାଲା ଜେଲରୁ ବାହାରିବାକୁ ଚାହୁଁ ନାହାନ୍ତି। ସେ ସାକେତ କୋର୍ଟରୁ ନିଜର ଜାମିନ ଆବେଦନ ପ୍ରତ୍ୟାହାର କରିଛନ୍ତି। ଗୁରୁବାର ପୂର୍ବାହ୍ନ ୧୧ ଟାରୁ ତାଙ୍କ ଜାମିନ ଆବେଦନ ଉପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri