Home Left

‘କମ୍ପ୍ୟୁଟର ଇଞ୍ଜିନିୟରିଂରେ ଉଚ୍ଚତର ଗବେଷଣା ଆବଶ୍ୟକ’

କଟକ,୨୬।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ‘ଡ୍ରିମ୍‌ସ ସ୍ବୟଂଶାସିତ ବୈଷୟିକ ମହାବିଦ୍ୟାଳୟ’ ପକ୍ଷରୁ ନିକଟରେ ଏକ ୨ ଦିନିଆ ଜାତୀୟ କର୍ମଶାଳାର ଆୟୋଜନ କରାଯାଇଥିଲା। ବିଶେଷକରି ‘ଇଣ୍ଟରନ୍ୟାଶନାଲ କନ୍‌ଫରେନ୍‌ସ ଅନ୍‌ ଆଡଭାନ୍‌ସ କମ୍ପ୍ୟୁଟିଂ ଆଣ୍ଡ ଇଣ୍ଟେଲିଜେଣ୍ଟ ଇଞ୍ଜିନିୟରିଂ’ (ଆଇସିଏସିଆଇଇ-୨୦୨୨) ଶୀର୍ଷକ ବିଷୟବସ୍ତୁ…

ପାର୍ଲାମେଣ୍ଟରେ ପୁରସ୍କୃତ ହେଲେ ଅନୁଭୂତି

ଭୁବନେଶ୍ୱର,୨୫।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଓ ପଣ୍ଡିତ ମଦନମୋହନ ମାଲବ୍ୟଙ୍କ ପୁଣ୍ୟ ଜନ୍ମ ତିଥି ଅବସରରେ ଖୋର୍ଦ୍ଧା ଜିଲା ସତ୍ୟଭାମାପୁର ଗୋତଳ ଗ୍ରାମର ଅସିତ୍‌ କୁମାର ପ୍ରଧାନ ଓ ସବିତା ପ୍ରଧାନଙ୍କ ଝିଅ ତଥା ଅନ୍ତର୍ଜାତୀୟ…

ଓଲା ପକ୍ଷରୁ ମୁଭ୍‌ଓଏସ୍‌୩ର ଶୁଭାରମ୍ଭ

ନୂଆଦିଲ୍ଲୀ,୨୬।୧୨: ଦେଶର ପ୍ରମୁଖ ଇଲେକ୍ଟ୍ରି ଭେହିକିଲ(ଇଭି) କମ୍ପାନୀ ଓଲା ଇଲେକ୍‌ଟ୍ରିକ୍‌ର ନୂତନ ସଫ୍ଟୱେର ଅପ୍‌ଡେଟ୍‌ ମୁଭ୍‌ଓଏସ୍‌ ୩ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ଶୁଭାରମ୍ଭ ଦ୍ୱାରା ୧ଲକ୍ଷରୁ ଅଧିକ ଓଲା ଗ୍ରାହକ ଓଭର୍‌-ଦ-ଏୟାର (ଓଟିଏ) ଅପ୍‌ଡେଟ୍‌ ଗ୍ରହଣ କରିବେ।…

ପ୍ଲାନେଟାରିୟମ: ୩୨ ବର୍ଷରେ ସର୍ବାଧିକ ଆୟ

ଭୁବନେଶ୍ୱର,୨୬।୧୨(ବ୍ୟୁରୋ):ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ପଠାଣି ସାମନ୍ତ ପ୍ଲାନେଟାରିୟମକୁ ଦର୍ଶକଙ୍କ ସୁଅ ଛୁଟିବାରେ ଲାଗିଛି। ରବିବାର ପ୍ଲାନେଟାରିୟମକୁ ୨,୭୧୦ ଦର୍ଶକ ପରିଦର୍ଶନ କରିଛନ୍ତି। ଦିନକରେ ୨୦ଟି ଶୋ’ ପ୍ରଦର୍ଶିତ ହୋଇଥିବାବେଳେ ୬୭,୦୩୫ଟଙ୍କା ଆୟ ହୋଇଥିବା ପ୍ଲାନେଟାରିୟମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗତ ୩୨…

ଗିଫ୍ଟରେ ‘ଗାମେକ୍ସ-୨କେ୨୨’

ଭୁବନେଶ୍ୱର,୨୬।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ‘ଗିଫ୍ଟ ସ୍ବୟଂଶାସିତ କଲେଜ’ ପରିସରରେ ୧୨ତମ ଆଲୁମ୍‌ନି ମିଟ୍‌ ‘ଗାମେକ୍ସ-୨କେ୨୨’ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗିଫ୍ଟରୁ ଉତ୍ତୀର୍ଣ୍ଣ ହୋଇ ବେଙ୍ଗାଲୁରୁ, ଦିଲ୍ଲୀ, ମୁମ୍ବାଇ, ନାଗପୁର, ହାଇଦ୍ରାବାଦ, କୋଲକାତା, ଚେନ୍ନାଇ ଓ ଭୁବନେଶ୍ୱର ଭଳି…

୨ ବର୍ଷ ପରେ ଫେରିଲା ‘ପଥୋତ୍ସବ’

ଭୁବନେଶ୍ୱର, ୨୬।୧୨(ବ୍ୟୁରୋ):ରାଜଧାନୀକୁ ଫେରିଲା ‘ରାହଗିରି’ ବା ‘ପଥୋତ୍ସବ’। କରୋନା କଟକଣା ହଟିବା ଯୋଗୁ ଦୀର୍ଘ ୨ବର୍ଷ ପରେ ରାଜଧାନୀରେ ପୁଣି ପଥୋତ୍ସବ ଆୟୋଜନ ହୋଇଥିବାରୁ ଲୋକେ ଏହାକୁ ମନଭରି ଉପଭୋଗ କରିଛନ୍ତି। ନାଚ, ଗୀତ ସହ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମରେ ମସ୍‌ଗୁଲ୍‌…

ବଡ଼ଦିନରେ ଧଉଳିରେ ଦେଢ଼ଲକ୍ଷ ପର୍ଯ୍ୟଟକ

ପୁରୁଣା ଭୁବନେଶ୍ୱର,୨୬ା୧୨(ଡି.ଏନ୍‌.ଏ.):ରବିବାର ବଡ଼ଦିନ ଅବସରରେ ଶାନ୍ତିସ୍ତୂପ ଧଉଳିରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ପର୍ଯ୍ୟଟକ ଶାନ୍ତିସ୍ତୂପ ବୁଲିବା ସହ ପାହାଡ଼ ପାଦଦେଶ ସମିତ ଚତୁପାର୍ଶ୍ୱରେ ଭୋଜି କରୁଥିବା ଦେଖିବାକୁ ମିଳିଥିଲା। ଧଉଳି ପଞ୍ଚାୟତରେ ଥିବା ୧୦ଟି ପିଣ୍ଡିକୁ ବାଦ୍‌ଦେଲେ ଅଣଅନୁମୋଦିତ ପିଣ୍ଡିରେ ଭୋଜି…

୬ ବର୍ଷର ରେକର୍ଡ ଭାଙ୍ଗିଲା ନନ୍ଦନକାନନ

ବାରଙ୍ଗ,୨୬ା୧୨(ଡି.ଏନ୍‌.ଏ.):ବଡ଼ଦିନ ଅବସରରେ ନନ୍ଦନକାନନକୁ ବହୁ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା, ଯାହା ୬ ବର୍ଷର ରେକର୍ଡ ଭାଙ୍ଗିଛି। ରବିବାର ବଡ଼ଦିନ ପଡ଼ିଥିବାରୁ ସକାଳୁ ସକାଳୁ ନନ୍ଦନକାନନରେ ଭିଡ଼ ଆରମ୍ଭ ହୋଇଯାଇଥିଲା। ପର୍ଯ୍ୟଟକ ବିଭିନ୍ନ ପ୍ରାଣୀଙ୍କୁ ଦେଖିବା ସହ ବ୍ୟାଟେରିଚାଳିତ ଗାଡ଼ି, ଶିଶୁ ରେଳଗାଡ଼ି,…

‘ଛାତ୍ରଙ୍କୁ ଉଠାଇବା ପାଇଁ ଆଲାର୍ମ ବଜାଉ ମନ୍ଦିର-ମସଜିଦ’, ବୋର୍ଡ ପରୀକ୍ଷା ପୂର୍ବରୁ ଖଟ୍ଟର ସରକାରଙ୍କ ଭିନ୍ନ ଏକ ନିର୍ଦ୍ଦେଶ

ଚଣ୍ଡିଗଡ଼,୨୬ ।୧୨; ହରିୟାଣାର ମନୋହର ଲାଲ ସରକାର ଭିନ୍ନ ଏକ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଶିକ୍ଷାର ସ୍ତରକୁ ସୁଧାରିବା ପାଇଁ ସରକାର ମନ୍ଦିର, ମସଜିଦ ଓ ଗୁରୁଦ୍ୱାରକୁ ଅପିଲ କରିଛନ୍ତି କି ସକାଳୁ ସକାଳୁ ଛାତ୍ରୀଛାତ୍ରଙ୍କୁ ଉଠାଇବା ପାଇଁ ଆଲର୍ମ…

ଅଭିଯୁକ୍ତଙ୍କୁ ୪ ବର୍ଷ ଜେଲ, ୧ ଲକ୍ଷ ଜରିମାନା

ଫୁଲବାଣୀ ଅଫିସ, ୨୬ା୧୨:ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍‌ସୋ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ…

ଆଜି ଓୟୁଏଟିର ୩୯ତମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର,୨୬।୧୨(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୩୯ତମ ସମାବର୍ତ୍ତନ ଉତ୍ସବ ସୋମବାର ପାଳନ ହେବ। ଏହି ଉତ୍ସବରେ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ପୌରୋହିତ୍ୟ କରିବେ। ଭାରତର କୃଷି ଗବେଷଣା ଓ ଶିକ୍ଷା ବିଭାଗର…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ପାଳିଲେ ଖ୍ରୀଷ୍ଟପର୍ବ

ପଟ୍ଟାଙ୍ଗି,୨୬ା୧୨(ଡି.ଏନ.ଏ.):୨୦୨୨ ଶେଷ ହେବାକୁ ଆଉ କେତୋଟି ଦିନ ବାକି ରହିଛି। ତଥାପି ପଡୋଶୀ ଆନ୍ଧ୍ର ପ୍ରଦେଶ ଓଡ଼ିଶାର ସୀମାନ୍ତ ଗ୍ରାମ ଉପରେ ନଜର ପକାଇବାକୁ ପଛଘୁଞ୍ଚା ଦେଇନି। ରବିବାର ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡିକା ରାଜାନା ଦୋରା ଓଡ଼ିଶାର ଏକ ସୀମାନ୍ତ ଗ୍ରାମରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri